ୟୁଗ୍ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବଲିଉଡ୍ କଳାକାର
ଅଜୟ ଦେବଗନ୍ଙ୍କ ସହ କାଜଲଙ୍କ ବୈବାହିକ ଜୀବନ ବେଶ୍ ସୁଖମୟ। ଝିଅ ନ୍ୟାସା ଏବଂ ପୁଅ ୟୁଗ୍ଙ୍କୁ ନେଇ ସେମାନଙ୍କ ହସଖୁସିର ସଂସାର ଆଗେଇ ଚାଲିଛି। ଆଜି ଅର୍ଥାତ ଶୁକ୍ରବାର ପୁଅ ୟୁଗ୍ଙ୍କ ଜନ୍ମଦିନ। ଏହି ସ୍ପେଶାଲ ଡେ’ରେ କାଜଲ ଏବଂ…
କୁଣ୍ଡେ ପାଣିରେ ଗଣେଶ ମୂର୍ତ୍ତି ବିସର୍ଜନକଲେ ରବିନା ଟଣ୍ଡନ
୧୦ ଦିନ ଧରି ଗଣପତିଙ୍କ ଆରାଧନା କରିବା ପରେ ଶେଷରେ ତାଙ୍କୁ ଧୁମଧାମରେ ବିଦାୟ ଦେଇଛନ୍ତି ଅଭିନେତ୍ରୀ ରବିନା ଟଣ୍ଡନ। ଏଥର ସେ ନିଜ ଘରେ ଇକୋ-ଫ୍ରେଣ୍ଡଲି ଗଣେଶପୂଜାର ଆୟୋଜନ କରିଥିଲେ। ସାଦାସିଧା ଢଙ୍ଗରେ ଏକ ଛୋଟ ଗଣେଶ ମୂର୍ତ୍ତି ଘରେ…
ସଫଳତା ପରେ ଏତେ ବଦଳିଗଲେଣି ହିମେଶ
ମୁମ୍ବାଇ: ‘ଆଶିକ୍ ବନାୟା’, ‘ଆପ୍କା ସୁରୁର’, ‘ଅକ୍ସର’ ପରି ହିଟ୍ ଗୀତ ଦେଇ ରାତାରାତି ସିଙ୍ଗିଙ୍ଗ୍ ସେନ୍ସେଶନ ପାଲଟିଥିଲେ ହିମେଶ ରେଶମିୟା। ସେ ସର୍ବଦା ନୂତନ ଗାୟକମାନଙ୍କୁ ନିଜ ନିର୍ଦ୍ଦେଶନାରେ ସୁଯୋଗ ଦେଇଥାଆନ୍ତି। ଏବେ ଇଣ୍ଟରନେଟ୍ ସେନ୍ସେଶନ ପାଲଟିଥିବା ରାନୁ ମଣ୍ଡଳଙ୍କୁ…
ସାରାଙ୍କ ପାଇଁ କାର୍ତ୍ତିକ ଧରିଲେ ଛତା, ଫଟୋ ଭାଇରାଲ
ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ୟନ ଶୈଫ୍ ଲଳନା ସାରା ଅଲ୍ଲୀ ଖାନ୍ଙ୍କ ପ୍ରେମରେ ଉବୁଟୁବୁ। ପ୍ରଥମେ ସାରା କରନ୍ ଜୋହରଙ୍କ ଶୋ’ରେ ତାଙ୍କୁ କ୍ରଶ୍ ବୋଲି କହିବା ପରଠାରୁ ପ୍ରେମ କାହାଣୀର ଆରମ୍ଭ ହୋଇଥିବା କୁହାଯାଏ। ପରେ ଉଭୟଙ୍କୁ ଭେଟାଇଥିଲେ ରଣବୀର…
‘ଦ କପିଲ ଶର୍ମା ଶୋ’ର ଶୁଟିଂରୁ ବ୍ରେକ୍ ନେବେ କପିଲ
କମେଡି କିଙ୍ଗ୍ କପିଲ ଶର୍ମା ନିଜ ଶୋ’ ‘ଦ କପିଲ ଶର୍ମା ଶୋ’ର ଶୁଟିଂରେ ବ୍ରେକ୍ ଦେଇଛନ୍ତି। ଶୁଣିବାକୁ ମିଳିଛି, କପିଲ ଆଉ ୨୦ ଦିନ ଛୁଟି ନେଇଛନ୍ତି। ବ୍ରେକ୍ ପୂର୍ବରୁ ସେ ଘୋଷଣା କରିଛନ୍ତି କି, ନଭେମ୍ବର ଏବଂ ଡିସେମ୍ବର…
ପ୍ରିୟଙ୍କାଙ୍କୁ ମୁମ୍ବାଇ ପୋଲିସର ଚେତାବନୀ
ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଅଭିନେତା ଫରହାନ ଅଖତରଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ’ର ଏକ ଦୃଶ୍ୟ ପାଇଁ ଏକ ମଜାଳିଆ ଢଙ୍ଗରେ ଚେତାବନୀ ଦିଆଯାଇଛି। ସୋମବାର ଏହି ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି। ଏହାପରେ…
ଖାଲି ପାଦରେ ଚାଲି ଚାଲି ଯାଇ ଲାଲବାଗ୍ ରାଜାଙ୍କୁ ଦର୍ଶନ କଲେ ଦୀପିକା ପାଦୁକୋନ୍
ମୁମ୍ବାଇ:ଭାରତର ସବୁ ସ୍ଥାନରେ ଗଣେଶ ପୂଜା ଖୁବ ଧୁମଧାମରେ ପାଳନ କରାଯାଇଥାଏ। କିନ୍ତୁ ମହାରାଷ୍ଟ୍ରର ଗଣେଶ ପୂଜା ସାରା ବିଶରେ ପ୍ରସିଦ୍ଧ। ମହାରାଷ୍ଟ୍ରର ସବଠୁ ଆକର୍ଷଣୀୟ ହେଉଛି ‘ଲାଲବାଗ ଚା ରାଜା’। ଏଠାରେ ପ୍ରତିବର୍ଷ ପ୍ରବଳ ଭିଡ ପରିଲକ୍ଷିତ ହୁଏ। କେବଳ…
ଇଶାନ ଖଟ୍ଟରଙ୍କ ସହ ନଜର ଆସିବେ ଅନନ୍ୟା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ହାତରେ ଏବେ ଅଫର୍ ଉପରେ ଅଫର୍। ‘ପତି ପତ୍ନୀ ଔର ଓ୍ବ’ ପରେ ଏବେ ଅନନ୍ୟା ‘ଖାଲି ପିଲି’ରେ ଇଶାନ ଖଟ୍ଟରଙ୍କ ସହ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ମକବୁଲ ଖାଁଙ୍କ ନିର୍ଦ୍ଦେଶିତ…
କୁଲି ନଂ-୧ ସେଟ୍ରେ ଘଟିଲା ଏମିତି କିଛି..ପ୍ରଧାନମନ୍ତ୍ରୀ ମୋଦି ବି କଲେ ପ୍ରଶଂସା
ବରୁଣ ଧୱନ ଏବଂ ସାରା ଅଲୀ ଖାନଙ୍କ ଅଭିନୀତ କୁଲି ନଂ-୧ର ଶୁଟିଂ ଏବେ ଜୋରସୋରରେ ଚାଲିଛି। ନିକଟରେ ବରୁଣ ଧାଓ୍ବନ ଫିଲ୍ମର ଏକ ଫଟୋ ଜରିଆରେ ଘୋଷଣା କରିଥିଲେ ଯେ, ଏହି ସମୟରେ ଆମେ ପ୍ଲାଷ୍ଟିକ୍ ଫ୍ରି ଦେଶ ଆହ୍ବାନ…
ମାୟା ଲଗାଇବ ମାୟା ନଗରୀ
ଆଉ ଏକ ନବଗଠିତ ଅପେରା ପାର୍ଟି ଲଢ଼େଇ ମଇଦାନକୁ ଓହ୍ଲାଉଛି। ଚଳିତ ମାସ ୧୬ରେ ଏହି ପାର୍ଟି ନିଜର ଯାତ୍ରା ଅଭିଯାନ ଆରମ୍ଭ କରିବାକୁ ଯାଉଛି। ‘ଯାତ୍ରା ମାୟାନଗରୀ’ ନାମରେ ନାମିତ ଉକ୍ତ ପାର୍ଟିର ସଫଳତାକୁ ନେଇ ବେଶ୍ ଆଶା ରଖିଛନ୍ତି…
ମହୁମାଛି କଥା ମନେ ପଡ଼େ
ଶୁଟିଂ ସମୟରେ ଅନେକ ଘଟଣା କଳାକାରଙ୍କ ମନରେ ସ୍ମୃତି ହୋଇ ରହିଥାଏ। ସେଭଳି କେତୋଟି ଘଟଣାକୁ ସ୍ମରଣ କରନ୍ତି ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ସିନେମା ‘ବିଶ୍ୱରୂପ-ବର୍ଣ୍ଣ ଟୁ ଫାଇଟ୍’ରୁ ଓଲିଉଡ୍ର ନବାଗତ ତାଲିକାରେ ନିଜର ନାମ ଏଣ୍ଟ୍ରି କରିବାକୁ ଯାଉଥିବା…
ସେଲ୍ଫି ଅନ୍ତରାଳେ..
ଆଜିକାଲି ସେଲ୍ଫି ନେବା ଏକ ମାନିଆ ପାଲଟି ଗଲାଣି। ଫଟୋରେ କମେଡିଆନ୍ ହରିହର ମହାପାତ୍ର ଓରଫ ହରି ଭାଇ ଅଭିନେତ୍ରୀ ପିଙ୍କି ପ୍ରିୟଦର୍ଶିନୀଙ୍କ ସହ ଏକ ସେଲ୍ଫି ନେଉଛନ୍ତି। ପୁଣି କେଉଁ ପୋଜ୍ରେ ଥରେ ଦେଖନ୍ତୁ ନା ! ଫଟୋ ଫଛରେ…

