ଅଭିନେତ୍ରୀଙ୍କ ପୁଅର ଭିଡିଓ ଭାଇରାଲ୍, ମୋଦି ଦେଲେ ଏଭଳି ପ୍ରତିକ୍ରିୟା
ନିକଟରେ ଅଭିନେତ୍ରୀ ଗୁଲ ପନାଗଙ୍କ କୁନି ପୁଅ ନିହାଲଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଭିଡିଓରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ଗୁଲ ପନାଗ ଟୁଇଟରରେ ନିଜ ପୁଅର ଏକ ଭିଡିଓ ଅପଲୋଡ…
କଲେଜ ମଞ୍ଚରେ ମିଳିଥିଲା ଆତ୍ମବିଶ୍ୱାସ
ଓଡ଼ିଆ ସଙ୍ଗୀତ ଦୁନିିଆରେ ଆର୍.ଏସ୍. କୁମାର ହେଉଛନ୍ତି ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀ। ଇତି ମଧ୍ୟରେ ୪୦ରୁ ଅଧିକ ସିନେମା ଗୀତ ଓ ୧୫୦ରୁ ଅଧିକ ଆଲବମ୍ ଗୀତରେ କଣ୍ଠଦାନ କରିଛନ୍ତି। ‘ଭଲପାଏ ତତେ ୧୦୦ରୁ ୧୦୦’ ଚଳଚ୍ଚିତ୍ରରେ ‘ସବୁ ମାୟାରେ ବାୟା’…
‘ବେଲା ହେଡିଡ୍’ ବିଶ୍ୱର ସବୁଠୁ ସୁନ୍ଦରୀ
ନୂଆଦିଲ୍ଲୀ: ଗ୍ରୀକ୍ ଗଣନା ଅନୁସାରେ ୨୩ ବର୍ଷୀୟା ସୁପର୍ ମଡେଲ୍ ବେଲା ହେଡିଡ୍ ହେଉଛନ୍ତି ବିଶ୍ୱର ସବୁଠାରୁ ସୁନ୍ଦରୀ ମହିଳା। ‘ଗୋଲ୍ଡେନ୍ ରେସିଓ ଅଫ୍ ବିଉଟି ଫି’ ଷ୍ଟାଣ୍ଡାର୍ଡ’ ଅନୁଯାୟୀ ବୈଜ୍ଞାନିକମାନେ ବେଲାଙ୍କୁ ପୃଥିବୀର ସବୁଠାରୁ ସୁନ୍ଦରୀ ମହିଳା ବୋଲି ଘୋଷଣା…
ପୂରଣ ହେଲା ଆଲିଆଙ୍କ ସ୍ବପ୍ନ
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରେ କାମ କରିବାର ୭ ବର୍ଷ ପରେ ମହେଶ ତନୟା ଆଲିୟା ଭଟ୍ଟଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଭଂସାଲି ପ୍ରଡକ୍ସନ ସହ କାମ କରିବାକୁ ଆଲିଆ ଦୀର୍ଘଦିନ ଧରି ଆଶା ବାନ୍ଧି ଥିଲେ। କିନ୍ତୁ ସଞ୍ଜୟଲୀଲା ଭଂସାଲିଙ୍କ…
ଜାହ୍ନବୀଙ୍କ ଖୁସି
ଜାହ୍ନବୀ କପୁର ଏବେ ଖୁସିରେ ଉଛୁଳୁଛନ୍ତି। ଦିନ ଯେତିକି ପାଖେଇ ଆସୁଛି ତାଙ୍କର ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ହେଲେ କ’ଣ ପାଇଁ ଜାଣନ୍ତି ? କାରଣ ସେ ଅଭିନୟ କରିବାକୁ ଯାଉଥିବା ହିନ୍ଦୀ ସିନେମା ‘ଦୋସ୍ତାନା-୨’ର ଶୁଟିଂ ଆସନ୍ତା…
ଇତିହାସକୁ ସାହିତ୍ୟ ମାଧ୍ୟମରେ ଲୋକପ୍ରିୟ କରିବାକୁ ଚେଷ୍ଟା କରେ
ପ୍ରଫେସର ନୀହାର ରଞ୍ଜନ ପଟ୍ଟନାୟକ। ୧୯୫୭ ଫେବୃୟାରୀ ୭ରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ପଟ୍ଟନାୟକ କିସ୍ ଡିମ୍ଡ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍ ଚାନ୍ସଲର ଭାବେ କାର୍ଯ୍ୟରତ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମ୍ଏ, ଏମ୍ଫିଲ୍, ପିଏଚ୍ଡି, ଡିଲିଟ୍ ସାରିବା ପରେ ଗଜପତି ଜିଲା ପାରଳାଖେମୁଣ୍ଡିରେ…
ଭାଇରାଲ ହେଉଛି ଶୈଫିନାଙ୍କ ବିବାହ ବାର୍ଷିକୀର ଫଟୋ
ମୁମ୍ବାଇ: ବଲିଉଡ୍ ନାୟିକା କରିନା କପୁର ଓ ଶୈଫ ଅଲ୍ଲି ଖାଁଙ୍କ ବିବାହକୁ ୭ ବର୍ଷ ପୂରଣ ହୋଇଛି। ଅକ୍ଟୋବର ୧୬ରେ ଦୁହେଁ ଏହି ଦିନକୁ ଖୁବ୍ ସେଲିବ୍ରେଟ୍ କରିଛନ୍ତି। ଏବେ ଏହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ…
ଅଟୋଗ୍ରାଫ-ଏ ସାଇନ୍ ଅଫ ଲଭ୍
ଜଗା କଲେଜରେ ପଢ଼େ। ନିଜେ ଅସୁବିଧାରେ ପଡିଲେ ମଧ୍ୟ ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ ପଛାଏ ନାହିଁ। ହେଲେ କଲେଜରେ ପଢ଼ିବା ସମୟରେ ତାକୁ ନିଜର ପ୍ରେମ ଜାଲରେ ବାନ୍ଧି ଦେଇଛି ରାଗିଣୀ ନାମ୍ନୀ ସୁନ୍ଦରୀ ଝିଅଟିଏ। ହେଲେ ଲଭ୍ ଚକ୍କରରେ…
ମାତ୍ର ୫୧ ଟଙ୍କା
ବଲିଉଡ୍ର ହି-ମ୍ୟାନ୍ ଭାବରେ କିଏ ପରିଚିତ ତାହା କହିବା ବାହୁଲ୍ୟ। ସେ ହେଲେ ଧର୍ମେନ୍ଦ୍ର। ତାଙ୍କର ‘କୁତେ କମିନେ’ ଡାଏଲଗ୍ ଏବେ ମଧ୍ୟ ସିନେପ୍ରେମୀଙ୍କ ମଧ୍ୟରେ ସତେଜ ହୋଇ ରହିଛି। ଧର୍ମେନ୍ଦ୍ରଙ୍କ ଅଭିନୟ କେତେ ଜୀବନ୍ତ ତାହା ତାଙ୍କ ଅଭିନୀତ ଚଳଚ୍ଚିତ୍ରରୁ…
ନଟି ବରୁଣ
ବଲିଉଡ୍ର ୟଙ୍ଗ ସେନସେଶନ ବରୁଣ ଧାଓ୍ବନ। ଆଗଧାଡିର ନିର୍ଦ୍ଦେଶକ ଡେଭିଡ ଧାଓ୍ବନଙ୍କ ପୁଅ ହେଲେ ମଧ୍ୟ ଅଭିନେତା ଭାବରେ ସେ ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ପସନ୍ଦ କରନ୍ତି। ପିଲାଦିନେ ସେ ଭାରି ଦୁଷ୍ଟ ଥିଲେ। ସ୍କୁଲରେ ପଢ଼ିବା ସମୟରେ…
ମଲ୍ଲିକା, ଚାଲ ଯିବା ଚିଲିକା
‘ଯେବେଠାରୁ ଜାନୁ ତୋତେ ଲ..ଲ..ଲଭ୍ କଲିଣି, ଗଡ୍ ପ୍ରମିଜ ତୋ ପାଇଁକି ପ..ପ..ପାଗଳା ହେଲିଣି, ଜାଗା ଖୋଜୁଛି ମୁଁ ହାଏ ଡେଲି ଡେଲି ତୋତେ ଡେଟିଂ ପାଇଁ ଟିକେ ନେବି ବୋଲି, ପୁଚି ପୁଚି ମୁଚି ଲୁଚି ଲୁଚିକା(କୋଉଠି ନବୁ ଏ…
ଘାରିଛି ଅଭିନୟ ନିଶା
ସତରେ ଅଭିନୟ ନିଶା କେତେ ଗାଢ଼ ତାହା ଅନୁଭବୀ ହିଁ ଜାଣେ। ମେକ୍ଅପ୍ ନେଇ ମଞ୍ଚ ଉପରେ ପୁଣି ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ଜୀବନ୍ତ ଅଭିନୟ ସହଜ କଥା ନୁହେଁ। ହେଲେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ନେଇ ଅପେରା…

