ମନୋରଞ୍ଜନ

ଗଙ୍ଗା କୂଳରେ ହେଲା ‘ପିଏମ୍‌ ନରେନ୍ଦ୍ର ମୋଦି’ ବାୟୋପିକ୍‌ର ସ୍ପେଶାଲ ସ୍କ୍ରିନିଂ

ରିଷିକେଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନି ଉପରେ ଆଧାରିତ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ ବାୟୋପିକ୍‌ର ସ୍ପେଶାଲ ସ୍କ୍ରିନିଂ ରିଷିକେଶର ପରମାର୍ଥ ନିକେତନ ଆଶ୍ରମ ନିକଟ ଗଙ୍ଗାକୂଳରେ କରାଯାଇଛି। ଏଥିରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ଲୋକ ବାୟୋପିକ୍‌ର ମଜା ଉଠାଇଛନ୍ତି।…

୩ ଖାନ୍‌ଙ୍କ ଫିଲ୍ମରେ କାମ କରିବାକୁ ମନା କରିଥିଲେ ଏହିସବୁ ଅଭିନେତ୍ରୀ

ବଲିଉଡ୍‌ରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ୩ ଖାନ୍‌ ଅର୍ଥାତ ଶାହାରୁଖ, ଅମୀର ଏବଂ ସଲମାନଙ୍କ ବିଗ୍‌ ବଜେଟ୍‌ ଫିଲ୍ମରେ କାମ କରିବାକୁ ମନା କରି ଦେଇଛନ୍ତି। ଜାଣନ୍ତୁ ଏହି ଅଭିନେତ୍ରୀମାନେ କିଏ? ଐଶ୍ୱର୍ଯ୍ୟା ରାୟ : ଐଶ୍ୱର୍ଯ୍ୟା ଅମୀରଙ୍କ…

ପରପାରିରେ ଭେଟେରାନ୍‌ କୋରିଓଗ୍ରାଫର ଭିରୁ ଦେବଗନ

ମୁମ୍ବାଇ,୨୭।୫: ବଲିଉଡ୍‌ ଦୁନିଆର ଭେଟେରାନ୍‌ ଆକ୍ସନ୍‌ କୋରିଓଗ୍ରାଫର ଭିରୁ ଦେବଗନଙ୍କ ସୋମବାର ପରଲୋକ ହୋଇଛି। ସୋମବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ଶାନ୍ତାକ୍ରୁଜର ସୂର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ହୃଦଘାତ ଯୋଗୁଁ ସେ ପ୍ରାଣ ହରାଇଥିବା…

ପ୍ରଥମ ଜନ୍ମଦିନରେ କେମିତି ଦେଖାଯାଉଥିଲେ ବଲିଉଡ୍‌ର ଏହି ଅଭିନେତ୍ରୀ

ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବଲିଉଡ୍‌ ଆକ୍ଟ୍ରେସ୍‌ ୟାମି ଗୌତମଙ୍କର ଏକ ଫଟୋ ଏବେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାଇରାଲ ହେବାରେ ଲାଗିଛି। ୩୦ ବର୍ଷୀୟା ଏହି ନାୟିକାଙ୍କର ଉକ୍ତ ଫଟୋଟି ହେଉଛି ପ୍ରଥମ ଜନ୍ମ ଦିନର। ଅର୍ଥାତ୍‌…

ମମତା-ରାହୁଲଙ୍କ ମଜା ଉଡ଼ାଇଲେ ଅନୁରାଗ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଫିଲ୍ମ ବ୍ୟତୀତ ନିଜର ବୁଦ୍ଧି ବିବେକ ଖଟାଇବା ଦିଗରେ ବଲିଉଡ୍‌ରେ ବେଶ୍‌ ଜଣାଶୁଣା। ଏବେ ତାଙ୍କ ଟାର୍ଗେଟରେ ରାଜନେତାମାନେ ରହିଛନ୍ତି। ସଦ୍ୟ ସମାପ୍ତ ଲୋକ ସଭା ନିର୍ବାଚନରେ ଭାଜପାକୁ ବହୁମତ ମିଳିଥିବାରୁ ସେ ମୋଦିଙ୍କୁ ଶୁଭେଚ୍ଛା…

ଯାତ୍ରା ଇଣ୍ଡଷ୍ଟ୍ରିର ସଫଳ ଯୋଡ଼ି ସୁବାସ-ମାମା

ଯାତ୍ରା ଇଣ୍ଡଷ୍ଟ୍ରିରେ ଯେଉଁ କେତେଜଣ ନାୟକ-ନାୟିକା ଯୋଡ଼ିଙ୍କୁ ଲୋକପ୍ରିୟ ତଥା ସଫଳ ଯୋଡ଼ି ବୋଲି କୁହାଯାଏ ସେମାନଙ୍କ ମଧ୍ୟରୁ ଗୋଟିଏ ଯୋଡ଼ି ହେଉଛନ୍ତି ‘ସୁବାସ-ମାମା’। ଏଠାରେ ଯେଉଁ ସୁବାସଙ୍କ କଥା କୁହାଯାଉଛି ସେ ହେଉଛନ୍ତି ଟ୍ରାଜେଡି କିଙ୍ଗ୍‌ ବା କିଙ୍ଗ୍‌ଷ୍ଟାର ସୁବାସ…

ସ୍ବାଭିମାନୀ ନାଟ୍ୟକାର ବନମାଳୀ ତରାଇ: ପ୍ରଥମ ନାଟକ ଥିଲା ‘ହାଟ ମଝିରେ ବ୍ରହ୍ମଜ୍ଞାନ’

ବନମାଳୀ ତରାଇ! ଏଇ ନାମଟି ସହିତ ଯାତ୍ରାପ୍ରେମୀ ଖୁବ୍‌ ଭଲ ଭାବରେ ପରିଚିତ। ସଂସ୍କାର ମୂଳକ, ବାର୍ତ୍ତାଧର୍ମୀ ତଥା ସାମାଜିକ ଶିକ୍ଷା ସମ୍ବଳିତ ନାଟକ ରଚନା କରି ତରାଇ ନିଜ ପାଇଁ ଯାତ୍ରା ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି…

ବଲିଉଡ୍‌ର ଦାମୀ ଉପହାର

ଉପହାରଟିଏ ପାଇଲେ ସମସ୍ତେ ଖୁସି ହୁଅନ୍ତି। ତାହା ଛୋଟିଆ ହେଲେ ବି ମନରେ ଭରିଥାଏ ଅପାର ଆନନ୍ଦ। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଏହାର ମାୟାରେ ପଡ଼ିଥାଆନ୍ତି। ଯଦିଓ ସେଲିବ୍ରିଟିଙ୍କ ଉପହାରର ମୂଲ୍ୟ ଶହେ କି ହଜାରରେ ସୀମିତ…

ଫିଲ୍ମ ‘ବାଲା’ ଲାଗି ଆୟୁଷ୍ମାନ ହେବେ ଲଣ୍ଡା, କହିଲେ ଏପରି କରିବା ବହୁତ କଷ୍ଟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଏବେ ଆଗାମୀ ଫିଲ୍ମ ‘ବାଲା’ର ଶୁଟିଂରେ ବ୍ୟସ୍ତ। ଏହି ଫିଲ୍ମରେ ତାଙ୍କ ନାୟିକା ଭାବେ ନଜର ଆସିବେ ଭୂମି ପେଡନେକର ଓ ୟାମି ଗୌତମ। ଫିଲ୍ମର କାହାଣୀ ଏକ ଲଣ୍ଡା ଯୁବକ ଓ ଛୋଟ…

‘ତ୍ରିଭଙ୍ଗ’ରେ ନଜର ଆସିବେ କାଜଲ, ନିର୍ଦ୍ଦେଶନା ଦେବେ ସଲମାନ୍‌ଙ୍କ ଭାଉଜ

ଲମ୍ବା ବ୍ୟବଧାନ ପରେ ଫିଲ୍ମ ‘ତାନାଜୀ ଦି ଅନ୍‌ସଙ୍ଗ୍‌ ଓ୍ବାରିୟର’ରେ ସ୍ବାମୀ ଅଜୟ ଦେବ୍‌ଗନ୍‌ଙ୍କ ସହ ନଜର ଆସିବେ ଅଭିନେତ୍ରୀ କାଜଲ। ଏହା ବ୍ୟତିତ କାଜଲ ଆଉ ଏକ ସିନେମାରେ ମଧ୍ୟ କାମ କରିବେ ବୋଲି ଜଣାପଡ଼ିଛି। ଯାହାର ନାମ ରହିଛି…

ଝିଅ ପାଇଁ ଏକାଠି ହେଲେ ଜୁହି-ସଚିନ !

ମୁମ୍ବାଇ: ଧାରାବାହିକ ‘କୁମ୍‌କୁମ୍‌’ ଯୋଗେ ଘରେ ଘରେ ଲୋକପ୍ରିୟ ହୋଇଥିବା ଜୁହି ପରମାରଙ୍କ ଜୀବନକୁ ପୁଣି ଫେରିପାରନ୍ତି ସ୍ବାମୀ ସଚିନ ଶ୍ରଫ୍‌। ନିକଟରେ ଅଲାଦିନର ସ୍ପେଶାଲ୍‌ ସ୍କ୍ରିନିଂ ଅବସରରେ ଉଭୟଙ୍କୁ ଏକା ସାଙ୍ଗରେ ଦେଖାଯାଇଥିଲା। ଫଳରେ ଅଲଗା ହେବା ପରେ ଆଉ…

୯ ବର୍ଷ ପରେ ପୁଣି ନଜର ଆସିବେ କ୍ୟାଟ୍ରିନା-ଅକ୍ଷୟ

ବଲିଉଡ୍‌ର ହିଟ୍‌ ଯୋଡ଼ି କ୍ୟାଟ୍ରିନା-ଅକ୍ଷୟ କୁମାର ପୁଣି ବଡ଼ପରଦାରେ ନଜର ଆସିବେ। ‘ନମସ୍ତେ ଲଣ୍ଡନ’, ‘ଓ୍ବେଲ୍‌କମ୍‌’, ‘ହମ୍‌କୋ ଦିବାନା କର୍‌ ଗୟେ’, ‘ସିଙ୍ଗ୍‌ ଇଜ୍‌ କିଙ୍ଗ୍‌’ ପରି ସୁପରହିଟ୍‌ ଫିଲ୍ମ ଦେଇଥିବା ଏହି ଯୋଡ଼ି ୯ ବର୍ଷ ପରେ ପୁଣି ଏକାଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?