ପ୍ରଥମଥର ଲାଗି ମନ୍ନତର ଭିତର ଦୃଶ୍ୟ ଦେଖାଇଲେ ଗୌରୀ
ମୁମ୍ବାଇ: ବଲିଉଡ୍ ବାଦଶାହା ଶାହାରୁଖଙ୍କ ବିଳାସମୟ ଘର ମନ୍ନତ କଥା ଅଳ୍ବ ବହୁତେ ବଲିଉଡ୍ ପ୍ରେମୀଙ୍କୁ ଜଣାଥିବ। ହେଲେ ଏଥର ଶାହାରୁଙ୍କ ଧର୍ମପତ୍ନୀ ଗୌରୀ ଖାଁ ମନ୍ନତର ଭିତର ଦୃଶ୍ୟ ଦେଖାଇଛନ୍ତି। ଯାହାକୁ ଦେଖିଲେ ଆଖି ଲାଗି ଯାଉଛି ବୋଲି ଆଲୋଚନା…
ଅଜିତ୍ ଡୋଭାଲ୍ ଭୂମିକାରେ ଅକ୍ଷୟ କୁମାର
ବଲିଉଡର ସଫଳ କଳାକାରଙ୍କ ମଧ୍ୟରେ ରହିଛନ୍ତି ଅଭିନେତା ଅକ୍ଷୟ କୁମାର। ସମାଜରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଫିଲ୍ମ କରିବା ସହ ବର୍ଷରେ ଏକାଧିକ ଫିଲ୍ମରେ ନଜର ଆସୁଛନ୍ତି ଖିଲାଡି କୁମାର। ତାଙ୍କର ସବୁ ଫିଲ୍ମ ବକ୍ସ ଅଫିସରେ ହିଟ ସାବ୍ୟସ୍ତ…
ଅନୁଚ୍ଛେଦ ୩୭୦ ଯୋଗୁ ବିବାହ ପରେ ଏହି ଅଭିନେତ୍ରୀ ହରାଇଥିଲେ କଶ୍ମୀର
ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଏନେଇ ବଲିଉଡ୍ରୁ ଆରମ୍ଭ କରି ଟେଲି କଳାକାରମାନେ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏହି କ୍ରମରେ ଟେଲି ଶୋ‘ମେରେ ଅଙ୍ଗନେ ମେ’ ଫେମ୍ ଏକତା…
ରୋହିତ ସେଟ୍ଟୀଙ୍କ ‘ଖତ୍ରୋଁ କେ ଖିଲାଡୀ’ର ଶୁଟିଂ ଆରମ୍ଭ: ପ୍ରଥମ ଦିନର ଭିଡିଓ ଲିକ୍
ସୋଫିଆ,୬।୮: ଟେଲି ଜଗତର ପପୁଲାର ରିଅଲଟି ଶୋ ‘ଖତ୍ରୋଁ କେ ଖିଲାଡୀ’ ଖୁବ୍ଶୀଘ୍ର ଦର୍ଶକ ଟିଭିରେ ଦେଖିପାରିବେ। ଏଥିପାଇଁ ସମସ୍ତ ପ୍ରସ୍ତୃତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ଥର ମଧ୍ୟ ଶୋର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ହୋଷ୍ଟ ଭାବେ ନଜର ଆସୁଥିବା…
ଫଟୋ ମାଧ୍ୟମରେ କାଜୋଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅଜୟ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଜୋଲ ସୋମବାର ନିଜର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ସ୍ତ୍ରୀଙ୍କର ଏହି ସ୍ବତନ୍ତ୍ର ଅବସରକୁ ଅଭୂଲା କରିବାକୁ ସ୍ବାମୀ ଅଜୟ ଦେବଗନ ନିଜ ଇନ୍ଷ୍ଟାଗ୍ରାମରେ କାଜୋଲଙ୍କ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ କାଜୋଲ ଚେୟାର…
ସବୁଠାରୁ ମହଙ୍ଗା ଭାରତୀୟ ଅଭିନେତା ତାଲିକାରେ ପ୍ରଭାସ
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଅପ୍ କମିଂ ଆକ୍ସନ ଫିଲ୍ମ ‘ସାହୋ’ ଅଗଷ୍ଟ ୩୦ରେ ପରଦାକୁ ଆସିବ। ତେଲଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରୁଥିବା ଶ୍ରଦ୍ଧା କପୁର ଏଥିରେ ପ୍ରଭାସଙ୍କ ବିପକ୍ଷରେ ନଜର ଆସିବେ। ସୁଜିତଙ୍କ ନିର୍ଦ୍ଦେଶିତ ଫିଲ୍ମ ସାହୋ ୨୦୧୯ର ସବୁଠାରୁ…
ଜାଣିଥିଲି କେବଳ ମୋଦି ହିଁ ଏଭଳି ନିଷ୍ପତ୍ତି ନେଇପାରିବେ: କଙ୍ଗନା
ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ବଲିଉଡରେ ଖୁସିର ଲହରୀ ଖେଳିଯାଇଛି। କେତେକ କଳାକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଲାମ କରିଛନ୍ତି। ଏହି କ୍ରମରେ ସାମିଲ ହୋଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍। ସେ କହିଛନ୍ତି, ଜାଣିଥିଲି କେବଳ ମିଷ୍ଟର ମୋଦି ହିଁ…
କରନ ଦେଓଲଙ୍କ ଅଭିନୀତ ଫିଲ୍ମର ଟିଜର ରିଲିଜ୍
ମୁମ୍ବାଇ: ବଲିଉଡ୍ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରନ ଦେଓଲଙ୍କ ଅଭିନିତ ଫିଲ୍ମ ‘ପଲ ପଲ ଦିଲ୍ କେ ପାସ’ର ଟିଜର ରିଲିଜ୍ ହୋଇଛି। ଏହା କରନଙ୍କର ଡେବ୍ୟୁ ଫିଲ୍ମ ହୋଇଥିବା ବେଳେ ଏଥିରେ କରନଙ୍କ ଅପୋଜିଟରେ ଅଛନ୍ତି ସହର ବାମ୍ବା।…
ମାଧୁରୀ-ସଲମାନଙ୍କ ଅଭିନୀତ ଫିଲ୍ମର ହୋଇପାରେ ସ୍ପେଶାଲ ସ୍କ୍ରିନିଂ
ମୁମ୍ବାଇ: ବଲିଉଡ୍ ନାୟିକା ମାଧୁରୀ ଦୀକ୍ଷିତ ଓ ନାୟକ ସଲମାନଙ୍କ ଅଭିନୀତ ଫିଲ୍ମ ‘ହମ୍ ଆପକେ ହୈ କୌନ’କୁ ପୂରିଛି ୨୫ ବର୍ଷ। ଏବେ ଏହି ହିଟ୍ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ କରିବାକୁ ନିର୍ମାତା ସ୍ଥିର କରିଥିବା ଶୁଣିବାକୁ ମିଳିଛି। ଏହି…
ଧାରା ୩୭୦ ହଟିବା ନେଇ ନିଜ ନିଜର ଖୁସି ପ୍ରକାଶ କଲେ ବଲିଉଡ୍ କଳାକାର
ମୁମ୍ବାଇ,୫।୮: ଜମ୍ମୁ-କଶ୍ମୀରରୁ ୭୨ ବର୍ଷ ପୁରାତନ ଧାରା ୩୭୦ ହଟିବା ନେଇ ବଲିଉଡ୍ର ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷ ଟୁଇଟ୍ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି। ଅଭିନେତା ପରେଶ ରାଓ୍ବଲ କହିଛନ୍ତି ଭାରତ ମାତା ଶେଷରେ ସ୍ବାଧୀନତା ହାସଲ କରିଛି।…
ଏୟାର ହୋସ୍ଟେସ ହେବେ ଶ୍ରଦ୍ଧା
ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜ ଅଭିନୟ କ୍ୟାରିୟର ମଧ୍ୟରେ ଅନେକ ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିସାରିଛନ୍ତି। ଏବେ ତାଙ୍କୁ ରୂପେଲି ପରଦାରେ ଏୟାର ହୋସେ୍ଟେସ୍ ଚରିତ୍ରରେ ଦେଖିବାକୁ ମିଳିବ। ଫିଲ୍ମ ‘ବାଗି-୩’ରେ ତାଙ୍କ ଚରିତ୍ର ଏପରି ରହିଛି। ଏଥିପାଇଁ ଶ୍ରଦ୍ଧାଙ୍କୁ ପ୍ରଶିକ୍ଷଣ…
ଯବାନଙ୍କ ପାଇଁ ରୁଟି ପ୍ରସ୍ତୁତ କଲେ ବିକି କୌଶଲ
ଅଭିନେତା ବିକି କୌଶଲ ଭାରତୀୟ ଯବାନଙ୍କ ପାଇଁ ରୁଟି ପ୍ରସ୍ତୁତ କରିଛନ୍ତି। ଭାରତ-ଚାଇନା ବର୍ଡରରେ ଗସ୍ତ କରି ସୋସିଆଲ ମିଡିଆରେ ଫଟୋ ଶେୟାର୍ କରିଛନ୍ତି ବିକି। ୧୪ ହଜାର ଫୁଟ୍ ଉଚ୍ଚରେ କାର୍ଯ୍ୟରତ ଯବାନଙ୍କୁ ଭେଟି ମେସାନଙ୍କୁ ରୁଟି ପ୍ରସ୍ତୁତ କରି…
Archives


