ଜୁସ୍ ଦୋକାନ ଚଳାଉଥିବା ୨୪ ବର୍ଷୀୟ ଯୁବକ ଜିତିଲେ ‘ମାଷ୍ଟରଶେଫ୍ ଇଣ୍ଡିଆ-୮’
ବମ୍ବେ: ଟେଲି ପରଦାର ଚର୍ଚ୍ଚିତ ଶୋ’ ‘ମାଷ୍ଟରଶେଫ ଇଣ୍ଡିଆ’ର ୮ମ ସଂସ୍କରଣ ଶେଷ ହୋଇଛି। ସମସ୍ତଙ୍କୁ ଚମକାଇ ମାଙ୍ଗାଲୋରର ୨୪ ବର୍ଷୀୟ ମହମ୍ମଦ ଆଶିକ୍ ବିଜେତା ହୋଇଛନ୍ତି। ସେ ଏହାର ୭ମ ସିଜନରେ ପ୍ରତିଯୋଗୀ ଦୌଡ଼ରେ ଥିଲେ ହେଁ ବାଦ୍ ପଡ଼ିଥିଲେ।…
ସୁହାନାଙ୍କୁ ଶ୍ରୀଦେବୀଙ୍କ ପରି କରିବାକୁ ଚାହାଁନ୍ତି ଶାହାରୁଖ
ମୁମ୍ବାଇ: ଶାହରୁଖ ଖାଁଙ୍କ ଝିଅ ସୁହାନା ଖାଁ ଶେଷରେ ଆକ୍ଟିଙ୍ଗରେ ଡେବ୍ୟୁ କରିଛନ୍ତି। ଶୁକ୍ରବାର ‘ଦି ଆର୍ଚିଜ’ ଓଟିଟି ହିଟ କରିଥିଲା, ଯାହାକି ମୁଖ୍ୟ ଅଭିନେତ୍ରୀ ଭାବରେ ସୁହାନାଙ୍କର ପ୍ରଥମ ମୁଭି। ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ପ୍ରଶଂସକମାନେ ଏହି ଷ୍ଟାର୍…
ଭେଟେରାନ ଅଭିନେତ୍ରୀଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୋଦି
ବେଙ୍ଗାଲୁରୁ: କନ୍ନଡ ସିନେମାର ଭେଟେରାନ ଅଭିନେତ୍ରୀ ଲୀଲାବତୀଙ୍କର ଶୁକ୍ରବାର 85 ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କର୍ନାଟକର ନେଲମଂଙ୍ଗାଲାର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାପରେ ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି…
ବଲିଉଡରେ ଡେବ୍ୟୁ କରିବେ ଆର୍ଯ୍ୟମନ ଦେଓଲ
ମୁମ୍ବାଇ: ‘ଆନିମଲ’ର ବ୍ଲକବଷ୍ଟର ସଫଳତା ହେତୁ ବବି ଦେଓଲ ଆଜିକାଲି ବେଶ ଖୁସି ଅଛନ୍ତି। ଏହି ମୁଭିଟି ବକ୍ସ ଅଫିସରେ ରାଜ କରୁଛି ଏବଂ ଏହା ମଧ୍ୟ ଭଲ କଲେକଶନ କରୁଛି। ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ମୁଭି ‘ଆନିମଲ’ରେ ଖୁଂଖାର ଭିଲେନ…
ମାଲଦ୍ୱୀପରେ ଛୁଟି କାଟୁଛନ୍ତି ତାପସୀ
ମୁମ୍ବାଇ: ଶାହରୁଖ ଖାଁଙ୍କ ସହ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଡଙ୍କି ରିଲିଜ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅଭିନେତ୍ରୀ ତାପସୀ ପନ୍ନୁ ନିକଟରେ ତାଙ୍କ ପ୍ରଶଂସକଙ୍କୁ ତାଙ୍କର ପ୍ରିୟ ଛୁଟି ସ୍ଥାନ ମାଲଦ୍ୱୀପରେ ଛୁଟି କଟାଉଥିବା ସମୟର ଝଲକ ଶେୟାର…
ଆଲିଆଙ୍କ ‘ଚିଟ କୋଡ’
ମୁମ୍ବାଇ: ଆଲିଆ ଭଟ୍ଟ ଡିସେମ୍ବର ୭ରେ ସୌଦି ଆରବର ଜେଦ୍ଦାଠାରେ ରେଡ ସି ଇଣ୍ଟର ନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ଇଭେଣ୍ଟର ସମାପନ ସମାରୋହର ରେଡ କାର୍ପେଟରେ ଏକ ଚମତ୍କାର ଗାଉନରେ ଏହି ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା। ଆଲିଆଙ୍କ ଅନେକ…
ହ୍ରିତିକ ରୋଶନଙ୍କ ଫିଲ୍ମ ‘ଫାଇଟର୍’ର ଟିଜର ରିଲିଜ୍
ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ‘ଫାଇଟର୍’ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଦର୍ଶକମାନେ ଉତ୍ସାହର ସହିତ ଏହି ଆକ୍ସନ ଫିଲ୍ମକୁ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମରୁ ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ…
ସଲମାନଙ୍କ ସହିତ ଏବେ କେମିତି ଅଛି କ୍ୟାଟ୍ରିନାଙ୍କ ସମ୍ପର୍କ, ଏନେଇ ମୁହଁ ଖୋଲିଲେ ଅଭିନେତ୍ରୀ
ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଦବଙ୍ଗ ଖାନ୍ ସଲମାନଙ୍କ ଯୋଡ଼ିକୁ ପ୍ରଶଂସକ ଖୁବ୍ ପସନ୍ଦ କରନ୍ତି। ଆଜିକାଲି ଏହି ଯୋଡ଼ି ‘ଟାଇଗର-୩’କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମରେ ପର୍ଫର୍ମାନ୍ସକୁ ନେଇ କ୍ୟାଟ୍ରିନାଙ୍କୁ ପ୍ରଶଂସା ମିଳୁଛି। କ୍ୟାଟ୍ ନିଜର ଫିଲ୍ମ…
ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ
ଜଣାଶୁଣା ଅଭିନେତା ଜୁନିଅର ମେହମୁଦଙ୍କ ପରଲୋକ ଘଟିଛି। ପେଟ କ୍ୟାନସର କାରଣରୁ ସେ ୬୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ସେ ପାରେଲର ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଜୁନିଅର ମେହମୁଦ ‘ହାଥୀ ମେରେ ସାଥି’, ‘କାରଓ୍ବାଁ’ ଏବଂ ‘ମେରା…
ପ୍ରଥମ ମୁଭିରେ ଅଗସ୍ତ୍ୟ ନନ୍ଦାଙ୍କ ସହ ଲିପଲକ ସିନରେ ନଜର ଆସିଲେ ଶାହରୁଖଙ୍କ ଲାଡଲି
ମୁମ୍ବାଇ: ଜୋୟା ଅଖତରଙ୍କ ମୁଭି ‘ଦ ଆର୍ଚିଜ’ ଗୁରୁବାର ଅର୍ଥାତ୍ ୭ ଡିସେମ୍ବରରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଛି। ଫିଲ୍ମଟି ଦର୍ଶକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି। ଏହି ମୁଭି ମାଧ୍ୟମରେ ଅଭିନୟ ଜଗତରେ ପ୍ରବେଶ କରିଥିବା ଶାହରୁଖ…
ପୁଷ୍ପା ଫିଲ୍ମର ଏହି ଷ୍ଟାର୍ ଗିରଫ
ମୁମ୍ବାଇ: ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ପୁଷ୍ପା ଫିଲ୍ମ ବିଶ୍ୱ ସ୍ତରରେ ସଫଳ ହୋଇଥିଲା ଏବଂ କୌତୂହଳର ବିଷୟ ହେଉଛି ଏହି ଫିଲ୍ମଟି ପ୍ରମୋଶନ ମଧ୍ୟ ହୋଇ ନ ଥିଲା। ଏହା ସତ୍ତ୍ୱେ ଫିଲ୍ମଟି ବହୁତ ଲୋକପ୍ରିୟ ହୋଇଥିଲା ଏବଂ…
ରକି ଔର ରାନୀ କି ପ୍ରେମ କାହାନୀ: ଫିଲ୍ମ ମଝିରୁ ହଲ୍ରୁ ପଳାଇଥିଲେ ବବି ଦେଓଲ
ମୁମ୍ବାଇ: ବି ଟାଉନର ଲୋକପ୍ରିୟ ଅଭିନେତା ବବି ଦଓ୍ବେଲ ଏବେ ତାଙ୍କ ପିଲ୍ମ ଆନିମଲ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପିଲ୍ମ ଆନିମଲ ବକସ ଅଫିସରେ ହିଟ୍ ହେବା ସହ ରେକର୍ଡ ଉପରେ ରେକର୍ଡ ଭାଙ୍ଗି ଚାଲିଛି। ୫ ଦିନରେ ଫିଲ୍ମ…
Archives


