ମନୋରଞ୍ଜନ

କ୍ୟାଟ୍ରିନାଙ୍କ ‘ଟାଇଗର-୩’ ଭିଡିଓ ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଟାଇଗର-୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ମଧ୍ୟରେ ତାଙ୍କ ଶୁଟିଂ ସେଟ୍‌ର ଏକ ଭିଡିଓ ଲିକ୍‌ ହୋଇଥିବା ଜଣାପଡ଼ିଛି। ଭିଡିଓରେ କ୍ୟାଟ୍ରିନା ଏକ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି। ଲୋକେ…

ଆଉ ନିର୍ବାଚନ ଲଢିବେ ନାହିଁ ସନ୍ନି ଦେଓଲ

ଫିଲ୍ମ ‘ଗଦର-୨’ର ସଫଳତା ପରେ ଅଭିନେତା ସନ୍ନି ଦେଓଲ ଏକ ବଡ଼ ଘୋଷଣା କରିଛନ୍ତି। ସେ ଆଉ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ସେ ଘୋଷଣା କରିଛନ୍ତି। ଏକ ସାକ୍ଷାତକାରରେ ସନ୍ନି ଦେଓଲ କହିଛନ୍ତି ଯେ, ଆଉ ରାଜନୀତିରେ ମନ…

ମାଛ ଖାଇ ଚମକୁଛନ୍ତି ଐଶ୍ୱର୍ଯ୍ୟା, ଏପରି ମନ୍ତବ୍ୟ ଦେଇ ବିବାଦରେ ବିଜୟ କୁମାର

ମୁମ୍ବାଇ,୨୧ା୮: ମହାରାଷ୍ଟ୍ରର ସିନ୍ଦେ ସରକାରରେ ଜଣେ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସିଛି। ସିନ୍ଦେ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଡକ୍ଟର ବିଜୟ କୁମାର କହିଛନ୍ତି, ମାଛ ଖାଇବା ଦ୍ୱାରା ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଆଖି ଉଜ୍ଜ୍ୱଳ ଏବଂ ଚର୍ମ…

ପଙ୍କଜ ତ୍ରିପାଠୀଙ୍କ ବାପାଙ୍କ ପରଲୋକ

ମୁମ୍ବାଇ: ‘ଓଏମ୍‌ଜି-୨’ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ବାପା ବନାରସ ତ୍ରିପାଠୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ବାପାଙ୍କ ମୃତ୍ୟୁକୁ ନେଇ ଅଭିନେତା ଭାଙ୍ଗିପଡିଛନ୍ତି। ବିହାରର ପୈତୃକ ଗାଁ ବଲସଣ୍ଡରେ ଅଭିନେତାଙ୍କ ବାପା ବନାରସ ତ୍ରିପାଠୀଙ୍କ…

ଅକ୍ଷୟଙ୍କ ଫିଲ୍ମର ପ୍ରଭାବ: ମହାରାଷ୍ଟର ଏକ ସ୍କୁଲରେ ବାଧ୍ୟତାମୂଳକ ହେଲା ଯୌନ ଶିକ୍ଷା

ମୁମ୍ବାଇ,୨୧।୮: ଅଭିନେତା ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ଓଏମ୍‌ଜି-୨’ ରିଲିଜ ହୋଇଯାଇଛି। ଫିଲ୍ମଟି ବକ୍ସ ଅଫିସରେ ଗଦର-୨ କୁ ଟକ୍କର ଦେଉଛି। ଅକ୍ଷୟ କୁମାରଙ୍କ ଅଭିନୀତ ସାମାଜିକ ନାଟକ ଚଳଚ୍ଚିତ୍ର ବକ୍ସ ଅଫିସରେ ୧୦୦ କୋଟି କ୍ଲବରେ…

‘ଗଦ୍ଦର ୩’କୁ ନେଇ ପ୍ରତିକ୍ରିୟା ରଖିଲେ ଅମିଶା

ମୁମ୍ବାଇ: ବଲିଉଡର ଅଗାଧାଡିର ନାୟକ ସନ୍ନି ଦଓ୍ବେଲ ଓ ଆଗଧାଡିର ନାୟିକା ଅମିଶା ପଟେଲଙ୍କ ଅଭିନୀତ ମୁଭି ‘ଗଦ୍ଦର ୨’ ବକ୍ସ ଅଫିସରେ ତହଲକା ମଚାଉଛି। ଫିଲ୍ମ ଏମିତି ସକସେସ ହେବ ବୋଲି କେହି ଆଶା ବି କରି ନ ଥିଲେ।…

ରଘୁରାଜ ପ୍ରତାପଙ୍କୁ ଭେଟିଲେ ରଜନୀକାନ୍ତ

ଲକ୍ଷ୍ନୌ,୨୧।୮: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରଜନୀକାନ୍ତ ସୋମବାର ଜନସତ୍ତା ଦଳର ସଭାପତି ତଥା କୁଣ୍ଡା ବିଧାୟକ ରଘୁରାଜ ପ୍ରତାପ ସିଂଙ୍କୁ ଭେଟିଛନ୍ତି। ରଜନୀକାନ୍ତ ସୋମବାର ସକାଳେ ରଘୁରାଜଙ୍କ ବାସଭବନ ରାମାୟଣରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ…

ଇମୋଶନାଲ ରୋଲରୁ ନିଜକୁ ଦୂରେଇ ରଖିବାକୁ ଚାହାନ୍ତି ଜାହ୍ନବୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଷ୍ଟାର କିଡ ଜାହ୍ନବୀ କପୁର ବରୁଣ ଧଓ୍ବନଙ୍କ ସହ ମୁଭି ବବାଲରେ ଜବରଦସ୍ତ ପରଫରମାନ୍ସ ଦେଇଛନ୍ତି। ଅଭିନେତ୍ରୀ ମୁଭି ‘ଧଡକ’ ଜରିଆରେ ବଲିଉଡରେ ଏକ ସାନଦାର ଡେବ୍ୟୁ କରିଥିଲେ।ଅଭିନେତ୍ରୀ ମୁଭି ‘ଧଡକ’ ଜରିଆରେ ବଲିଉଡରେ ଏକ…

ସଲମାନଙ୍କ ନୂଆ ଲୁକ୍‌

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଲୁକ୍‌। ଏଥର ସେ ସମ୍ପୂର୍ଣ୍ଣ ଲଣ୍ଡା ହୋଇଯାଇଥିବା ଦେଖାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସଲମାନ ଖାନ ତାଙ୍କ କାରରୁ ଓହ୍ଲାଇଥିବାର ନଜର ଆସିଛନ୍ତି। ସେ ଏକ ପାର୍ଟିରେ ଯୋଗଦେବା ପାଇଁ ମୁମ୍ବାଇ…

ନିଲାମ ହେବ ନାହିଁ ସନ୍ନି ଦେଓଲଙ୍କ ବଙ୍ଗଳା

ମୁମ୍ବାଇ,୨୧।୮: ବଲିଉଡ୍‌ ଅଭିନେତା ସନି ଦେଓଲଙ୍କର ମୁମ୍ବାଇର ଜୁହୁଠାରେ ଥିବା ବଙ୍ଗଳାକୁ ବ୍ୟାଙ୍କ ଅଫ୍‌ ବରୋଦା ନିଲାମ କରିବ ନାହିଁ। ବ୍ୟାଙ୍କ ନୋଟିସ ପ୍ରତ୍ୟାହାର କରିନେଇଛି। ପବ୍ଲିକ ସେକ୍ଟର ବ୍ୟାଙ୍କ ସୋମବାର ଏକ ବିବୃତ୍ତିରେ କହିଛି ଯେ ମୁମ୍ବାଇରେ ଅଭିନେତା ତଥା…

ସମ୍ପର୍କ ଉପରେ ବାଜିଲା ମୋହର

ବମ୍ବେ: ବଲିଉଡର ଆଉ ଜଣେ କଥିତ ଲଭ୍‌ବାର୍ଡଙ୍କ ସମ୍ପର୍କ ଉପରେ ବାଜିଲା ମୋହର। ଏକଦା ଅଭିନେତା ଟାଇଗର ଶ୍ରଫଙ୍କ ପ୍ରେମିକା ଭାବେ ଚର୍ଚ୍ଚାରେ ରହୁଥିଲେ ଅଭିନେତ୍ରୀ ଦିଶା ପଟାନୀ। ହେଲେ ବ୍ରେକ୍‌ଅପ୍‌ ପରେ ଆଗକୁ ବଢ଼ିଛନ୍ତି ସେ। ଏବେ ସେ ଆଲେକ୍ସଜାଣ୍ଡର…

‘ମୋ ସହ ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବି’

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। ଜେଲରୁ ମୁକୁଳିବା ପରେ ପୂର୍ବ ସ୍ବାମୀ ଆଦିଲ ଦୁରାନୀ ଅଭିନେତ୍ରୀଙ୍କୁ ନେଇ ବଡ ଧରଣର ଖୁଲାସା କରିବେ ବୋଲି କହିଛନ୍ତି। କିଛି ଦିନ ତଳେ ଉଭୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?