ମନୋରଞ୍ଜନ

ତୈମୁର ଭାଙ୍ଗିଲେ ଦହିହାଣ୍ଡି: ଭିଡ଼ିଓ ଭାଇରାଲ

ମୁମ୍ବାଇ,୨୫।୮: ଜନ୍ମାଷ୍ଟମୀରେ ଦହିହାଣ୍ଡି ଭଙ୍ଗା ପରମ୍ପରା ଦେଶବ୍ୟାପି ପାଳିତ ହୋଇଥିବାବେଳେ ବଲିଉଡ୍‌ ଅଭିନେତା ଶୈଫ୍‌ ଅଲ୍ଲୀ ଖାଁ ଏବଂ କରିନା କପୁରଙ୍କ ପୁଅ ତୈମୁର ଅଲ୍ଲୀ ଖାଁ ଏହି ଉତ୍ସବ ପାଳନ କରିଛନ୍ତି। ସେ ଦହିହାଣ୍ଡି ବେଶ୍‌ ଆନନ୍ଦରେ ଭାଙ୍ଗିଛନ୍ତି। ଏହାର…

ପ୍ରତିଦ୍ୱନ୍ଦ୍ୱୀ ବିମୁଖ ରାଧିକା ମଦନ

ମୁମ୍ବାଇ: ବଲିଉଡରେ ବହୁ ନୂଆ ମୁହଁ ଆବିର୍ଭାବ ହେଉଥିଲେ ବି ଅଭିନେତ୍ରୀ ରାଧିକା ମଦନ ପ୍ରତିଦ୍ୱନ୍ଦ୍ୱିତାରେ ବିଶ୍ୱାସ କରନ୍ତି ନାହିଁ। ହିଟ୍‌ ଟିଭି ଶୋ’ ‘ମେରୀ ଆଶିକ୍‌ ତୁମ୍‌ ସେ ହୈ’ରେ ଅଭିନୟ କରିବା ଏବଂ ପରେ କିଛି ରିୟଲିଟି ଶୋ’ରେ…

ବାପାଙ୍କୁ ଝୁରୁଛନ୍ତି ପ୍ରିୟଙ୍କା, ଜନ୍ମବାର୍ଷିକୀରେ ଫଟୋ ଶେୟାର କରି ହେଲେ ଭାବବିହ୍ବଳ

ମୁମ୍ବାଇ: ବାପା ଅଶୋକ ଚୋପ୍ରାଙ୍କ ମୃତ୍ୟୁକୁ ଛଅ ବର୍ଷ ବିତିଥିଲେ ସୁଦ୍ଧା ଏବେ ବି ତାଙ୍କୁ ଝୁରୁଛନ୍ତି ପ୍ରିୟଙ୍କା। ଆଜି ଜନ୍ମବାର୍ଷିକ ଅବସରରେ ଏକ ଭାବବିହ୍ବଳ ପୋଷ୍ଟ କରି ପିତାଙ୍କୁ ମନେ ପକାଇଛନ୍ତି ପିସି। ବାପାଙ୍କ ଏକ ଫଟୋ ଶେୟାର କରି…

ମୃତ୍ୟୁ ପରେ ମୋ’ ସମ୍ପତ୍ତି ପୁଅଝିଅଙ୍କ ମଧ୍ୟରେ ଅଧାଅଧା ବଣ୍ଟାଯିବ: ଅମିତାଭ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନ ଭଲ ଅଭିନେତା ସାଙ୍ଗକୁ ଜଣେ ଭଲ ପିତା ମଧ୍ୟ। କର୍ମକୁ ସେ ଯେତିକି ପ୍ରାଧାନ୍ୟ ଦେଇଥାନ୍ତି ତା’ଠାରୁ ଅଧିକ ସେ ନିଜର ପରିବାରକୁ ଦେଇଥାନ୍ତି। ପୁଅ ଅଭିଷେକଙ୍କଠାରୁ ସେ ଝିଅ ଶ୍ୱେତାଙ୍କୁ ଅଧିକ ଭଲ…

ଏହି ଯୁବକଙ୍କ ଯୋଗୁ ରାତାରାତି ବଦଳିଗଲା ରାନୁଙ୍କ ଭାଗ୍ୟ

ସୋସିଆଲ ମିଡିଆ ରାତାରାତି କାହାର ନା କାହାର ଭାଗ୍ୟ ବଦଳାଇ ଦେଉଛି। ସଦ୍ୟ ଉଦାହରଣ ହେଉଛନ୍ତି ରାନୁ ମଣ୍ଡଳ। ନିଜର କଣ୍ଠସ୍ବରରେ ରାନୁ ଇଣ୍ଟରନେଟ୍‌ରେ ଫ୍ୟାନ୍‌ଙ୍କ ସଂଖ୍ୟା ବଢ଼ାଇ ଚାଲିଥିବାବେଳେ ତାଙ୍କ ଗୀତ ବଲିଉଡ୍‌ରେ ପହଞ୍ଚିଛି। ହିମେଶ ରେଶମିୟା ମଧ୍ୟ ରାନୁଙ୍କୁ…

ପୁସ୍ତକ ଉନ୍ମୋଚନରେ ଭୁଲ୍‌ କଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନାୟିକା ଜାହ୍ନବୀ କପୁର ଏବେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଟ୍ରୋଲର ଶିକାର ହୋଇଛନ୍ତି। ନିକଟରେ ସେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବଡ ଭୁଲ୍‌ କରିଛନ୍ତି। ତେବେ କଲିଙ୍ଗ ସହମତ ନାମକ ଏକ ପୁସ୍ତକ…

ନିକ୍‌ଙ୍କୁ ଗୋବିନ୍ଦାଙ୍କ ସହ ତୁଳନା କଲେ ଭାରତୀୟ ପ୍ରଶଂସକ, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ତଥା ହଲିଉଡ୍‌ ସିନେମା ଜଗତରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପିସି ଓରଫ ପ୍ରିୟଙ୍କା ଚୋପ୍ରାଙ୍କୁ ବିବାହ କରିବା ପରେ ନିକ୍‌ ଜୋନାସ ଅଧିକ ଚର୍ଚ୍ଚାରେ। ଆମେରିକୀୟ ଗାୟକ ଭାବେ ସେ ପୂର୍ବରୁ ଜଣାଶୁଣା ଥିବା ବେଳେ…

ବାନ୍ଦ୍ରା ରେଲଓ୍ବେ ଷ୍ଟେଶନର ୧୩୦ ବର୍ଷ ପୂର୍ତ୍ତି ଅବସରରେ ସ୍ପେଶାଲ ଡାକ ଟିକେଟ ଉନ୍ମୋଚନ କଲେ ଶାହରୁଖ

ମୁମ୍ବାଇ: ମୁମ୍ବାଇର ପପୁଲାର ବାନ୍ଦ୍ରା ଷ୍ଟେଶନକୁ ୧୩୦ ବର୍ଷ ପୂରିଛି। ଏହି ଅବସରରେ ଶୁକ୍ରବାର ବଲିଉଡ୍‌ ବାହଶାହ ଶାହରୁଖ ଖାନ ପୋଷ୍ଟାଲ ଏନ୍‌ଭଲପ୍‌ ଓ ଡାକ ଟିକେଟ ଉନ୍ମୋଚନ କରିଛନ୍ତି। ଏହି ସ୍ବତନ୍ତ୍ର ଅବସରରେ ବାନ୍ଦ୍ରା ରେଲଓ୍ବେ ଷ୍ଟେଶନରେ ଏକ କାର୍ଯ୍ୟକ୍ରମ…

‘ବାଲାକୋଟ-ଦି ଟ୍ରୁ ଷ୍ଟୋରି’ରେ ବିବେକ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ପରେ ଅଭିନେତା ବିବେକ ଓବେରୟ ବାଲାକୋଟ ଏୟାରଷ୍ଟ୍ରାଇକ୍‌ ଉପରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ଅଭିନୟ କରିବେ। ବାଲାକୋଟର ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଆକାଶମାର୍ଗରୁ ଆକ୍ରମଣ ଭଳି ଏକ ସତ୍ୟକାହାଣୀ ଆଧାରିତ…

ଡିଜିଟାଲ ଡେବ୍ୟୁ କରିବେ ଚିତ୍ରାଙ୍ଗଦା

ମୁମ୍ବାଇ: ବଲିଉଡ୍‌ର କେତେଜଣ କଳାକାର ଏବେ ଡିଜିଟାଲ ଦୁନିଆ ଆଡେ ପାଦ ବଢାଉଛନ୍ତି। ଧିରେ ଧିରେ ଦେଖାଯାଉଛି ଏଭଳି କଳାକାରଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେ ଏହି ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି ନାୟିକା ଚିତ୍ରାଙ୍ଗଦା ସିଂ। ନିକଟରେ ଏକ ସାକ୍ଷାତ୍‌କାରରେ…

‘ସାହୋ’ ପାଇଁ କେତେ ପାରିଶ୍ରମିକ ନେଇଛନ୍ତି ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ ନାୟିକା ଶ୍ରଦ୍ଧା କପୁର ଏବେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ସାହୋ’ ପାଇଁ ଖୁବ୍‌ ବିଜି ଅଛନ୍ତି। ପ୍ରଥମ ଥର ଲାଗି ସେ ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ସହ ସିଲଭର ସ୍କ୍ରିନ୍‌ରେ ନଜର ଆସିବେ। ଏବେ ଶ୍ରଦ୍ଧାଙ୍କ ଅଭିନୀତ…

ନିର୍ଦ୍ଦେଶନାରେ ଡେବ୍ୟୁ କରିବେ ଅମୀରଙ୍କ ଝିଅ, ଅଭିନୟରେ ବରୁଣଙ୍କ ଭାଣିଜୀ

ବଲିଉଡ୍‌ରେ ଜଣକ ପରେ ଜଣେ ଷ୍ଟାର୍‌ କିଡ୍‌ସ ଡେବ୍ୟୁ କରିଚାଲିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଷ୍ଟାର କିଡ୍‌ସ ହେଉଛନ୍ତି ଅମୀର ଖାନ୍‌ଙ୍କ ଝିଇ ଇରା ଏବଂ ବରୁଣ ଧାଓ୍ବନଙ୍କ ଭାଣିଜୀ ଅଞ୍ଜିନୀ। ଇରା ନିର୍ଦ୍ଦେଶନା ମାଧ୍ୟମରେ ଡେବ୍ୟୁ କରିଥିବାବେଳେ ଅଞ୍ଜିନୀ ଅଭିନୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri