ମନୋରଞ୍ଜନ

ଏମ୍‌ପି ହେବା ପରେ ନୁସରତଙ୍କ ପୂଜା ଲୁକ୍‌

ସମଗ୍ର ଦେଶରେ ଏବେ ଦୁର୍ଗାପୂଜାର ମାହୋଲ। ଖାସ୍‌କରି ପ୍ରିୟ ଅଭିନେତ୍ରୀଙ୍କ ପୂଜା ଲୁକ୍‌ ଦେଖିବା ପାଇଁ ପ୍ରଶଂସକମାନେ ବି ଚାହିଁବସିଛନ୍ତି। ଏଥିପାଇଁ ନିଜକୁ ପ୍ରସ୍ତୁତ କରିସାରିଲେଣି ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜହାଁ। ପ୍ରଶଂସକମାନଙ୍କୁ ଜଣାଇବା ପାଇଁ ସୋସିଆଲ ମିଡିଆରେ…

ରଣବୀର ସିଂଙ୍କୁ ଦେଖି କାନ୍ଦିଲେ ଶିଶୁ

ବଲିଉଡ୍‌ ଅଭିନେତା ରଣବୀର ସିଂ ସର୍ବଦା ନିଜ ଫ୍ୟାଶନ୍‌କୁ ନେଇ ଚର୍ଚ୍ଚାରେ ଥାନ୍ତି। ସେ ଫ୍ୟାଶନ ଶୋ’ ହେଉ କିମ୍ବା ରେଡ୍‌ କାର୍ପେଟ୍‌ ତାଙ୍କୁ ସବୁବେଳେ ରଙ୍ଗବେରଙ୍ଗର ଡ୍ରେସ୍‌ ପରିଧାନ କରିଥିବାର ଦେଖାଯାଏ। ନିକଟରେ ରଣବୀର୍‌ ନିଜ ଆଗାମୀ ଫିଲ୍ମ ‘୮୩’ର…

ନିକ୍‌ ଶାଶୁଙ୍କ ପାଦ ଛୁଇଁ ମୁଣ୍ଡିଆ ମାରନ୍ତି କି ପ୍ରଶ୍ନରେ ଏପରି କହିଲେ ପ୍ରିୟଙ୍କା

ମୁମ୍ବାଇ: ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ ଜରିଆରେ ବହୁତ ଦିନ ପରେ ବଲିଉଡ୍‌ ପରଦାକୁ ଫେରୁଛନ୍ତି ପିସି ଓରଫ ପ୍ରିୟଙ୍କା ଚୋପ୍ରା। ଏବେ ସେ ଏହାର ପ୍ରମୋଶନରେ ବ୍ୟସ୍ତ। ଏହି ଅବସରରେ ସେ କମେଡି ନାଇଟ୍‌ସ ଉଇଥ୍‌ କପିଲ ଶୋ’ରେ…

ରଣବୀର କିଣିଲେ ନୂଆ ଗାଡ଼ି, ମୂଲ୍ୟ ୩ କୋଟି

ମୁମ୍ବାଇ: ନୂଆ ଗାଡ଼ି କିଣିଛନ୍ତି ରଣବୀର ସିଂହ। ଯାହାକୁ ନେଇ ଏବେ ଚର୍ଚ୍ଚା। ଲାଲ ରଙ୍ଗର ଲମ୍ବୋରଗିନି ୟୁଆର୍‌ୟୁଏସ୍‌କୁ ଚଳାଉଥିବାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରଣବୀର କିଣିଥିବା ଗାଡ଼ିର ଦାମ ୩ କୋଟିି। ଫଟୋରେ ରଣବୀର…

ସୈଫ୍‌ଙ୍କ ଦ୍ୱିତୀୟ ବିବାହ ଦିନ ଝିଅ ସାରାଙ୍କୁ ଅମୃତା କ’ଣ ଗିଫ୍ଟ କରିଥିଲେ ଜାଣନ୍ତୁ

ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ପିତା ସୈଫ୍‌ଙ୍କ ବିବାହ ଦିନ ମାଆ ଅମୃତା ତାଙ୍କୁ ଗିଫ୍ଟ କରିଥିଲେ ସବୁଠୁ ସୁନ୍ଦର ଲେହେଙ୍ଗା। ଏକଥା ସାରା ନିଜେ କହିଛନ୍ତି। ଏକ ମାଗାଜିନ୍‌କୁ ସାକ୍ଷାତକାର ଦେଇ ସାରା କହିଛନ୍ତି, ମୋ’ ପିତା ସୈଫ୍‌ ଯେଉଁଦିନ…

ଫେରିଲେ ରାକେଶ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ରାକେଶ ରୋଶନ ପୁଣିଥରେ କାମ ଆରମ୍ଭ କରିଥିବା ଜଣାପଡିଛି। ଗତବର୍ଷ ସେ କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ସର୍ଜରୀ କରାଯାଇଥିଲା। ଏହାପରେ ସେ କିଛି ସମୟ ପାଇଁ ନିଜ କାର୍ଯ୍ୟରୁ ବିରତି ନେଇଥିଲେ।…

ଫର୍‌ହାନଙ୍କ ଠେଲାରୁ ଗୁପ୍‌ଚୁପ୍‌ ଖାଇଲେ ପ୍ରିୟଙ୍କା !

ମୁମ୍ବାଇ: ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏବେ ନିଜର ଆଗାମୀ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ର ପ୍ରମୋଶନରେ ବ୍ୟସ୍ତ। ଚଳିତ ସପ୍ତାହରେ ତାଙ୍କୁ ଲୋକପ୍ରିୟ କମେଡି ଶୋ’ ‘କମେଡି ନାଇଟ୍ସ ଉଇଥ୍‌ କପିଲ’ରେ ଦେଖିବାକୁ ମିଳିବ।…

ଭାଇରାଲ ହେଉଛି ପ୍ରିୟଙ୍କାଙ୍କ ଭିଡିଓ

ମୁମ୍ବାଇ: ବଲିଉଡ୍‌ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ନିକଟରେ ସେ ‘ଦ ସ୍କାଏ ଇଜ୍‌ ପିଙ୍କ’ର ପ୍ରମୋଶନ ପାଇଁ ଯାଇଥିବା ବେଳେ ଏକ ବ୍ଲୁ କଲର ଗାଉନ୍‌ ସହ ଖୋଲା କେଶରେ ବେଶ୍‌ ହଟ୍‌…

‘ଡ୍ରାଇଭ୍‌’ର ପ୍ରଥମ ଗୀତ ‘ମଖ୍‌ନା..’ ରିଲିଜ୍‌: ମସ୍ତି ମୁଡ୍‌ରେ ସୁଶାନ୍ତ-ଜ୍ୟାକ୍‌ଲିନ୍‌

ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବଂ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌ଙ୍କ ଅଭିନୀତ ଫିଲ୍ମ ‘ଡ୍ରାଇଭ୍‌’ ର ପ୍ରଥମ ଗୀତ ରିଲିଜ୍‌ ହୋଇଛି। ଗୀତ ‘ମଖ୍‌ନା…’ରେ ଏହି ଯୋଡ଼ିଙ୍କ କ୍ୟୁଟ୍‌ କେମେଷ୍ଟ୍ରୀ ସମ୍ପୂର୍ଣ୍ଣ ବାରିହୋଇ ପଡ଼ୁଛି। ଗୀତରେ ସମସ୍ତ କଳାକାରଙ୍କୁ ମସ୍ତି ମୁଡ୍‌ରେ…

ବକ୍ସଅଫିସରେ ଧମାଲ୍‌ କରୁଛି ଫିଲ୍ମ ଓ୍ବାର୍‌

ଗାନ୍ଧୀ ଜୟନ୍ତୀରେ ରିଲିଜ ହୋଇଥିବା ହ୍ରିତିକ ରୋଶନ-ଟାଇଗର ଶ୍ରଫ୍‌ଙ୍କ ଅଭିନୀତ ଫିଲ୍ମ ‘ଓ୍ବାର୍‌’ ବକ୍ସ ଅଫିସରେ ଧମାଲ କରିଛି। ପ୍ରଥମ ଦିନରେ ଫିଲ୍ମ ୫୦ କୋଟି ଆୟ କରିଛି। ଆଗକୁ ଦଶହରା ଛୁଟି ଥିବାରୁ ଫିଲ୍ମ ଆହୁରି ଭଲ ଆୟ କରିବ…

‘ଲକ୍ଷ୍ମୀ ବମ୍‌’ର ନୂଆ ପୋଷ୍ଟର ରିଲିଜ୍‌: ଶାଢ଼ି ପିନ୍ଧି ଭିନ୍ନ ଲୁକ୍‌ରେ ଅକ୍ଷୟ

ଖିଲାଡି କିଙ୍ଗ୍‌ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ଏକ ନୂଆ ଏବଂ ଦମ୍‌ଦାର ପୋଷ୍ଟର ରିଲିଜ୍‌ ହୋଇଛି। ନିଜେ ଅକ୍ଷୟ ଏହି ପୋଷ୍ଟରଟିକୁ ନିଜର ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ସେ ଟ୍ରାନ୍ସଜେଣ୍ଡର (ତୃତୀୟଲିଙ୍ଗୀ) ଚରିତ୍ରରେ ଅଭିନୟ…

ରଣବୀରଙ୍କୁ ଧମକାଇଲେ ଦୀପିକା, କହିଲେ ଆଜି ରାତିରେ ଖାଇବା ବନ୍ଦ

ଦୀପିକା ପାଦୁକୋନ୍‌ – ରଣବୀର ସିଂହ ନିଜର କ୍ୟାରିୟର ସହିତ ବ୍ୟକ୍ତିଗତ ଜୀବନରେ ମଧ୍ୟ ବେଶ୍‌ ସନ୍ତୁଳନ ରକ୍ଷା କରି ଚାଲିଛନ୍ତି। ବେଳେବେଳେ ଦୁହିଁଙ୍କ ଗଭୀର ପ୍ରେମକୁ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଶଂସକମାନଙ୍କୁ ଜଣାଇବା ପାଇଁ ଚାହିଁଥାନ୍ତି। କିଛିଦିନ ତଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?