ରଶ୍ମିକା ମନ୍ଦାନା ଡିପଫେକ ଭିଡିଓ ମାମଲାରେ ଦିଲ୍ଲୀ ପୋଲିସକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ/ମୁମ୍ବାଇ,୨୩।୧୧: ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଡିପଫେକ ଭିଡିଓ ବିଷୟରେ ଦିଲ୍ଲୀ ପୋଲିସ କହିଛି ଯେ ଏହି ଭିଡିଓ ସହ ଜଡିତ ମାମଲାର ତଦନ୍ତରେ ସେମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି ଏବଂ ବୈଷୟିକ ବିଶ୍ଳେଷଣ ମାଧ୍ୟମରେ ଏହାର ଯାଞ୍ଚ କରାଯାଉଛି। ବୈଷୟିକ ବିଶ୍ଳେଷଣର…
ବଢିଲା ପ୍ରକାଶ ରାଜଙ୍କ ଅଡୁଆ
ମୁମ୍ବାଇ: ବଲିଉଡ ଅଭିନେତା ପ୍ରକାଶ ରାଜଙ୍କ ଅଡୁଆ ବଢିବାରେ ଲାଗିଛି। ପ୍ରୋନଜି ଜୁଏଲର୍ସ ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ସମନ ପଠାଇଛି। ସୂଚନାଯୋଗ୍ୟ, ତ୍ରିଚି ଭିତ୍ତିକ ଭାଗିଦାରୀ ସଂସ୍ଥା ପ୍ରୋନଜି ଜୁଏଲର୍ସଙ୍କ ବିରୋଧରେ ମନି ଲଣ୍ଡରିଂ ଯାଞ୍ଚ ସଂପର୍କରେ ଏନଫୋର୍ସମେଣ୍ଟ…
ବଲିଉଡରେ ଡେବ୍ୟୁ କରିବେ ମାଧୁରୀଙ୍କ ସ୍ବାମୀ!
ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବଂ ତାଙ୍କ ସ୍ବାାମୀ ଡ. ଶ୍ରୀରାମ ନେନେ ହେଉଛନ୍ତି ବଲିଉଡର ପାଓ୍ବାର କପଲ। ଦୁହିଁଙ୍କ ମଧ୍ୟରେ ପ୍ରେମ ବେମିସାଲ। ମାଧୁରୀ୧୯୯୯ରେ ଡ. ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଦୁଇଟି ପୁଅ…
ଆଲିଆଙ୍କ ନୂଆ ନାଁ ଦେଲେ ଫଟୋଗ୍ରାଫର
ମୁମ୍ବାଇ: ବଲିଉଡ୍ ସୁନ୍ଦରୀ ଆଲିଆ ଭଟ୍ଟ ବୁଧବାର ଜି.କ୍ୟୁ ମେନ୍ ଅଫ୍ ଦ ଇୟର ୨୦୨୩ ରେଡ୍ କାର୍ପେଟ ଇଭେଣ୍ଟରେ ପହଞ୍ଚିଥିଲେ। ଏହି ସମୟରେ ଆଲିଆ ଖୁବ୍ ସୁନ୍ଦର ଦିଶୁଥିଲେ। ତାଙ୍କର ଏହି ଲୁକ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ…
ମିଷ୍ଟ୍ରିୟସ ଗାର୍ଲଫ୍ରେଣ୍ଡଙ୍କ ସହ ବାର୍ଥ ଡେ ପାଳନ କଲେ ଅମିତାଭ ବଚ୍ଚନଙ୍କ ନାତି, ଭିଡିଓ ଭାଇରାଲ
ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କ ନାତି ଓ ଶ୍ୱେତା ବଚ୍ଚନଙ୍କ ପୁଅ ଅଗସ୍ତ ନନ୍ଦା ନିଜ ଅପକମିଗଂ ଫିଲ୍ମ ଦି ଆଚିର୍ଜ ପାଇଁ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫଇଲ୍ମରୁ ଅଗସ୍ତ ବଲିଉଡରେ ଡେବ୍ୟୁ sକରିବାକୁ ଯାଉଛନ୍ତି। ତାଙ୍କ ସହ…
ରିଲିଜ ହେଲା ‘ଆନିମଲ୍’ ଫିଲ୍ମର ଟ୍ରେଲର, ଦମଦାର ଚରିତ୍ରରେ ନଜର ଆସିଲେ ରଣବୀର କପୁର
ମୁମ୍ବାଇ: ୨୦୨୩ ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ୍’ର ଟ୍ରେଲର ରିଲିଜ ହୋଇଛି। ଟ୍ରେଲରରେ ଏପରି ଧମାକାଦାର ଆକ୍ସନ ସିନ୍ ରହିଛି ଯାହାକୁ ଦେଖି ସିନେପ୍ରେମୀମାନେ ଏହାର ଖୁବ ପ୍ରଶଂସା କରିଛନ୍ତି। ରଣବୀର କପୁର ତାଙ୍କର ସିନେମା କ୍ୟାରିୟରରେ ପ୍ରଥମ ଥର…
‘ରାମାୟଣ’ର ସୀତା ଦୀପିକା ନିଜ ସ୍ବାମୀଙ୍କ ସହ ଦେଲେ ରୋମାଣ୍ଟିକ ପୋଜ, ଟ୍ରୋଲ କଲେ ଫ୍ୟାନ୍ସ
ମୁମ୍ବାଇ: ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଶୋ ରାମାୟଣ ଆଜି ବି ଦର୍ଶକଙ୍କ ମନରେ ପ୍ରେମର ବସାଟିଏ କରିଛି। ଏଥିଯୋଗୁ ତ ଦର୍ଶକ ଏହି ଶୋର ପ୍ରତିଟି ଚରିତ୍ରକୁ ଭୁଲିପାରି ନାହାନ୍ତି। ଏବେବି ଚରିତ୍ରକୁ ଲୋକେ ପୂଜା କରୁଛନ୍ତି। ତେବେ ସୀତାଙ୍କ ଚରିତ୍ରରେ…
ବିଧାନସଭା ଆଗରେ ଧାରଣା ଦେଲେ ଫିଲ୍ମ ପ୍ରଯୋଜିକା
ଭୁବନେଶ୍ୱର,୨୩ା୧୧: ଗୁରୁବାରଠାରୁ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ। ସନଲିଶା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି) ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ଟି ଦାବି ରଖିଛନ୍ତି। ଏହି ଦାବିଗୁଡ଼ିକ ମଧ୍ୟରେ ବ୍ଲକ ମୁଖ୍ୟାଳୟରେ…
ହାଇକୋର୍ଟରେ ୮ କୋଟି ଟଙ୍କା ଦେଲେ ରିଲିଜ ହେବ ଏହି ଫିଲ୍ମ
ମୁମ୍ବାଇ: ଗୌତମ ମେନନଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ତାମିଲ ଫିଲ୍ମ ‘ଧ୍ରୁବ ନାଚଥିରାମ’ ଆସନ୍ତାକାଲି ଅର୍ଥାତ୍ ୨୪ ନଭେମ୍ବରରେ ମୁକ୍ତିଲାଭ କରିବାକୁ ଘୋଷଣା କରାଯାଇଛି। ଏହି ଫିଲ୍ମ ୟୁ/ଏକୁ ସେନ୍ସର କରାଯାଇଛି। ତେବେ ତାମିଲନାଡୁ ଏବଂ ଅନ୍ୟ କେତେକ ସ୍ଥାନରେ ଫିଲ୍ମର…
ବିନା ପୋଷାକରେ ଫଟୋ ସୁଟ କଲେ ପାକିସ୍ତାନୀ ଅଭିନେତା, ଭିଡିଓ ଭାଇରାଲ…
ଇସଲାମାବାଦ : ପାକିସ୍ତାନୀ ଅଭିନେତା ୱାହାଜ ଅଲୀ ନିଜର ଅଭିନୟ ପାଇଁ ପାକିସ୍ତାନରେ ପ୍ରସିଦ୍ଧ। ସମ୍ପ୍ରତି ଅଭିନେତା ହେଡଲାଇନରେ ରହିଛନ୍ତି। ବଲିଉଡ ଅଭିନେତା ରଣବୀର ସିଂଙ୍କ ପଥ ଅନୁସରଣ କରି ବର୍ତ୍ତମାନ ୱାହାଜ ଅଲୀ ମଧ୍ୟ ବିନା ପୋଷାକରେ ଫଟୋ ସୁଟ…
ନାତିଙ୍କ ଫଟୋ ଶେୟାର କରି ଅନିଲ ଲେଖିଲେ ଏମିତି…
ମୁମ୍ବାଇ: ଅଭିନେତା ଅନିଲ କପୁର ନାତି ବାୟୁଙ୍କ ସହ ତାଙ୍କର ଦୁଇଟି ଫଟୋ ଶେୟାର କରିଛନ୍ତି। ସବୁଥର ପରି ଏଥର ମଧ୍ୟ ସେ ନିଜ ପ୍ରିୟ ନାତିଙ୍କ ଚେହେରା ଦେଖାଇ ନାହାନ୍ତି। ପ୍ରଥମ ଫଟୋରେ ଅନିଲ ସୋଫା ଉପରେ ବାୟୁ ସହିତ…
ଫିଲ୍ମ ‘ଡଙ୍କି’ ପାଇଁ ମିଳିବନି ଟିକେଟ୍, ଘରୁ ନେବାକୁ ପଡ଼ିବ ସୋଫା
ବଲିଉଡର କିଙ୍ଗ ଶାହାରୁଖ ଖାନ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଡଙ୍କି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଶାହାରୁଖ ପ୍ରଶଂସକଙ୍କୁ ସରପ୍ରାଇଜ୍ ଦେଇ ଏକ୍ସରେ ଆସ୍କ ଏସଆରକେ ସେଶନ୍ ରଖିଥିଲେ। ଏଥିରେ ସେ ପୁଣି ଥରେ ପ୍ରଶଂସକଙ୍କ ପ୍ରଶ୍ନର ମଜାଳିଆ ଉତ୍ତର ଦେଇଥିଲେ।…
Archives


