ମନୋରଞ୍ଜନ

ଆଲିଆ-ରଣବୀରଙ୍କୁ ମିଳିଲା ନିମନ୍ତ୍ରଣ

ନୂଆଦିଲ୍ଲୀ,୮।୧: ଜାନୁଆରୀ ୨୨ରେ ଅଯୋଧ୍ୟାଙ୍କ ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଦେଶ ତଥା ବିଦେଶରେ ଏହାକୁ ନେଇ ବହୁତ ଉତ୍ସାହ ଦେଖାଯାଇଛି। ଦେଶର ବହୁ ବଡ ବ୍ୟକ୍ତିତ୍ୱ ରାମ ମନ୍ଦିରର ଉଦ୍‌ଘାଟନୀ ସମାରୋହରେ ଯୋଗଦେବେ। ଏଥିରେ ଚଳଚ୍ଚିତ୍ର ତାରକା...

କାହିଁକି ୮ କିଲୋମିଟର ଦୌଡି ଦୌଡି ଆସି ବିବାହ କରିଥିଲେ ଶିଖରେ, କହିଲେ ଏହା ପଛର କାହାଣୀ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅର୍ଥାତ୍‌ ଆମିର ଖାନଙ୍କ ଘରେ ଏବେ ଖୁସିର ମାହୋଲ। ଜାନୁଆରୀ ୩ ରେ ଅଭିନେତାଙ୍କ ଝିଅ ଇରା ଖାନ ତାଙ୍କର ଦୀର୍ଘ ଦିନର ପ୍ରେମିକା ନୁପୁର ଶିଖରେଙ୍କ ସହ ଏକ ରେଜିଷ୍ଟର୍ଡ ବିବାହ କରିଥିଲେ।...

‘ଜଣେ କଳାକାର ସବୁ ରିସ୍କ ନେବା ଦରକାର’

ଓଲିଉଡ୍‌ରେ ଏବେ ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ ହେଉଛନ୍ତି ସୁପ୍ରିୟା ନାୟକ। ଭିନ୍ନ ଭିନ୍ନ ଚରିତ୍ରରେ ଦମ୍‌ଦାର ଅଭିନୟ ତାଙ୍କ ସିନେମା କ୍ୟାରିୟରକୁ ଆହୁରି ମଜଭୁତ୍‌ କରିଛି। ଜଗତ୍‌ସିଂହପୁରରେ ଜନ୍ମିତ ସୁପ୍ରିୟା ୨୦୧୭ରେ ‘ଲଭ୍‌ ପାଇଁ କୁଛ୍‌ ବି କରେଗା’ ଚଳଚ୍ଚିତ୍ରରୁ...

ଭାଇରାଲ ହେଉଛି ଦୀପିକାଙ୍କ ଜନ୍ମଦିନର ଫଟୋ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଗତ ୫ ତାରିଖରେ ତାଙ୍କର ୩୮ ତମ ଜନ୍ମଦିନ ପାଳନ କରିଛନ୍ତି। ତେବେ ରବିବାର ସେ ତାଙ୍କର ସେଲିବ୍ରେଶନ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଦୀପିକା ତାଙ୍କର ଏହି ଖାସ୍‌ ଦିନକୁ ସେ...

ବୟକଟ ମାଲଦ୍ୱୀପ ଟ୍ରେଣ୍ଡ ଭିତରେ ଲାକ୍ଷାଦ୍ୱୀପ ଯିବାକୁ ଜନତାଙ୍କୁ ଅପିଲ କଲେ ବଲିଉଡ ସେଲିବ୍ରିଟି

ମୁମ୍ବାଇ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୪ରେ ଲାକ୍ଷାଦ୍ୱୀପ ଗସ୍ତରେ ଯାଇ ଆରିପେଲାଗୋ ଏବଂ ସ୍ନୋର୍କେଲିଂରେ ସମୟ ଅତିବାହିତ କରୁଥିବା ଫଟୋ ଶେୟାର କରିଥିଲେ। ଏହି ଫଟୋଗୁଡ଼ିକ ଭାଇରାଲ ହୋଇଥିଲା ଏବଂ ଅନେକ ଲୋକ ଏହାକୁ ମାଲଦ୍ୱୀପ ସହିତ ତୁଳନା...

ବର୍ଷ ଆରମ୍ଭରୁ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ…

ଓ୍ବାଶିଂଟନ : ବର୍ଷ ଆରମ୍ଭ ହୋଇଛି ଏବଂ ବର୍ତ୍ତମାନ ଏକ ଖରାପ ଖବର ମଧ୍ୟ ଆସିଛି । ମନୋରଞ୍ଜନ ଦୁନିଆ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ଦେହାନ୍ତ ହୋଇଛି । ଜଣାଶୁଣା ଅଭିନେତ୍ରୀ, ଯିଏକି...

୨ କପ ୟୁନିଭର୍ସରେ ନଜର ଆସିବେ ଏହି ଟେଲି ଅଭିନେତ୍ରୀ

ମୁମ୍ବାଇ: ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଧାରାବାହିକ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ଟ୍ରେଲର ଗୋଟିଏ ଦିନ ପୂର୍ବରୁ ଲଞ୍ଚ କରାଯାଇଥିଲା। କପ ୟୁନିଭର୍ସର ଏହି ପ୍ରଥମ ସିରିଜରେ ସିଦ୍ଧାର୍ଥ ମାଲହୋତ୍ରା, ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରୋଇ ପ୍ରମୁଖ ଏବଂ...

ଅର୍ଜୁନ ଓ ମଲାଇକାଙ୍କ ବ୍ରେକଅପ୍‌! ବିବାହ ନା ଆଫାୟାର ଏହାର କାରଣ?

ମୁମ୍ବାଇ: ବଲିଉଡରେ ଲୋକପ୍ରିୟ ଲଭବାର୍ଡ ମଲାଇକା ଅରୋରା ଓ ଅର୍ଜୁନ କପୁର୍‌ ଖବରରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିଜ ପ୍ରଫେଶନକୁ ହେଉ କି ଲଭ୍‌ ଲାଇଫ୍‌ ବିଟାଉନରେ ତାଙ୍କର ଖୁବ୍‌ ଚର୍ଚ୍ଚା ହୁଏ। ତେବେ ନିକଟରେ ଶୁଣିବାକୁ ମିଳିଛି ଦୁହିଁଙ୍କର...

ଦୁଇ ଝିଅଙ୍କ ସହ ଆମେରିକୀୟ ଅଭିନେତା ଖ୍ରୀଷ୍ଟିଆନ ଓଲିଭରଙ୍କ ମୃତ୍ୟୁ

ସୈନ ଜୁଆନ,୬।୧: ପୂର୍ବ କାରିବିଆନର ଏକ ଦ୍ୱୀପ ନିକଟରେ ବିମାନ ଦୁର୍ଘଟଣାରେ ଆମେରିକାର ଅଭିନେତା ଖ୍ରୀଷ୍ଟିଆନ ଅଲିଭର ଏବଂ ତାଙ୍କର ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି। ପୋଲିସର ସୂଚନାନୁସାରେ ବିମାନଟି ସେଣ୍ଟ ଲୁସିଆ ଅଭିମୁଖେ ଯାଉଥିବା ବେଳେ ବେକିଆ ନିକଟ...

କରିନାଙ୍କ କନ୍ନଡ ଡେବ୍ୟୁ

ମୁମ୍ବାଇ: କେଜିଏଫ୍‌ ଚାପ୍ଟର-୨ ପରେ ଏବେ ୟଶ୍‌ଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ନୂଆବର୍ଷ ଆରମ୍ଭ ପୂର୍ବରୁ ୟଶ୍‌ ତାଙ୍କର ପରବର୍ତ୍ତୀ ଫିଲ୍ମର ନାମ ଘୋଷଣା କରିଥିଲେ। ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଟକ୍ସିକ୍‌’ କେଜିଏଫ୍‌ ଭଳି ବ୍ଲକବଷ୍ଟର...

ପୂର୍ବତନ ପ୍ରେମିକଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ ସୁସ୍ମିତା, ଖାସ୍‌ ବାର୍ତ୍ତା ଲେଖି…

ବମ୍ବେ: ବ୍ରେକ୍‌ଅପ୍‌ ସତ୍ତ୍ୱେ ପୂର୍ବତନ ପ୍ରେମିକଙ୍କ ସହ ବନ୍ଧୁତାର ସମ୍ପର୍କ ଭୁଲିନାହାନ୍ତି ବଲିଉଡ୍‌ ଡିଭା ସୁସ୍ମିତା ସେନ୍‌। ଲଗାତର ଭାବେ ଦୁହିଁଙ୍କୁ ପାର୍ଟି ନଚେତ ଛୁଟି ବିତାଉଥିବାର ଦେଖିବାକୁ ମିଳେ। ଏହି କ୍ରମରେ ସୁସ୍ମିତା ଏବେ ରୋହମନ ଶଲ୍‌ଙ୍କ ଜନ୍ମଦିନ...

ଇଣ୍ଡିଆନ ପୋଲିସ ଫୋର୍ସ ଟ୍ରେଲର ରିଲିଜ

ମୁମ୍ବାଇ: ଦୀର୍ଘଦିନ ଧରି ପ୍ରଶଂସକମାନେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ପ୍ରଥମ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ଟ୍ରେଲରକୁ ଅପେକ୍ଷା କରିଥିଲେ। ଇତିମଧ୍ୟରେ ଏହାର ଟ୍ରେଲର ରିଲିଜ ହୋଇଛି। ସିଦ୍ଧାର୍ଥ ମାଲହୋତ୍ରା ରୋହିତ ଶେଟ୍ଟୀଙ୍କ ଡେବ୍ୟୁ ସିରିଜରେ ଜଣେ ପୋଲିସ ଅଫିସର ଭୂମିକାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri