ଏହି ଯୁବତୀ କରିଥିଲେ ଅନୁଷ୍କା ଏବଂ ପ୍ରିୟଙ୍କାଙ୍କ ଓ୍ବେଡିଂ ପ୍ଲାନିଂ

ବଲିଉଡ୍‌ର ସେଲିବ୍ରିଟିଙ୍କ ବିବାହ ପ୍ରସଙ୍ଗ ଉଠିବ ତ ଅନୁଷ୍କା ଏବଂ ପ୍ରିୟଙ୍କାଙ୍କ ନାଁ ଚର୍ଚ୍ଚା ପରିସରକୁ ଆସିବ। ଅନୁଷ୍କା ଶର୍ମା-ବିରାଟ କୋହଲି ଇଟାଲୀରେ ବିବାହ କରିଥିବାବେଳେ ପ୍ରିୟଙ୍କା-ନିକ୍‌ଙ୍କ ବିବାହ ମୁମ୍ବାଇରେ ହେବାର ଥିଲା କିନ୍ତୁ ପରେ ଯୋଧପୁରଠାରେ ସମ୍ପନ୍ନ ହୋଇଥିଲା। ଏମାନଙ୍କ ବିବାହ ପାଇଁ ଓ୍ବେଡିଂ ପ୍ଲାନିଂ ବା ବିବାହ ଯୋଜନା କିଏ କରିଥିଲେ ଜାଣନ୍ତି? ଟିନା ଥରଓ୍ବାନି ନାମକ ଜଣେ ଯୁବତୀ ଏମାନଙ୍କ ଓ୍ବେଡିଂ ପ୍ଲାନ୍‌ କରିଥିଲେ। ବିବାହ ସ୍ବପ୍ନକୁ କିପରି ସତରେ ପରିଣତ କରାଯିବ ତାହା ଭଲ ଭାବରେ ଜାଣିଛନ୍ତି ଟିନା। ସେ ଜଣେ ଓ୍ବେଡିଂ ପ୍ଲାନର। ଆସିଷ୍ଟାଣ୍ଟ ଫିଲ୍ମ ଡାଇରେକ୍ଟରରୁ ଟିନା କ୍ୟାରିୟର ଆରମ୍ଭ କରିଥିଲେ। ବର୍ତ୍ତମାନ ଟିନା ‘ମ୍ୟାରେଜ୍‌ ସିନ୍‌’ ନାମକ ଏକ କମ୍ପାନୀ ଚଳାଉଛନ୍ତି। ୨୦୧୫ରେ ସୌରଭ ମାଲହୋତ୍ରା ଏବଂ ମନୋଜ ମିତ୍ରଙ୍କ ସହିତ ମିଶି ଏହି କମ୍ପାନୀ ଆରମ୍ଭ ଆରମ୍ଭ କରିଥିଲେ। ଟିନା କୁହନ୍ତି, ସେ ପ୍ରିୟଙ୍କା ଏବଂ ଅନୁଷ୍କାଙ୍କ ଓ୍ବେଡିଂ ପ୍ଲାନିଂ ଦେଇଥିଲେ। ସେପ୍ଟେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ବିବାହ ଋତୁ ଚାଲିଥାଏ। ଏହି ସମୟରେ ସେ ୧୦-୧୨ଟି ଓ୍ବେଡିଂ ପ୍ଲାନ୍‌ କରିଥାନ୍ତି। ଅନୁଷ୍କା ଏବଂ ବିରାଟଙ୍କ ବିବାହ ଟିନାଙ୍କ ପାଇଁ ଏକ ବଡ଼ ସୁଯୋଗ ଥିଲା ବୋଲି କୁହନ୍ତି। ଏହା ପରେ ପ୍ରିୟଙ୍କାଙ୍କ ବିବାହ ପାଇଁ ଯୋଜନା କରିଥିଲେ। ପୂରା ଟିମ୍‌ କଷ୍ଟମରଙ୍କ ସମସ୍ତ ଆବଶ୍ୟକତା ଭଲ ଭାବରେ ପୂରଣ କରିଥାନ୍ତି। ତାଙ୍କର ଏକ ଅଫିସିଆଲ ଓ୍ବେବ୍‌ସାଇଟ୍‌ ରହିଛି। ସେଥିରେ ପ୍ଲାନିଂର ସମ୍ପୂର୍ଣ୍ଣ ତଥ୍ୟ ରହିଛି। ଯେଉଁଥିରେ ଲୋକେ କନେକ୍ଟ କରିପାରିବେ। ସମସ୍ତଙ୍କ ବିବାହ ପାଇଁ ପ୍ଲାନିଂ କରୁଥିବା ଟିନା ନିଜ ବିବାହ ସମ୍ପର୍କରେ କୁହନ୍ତି, ଯେଉଁଠି ବି ବିବାହ କରିବେ ପୂରା ନିରାଡମ୍ବର ଭାବେ କରିବେ। ଏଥିରେ ତାଙ୍କର କିଛି ଖାସ୍‌ ବନ୍ଧୁ ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ଲଘୁଚାପ: ରଥଯାତ୍ରାରେ ଅତି ପ୍ରବଳ ବର୍ଷା, ଆହୁରି ୪ ଦିନ ହାଇଆଲର୍ଟ!

ଭୁବନେଶ୍ୱର,୧୫।୭: ପାଣିପାଗକୁ ନେଇ ବଡ଼ ଖବର । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ରଥଯାତ୍ରା ପୂର୍ବରୁ ପାଣିପାଗରେ ବଡ଼ ପରିବର୍ତ୍ତନ । ରାଜ୍ୟର ବିଭିନ୍ନ ସ୍ଥାନରେ…

ଛେଳି ଚରାଳିଙ୍କୁ ମାରି ଖାଇଥିଲା ଭାଲୁ, ଶେଷରେ ନିଜେ ମଲା

ଝରିଗାଁ,୧୫ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମୀ ଶ୍ମଶାନରୁ ବନ ବିଭାଗ ଦ୍ୱାରା କାବୁ ହୋଇଥିବା ରକ୍ତମୁଖା ନରହନ୍ତା ଭାଲୁର ବିଳମ୍ବିତ ରାତିରେ ମୃତ୍ୟୁ…

ସମୁଦ୍ରରେ ଟ୍ରଲର ଦୁର୍ଘଟଣା, ମିଳିଲା ଆଉ ଏକ ମତ୍ସ୍ୟଜୀବୀଙ୍କ ମୃତଦେହ

ଭୋଗରାଇ,୧୫।୭( ପ୍ରଦୀପ ଦାସ ): ବଙ୍ଗୋପସାଗରରେ ମା କାଳୀ ନାମକ ଟ୍ରଲର ଦୁର୍ଘଟଣାରେ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧ ୩ ତାରିଖରେ ଦକ୍ଷିଣ…

ବଲାଙ୍ଗୀରରେ ଚାଞ୍ଚଲ୍ୟ, ମହିଳାଙ୍କୁ ଛୁରି ଭୁସିବା ପରେ ନିସ୍ତୁକ ମାଡ଼ରେ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

ବେଲପଡ଼ା/ବଲାଙ୍ଗୀର,୧୫।୭(ମନୋଜ କୁମାର ମିଶ୍ର/ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଥାନା ଅଞ୍ଚଳରେ ବୁଧବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଜଣେ ଯୁବକ ପ୍ରଥମେ ଜଣେ…

TMCରେ ବଡ଼ ବିଦ୍ରୋହ! ପତ୍ନୀଙ୍କୁ ED ସମନର ଦିନକ ପରେ ମମତାଙ୍କ ହାତ ଛାଡ଼ିଲେ ମଦନ ମିତ୍ର

କୋଲକାତା,୧୫।୭: ପଶ୍ଚିମବଙ୍ଗର ରାଜନୀତିରେ ହଲଚଲ୍ ଦେଖାଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଶ୍ୱସ୍ତ ସହଯୋଗୀ ମଦନ ମିତ୍ର, ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଗୋଷ୍ଠୀରେ…

ବିଜୁଳି ଘଡ଼ଘଡ଼ିରେ ଭାଙ୍ଗିଲା ମନ୍ଦିର ଦଧିନଉତି, ଲୋକେ କହିଲେ…

ଖଣ୍ଡପଡ଼ା,୧୫।୭(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା, ପବନରେ ଏକ ଅଘଟଣ ସାମ୍ନାକୁ ଆସିଛି। ଘଡ଼ଘଡ଼ି, ବର୍ଷା, ପବନରେ…

ଏହି ଦିନ ଆକାଶରେ ଦେଖାଦେବ ଅଦ୍ଭୁତ ଦୃଶ୍ୟ, ଘୋଟିଆସିବ ଅନ୍ଧାର, ଆଉ ତା’ ପରେ…

ଅଗଷ୍ଟ ହେଉଛି ଜ୍ୟୋତିର୍ବିଜ୍ଞାନ ଘଟଣା ପ୍ରତି ଆଗ୍ରହୀ ଲୋକଙ୍କ ପାଇଁ ଏକ ବିଶେଷ ମାସ। ଏହି ମାସରେ ଅନେକ ମହାକାଶୀୟ ଘଟଣା ଦେଖାଯିବ। ଅଗଷ୍ଟ ୧୨ରେ ସୂର୍ଯ୍ୟ…

ଏହି ଆପରେ ମିଳିବ ଗ୍ୟାସ୍ ସିଲିଣ୍ଡର, ଅର୍ଡର କଲେ ମାତ୍ର ୧୦ ମିନିଟରେ ପହଞ୍ଚିବ ଘରେ

ବେଙ୍ଗାଲୁରୁ,୧୫।୭: ଏଣିକି ଗ୍ରାହକଙ୍କ କିଛି ମାତ୍ରାରେ ଗ୍ୟାସ ସିଲିଣ୍ଡର ଚିନ୍ତା କମିବ । ଅନଲାଇନରେ ଅର୍ଡର କଲେ କିଛି ମିନିଟରେ ଘରେ ପହଞ୍ଚିବ LPG ସିଲିଣ୍ଡର ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri