କୈକେୟି ଭୂମିକାରେ ଲାରା ଦତ୍ତ
ମୁମ୍ବାଇ: ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ ରାମାୟଣ ପୁଣି ଥରେ ଚର୍ଚ୍ଚାରେ ଅଛି। ପ୍ରତ୍ୟେକ ଥର ଫିଲ୍ମର ଷ୍ଟାର କାଷ୍ଟ ବିଷୟରେ କିଛି ନୂଆ ଅପଡେଟ ବାହାରକୁ ଆସୁଛି। ଏଥିରେ ରଣବୀର କପୁର ପ୍ରଭୁ ରାମଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ସାଇ ପାଲ୍ଲବି…
ଏୟାର ଫୋର୍ସର ମହିଳା ଯବାନ ଏବେ ମିସ୍ ଆମେରିକା, ଦେଖନ୍ତୁ ତାଙ୍କର ଗ୍ଲାମରସ ଅନ୍ଦାଜ
ଓ୍ବାଶିଂଟନ,୧୬।୧: ଆମେରିକାର ବାୟୁସେନାର ଦ୍ୱିତୀୟ ଲେଫ୍ଟନାଣ୍ଟ ତଥା ହାର୍ଭାର୍ଡ ମେଡିକାଲ ସ୍କୁଲରେ ସ୍ନାତକୋତ୍ତର ଇଣ୍ଟରନେଟ ମେଡିସନ ମାର୍ଶ ମିସ ଆମେରିକାର ମୁକୁଟ ପିନ୍ଧିଥିବା ପ୍ରଥମ ସକ୍ରିୟ ଡ୍ୟୁଟି ବାୟୁସେନା ଅଧିକାରୀ ଭାବରେ ଇତିହାସ ସୃଷ୍ଟି କରିଛନ୍ତି। ଫ୍ଲୋରିଡା ରାଜ୍ୟରେ ଚଳିତ ବର୍ଷର…
ଫିଲ୍ମ ଫେୟାର ଆଓ୍ବାର୍ଡରେ ‘ଆନିମଲ’ର ଦବଦବା
ମୁମ୍ବାଇ: ଫିଲ୍ମଫେୟାର ପୁରସ୍କାରର ୬୯ ତମ ସଂସ୍କରଣ ପାଇଁ ନୋମିନେଶନ ଘୋଷଣା କରାଯାଇଛି । ହିନ୍ଦୀ ସିନେମାର ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଭାଙ୍କୁ ସମ୍ମାନ ଦେବା ପାଇଁ ଫିଲ୍ମଫେୟାର ଏକ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିଛି । ୨୭ ଏବଂ ୨୮ଜାନୁଆରୀରେ ହେବାକୁ…
ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ‘ଆନିମଲ’ ର ସହ-ନିର୍ମାତା, ଓଟିଟି ରିଲିଜ୍ ଉପରେ ରୋକ ଲଗାଇବାକୁ ଦାବି
ମୁମ୍ବାଇ: ୨୦୨୩ ବର୍ଷର ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଆନିମଲ’ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି। ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୯୦୦ କୋଟିରୁ ଅଧିକ ଆୟ କରିଛି, କିନ୍ତୁ ‘ଆନିମଲ’ର ଓଟିଟି ରିଲିଜକୁ ନେଇ ବିବାଦ ଉପୁଜିଛି। ଏହି ଚଳଚ୍ଚିତ୍ରଟି ଜାନୁଆରୀ ୨୬ରେ…
ଦୀପିକା ଅସୁସ୍ଥ, ଆଜି ଫିଲ୍ମ ‘ଫାଇଟର’ର ଟ୍ରେଲର ରିଲିଜ କାର୍ଯ୍ୟକ୍ରମରେ ଦେବେନି ଯୋଗ
ମୁମ୍ବାଇ: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ବଲିଉଡ୍ ଫିଲ୍ମ ମଧ୍ୟରୁ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଏରି୍ଅଲ ଆକ୍ସନ ଡ୍ରାମା ‘ଫାଇଟର୍’ ଅନ୍ୟତମ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନିଲ କପୁର, ଅକ୍ଷୟ ଓବରାୟ ଏବଂ କରଣ…
ଅଯୋଧ୍ୟାରେ ଜମି କିଣିଲେ ଅମିତାଭ, ମୁମ୍ବାଇଠାରୁ ବି ମହଙ୍ଗା!
ମୁମ୍ବାଇ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶରେ ଉତ୍ସବ ପାଳନ କରାଯାଉଛି। ଜାନୁଆରୀ ୨୨ରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ବଡ ବଡ ସେଲିବ୍ରିଟିମାନେ ଅଂଶଗ୍ରହଣ କରିବେ । କ୍ରୀଡା, ରାଜନୀତି ଏବଂ…
‘ଆଗ ଶାସ୍ତ୍ରୀୟ ସଙ୍ଗୀତ ଶିଖିବା ଦରକାର’
ବର୍ତ୍ତମାନ ସଙ୍ଗୀତ ଜଗତରେ ଚର୍ଚ୍ଚାରେ ଅଛନ୍ତି କଣ୍ଠଶିଳ୍ପୀ ଗୌରବ ଆନନ୍ଦ। ତାଙ୍କ ଗୀତର ପ୍ରାୟ ସମସ୍ତେ ଜଣେ ଜଣେ ବଡ଼ ପ୍ରଶଂସକ। ଭୁବନେଶ୍ୱରରେ ଜନ୍ମିିତ ଗୌରବ କେବେ ‘ନିଛାଟିଆ ମନ’ରେ ଶ୍ରୋତାଙ୍କ ଭାବାବେଗକୁ ଛୁଇଁପାରିଛନ୍ତି ତ କେବେ ‘ଚହଳ’ ଗୀତ ଗାଇ…
ଇରାଙ୍କ ଲେହେଙ୍ଗାରେ ୭ ମାସର ପରିଶ୍ରମ
ମୁମ୍ବାଇ: ନିକଟରେ ବଲିଉଡ୍ ଅଭିନେତା ଆମିର ଖାନ୍ଙ୍କ ଝିଅ ଇରା ଖାନ୍ଙ୍କୁ ତାଙ୍କ ଫିଟ୍ନେସ୍ କୋଚ୍ ନୂପୁର ଖିଲାରେ ବିବାହ କରିଛନ୍ତି। ଇରା ଏବଂ ନୂପୁର ତାଙ୍କ ବିବାହର ଅନେକ କାର୍ଯ୍ୟକ୍ରମରେ ସାଦା ଲୁକ୍ରେ ନଜରକୁ ଆସିଛନ୍ତି। ଏମିତି କି ବିବାହ ପାଇଁ…
ମାଳଦ୍ଵୀପ ବୁଲିଯିବା ଯୋଜନା ବାତିଲ କଲେ ନାଗାର୍ଜୁନ, ପରିବାର ସହ ଲାକ୍ଷାଦ୍ଵୀପରେ କାଟିବେ ଛୁଟି
ନୂଆଦିଲ୍ଲୀ ,୧୪।୧: ଭାରତ-ମାଳଦ୍ଵୀପ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବହୁ ସେଲିବ୍ରେଟିଙ୍କ ସମେତ ଅନେକ ଭାରତୀୟ ମାଳଦ୍ଵୀପ ବୁଲିଯିବା ଯୋଜନାକୁ ବାତିଲ କରିଛନ୍ତି। ଏବେ ଏହି ଧାରାରେ ସାମିଲ ହୋଇଛନ୍ତି ତେଲୁଗୁ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ…
ବାଥରୁମରେ ଓସ୍କାର ରଖନ୍ତି ଏହି ଅଭିନେତ୍ରୀ
କାଲିଫର୍ନିଆ: ଚଳଚ୍ଚିତ୍ର ଟାଇଟାନିକରେ ରୋଜ ଭୂମିକାରେ ଅଭିନୟ କରିଥିବା ହଲିଉଡ ତାରକା ଅଭିନେତ୍ରୀ କେଟ ୱିନ୍ସଲେଟ ବିଶ୍ୱରେ ବେଶ ପରିଚିତ। ଅଭିନେତ୍ରୀଙ୍କ ବିୟୁଟି ଏବଂ ଅଭିନୟ ଦେଖି ଦର୍ଶକମାନେ ଦିଓ୍ବାନା ହୋଇଯାଇଥିଲେ ଏବଂ ହଁ, ଟାଇଟାନିକ ଲୋକଙ୍କର ସର୍ବକାଳୀନ ପ୍ରିୟ ଚଳଚ୍ଚିତ୍ର…
ଦୋସା ତିଆରି କଲେ ରାମ ଚରଣ
ଚେନ୍ନାଇ: ସାଉଥ ସୁପରଷ୍ଟାର ରାମ ଚରଣ ଜଣେ ଅଭିନେତା ସହ ଜଣେ ଫ୍ୟାମିଲି ମ୍ୟାନ ବି। ସେ ଅନେକଥର ସମୟ ସମୟରେ ନିଜ ପରିବାର ସହିତ କ୍ୱାଲିଟି ଟାଇମ ସ୍ପେଣ୍ଡ କରିଥାଆନ୍ତି। ଏବେ ଅଭିନେତାଙ୍କୁ ତାଙ୍କ ପରିବାର ସହିତ ମକର ସଂକ୍ରାନ୍ତି…
ଇରାଙ୍କ ରିସେପ୍ଶନ ପାର୍ଟିକୁ ଆସିଲେନି ଅମିରଙ୍କ ଏକ୍ସ-ଓ୍ବାଇଫ୍
ମୁମ୍ବାଇ: ନିକଟରେ ଅମିର ଖାନଙ୍କ ଝିଅ ଇରା ତାଙ୍କ ନୂଆ ଜୀବନ ଆରମ୍ଭ କରିଛନ୍ତି। ସେ ତାଙ୍କର ପ୍ରେମିକ ନୂପୁର ଶିଖରଙ୍କୁ ବିବାହ କରିଛନ୍ତି। ବିବାହ ପରେ ୧୩ ଜାନୁଆରୀରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍ଶନ ପାର୍ଟି ଆୟୋଜିତ ହୋଇଥିଲା। ଯେଉଁଥିରେ…
Archives


