ଆଡଭାନ୍ସ ବୁକିଂରେ ରେକର୍ଡ କରୁଛି ‘ଗଦର-୨’
ମୁମ୍ବାଇ: ଦର୍ଶକମାନେ ୨୨ବର୍ଷ ଧରି ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଗଦର’ର ଦ୍ୱିତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି। ଯାହା ବର୍ତ୍ତମାନ ଏହି ମାସରେ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଫିଲ୍ମର ରିଲିଜ ପାଇଁ ୭ଦିନ ବାକି ଥିବା ବେଳେ ଆଡଭାନ୍ସ ବୁକିଂରେ ରେକର୍ଡ କରୁଛି।…
ଦୋଷମୁକ୍ତ ହେଲେ ପରେରା
ମୁମ୍ବାଇ,୩।୮: ‘ସଡ଼କ ୨’ର ଅଭିନେତ୍ରୀ କ୍ରିସ୍ନ ପରେରା ଡ୍ରଗ୍ସ ମାମଲାର ବଡ ଖବର ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ପରେରାଙ୍କୁ ବୁଧବାର ରାତିରେ ଶାରଜାଦ ଜେଲରୁ ମୁକ୍ତ କରାଯାଇଥିବା ବେଳେ ଗୁରୁବାର ସେ ମୁମ୍ବାଇ ପହଞ୍ଚି ଯାଇଛନ୍ତି। ୟୁଏଇ ଅଧିକାରୀ ତାଙ୍କୁ ସମସ୍ତ…
ଓଏମ୍ଜି-୨ର ଦମ୍ଦାର ଟ୍ରେଲର ରିଲିଜ୍
ଫିଲ୍ମ ‘ଓଏମ୍ଜି’ ଏକ ସୁପର-ଡୁପର ହିଟ ଥିଲା। ସେବେଠାରୁ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରର ସିକ୍ୱେଲକୁ ଅପେକ୍ଷା କରିଛନ୍ତି। ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଓଏମ୍ଜି-୨ର ଦମ୍ଦାର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲର ଦେଖି ବୁଝାପଡୁଛି ଯେ ଏଥର ଫିଲ୍ମରେ…
‘ଓଏମଜି ୨’ର ଟ୍ରେଲର ଲଞ୍ଚ ଘୁଞ୍ଚିଲା
କଳା ନିର୍ଦ୍ଦେଶକ ନିତିନ ଦେଶାଇ ଆତ୍ମହତ୍ୟାଙ୍କ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଆତ୍ମହତ୍ୟା ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଅଭିନେତା ଅକ୍ଷୟ କୁମାର। ତାଙ୍କ ଫିଲ୍ମ ‘ଓଏମଜି ୨’ର ଟ୍ରେଲର ଆଜି ଲଞ୍ଚ ହେବାର ଥିଲା କିନ୍ତୁ ସେ ଏହାକୁ…
ନିତିନଙ୍କ ଆତ୍ମହତ୍ୟାରେ ହତବାକ ବଲିଉଡ୍
‘ଯୋଦ୍ଧା ଆକବର’, ‘ଦେବଦାସ’ ଏବଂ ‘ଲଗାନ’ ଭଳି ସୁପରହିଟ୍ ଚଳଚ୍ଚିତ୍ରର ସେଟ ଡିଜାଇନ କରିଥିବା କଳା ନିର୍ଦ୍ଦେଶକ ନିତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି। ଏନଡି ଷ୍ଟୁଡିଓର ପ୍ରତିଷ୍ଠାତା ନିତିନ ନିଜ ଷ୍ଟୁଡିଓରେ ହିଁ ଫାଶୀ ଲଗାଇ ଦେଇଛନ୍ତି। ତାଙ୍କ ମୃତ୍ୟୁରେ ବଲିଉଡରେ…
ଭାଜପାରେ ଯୋଗ ଦେଲେ ତେଲଗୁ ଅଭିନେତ୍ରୀ ଜୟସୁଧା
ହାଇଦ୍ରାବାଦ,୨।୮: ତେଲଗୁ ଅଭିନେତ୍ରୀ ତଥା ପୂର୍ବତନ ବିଧାୟକ ଜୟସୁଧା ଭାଜପାରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ତେଲେଙ୍ଗାନା ଭାଜପା ସଭାପତି ଜି କିଶନ ରେଡ୍ଡୀ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଛନ୍ତି। ପୂର୍ବରୁ…
ରୋମାଣ୍ଟିକ ହେଲେ ପ୍ରିୟଙ୍କା
ବଲିଉଡ୍ ପରେ ହଲିଉଡ୍ରେ ପାଦ ଥାପିଥିବା ପ୍ରିୟଙ୍କା ଚୋପ୍ରା ଜୀବନରେ ଯେତେ ବ୍ୟସ୍ତ ଥାନ୍ତୁ ନା କାହିଁକି, ସେ ନିଜ ପରିବାର ପାଇଁ ସମୟ ବାହାର କରନ୍ତି। ନିକଟରେ ସେ ତାଙ୍କ ପରିବାର ସହିତ ଏକ ସମୁଦ୍ର କୂଳରେ ଛୁଟି କାଟୁଥିବା…
ଅନ୍ଧେରି କୋର୍ଟ ଦ୍ୱାରା ଜାରି ହୋଇଥିବା ସମନ ବିରୋଧରେ ସେସନ କୋର୍ଟ ଗଲେ ଜାଭେଦ
ମୁମ୍ବାଇ,୨।୮: କଙ୍ଗନା ରାଣାୱତ ମାମଲାରେ ବଲିଉଡର ଗୀତିକାର ଜାଭେଦ ଅଖତରଙ୍କୁ ଅନ୍ଧେରି କୋର୍ଟ ସମନ ଜାରି କରିଥିଲେ। ବର୍ତ୍ତମାନ ଗୀତିକାର ଏହା ବିରୋଧରେ ସେସନ କୋର୍ଟକୁ ଯାଇଛନ୍ତି। ବର୍ତ୍ତମାନ ଏହି ମାମଲା ଅଗଷ୍ଟ ୮ରେ ଅଧିବେଶନ କୋର୍ଟରେ ଶୁଣାଣି ହେବ। ପ୍ରକୃତରେ,…
ନିତିନ ଦେଶାଇଙ୍କ ପରଲୋକ, ଷ୍ଟୁଡିଓରୁ ମିଳିଲା ମୃତଦେହ, ଫିଲ୍ମ ଦେବଦାସ, ଯୋଦ୍ଧା-ଆକବର, ଲଗାନର ଥିଲେ ସେଟ ଡିଜାଇନର୍…
ମୁମ୍ବାଇ,୨।୮ : ଜଣାଶୁଣା କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ମୁମ୍ବାଇ ନିକଟ କରଜତରେ ଥିବା ତାଙ୍କ ଏନଡି ଷ୍ଟୁଡିଓରେ ନିତିନ ଦେଶାଇଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି। ତାଙ୍କ…
ଜଣାଶୁଣା କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟା
ହିନ୍ଦୀ ସିନେମାର ଜଣାଶୁଣା କଳା ନିର୍ଦ୍ଦେଶକ ନିତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇଠାରୁ ୮୦ କିଲୋମିଟର ଦୂରରେ ଥିବା କରଜତ ଅଞ୍ଚଳରେ ନିର୍ମିିତ ଏନଡି ଷ୍ଟୁଡିଓରେ ନିତିନ ଫାଶୀ ଲଗାଇ ଦେଇଛନ୍ତି। ନିତିନ ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିଲେ। କିଛି…
ରଜନୀକାନ୍ତଙ୍କ ସହ ଏକାଠି ନଜର ଆସିବେ
ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ, ତାମିଲ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଯୋଡ଼ିକୁ ପ୍ରଶଂସକ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଦୁହିଁଙ୍କୁ ‘ଜେଲର’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଏକତ୍ର ଦେଖିବାକୁ ମିଳିବ। ପରଦାରେ ରଜନୀକାନ୍ତ- ତମନ୍ନାଙ୍କ ଯୋଡ଼ିକୁ ନେଇ ଉତ୍ସାହ ରହିଥିବାବେଳେ…
ଓଏମ୍ଜି ୨କୁ ‘ଏ’ ସାର୍ଟିଫିକେଟ୍
ମୁମ୍ବାଇ,୨ା୮: ଅକ୍ଷୟ କୁମାରଙ୍କ ଅଭିନୀତ ହିନ୍ଦୀ ସିନେମା ‘ଓହ ମାଇଁ ଗଡ୍’ର ସିକ୍ୱେଲ ‘ଓଏମ୍ଜି ୨’କୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଶନ ପକ୍ଷରୁ ‘ଏ’ ସାର୍ଟିଫିକେଟ୍ ମିଳିଛି। ଫିଲ୍ମରେ ଅଳ୍ପ କେତୋଟି ପରିବର୍ତ୍ତନ ସହ ସେନ୍ସର ବୋର୍ଡ ପ୍ରାପ୍ତ ବୟସ୍କଙ୍କ…
Archives


