ମନୋରଞ୍ଜନ

ଦୁଇ ବର୍ଷର ଝିଅ ମାଳତିକୁ ଘୋଡ଼ା ଚଢା ଶିଖାଉଛନ୍ତି ପିସି

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି। ସୋସିଆଲ ମିଡିଆରେ ପିସି ତାଙ୍କ ପରିବାରର ଫଟୋ କ୍ରମାଗତ ଭାବେ ଶେୟାର କରୁଥିବାକୁ ଏହା ଭାଇରାଲ ହେଉଛ। ପୁଣି ଥରେ ଦେଶୀ ଗର୍ଲ...

ହର ହର ଶମ୍ଭୁ ପରେ ଜିତୁ ଶର୍ମାଙ୍କ ‘ମେରେ ରାଜା ମେରେ ରାମ ଗୀତ’ ହେଉଛି ଭାଇରାଲ

କେନ୍ଦୁଝର,୨୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରଭୁ ରାମଙ୍କ ଉପରେ ଆଧାରିତ ଜିତୁ ଶର୍ମା ଗାଇଥିବା ଗୀତ ‘ମେରେ ରାଜା ମେରେ ରାମ, ମେରା ଦେଶ ମେରି ଜାନ, ମେରେ ଶିବ ହେ ମେରେ ପ୍ରାଣ, ମେରା ଭାରତ ମେରି ସାନ…’ ସୋସିଆଲ...

ସ୍ବାମୀଙ୍କ ସହ ରୋମାଣ୍ଟିକ୍‌ ହେଲେ ପରିଣୀତି

ଅଭିନେତ୍ରୀ ପରିଣୀତି ଚୋପ୍ରା ବିବାହ ପରେ ପ୍ରଥମ ଖ୍ରୀଷ୍ଟମାସ ପାଳନ କରୁଛନ୍ତି। ଏହି ଅବସରରେ ସ୍ବାମୀ ରାଘବ ଚଢାଙ୍କ ସହ ସେ ଲଣ୍ଡନରେ ପହଞ୍ଚିଛନ୍ତି। ସେଠାରୁ ରୋମାଣ୍ଟିକ ଫଟୋ ଶେୟାର କରି ରାଘବଙ୍କ ପାଇଁ ଏକ ସୁନ୍ଦର ନୋଟ ଲେଖିଛନ୍ତି।...

ସଲମାନଙ୍କ ରାଗ ଯୋଗୁ ବରବାଦ ହୋଇଛି ଅନେକ ସେଲିବ୍ରିଟିଙ୍କ କ୍ୟାରିୟର,ବର୍ତ୍ତି ନାହାନ୍ତି ପ୍ରେମିକା…

ବମ୍ବେ: ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କୁ କୁହାଯାଏ ‘ଦବଙ୍ଗ ଭାଇଜାନ୍‌’। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। ସେଇଟି ହେଲା ସେ ଯଦି କାହା ଉପରେ ଖୁସି ହୋଇଛନ୍ତି, ତାଙ୍କ କ୍ୟାରିୟର ଗଢ଼ି ଦିଅନ୍ତି। ହେଲେ ଯଦି ସେ...

ରକୁଲ ପ୍ରୀତ୍‌ଙ୍କ ଶାଢ଼ି ଲୁକ୍‌ କରୁଛି ପାଗଳ

ମୁମ୍ବାଇ: ସୋସିଆଲ ମିଡିଆରେ ଅଭିନେତ୍ରୀ ରକୁଲ ପ୍ରୀତ୍‌ ବହୁତ ଆକ୍ଟିଭ୍‌। ଯେଉଁଥିପାଇଁ ରକୁଲଙ୍କ ଫଟୋ ଏବଂ ଭିଡିଓ ପ୍ରାୟତଃ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ଏବେ ଅଭିନେତ୍ରୀଙ୍କ ଲାଟେଷ୍ଟ ଫଟୋ ଭାଇରାଲ ହେଉଛି। ଶନିବାର ରକୁଲ ତାଙ୍କ ଅଫିସିଆଲ...

କଙ୍ଗନା ନୁହନ୍ତି ବରଂ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ହ୍ରିତିକ୍‌, ଦେଇଥିଲେ ୨ କୋଟି ଟଙ୍କାର ଉପହାର

ମୁମ୍ବାଇ: ଆଜିକାଲି ଅଭିନେତା ହ୍ରିତିକ ରୋଶନଙ୍କ ନାଁକୁ ନେଇ ଅନେକ ଚର୍ଚ୍ଚା। ନିକଟରେ ଅଭିନେତାଙ୍କ ଆଗାମୀ ଫିଲ୍ମ ‘ଫାଇଟର୍‌’ର ଗୀତ ମୁକ୍ତିଲାଭ କରିଥିଲା। ଯାହା ସୋସିଆଲ ମିଡିଆରେ ବେଶ୍‌ ଟ୍ରେଣ୍ଡ୍‌ କରିଥିଲା। ଏହି ଗୀତରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ...

ଝିଅଙ୍କ ସହ ୧୨ ଜ୍ୟୋତିର୍ଲିଙ୍ଗ ଦର୍ଶନ ଯାତ୍ରା ଶେଷ କଲେ ରବିନା, ଶିଳ୍ପା କହିଲେ-ଅଦ୍ଭୁତ

ବମ୍ବେ: ଅଭିନେତ୍ରୀ ହେଲେ ହେଁ ବେଶ ଧାର୍ମିକ। ଆମେ କହୁଛୁ ଅଭିନେତ୍ରୀ ରବିନା ଟଣ୍ଡନଙ୍କ କଥା। ନିକଟରେ ସେ ଝିଅ ରାଶାଙ୍କ ସହ ୧୨ ଜୋତିର୍ଲିଙ୍ଗ ଦର୍ଶନ ଯାତ୍ରା ଶେଷ କରିଛନ୍ତି। ଏହି ଯାତ୍ରା ଭକ୍ତିପୂର୍ଣ୍ଣ ଥିଲା ବୋଲି ଅଭିନେତ୍ରୀ...

୧୧ ବର୍ଷ ପରେ ବ୍ରେକ୍‌ଅପ୍‌, ପ୍ରେମିକା ତାନ୍ୟାଙ୍କଠାରୁ ଅଲଗା ହେଲେ ସୁନୀଲ ସେଟ୍ଟୀଙ୍କ ପୁଅ!

ବମ୍ବେ: ୧୧ ବର୍ଷର ପ୍ରେମ ସମ୍ପର୍କରେ ପଡ଼ିଲା ଭଟ୍ଟା। ପ୍ରେମିକା ତାନ୍ୟା ଶ୍ରଫଙ୍କଠାରୁ ଅଲଗା ହୋଇଛନ୍ତି ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ। ଏହାକୁ ୨ମାସରୁ ଅଧିକ ସମୟ ହୋଇସାରିଛି। ଏପରିକି ଦୁହେଁ ଏବେ ଜୀବନରେ ଆଗକୁ ବଢ଼ିବାକୁ...

ଭିନ୍‌ ଡିଜେଲଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ହଲିଉଡ ଅଭିନେତା ଭିନ୍‌ ଡିଜେଲଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କର ପୂର୍ବତନ ସହଯୋଗୀ। ଏକ ଦଶନ୍ଧି ପୂର୍ବରୁ ଆଟଲାଣ୍ଟ ହୋଟେଲରେ ଘଟିଥିବା ଏହି ଘଟଣା ପାଇଁ ପୀଡିତା କାଲିଫର୍ଣ୍ଣିଆ କୋର୍ଟରେ ମାମଲା ରୁଜୁ କରିଛନ୍ତି। ଅଭିଯୋଗ...

ପାର୍ଟିରେ ଅଭିଷେକଙ୍କୁ ଆଲିଙ୍ଗନ କଲେ ସଲମାନ୍‌; ଭିଡିଓ ଭାଇରାଲ ପରେ ବଢ଼ୁଛି ଚର୍ଚ୍ଚା

ବମ୍ବେ: ବଲିଉଡରେ ଐଶ୍ୱର୍ଯ୍ୟା ରାୟ-ସଲମାନ ଖାନ୍‌ଙ୍କ ପ୍ରେମ ସମ୍ପର୍କ ବିଷୟରେ କାହାକୁ ବା ଅଛପା। ଏକ ସମୟରେ ଦୁହେଁ ଚର୍ଚ୍ଚିତ ଯୋଡ଼ି ଥିଲେ। ହେଲେ ଐଶ୍ୱର୍ଯ୍ୟା ବାଟ ଅଲଗା କରିବା ପରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ଏବେ ଦୁହିଁଙ୍କ...

ଶୁଭେଚ୍ଛା! ପୁଣି ବିବାହ କରିବାକୁ ଯାଉଛନ୍ତି ୫୬ ବର୍ଷୀୟ ଅରବାଜ୍‌, ଜାଣନ୍ତୁ କିଏ ହେବେ ଜୀବନସାଥୀ

ବମ୍ବେ: ହାତକୁ ଦୁଇ ହାତ ହେବେ ବଲିଉଡ୍‌ ଅଭିନେତା ଅରବାଜ ଖାନ୍‌। ମଲାଇକା ଅରୋରାଙ୍କଠାରୁ ଛାଡ଼ପତ୍ର ଏବଂ ଜର୍ଜିୟା ଆଣ୍ଡ୍ରିୟାନୀଙ୍କ ସହ ବ୍ରେକ୍‌ଅପ୍‌ ପରେ ଏବେ ଅଭିନେତାଙ୍କୁ ଜୀବନସାଥୀ ମିଳିଛନ୍ତି। ୫୬ ବର୍ଷୀୟ ଏହି ଅଭିନେତା ଡିସେମ୍ବର ୨୪ରେ ପ୍ରେମିକା...

ଜ୍ୟାକଲିନଙ୍କୁ ଧମକ ଦେଲେ ସୁକେଶ

ନୂଆଦିଲ୍ଲୀ,୨୨।୧୨: ମହାଠକ ସୁକେଶ ଚନ୍ଦ୍ରଶେଖର ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ବିରୋଧରେ କିଛି ଅଣଦେଖା ପ୍ରମାଣକୁ ପ୍ରକାଶ କରିବାକୁ ଧମକ ଦେଇଛନ୍ତି। ନିକଟରେ ଜ୍ୟାକଲିନ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ ଯେ ସୁକେଶଙ୍କୁ ତାଙ୍କ ବିରୋଧରେ ସୂଚନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri