ମନୋରଞ୍ଜନ

ନାରୀକୈନ୍ଦ୍ରିକ ଫିଲ୍ମ ଦେଖି ଦେଖି ଚିଡି ଗଲେଣି, କାହିଁକି ଏମିତି କହିଲେ ଅକ୍ଷୟ କୁମାର

ବଲିଉଡରେ ଖିଲାଡି ଅକ୍ଷୟ କୁମାରଙ୍କ ଏବେ ରାଜ୍‌ ଚାଲିଛି। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ସେ ଦର୍ଶକଙ୍କୁ ଦେଇଚାଲିଛନ୍ତି। ନିକଟରେ ତାଙ୍କ ଅଭିନୀତ ‘ମିଶନ୍‌ ମଙ୍ଗଲ’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଏନେଇ ଅକ୍ଷୟ କହିଛନ୍ତି, ନାରୀକୈନ୍ଦ୍ରୀକ ଫିଲ୍ମ…

କିମ୍ବଦନ୍ତୀ ସଙ୍ଗୀତକାର ଖାୟମ୍‌ଙ୍କ ପରଲୋକ

ମୁମ୍ବାଇ,୨୦ା୮- ଜାତୀୟ ପୁରସ୍କାରପ୍ରାପ୍ତ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜାହିର ହାଶ୍‌ମି ସୋମବାର ଏକ ଘରୋଇ ହସ୍ପିଟାଲ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୨ବର୍ଷ ହୋଇଥିଲା। ସେ ସଙ୍ଗୀତ ଦୁନିଆରେ ଖାୟମ୍‌ ଭାବେ ସୁପରିଚିତ। ବଲିଉଡ୍‌ ଶାସ୍ତ୍ରୀୟ ସଙ୍ଗୀତଭିତ୍ତିକ ‘କଭି…

ପିଲାଦିନେ ଫ୍ରିଜ୍‌ ଭିତରେ ଲୁଚୁଥିଲେ ଏହି ଅଭିନେତା, ନିକଟରେ ପାଇଛନ୍ତି ଜାତୀୟ ପୁରସ୍କାର

ପିଲାଦିନେ ବହୁତ ଦୁଷ୍ଟ ଥିଲେ ଜଣେ ଅଭିନେତା। ଯିଏ କି, ନିକଟରେ ଜାତୀୟ ପୁରସ୍କାର ପାଇଛନ୍ତି। ସେ ଆଉ କେହି ନୁହନ୍ତି, ଅଭିନେତା ବିକି କୌଶଲ। ପିଲାଦିନେ ଏମିତି ଦୁଷ୍ଟ ଥିଲେ କେହି ଗାଳି ଖାଇଲେ ଫ୍ରିଜ୍‌ ଭିତରେ ଲୁଚି ଯାଉଥିଲେ।…

ଭାଇରାଲ ହେଉଛି ଅନୁଷ୍କାଙ୍କ ସୋସିଆଲ ମିଡିଆ ଫଟୋ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲିଙ୍କ ଯୋଡିଙ୍କୁ ଅନେକ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଆଉ ଏମାନେ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଥାଆନ୍ତି ଚର୍ଚ୍ଚାରେ। ଏବେ ଅନୁଷ୍କା ଶେୟାର କରିଥିବା ତାଙ୍କର ଏକ ବିକିନି…

ଜିଆ ଖାଁଙ୍କ ସୁଇସାଇଡ୍‌ ମିଷ୍ଟ୍ରିକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟାରୀ

ମୁମ୍ବାଇ: ବଲିଉଡ୍‌ ତା’ର ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ କଣ୍ଟ୍ରୋଭର୍ସିକୁ ନେଇ। ତେବେ ବଲିଉଡ୍‌ର ଏମିତି ଏକ ବହୁ ଚର୍ଚ୍ଚିତ କଣ୍ଟ୍ରୋଭର୍ସିକୁ ନେଇ ଏବେ ତିଆରି ହେବାକୁ ଯାଉଛି ଡକ୍ୟୁମେଣ୍ଟାରୀ। ଅଭିନେତ୍ରୀ ଜିଆ ଖାଁଙ୍କ ସୁଇସାଇଟ୍‌ ମିଷ୍ଟ୍ରି…

ଭୁଲ ଭୁଲେୟା-୨ର ପ୍ରଥମ ପୋଷ୍ଟର ରିଲିଜ୍‌

ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ସୁପରହିଟ ଫିଲ୍ମ ‘ଭୁଲ ଭୁଲେୟା’ର ୧୨ ବର୍ଷ ପରେ ରିମେକ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଯାଇଛି। ଅଭିନେତା କାର୍ତ୍ତିକ ଆର୍ୟନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ମୋ…

ଦମ୍‌ ଦେଖାଇଲେ ଟାଇଗର ଶ୍ରଫ୍‌

ମୁମ୍ବାଇ: ବଲିଉଡ ଆକ୍ସନ ହିରୋ ଟାଇଗର ଶ୍ରଫ୍‌ ରବିବାର ୨୦୦କିଲୋଗ୍ରାମ ଓଜନର ଭାରୋତ୍ତୋଳନ କରି ଏହାର ଭିଡିଓକୁ ବନ୍ଧୁ ଓ ପ୍ରଶଂସକଙ୍କ ନିକଟକୁ ଶେୟାର କରିବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଶ୍ରଫ୍‌ ନିଜର ଶାରୀରିକ୍‌ ଫିଟ୍‌ନେସ୍‌ ପାଇଁ ବେଶ୍‌ ଭଲଭାବେ…

ପୁଣି ‘ଆକ୍ସନ’ ଅବତାରରେ କଙ୍ଗନା

‘ମଣିକର୍ଣ୍ଣିକା, ଦି କ୍ୱିନ୍‌ ଅଫ୍‌ ଝାନ୍‌ସୀ’ ହେଉ ବା ‘ଜଜ୍‌ମେଣ୍ଟାଲ ହେ କ୍ୟା’ ହେଉ, ଭଳି ଫିଲ୍ମରେ ଅଭିନୟ କରିଥିବା ବଲିଉଡର ହଟ୍‌କେ ଗାର୍ଲ କଙ୍ଗନା ରାଣାୱତ ପୁଣି ଏକ ଆକ୍ସନ୍‌ ଥ୍ରିଲର୍‌ରେ ନଜର ଆସିବେ। ତାଙ୍କ ଆଗାମୀ ଫିଲ୍ମର ‘ଧକଡ’ରେ…

ଲତାଙ୍କ ଦୀର୍ଘ ଜୀବନ କାମନା କଲେ ରାଷ୍ଟ୍ରପତି

ମୁମ୍ବାଇ,୧୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ମୁମ୍ବାଇ ଗସ୍ତ କରିଥିବା ବେଳେ ସେଠାରେ ସେ ବଲିଉଡ୍‌ର କୋକିଳ କଣ୍ଠି ଗାୟିକା ତଥା ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ଭେଟିଛନ୍ତି। ଲତାଙ୍କ ଘରକୁ ଯାଇ ରାଷ୍ଟ୍ରପତି ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ…

‘ମିଶନ ମଙ୍ଗଲ’ ତୃତୀୟ ଦିନରେ ଆୟକଲା ୫୦ କୋଟି

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ଏଥର ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଥିଲା। ସ୍ବାଧୀନତା ଦିବସରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ଆରମ୍ଭରୁ ହିଁ ଦେଖାଇଥିଲା କମାଲ୍‌। ପ୍ରଥମ ୨ ଦିନରେ ପାଖାପାଖି ୪୦…

ଏଥର ବାୟୋପିକ୍‌ରେ ଅରିନ୍ଦମ୍‌

ନାୟକ ଅରିନ୍ଦମ୍‌ଙ୍କର ଖୁସି କହିଲେ ନ ସରେ। କାରଣ ନିଜ ଓଲିଉଡ୍‌ କ୍ୟାରିୟରରେ ସେ ପ୍ରଥମଥର ପାଇଁ ଏକ ବାୟୋପିକ୍‌ରେ ଅଭିନୟ କରୁଛନ୍ତି। ଏହି ଓଡ଼ିଆ ସିନେମାର ଟାଇଟଲ ରହିଛି ‘ବାବୁ ଭାଇଜାନ୍‌’। ଏହାର ଟାଇଟଲ ଭୂମିକାରେ ଦେଖାଦେବେ ଅରିନ୍ଦମ୍‌। ଫିଲ୍ମଟିର…

ଏକ ରୁଗ୍‌ଣ ସମାଜର ପ୍ରତିନିଧି ଶେଖର

ଶେଖର ଜଣେ ସଂଘର୍ଷ କରୁଥିବା ଯୁବକ। ସେ ଏକ ରୁଗ୍‌ଣ ସମାଜର ପ୍ରତିନିଧି। ସେ ସଂଗ୍ରାମ କରୁଛି ଦାରିଦ୍ର୍ୟ ବିରୋଧରେ। ନିଜେ ବଞ୍ଚତ୍ବ। ଗୋଟିଏ ବୋଲି ଭଉଣୀକୁ ବଞ୍ଚେଇବ। ଚାକିରି ମିଳୁନି। ରୋଜଗାର ନାହିଁ। ନିଜର ବୟସ ଗଡ଼ି ଯାଉଛି। ସାନଭଉଣୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?