ମହିଳା ଫ୍ୟାନ୍ସ ସେଲଫି ନେବାରୁ ପଛକୁ ହଟିଗଲେ ସନି ଦେଓଲ, ଭିଡିଓ ଭାଇରାଲ
ମୁମ୍ବାଇ: ସନି ଦେଓଲ ଓ ଅମିଷା ପଟେଲଙ୍କ ପିଲ୍ମ ଗଦର-୨ ବକ୍ସ ଅଫିସରେ ଧମାଲ କରୁଛି। ଏହି ଫିଲ୍ମ ୫ଦିନରେ ୨୦୦କୋଟି ଟଙ୍କା ରୋଜଗାର କରିଛି। ୨୨ବର୍ଷ ପରେ ଏହି ଲୋକପ୍ରିୟ ଯୋଡି ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି। ତେବେ ଗଦର...
ସମନ୍ଥାଙ୍କୁ ନିଜ କୋଳରେ ଉଠାଇ ନୃତ୍ୟ ପ୍ରଦର୍ଶନ କଲେ ବିଜୟ ଦେବେରକୋଣ୍ଡା…
ମୁମ୍ବାଇ : ଦକ୍ଷିଣ ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ସମନ୍ଥା ରଥ ପ୍ରଭୁ ଆଗାମୀ ଫିଲ୍ମ ଖୁସି କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ବିଷୟରେ ଆଲୋଚନା କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଦୁହେଁ ପ୍ରଥମ ଥର ପାଇଁ ସ୍କ୍ରିନ...
ପରଫେକ୍ଟ ହସ୍ବ୍ୟାଣ୍ଡ ସିଦ୍ଧାର୍ଥ, ସ୍ତ୍ରୀଙ୍କ ଲାଗି…
ବମ୍ବେ: ପ୍ରେମର ସଫଳତା ବିବାହ ବୋଲି କୁହାଯାଏ। କିଛି ସେଭଳି ଘଟିଛି ବଲିଉଡର ଚର୍ଚ୍ଚିତ ଯୋଡ଼ି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାଣୀଙ୍କ କ୍ଷେତ୍ରରେ। କିଛି ମାସ ତଳେ ଦୁହେଁ ହାତକୁ ଦୁଇହାତ ହୋଇଛନ୍ତି। ଏମିତିରେ ଉଭୟଙ୍କ ବୈବାହିକ ଜୀବନ...
ଶ୍ରୀଦେବୀ ରଖିଥିଲେ ଏହି ଅଭିନେତାଙ୍କ ପାଇଁ ଉପବାସ
ଅଭିନେତା ରଜନୀକାନ୍ତ ଏବଂ ଅଭିନେତ୍ରୀ ଶ୍ରୀଦେବୀ ଉଭୟ ଭଲ ବନ୍ଧୁ। ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା ବେଶ ନିବିଡ଼। ସେମାନେ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ପ୍ରାୟ ୨୦ରୁ ଅଧିକ ଫିଲ୍ମରେ ଏକାଠି କାମ କରିଥିଲେ। କୁହାଯାଏ...
ଆକ୍ଟିଂରୁ ବ୍ରେକ୍ ନେବେ ପ୍ରଭାସ!
ଟଲିଉଡ ଇଣ୍ଡଷ୍ଟ୍ରିର ପ୍ରଭାବଶାଳୀ ଅଭିନେତା ହେଉଛନ୍ତି ପ୍ରଭାସ। ବହୁ ବ୍ଲକବଷ୍ଟର ଫିଲ୍ମରେ ସେ ଅଭିନୟ କରିଛନ୍ତି। ରାଧେ ଶ୍ୟାମ ଏବଂ ଆଦିପୁରୁଷ ଭଳି ଚଳଚ୍ଚିତ୍ର ସହିତ ବକ୍ସ ଅଫିସରେ ବିଫଳତା ସତ୍ତ୍ୱେ ପ୍ରଭାସ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣେ ଚମତ୍କାର ଅଭିନେତା...
ଅକ୍ଷୟଙ୍କ ଫିଲ୍ମରେ ସୁନୀଲଙ୍କ ଏଣ୍ଟ୍ରି b
ବମ୍ବେ: ‘ଓଏମ୍ଜି ୨’ର ସଫଳତା ପରେ ଏବେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓ୍ବେଲକମ୍ ୩’ ଉପରେ ପ୍ରଶଂସକଙ୍କ ନଜର। କିଛିଦିନ ତଳେ ଫିଲ୍ମରେ ଦୀଶା ପଟାନୀ ଏବଂ ଜ୍ୟାକ୍ଲିନ୍ ଫର୍ଣ୍ଣାଡିସଙ୍କ ଏଣ୍ଟ୍ରି ହୋଇଥିଲା। ଏବେ ଅଭିନେତା ସୁନୀଲ ସେଟ୍ଟୀ...
ରେକର୍ଡ ଭାଙ୍ଗୁଛି ‘ଗଦର-୨’, ୫ ଦିନରେ ୨୦୦ କୋଟି ରୋଜଗାର
ମୁମ୍ବାଇ: ସନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ବକ୍ସ ଅଫିସରେ ଧମାକାଦାର ଆୟ କରୁଛି। ରିଲିଜ ହେବାର ପ୍ରଥମ ଦିନରୁ ଏହି ଫିଲ୍ମ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇଛି। ‘ଗଦର ୨’ର ଓପନିଙ୍ଗ୍ ସପ୍ତାହ ମଧ୍ୟ ଜବରଦସ୍ତ ଥିଲା ଏବଂ...
ଫେମିନା କଭର୍ ପେଜ୍ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ,୧୫।୮: ଦେଶର ଜଣାଶୁଣା ପତ୍ରିକା ଫେମିନା ମାଗାଜିନ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ସ୍ବତନ୍ତ୍ର ଷ୍ଟୋରୀ କରିଛି। ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କୁ ମାଗାଜିନ୍ ଏହାର ଅଗଷ୍ଟ ଏଡିସନ କଭର୍ ପେଜରେ ସ୍ଥାନ ଦେଇଛି। ଏହାର ପ୍ରଥମ କପି...
ଖୁସି ଅଛନ୍ତି ସନ୍ନି ଦେଓଲ
ଫିଲ୍ମ ‘ଗଦର ୨’ର ସଫଳତାରେ ବେଶ୍ ଖସି ଅଛନ୍ତି ତାରା ସିଂ ଅର୍ଥାତ୍ ସନ୍ନି ଦେଓଲ। ସ୍ବାଧୀନତା ଦିବସ ଅବସରରେ ସେ ଇନ୍ଦୋରର ମୋହୋ ଶିଶୁ ସଂଗ୍ରହାଳୟରେ ପହଞ୍ଚିଥିଲେ। ସେ ପତାକା ଉତ୍ତୋଳନ କରି ୭୭ତମ ସ୍ବାଧୀନତା ଦିବସ ପାଳନ...
ସେନା ଭୂମିକାରେ ଦୀପିକା
ମୁମ୍ବାଇ: ବଲିଉଡର ଫେମଶ ଫିଲ୍ମ ମେକର ସିଦ୍ଧାର୍ଥ ଆନନ୍ଦ ଖୁବଶୀଘ୍ର ତାଙ୍କ ମୁଭି ‘ଫାଇଟର’କୁ ନେଇ ଆସିବାକୁ ଯୋଜନା କରୁଛନ୍ତି। ଏଥର ଆନନ୍ଦ ସହ ବଲିଉଡ ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନ କାମ କରୁଛନ୍ତି। ଉଭୟଙ୍କ ଯୋଡି ସର୍ବଦା କମାଲ...
ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ନାଗରିକତା
ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଭାରତୀୟ ନାଗରିକତା ମିଳିଛି। ସୋସିଆଲ ମିଡିଆରେ ଏହି ପୋଷ୍ଟ ଶେୟାର କରି ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି। ଶେୟାର କରି ଅକ୍ଷୟ ଲେଖିଛନ୍ତି ‘ହୃଦୟ ଏବଂ ନାଗରିକତା, ଉଭୟ ହିନ୍ଦୁସ୍ତାନୀ’ଅକ୍ଷୟଙ୍କର ପୂର୍ବରୁ...
‘ଦ ଭ୍ୟାକ୍ସିନ ଓ୍ବାର’ର ଟିଜର ରିଲିଜ
ମୁମ୍ବାଇ: ନିର୍ଦ୍ଦେଶକ ବିବକେ ଅଗ୍ନିହୋତ୍ରୀଙ୍କ ମୋଷ୍ଟ ଆଓ୍ବେଟେଡ ମୁଭି ‘ଦ ଭ୍ୟାକ୍ସିନ ଓ୍ବାର’ର ଟିଜର ରିଲିଜ ହୋଇଛି। ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ଏହି ମୁଭି ପରେ ଭ୍ୟାକ୍ସିନ ପାଇଁ ଲାଗିଥିବା ଲଢେଇକୁ ନେଇ ଫିଲ୍ମ କରିବାକୁ ଘୋଷଣା କରିଥିଲେ।...
Archives


