ମନୋରଞ୍ଜନ

ଇଦ୍‌ରେ ରିଲିଜ୍‌ ହୋଇଥିବା ସଲମାନଙ୍କ ଫିଲ୍ମ କରେ ଭଲ ବ୍ୟବସାୟ

ମୁମ୍ବାଇ: ପ୍ରାୟ ପ୍ରତିବର୍ଷ ବଲିଉଡରେ ଇଦ୍‌ ଖାଲିଥାଏ ସଲମାନଙ୍କ ପାଇଁ। କାରଣ ସେ ଇଦ୍‌ରେ ଭେଟି ଦିଅନ୍ତି ଜବରଦସ୍ତ ଏଣ୍ଟଟେନମେଣ୍ଟ। ଏଥର ମଧ୍ୟ ସଲମାନଙ୍କ ଅଭିନୀତ ଫିଲ୍ମ ‘ଭାରତ’ ଇଦ୍‌ରେ ରିଲିଜ୍‌ ହେବ। ୨୦୦୯ରେ ସଲମାନଙ୍କ ଅଭିନୀତ ଫିଲ୍ମ ‘ଓ୍ବାଣ୍ଟେଡ୍‌’ ଇଦ୍‌ରେ…

ବିବାହ ଉପରେ ଭରସା ନାହିଁ: ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ବିବାହକୁ ନେଇ ସବୁବେଳେ କିଛି ନା କିଛି ଖବର ଆସୁଛି ସାମ୍ନାକୁ। ନିକଟରେ ‘ଭାରତ’ ଫିଲ୍ମର ପ୍ରମୋଶନ ଇଭେଣ୍ଟରେ ଯୋଗ ଦେଇଥିବା ସଲମାନ ପୁଣି ଥରେ ତାଙ୍କ ବିବାହକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ସବୁବେଳେ ଗଣମାଧ୍ୟମ…

‘ଜବରିୟା ଯୋଡ଼ି’ରେ ପରିଣୀତି-ସିଦ୍ଧାର୍ଥ

‘ମୁମ୍ବାଇ:: ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ପରିଣୀତି ଚୋପ୍ରାଙ୍କ ଅଭିନୀତ ‘ଜବରିୟା ଯୋଡି’ ଅଗଷ୍ଟ ୨ରେ ମୁକ୍ତିଲାଭ କରିବାକୁ ଯାଉଥିବା ଫିଲ୍ମ ନିର୍ମାତା ସୋମବାର ଘୋଷଣା କରିଛନ୍ତି। ଏହା ଏକ ହାସ୍ୟରସାତ୍ମକ କାହାଣୀ ଉପରେ ଆଧାରିତ। ବିହାରରେ ‘ବର ଅପହରଣ’…

ସୈଫିନାଙ୍କ ସହ ସମର ଭ୍ୟାକେସନରେ ତୈମୁର: ଭାଇରାଲ ହେଲା ହଲିଡେ ଫଟୋ

ମୁମ୍ବାଇ,୩।୬: କରୀନା କପୁର ଖାଁ ଓ ସୈଫ ଅଲ୍ଲୀ ଖାଁ ପୁଅ ତୈମୁରଙ୍କ ସହ ଏବେ ଭ୍ୟାକେସନରେ ଅଛନ୍ତି। ସୋସିଆଲ ମିଡିଆରେ କରୀନା, ସୈଫଙ୍କ ସହ ତୈମୁରଙ୍କ ବହୁ ଫଟୋ ଭାଇରାଲ ହୋଇଛି। ତେବେ ଏମାନେ କେଉଁଠି ଯାଇଛନ୍ତି ତା’ ଏବେ…

କାହାକୁ ନିଜର କରିବେ କାର୍ତ୍ତିକ, ସାରା ନା ଅନନ୍ୟା

ମୁମ୍ବାଇ: ବଲିଉଡ୍‌ର ନବାଗତ ନାୟକ କାର୍ତ୍ତିକ ଆର୍ୟନଙ୍କ ପ୍ରେମରେ ପଡିଛନ୍ତି କୁଆଡେ ବଲିଉଡ୍‌ ଦୁନିଆର କେତେଜଣ ନବାଗତା ନାୟିକା ତଥା ଷ୍ଟାରକିଡ୍‌। ହେଲେ କାର୍ତ୍ତିକ କାହାକୁ ମନ ଦେଉଛନ୍ତି ତାକୁ ନେଇ ପ୍ରାୟ ସବୁବେଳେ ଚର୍ଚ୍ଚା ଲାଗି ରହିଛି। ପ୍ରଥମେ ସାରା…

ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ରଖିଛନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବିଭିନ୍ନ ସମୟରେ ଏମିତି କିଛି କଥା କହି ଚର୍ଚ୍ଚାକୁ ଆସିବାକୁ ପସନ୍ଦ କରି ଥାଆନ୍ତି। କେବଳ ବଲିଉଡ୍‌ ନୁହେଁ ହଲିଉଡ୍‌ରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ଇଂରାଜୀ…

ଜାଣନ୍ତୁ କିପରି ଆରମ୍ଭ ହୋଇଥିଲା ଜୟା-ଅମିତାଭଙ୍କ ଲଭ୍‌ଷ୍ଟୋରି

ଜୟା ଏବଂ ଅମିତାଭ ବଚ୍ଚନଙ୍କର ଆଜି ହେଉଛି ୪୬ ତମ ବିବାହ ବାର୍ଷିକୀ। ବିବାହ ସମୟର କିଛି ପୂରୁଣା ଫଟୋକୁ ସୋସିଆଲ ମିଡିଆରେ ଅମିତାଭ ଶେୟାର କରି ସ୍ମୃତିକୁ ତାଜା କରିଛନ୍ତି। ଏହି ଫଟୋରେ ଅଭିଷେକ କ୍ୟାପସନ୍‌ ବି ଲେଖିଛନ୍ତି, ‘ହାପି…

କିଶୋର କୁମାରଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ: ଶୋକ ପ୍ରକାଶ କଲେ ମମତା

ମୁମ୍ବାଇ,୩।୬: ବଲିଉଡ୍‌ ଜଗତର ଭେଟେରାନ ଗାୟକ କିଶୋର କୁମାରଙ୍କ ପତ୍ନୀ ଓ ଅଭିନେତ୍ରୀ ରୁମା ଗୁହା ଠାକୁରତାଙ୍କ ସୋମବାର ଦେହାନ୍ତ ହୋଇଛି। କୋଲକାତା ସ୍ଥିତ ନିଜର ବାସଭବନ ବାଲିଗଙ୍ଗେ ପ୍ୟାଲେସରେ ତାଙ୍କର ନିଧନ ହୋଇଛି। ସୋମବାର ସନ୍ଧ୍ୟାରେ ତାଙ୍କର ଅନ୍ତିମ ସଂସ୍କାର…

ସଲମାନଙ୍କ ଫିଲ୍ମ ଦେଖିବାକୁ ପ୍ରଶଂସକଙ୍କ ଏମିତି ନିଶା : ପୂରା ହଲ୍‌ ବୁକ୍‌ କରିଦେଲେ

ସଲମାନ ଖାନ୍‌ଙ୍କ ଫିଲ୍ମ ‘ଭାରତ’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖାଦେଇଛି। ଏହି ଫିଲ୍ମ ଆସନ୍ତା ୫ ତାରିଖରେ ରିଲିଜ ହେବ। ଏବେଠୁ ଫିଲ୍ମର ଆଡ୍‌ଭାନ୍ସ ବୁକିଂ ଆରମ୍ଭ ହୋଇଗଲାଣି। ଫିଲ୍ମ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଏମିତି ନିଶା…

କାଟ୍ରିନାଙ୍କ ଆଖିକୁ ନିଦ ନାହିଁ

ମୁମ୍ବାଇ: ଜୁନ୍‌ ୫ରେ ରିଲିଜ୍‌ ହେବାକୁ ଯାଉଛି କାଟ୍ରିନା କୈଫ୍‌ ଅଭିନୀତ ବଲିଉଡ୍‌ ଚଳଚ୍ଚିତ୍ର ‘ଭାରତ’। ଏଥିଲାଗି ତାଙ୍କ ଆଖିରେ ନିଦ ନ ଥିବା କାଟ୍ରିନା କହିଛନ୍ତି। ରାତି ତମାମ୍‌ ଉଜାଗର ରହି ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ଦର୍ଶକ କିପରି ଗ୍ରହଣ…

ଜୁଲାଇ ୧୩ରେ ପରଦାକୁ ଆସିବ ହ୍ରିତିକ୍‌ଙ୍କ ‘ସୁପର-୩୦’

ମୁମ୍ବାଇ: ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନଙ୍କ ଫିଲ୍ମ ‘ସୁପର-୩୦’ରିଲିଜର ବାଟ ଫିଟିଛି। ‘#Metoo’ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ନିର୍ଦ୍ଦେଶକ ବିକାଶ ବହଲ ମୁକୁଳିବା ପରେ ଫିଲ୍ମ ରିଲିଜର ତାରିଖ ଧାର୍ଯ୍ୟ କରାଯାଇଛି। ଏ ନେଇ ଏକ ଫଟୋ ଶେୟାର କରିଛନ୍ତି…

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ସୁନ୍ଦରୀ ଏମ୍‌ପି

ଚଳିତବର୍ଷ ସାଧାରଣ ନିର୍ବାଚନ ରଣାଙ୍ଗନରେ ବାଜି ମାରି ନେଇଥିବା ଜଣେ ଅଭିନେତ୍ରୀ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ସୁନ୍ଦରୀ ଅଭିନେତ୍ରୀ ଜଣକ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରୁ ପଶ୍ଚିମବଙ୍ଗରୁ ବସିରହାଟ ଆସନରୁ ନିର୍ବାଚନ ଲଢ଼ି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri