ରିଲିଜ ହେଲା ‘ଆନିମଲ୍’ ଫିଲ୍ମର ଟ୍ରେଲର, ଦମଦାର ଚରିତ୍ରରେ ନଜର ଆସିଲେ ରଣବୀର କପୁର

ମୁମ୍ବାଇ: ୨୦୨୩ ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ୍’ର ଟ୍ରେଲର ରିଲିଜ ହୋଇଛି। ଟ୍ରେଲରରେ ଏପରି ଧମାକାଦାର ଆକ୍ସନ ସିନ୍ ରହିଛି ଯାହାକୁ ଦେଖି ସିନେପ୍ରେମୀମାନେ ଏହାର ଖୁବ ପ୍ରଶଂସା କରିଛନ୍ତି। ରଣବୀର କପୁର ତାଙ୍କର ସିନେମା କ୍ୟାରିୟରରେ ପ୍ରଥମ ଥର ପାଇଁ ଏଭଳି ଭୟାନକ ଏବଂ ଦୁର୍ଦଶ ଚରିତ୍ରରେ ନଜର ଆସିଛନ୍ତି। ଯାହାକୁ ଦେଖିଲା ପରେ ଦର୍ଶକମାନେ ରଣବୀରଙ୍କ ଅଭିନୟ ଦେଖିବା ପାଇଁ ସିନେମା ଘରକୁ ଟାଣି ହୋଇଯିବେ।

ସେହିଭଳି ଫିଲ୍ମରେ ରଣବୀର କାପୁରଙ୍କୁ କଡ଼ା ଟକ୍କର ଦେଇଛନ୍ତି ବବି ଦେଓଲ। ଟ୍ରେଲରୁ ଜଣା ପଡୁଛି କି ଫିଲ୍ମରେ ବବି ଦେଓଲଙ୍କୁ ସ୍କ୍ରିନରେ ଖୁବ କମ୍ ସମୟ ମିଳିଥିବ କିନ୍ତୁ ସେହି ସ୍ୱଳ୍ପ ସମୟରେ ବବି ତାଙ୍କର ଦମଦାର ଅଭିନୟର ଯାଦୁ ଦେଖାଇଛନ୍ତି। ଏହି ଫିଲ୍ମରେ ବବି ଦେଓଲ ଭିଲେନ ଭୂମିକାରେ ଖ୍ବୁ ଭୟଙ୍କର ନଜର ଆସିଛନ୍ତି।

ଟ୍ରେଲରରେ ମୁଖ୍ୟ ସିନ୍ ରଣବୀର କପୁର ଏବଂ ବବି ଦେଓଲଙ୍କ ଫାଇଟିଂ ସିନ୍ ରହିଛି। ଏଥିରେ ୫୪ ବର୍ଷୀୟ ବବି ପାୱାରଫୁଲ ଗରମ ମିଜାଜ ସହିତ ରଣବୀରଙ୍କ ସହିତ ଫାଇଟିଂ କରୁଛନ୍ତି। ଯାହା ଟ୍ରେଲରର ଶେଷ ଭାଗରେ ରହିଛି। ଏହି ଫିଲ୍ମରେ ଦମଦାର ଅଭିନୟ ପାଇଁ ରଣବୀର କପୁର ଏବଂ ବବି ଦେଓଲଙ୍କୁ ସେମାନଙ୍କ ସିନେମା କ୍ୟାରିୟରକୁ ଏକ ନୂଆ ଦିଶା ଦେବ। ଟ୍ରେଲରରେ ଏପରି ଧମାକାଦାର ଅଭିନୟ ଦେଖି ସମ୍ପୂର୍ଣ୍ଣ ସିନେମା ଦର୍ଶକଙ୍କୁ ଏକ ଶ୍ରେଷ୍ଠ ଫିଲ୍ମ ଉପହାର ଦେଇପାରେ। ଫିଲ୍ମ ୧ ଡିସେମ୍ବରରେ ରିଲିଜ ହେବ। ଫିଲ୍ମରେ ଅନିଲ କପୁର ଏବଂ ରଶ୍ମିକା ମନ୍ଦାନା ଅନ୍ୟ ପ୍ରମୁଖ ଚରିତ୍ରରେ ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?