ବଦଳିବେ ‘କସୌଟି ଜିନ୍ଦେଗୀର ଖଳନାୟିକା, ଆମନା ହେବେ ନୂଆ କୋମଲିକା
ମୁମ୍ବାଇ: ବଦଳିବେ ଲୋକପ୍ରିୟ ଟେଲି ଧାରାବାହିକ ‘କସୌଟି ଜିନ୍ଦେଗୀ କେ-୨’ର ଖଳନାୟିକା। ପୂର୍ବରୁ କୋମଲିକା ଚରିତ୍ରରେ ଅଭିନେତ୍ରୀ ହିନା ଖାନ୍ଙ୍କୁ ଦେଖିବାକୁ ମିଳୁଥିବା ବେଳେ ଏବେ ତାଙ୍କ ସ୍ଥାନ ନେବେ ଆମନା ଶରିଫ। ତେବେ ଆମନା ଟେଲିଭିଜନ ଦୁନିଆର ସଂସ୍କାରୀ ବୋହୁ…
ନୃତ୍ୟ ଟ୍ରେନିଂର ରାଜ୍ ଖୋଲିଲେ ଟାଇଗର୍: ହ୍ରିତିକ୍ଙ୍କ ଭିଡିଓ ଦେଖି ଶୋଉଥିଲେ
ଫିଲ୍ମ ‘ଓ୍ବାର’ରେ ହ୍ରିତିକ୍ ରୋଶନଙ୍କ ସହ ସ୍କ୍ରିନ୍ ଶେୟାର କରୁଥିବା ଟାଇଗର ଶ୍ରଫ୍ ନିଜ ନୃତ୍ୟ ଟ୍ରେନିଂକୁ ନେଇ ବଡ଼ ଖୁଲାସା କରିଛନ୍ତି। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ସେ ହ୍ରିତିକ୍ଙ୍କ ନୃତ୍ୟ ଭିଡିଓ ଦେଖିଥାନ୍ତି ବୋଲି କହିଛନ୍ତି। ଆହୁରି ମଧ୍ୟ…
‘ଲାଲ୍ କପ୍ତାନ’ରେ ସମ୍ମୁଖକୁ ଆସିଲା ସୋନାକ୍ଷୀଙ୍କ ପ୍ରଥମ ଲୁକ୍
ସୈଫ୍ ଅଲ୍ଲୀ ଖାନ୍ଙ୍କ ଫିଲ୍ମ ‘ଲାଲ କପ୍ତାନ’ରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ପ୍ରଥମ ଲୁକ୍ ସମ୍ମୁଖକୁ ଆସିଯାଇଛି। ପୋଷ୍ଟରରେ ତାଙ୍କୁ ଜଣେ ତୁର୍କି ମହିଳା ଚରିତ୍ରରେ ଦେଖିବାକୁ ମିଳୁଛି। ସୋନାକ୍ଷୀ ଗାଦି ଉପରେ ବସିଥିବା ବେଳେ ମୁହଁରେ ମୁଖା ପିନ୍ଧିଛନ୍ତି। ନବଦୀପ…
‘ବାଲା’ ପରେ ଫିଲ୍ମରୁ ଲମ୍ବା ବ୍ରେକ୍ ନେବେ ଆୟୁଷ୍ମାନ
ମୁମ୍ବାଇ: ଲଗାତାର ଭାବେ ଦର୍ଶକଙ୍କୁ ହିଟ୍ ଚଳଚ୍ଚିତ୍ର ଭେଟି ଦେଉଥିବା ସୁପରଷ୍ଟାର ଆୟୁଷ୍ମାନ ଖୁରାନ୍ନା ଥକି ଗଲେଣି। ଆପଣ ଭାବୁଥିବେ କାହିଁକି। ଗୋଟିଏ ପରେ ଗୋଟିଏ ଫିଲ୍ମର ଶୁଟିଂ କରୁଥିବାରୁ ସେ ନିଜକୁ ତଥା ପରିବାରକୁ ମଧ୍ୟ ସମୟ ଦେଇପାରୁନାହାନ୍ତି। ଏଥିପାଇଁ…
କୃଷ୍ଣସାର ମାମଲା: କୋର୍ଟରେ ହାଜର ହେଲେନି ସଲମାନ ଖାନ୍
ଜୟପୁର, ୨୭।୯: କୃଷ୍ଣସାର ହରିଣ ଶିକାର ମାମଲାରେ ଶୁକ୍ରବାର ରାଜସ୍ଥାନର ଯୋଧପୁର କୋର୍ଟରେ ହାଜର ହୋଇନାହାନ୍ତି ବଲିଉଡ୍ ଅଭିନେତା ସଲମାନ୍ ଖାନ୍। ତାଙ୍କ ଓକିଲ ହସ୍ତିମଲ ସାରସ୍ବତ କହିଛନ୍ତି ସଲମାନ କୋର୍ଟରେ ଉପସ୍ଥିତ ରହିବେ ନାହିଁ। ଏହି ମାମଲାର ଆଗାମୀ ଶୁଣାଣି…
ଛୋଟ ପରଦାରେ ଡେବ୍ୟୁ କରିବେ ବାହୁବଳୀର କଟପ୍ପା
୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ ‘ବାହୁବଳୀ’ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଫିଲ୍ମରେ ବାହୁବଳୀ ଚରିତ୍ର ପରେ ଅନ୍ୟ ଲୋକପ୍ରିୟ ଚରିତ୍ର ଯଦି କୁହାଯାଏ ତେବେ ତାହା ହେଉଛି କଟପ୍ପାର। ଫିଲ୍ମରେ କଟପ୍ପା ଭୂମିକାରେ…
‘ଜବାନୀ ଜାନେମନ୍’ ଲାଗି ୧୧ କିଲୋ ଓଜନ କମ୍ କଲେ ସୈଫ୍, ଚର୍ଚ୍ଚାରେ ଲୁକ୍
ମୁମ୍ବାଇ: ନିଜକୁ ଫିଟ୍ ରଖିବା ଲାଗି ଅଭିନେତା ତଥା ଅଭିନେତ୍ରୀମାନେ ନିଜର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ବିଶେଷକରି ଶର୍କରା ଜାତୀୟ ଖାଦ୍ୟଠାରୁ ଦୂରରେ ରହିଥାନ୍ତି। ହେଲେ ଚଳଚ୍ଚିତ୍ରରେ ଆବଶ୍ୟକତା ପଡ଼ିଲେ ସେମାନେ ଖାଦ୍ୟ ଖାଇ ନିଜକୁ ମୋଟା କରିଥାନ୍ତି।…
ଇଦ୍ରେ ଆସିବ ‘ରାଧେ’
ମୁମ୍ବାଇ: ସୁପରଷ୍ଟାର ସଲମାନ୍ ଖାନ୍ଙ୍କ ଅପ୍କମିଂ ଫିଲ୍ମ ‘ରାଧେ’ ୨୦୨୦ ଇଦ୍ରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି। ଏନେଇ ସଲମାନ୍ଙ୍କ ଫ୍ୟାନ୍ମାନେ ସୋସିଆଲ ମିଡ଼ିଆରେ ପ୍ରଚାର କରିବା ଆରମ୍ଭ କରିଦେଲେଣି। ସଲମାନ୍ଙ୍କ ଫିଲ୍ମ ଦେଖିବା ଲାଗି ସେମାନଙ୍କ ମନରେ ଉତ୍କଣ୍ଠା ଭରି…
ଲଭ୍ ୟୁ ପ୍ରିୟା
ଭଲ ପାଇବାରେ ଆବିଳତା ନ ଥିଲେ ସେଥିରେ ସକ୍ସେସ ହେବାର ଚାନ୍ସ ଅଧିକ। ଗଁାରୁ ସହର ଯାଇଥିବା ପୁଅଟି ସେଠାରେ ଜଣେ ସୁନ୍ଦରୀ ପ୍ରେମରେ ପଡ଼ିଯାଏ। ହେଲେ ସେହି ଝିଅ ମନରେ ତା’ ପୂର୍ବରୁ ଆଉ ଜଣେ ବସା ବାନ୍ଧି ସାରିଥାଏ।…
ଆଶାରେ ଅଂଶୁମାନ
ଅଂଶୁମାନ ସାମନ୍ତରାୟ। ଦେଖୁ ଦେଖୁ ୟା ଭିତରେ ୮ଟି ଓଡ଼ିଆ ସିନେମାରେ ଅଭିନୟ କରିସାରିଲେଣି। ଏବେ ସେ ହିନ୍ଦୀ ସିନେମାରେ ନିଜ କ୍ୟାରିୟରକୁ ଆଗେଇ ନେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଖୁବ୍ ଶୀଘ୍ର ତାଙ୍କ ଅଭିନୀତ ‘ମାରିୟା’ ଏବଂ ‘ଏହେସାସ’ ରିଲିଜ…
ଗଁ। ପ୍ରେମରେ ଜଗା
ଜଲିଉଡ୍ ଅଭିନେତା ଜଗା ଏବେ ଗଁ। ପ୍ରେମରେ ପଡ଼ିଯାଇଛନ୍ତି। କାରଣ ଗଁ। ପରିବେଶରେ ସେ ବଢ଼ିଛନ୍ତି। ତେଣୁ ଜନ୍ମ ମାଟିର ବାସ୍ନାକୁ ସେ ବା କେମିତି ଭୁଲିଯିବେ ? ଏହାର ଅର୍ଥ ନୁହେଁ ଯେ ଜଗା ଅଭିନୟକୁ ଗୁଡବାୟ କହି ଗଁ।ରେ…
ଓଡ଼ିଆ ଚଳଚ୍ଚିତ୍ରର ଅଡୁଆ ଅବସ୍ଥା
”ଓଡ଼ିଆ ଚଳଚ୍ଚିତ୍ରର ଅଣଓଡ଼ିିଆ ନାମକରଣ ସଂକ୍ରାମକ ରୋଗ ପରି ମାଡ଼ି ଚାଲିଛି। ତୁରନ୍ତ ଏହା ଉପରେ ଅଙ୍କୁଶ ଲଗାଯିବା ଉଚିତ। ହୋମ ବ୍ୟାନରରେ ଓଡ଼ିଆ ସିନେମାଟିଏ ନିର୍ମାଣ କରି ନିଜ ପୁଅ ହେଉ କି ସମ୍ପର୍କୀୟଙ୍କୁ ଲିଡ୍ ରୋଲ୍ରେ ନେବା ମଧ୍ୟ…

