ମନୋରଞ୍ଜନ

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଶାହରୁଖ

ମୁମ୍ବାଇ: ଚଳିତ ନିର୍ବାଚନରେ ବାଜିମାତ କରିଛି ଭାଜପା। ପୂର୍ଣ୍ଣ ବହୁମତ ସହ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ନରେନ୍ଦ୍ର ମୋଦି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ମୋଦିଙ୍କ ନିକଟକୁ ଦେଶ ତଥା ବିଦେଶର ବହୁ ମାନ୍ୟଗଣ…

ପରଦାକୁ ଆସିଲା ମୋଦିଙ୍କ ବାୟୋପିକ

ମୁମ୍ବାଇ,୨୪।୫: ବହୁ ବାଦ ବିବାଦ ପରେ ଶୁକ୍ରବାର ପରଦାରେ ରିଲିଜ୍‌ ହୋଇଛି ମୋଦିଙ୍କ ବାୟୋପିକ ‘ପିଏମ୍‌ ମୋଦି’। ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିବା ଜଣାପଡ଼ିଛି। ଗୋଟିଏ ପଟେ ମୋଦିଙ୍କ ଦ୍ୱିତୀୟ ବିଜୟକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଭରି…

ମୋଦିଙ୍କ ଶୁଭେଚ୍ଛା ଜଣାଇ ଟ୍ରଲ ହେଲେ ଶବାନା

ମୁମ୍ବାଇ,୨୪।୫: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ସୋସିଆଲ ମିଡିଆରେ ମୋଦିଙ୍କ ସମର୍ଥକ ଓ ବିରୋଧୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଭଲ ପ୍ରଦର୍ଶନ ଦେଖାଇ ବିଜୟ ହାସଲ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଲିଉଡ୍‌ରୁ ମଧ୍ୟ ଶୁଭେଚ୍ଛାର…

ଜିତେନ୍ଦ୍ରଙ୍କ ନଁ।ରେ ଅସଦାଚରଣ ଅଭିଯୋଗ ଆଣିଥିଲେ ସମ୍ପର୍କୀୟା: ମାମଲା ଖାରଜ କଲେ କୋର୍ଟ

ମୁମ୍ବାଇ,୨୨।୫ : ଗତବର୍ଷ ୯୦ ଦଶକର ଲୋକପ୍ରିୟ ବଲିଉଡ୍‌ ଅଭିନେତା ଜିତେନ୍ଦ୍ରଙ୍କ ନଁ।ରେ ହୋଇଥିବା ଅସଦାଚରଣ ଅଭିଯୋଗକୁ ହିମାଚଳ ପ୍ରଦେଶ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ଜିତେନ୍ଦ୍ରଙ୍କ ଜଣେ ସମ୍ପର୍କୀୟା ‘#ମିଠୁ’ ଅଭିଯାନ ମାଧ୍ୟମରେ ତାଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ…

ବିଗ୍‌ ବସ୍‌ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର

ମୁମ୍ବାଇ,୨୨।୫: ଟେଲିଭିଜନର ସବୁଠାରୁ ବଡ଼ ରିୟାଲଟି ଶୋ’ ‘ବିଗ୍‌ ବସ୍‌’ରେ ବହୁ ବର୍ଷରୁ ସଲମାନ ଖାନ ହୋଷ୍ଟ କରି ଆସୁଛନ୍ତି। ସବୁ ଥର ଭଳି ସିଜନ ସରିବା ପରେ ଆଗାମୀ ସିଜନରେ ସଲମାନ ହୋଷ୍ଟ କରିବେ ନାହିଁ ବୋଲି ଚର୍ଚ୍ଚା ହୋଇଥାଏ।…

୫୩ ବର୍ଷରେ ବାପା ହେବାକୁ ଇଚ୍ଛା: ହେଲେ ସ୍ତ୍ରୀ ଚାହୁଁ ନାହାନ୍ତି ସଲମାନ୍‌

ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ସରୋଗେସୀ ମାଧ୍ୟମରେ ବାପା ହେବାକୁ ଚାହୁଁଛନ୍ତି। ଗତ କିଛି ଦିନ ହେବ ଏହି ଖବର ଖୁବ୍‌ ଚର୍ଚ୍ଚାରେ ରହିଛି। ୫୩ ବର୍ଷିୟ ସଲମାନ୍‌ ଆଜି ପର୍ଯ୍ୟନ୍ତ ଅବିବାହିତ। ସେ କେବେ ବିବାହ କରିବେ ସେଥିପାଇଁଁ ପ୍ରଶଂସକମାନେ…

ଭାଜପା ଜିତିଲେ ହିଟ୍‌ ହେବ ବିବେକଙ୍କ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ !

ମୁମ୍ବାଇ: ଦୁଇ ଦିନ ପରେ ଅର୍ଥାତ ଶୁକ୍ରବାର ପରଦାକୁ ଆସିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’। ନିର୍ବାଚନ ପୂର୍ବରୁ ଏହାକୁ ରିଲିଜ୍‌ କରାଯିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏବେ ନିର୍ବାଚନ ଫଳାଫଳ ପ୍ରକାଶ…

ଟେଲିଭିଜନ୍‌ରେ କାହିଁକି ବାରମ୍ବାର ପ୍ରସାରିତ ହୋଇଥାଏ ‘ସୂର୍ଯ୍ୟବଂଶମ’? ଅମିତାଭ ରଖିଲେ ଉତ୍ତର

ମୁମ୍ବାଇ: ବିଗ୍‌ ବି ଅମିତାଭଙ୍କ ସବୁଠାରୁ ଲୋକପ୍ରିୟ ଫିଲ୍ମ ମଧ୍ୟରୁ ଗୋଟିଏ ହେଉଛି ‘ସୂର୍ଯ୍ୟବଂଶମ’। ଏହାକୁ କିଛି ଟେଲିଭିଜନ ଚ୍ୟାନେଲରେ ବାରମ୍ବାର ପ୍ରସାରିତ କରାଯାଇଥାଏ। ତେବେ ଫିଲ୍ମଟିକୁ ଦର୍ଶକଙ୍କ ଭରପୂର ଭଲ ପାଇବା ମିଳୁଥିବାରୁ ଏପରି ହେଉଅଛି। ମାତ୍ର ଅନେକେ ଏହାକୁ…

ହାତରେ ହାତ ଛନ୍ଦି ବୁଲୁଥିଲେ ଏହି ଯୋଡ଼ି, କ୍ୟାଚ୍‌ କରିନେଲା କ୍ୟାମେରା

ହାତରେ ହାତ ଛନ୍ଦି ବଲିଉଡ୍‌ର ଏହି ଯୋଡ଼ି କାର୍‌ରେ ବୁଲୁଥିଲେ। ଫଟୋଗ୍ରାଫରଙ୍କ କ୍ୟାମେରାକୁ ଦେଖି ମୁହଁ ଲୁଚାଇଦେଲେ। କିନ୍ତୁ ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି ପରି ଏହି ଯୋଡ଼ିଙ୍କୁ ସେତେବେଳକୁ କ୍ୟାଚ୍‌ କରି ନେଇଥିଲା କ୍ୟାମେରା। ଆମେ ଆଉ କାହା…

ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଟେଲି ଧାରାବାହିକର ପ୍ରସାରଣ

ମୁମ୍ବାଇ: ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଲୋକପ୍ରିୟ ଟେଲି ଧାରାବାହିକ। କିଛି ଧାରାବାହିକ ଟିଆର୍‌ପି ଭଲ ରହୁ ନ ଥିବାରୁ ବନ୍ଦ ହେବାକୁ ଯାଉଥିବା ବେଳେ କିଛି କାହାଣୀ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଲର୍ସରେ ପ୍ରସାରିତ ଏକତା କପୁରଙ୍କ ଶୋ’ ‘ନାଗିନ-୩’,…

ଖାଦ୍ୟରେ କରିନାଙ୍କ ପସନ୍ଦ ‘ଖେଚୁଡ଼ି’, ତଥାପି ବି ସେ ଫିଟ୍‌

ମୁମ୍ବାଇ: ବଲିଉଡ୍‌ରେ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତାଇଲେଣି କରିନା କପୁର ଖାନ୍‌। ଅଭିନେତ୍ରୀ ଭାବେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିବା ପରେ ବ୍ୟକ୍ତିଗତ ଜୀବନକୁ ପ୍ରାଧାନ୍ୟ ଦେଇଥିଲେ ସେ। ଶାହିଦଙ୍କୁ ଭଲ ପାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୈଫ୍‌ଙ୍କୁ ବିବାହ…

୩୮ ବର୍ଷ ପୂର୍ବେ ଅମିତାଭ୍‌ଙ୍କ ଏପରି କାମରେ ରାଗିଯାଇଥିଲେ ଜୟା

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଲାଓ୍ବାରିସ୍‌’ ରିଲିଜ୍‌ ହେବା ଇତି ମଧ୍ୟରେ ୩୮ ବର୍ଷ ହୋଇଯାଇଛି। ୨୨ ମେ’ ୧୯୮୧ରେ ମୁକ୍ତିଲାଭ କରିଥିବା ପ୍ରକାଶ ମେହରାଙ୍କ ନିର୍ଦ୍ଦେଶିତ ଏହି ସିନେମାକୁ ଦର୍ଶକ ଉକ୍ତ ସମୟରେ ବହୁତ ପସନ୍ଦ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?