ମନୋରଞ୍ଜନ

କଙ୍ଗନାଙ୍କ ଅଭିଯୋଗ ଉପରେ ଜାଭେଦ ଅଖତରଙ୍କୁ ସମନ ପଠାଇଲେ କୋର୍ଟ

ମୁମ୍ବାଇ,୨୫।୭: ଅଭିନେତା ହ୍ରିତିକ ରୋଶନ ଏବଂ କଙ୍ଗନାଙ୍କ ମାମଲା ମଧ୍ୟରେ ଆରମ୍ଭ ହୋଇଥିବା ଜାଭେଦ ଏବଂ କଙ୍ଗନାଙ୍କ ଲଢେଇ ଏବେ ପର୍ଯ୍ୟନ୍ତ ଜାରି ରହିଛି। ଏହା ପରେ କୋର୍ଟ ବର୍ତ୍ତମାନ ଜାଭେଦ ଅଖତରଙ୍କୁ ଡକାଇଛନ୍ତି। ନିକଟରେ କଙ୍ଗନା ରାଣାୱତ ଜାଭେଦ ଅଖତରଙ୍କ…

ମେଲବର୍ନର ୧୪ ତମ ଫିଲ୍ମ ଫେଷ୍ଟିଭାଲରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ମିଳିବ ସ୍ପେଶାଲ ଅନର

ମୁମ୍ବାଇ: ବଲିଉଡର ୩୨ ବର୍ଷର ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଚଳିତ ବର୍ଷ ମେଲବର୍ନର ୧୪ ତମ ଇଣ୍ଡିଆନଫିଲ୍ମ ଫେଷ୍ଟିଭାଲରେ ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ଅଫ ଇଣ୍ଡିଆନ ସିନେମା ଆଓ୍ବାର୍ଡରେ ସମ୍ମାନୀତ କରାଯିବ। କାର୍ତ୍ତିକ ଆର୍ଯ୍ୟନ, ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଏବଂ କଠିନ…

ଗରିବ ଶିଶୁଙ୍କ ସହ ସମୟ କାଟିଲେ ସାରା

ମୁମ୍ବାଇ: ବଲିଉଡ ଦିଭା ତଥା ନବାବ ଖାନଦାନର ଝିଅ ସାରା ଅଲି ଖାଁଙ୍କ ଭ୍ୟାକେଶନ ଭିଡିଓ ପ୍ରଶଂସକଙ୍କ ଦିଲ ଜିତି ନେଇଛି। ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ନାୟିକା ସାରା ଏବେ ଏକ ସାଦାସିଧା ଲୁକରେ ନଜର ଆସିଛନ୍ତି। ଏଥର ସେ…

ସ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିକି

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଦର୍ଶକଙ୍କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ବିଦେଶରୁ ଆସି ବଲିଉଡ୍‌ରେ ପାଦ ରଖି ସଫଳ ହେବ କମ ବଡ଼ କଥା ନୁହେଁ। ଏଥିପାଇଁ କ୍ୟାଟ୍‌ କଠିନ ପରିଶ୍ରମ କରିଛନ୍ତି। ତାଙ୍କ ପରିଶ୍ରମକୁ ସଲାମ କରିଛନ୍ତି…

‘ଯବାନ’ରେ ବିଜୟଙ୍କ ଦମ୍‌ଦାର ଲୁକ୍‌, ପୋଷ୍ଟର ରିଲିଜ ପରେ ବଢ଼ିଲା ଉତ୍କଣ୍ଠା

ବମ୍ବେ: କିଙ୍ଗ ଖାଁ ଶାହାରୁଖଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଯବାନ’କୁ ନେଇ ବଢ଼ୁଛି ଉତ୍କଣ୍ଠା। ନିର୍ମାତାମାନେ ମଧ୍ୟ ପ୍ରଶଂସକଙ୍କ ଲାଗି ଫିଲ୍ମର ପୋଷ୍ଟରକୁ ରିଲିଜ କରୁଛନ୍ତି। ଏହି କ୍ରମରେ ସାଉଥ୍‌ ସୁପରଷ୍ଟାର ବିଜୟ ସେଥୁପଥୀଙ୍କ ଲୁକ୍‌ ଶେୟାର କରାଯାଇଛି। ପୋଷ୍ଟରରେ ତାଙ୍କ…

୨୭.୫୭ କୋଟି ସଂଗ୍ରହକଲା ‘ବାର୍ବି’

ନୂଆଦିଲ୍ଲୀ: ଗତ ୨୧ ତାରିଖରେ ରିଲିଜ୍‌ ହୋଇଥିବା ମାର୍ଗୋଟ୍‌ ରୋବି ଏବଂ ରାୟନ ଗସ୍‌ଲିଂଙ୍କ ଅଭିନୀତ କମେଡି ଫିଲ୍ମ ‘ବାର୍ବି’ ଅନ୍ତର୍ଜାତୀୟ ବକ୍ସ ଅଫିସରେ ୧୮.୫୦ କୋଟି ଟଙ୍କା ସଂଗ୍ରହକରି ବିଶ୍ୱବ୍ୟାପୀ ମୋଟ ୨୭.୫୭ କୋଟି ଟଙ୍କାରେ ପହଞ୍ଚିଛି। ଉତ୍ତର ଆମେରିକାରେ…

‘ନୟନିକା ଚରିତ୍ର ମୋ ହୃଦୟର ଅତି ନିକଟତର’

ମୁମ୍ବାଇ: ଅଭିନେତ୍ରୀ କାଜଲ ନିକଟରେ ଓଟିଟି ଡେବ୍ୟୁ କରିଛନ୍ତି। ଓ୍ବେବ୍‌ ସିରିଜ୍‌ ‘ଦି ଟ୍ରାଏଲ: ପ୍ୟାର, କାନୁନ, ଧୋକା’ରେ ସେ ଜଣେ ଜୁନିୟର ଓକିଲ ଭାବେ ତାଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ କରି ଜଣେ ଅସୁରକ୍ଷିତ ମହିଳା ଭୂମିକାରେ ଅଭିନୟ କରିଛନ୍ତି। ସେଥିରେ…

ସିଂଘମ ଅଭିନେତା ଜୟନ୍ତ ସାବରକରଙ୍କ ପରଲୋକ 

ବଲିଉଡ୍‌ର ଭେଟେରାନ ଅଭିନେତା ଜୟନ୍ତ ସାବରକରଙ୍କ ବାର୍ଦ୍ଧକ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ସୋମବାର ସକାଳେ ପରଲୋକ ଘଟିଛି। ସେ ୮୭ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ଜୟନ୍ତଙ୍କ ପୁଅ କୌସ୍ତୁଭ ସ୍ପଷ୍ଟ  କରିଛନ୍ତି।  ପ୍ରାୟ ଛଅ…

ଘୁଞ୍ଚିଲା ପ୍ରଭାସଙ୍କ ଫିଲ୍ମ ‘କଳକି ୨୮୨୯ ଏଡି’ର ରିଲିଜ ତାରିଖ! ଜାନୁୟାରୀରେ ନୁହେଁ ଏହି ଦିନ ହେବ ରିଲିଜ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ପ୍ରଭାସଙ୍କ ଅଭିନୀତ ‘କଳକି ୨୮୨୯ ଏଡି’କୁ ନେଇ ବଡ଼ ସୂଚନା ସାମ୍ନାକୁ ଆସିଛି। ଫିଲ୍ମର ରିଲିଜ ତାରିଖ ପରିବର୍ତ୍ତନ କରିବାକୁ ନିର୍ମାତା ନିଷ୍ପତ୍ତି ନେଇଛନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ଏହି ଚଳଚ୍ଚିତ୍ରଟି ୨୦୨୪ ଜାନୁୟାରୀରେ…

ନିର୍ଦ୍ଦେଶକ ହେବେ ହ୍ରିତିକ!

ମୁମ୍ବାଇ: ଅଭିନେତା ହ୍ରିତିକ ରୋଶନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦୁଇ ଦଶକରୁ ଅଧିକ ସମୟ ହେବ ଆକ୍ଟିଭ ଅଛନ୍ତି। ଇଣ୍ଡଷ୍ଟ୍ରିର ଟପ ଆକ୍ଟର ଲିଷ୍ଟରେ ରହିଛି ତାଙ୍କର ନାମ। ତାଙ୍କର ଆକ୍ଟିଂ ସାଙ୍ଗକୁ ଡ୍ୟାନ୍ସ ଅଡିଅନ୍ସଙ୍କୁ ଦିଓ୍ବାନା କରିଥାଏ। ତାଙ୍କ ଫିଲ୍ମ ବକ୍ସ…

ତମନ୍ନାଙ୍କ ପାଖରେ ରହିଛି ବିଶ୍ୱର ପଞ୍ଚମ ସବୁଠାରୁ ବଡ ହୀରା

ମୁମ୍ବାଇ: ତମନ୍ନା ଭାଟିଆ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସହ ବଲିଉଡର ଜଣେ ଜଣାଶୁଣା ନାୟିକା ଭାବେ ପରିଚିତ। ସେ ଯେଉଁଠିକି ବି ଯାଆନ୍ତି ନିଜ ଷ୍ଟାଇଲରେ ସମସ୍ତଙ୍କୁ ତାଙ୍କର ଦିଓ୍ବାନା କରି ଦିଅନ୍ତି। ଏହି ଦିଭା ନିଜ କଲେକଶନରେ ସାଧାରଣରୁ ନେଇ…

ହଜରତ ଟିପୁ ସୁଲତାନ ଉପରେ ନିର୍ମାଣ ହେବନି ଫିଲ୍ମ, ଘୋଷଣା କଲେ ନିର୍ମାତା

ମୁମ୍ବାଇ: ଅଟଳ, ବାଲ ଶିବାଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ଚଳଚ୍ଚିତ୍ର ନିର୍ମାତା ସନ୍ଦୀପ ସିଂ କିଛି ସମୟ ପୂର୍ବରୁ ମୈଶୁରର ଶାସକ ଟିପୁ ସୁଲତାନଙ୍କ ଉପରେ ଫିଲ୍ମ କରିବାକୁ ଘୋଷଣା କରିଥିଲେ। ସେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri