ଅନୁଷ୍କାଙ୍କ ପାଇଁ କରଓ୍ବାଚୌଥ ବ୍ରତ ରଖିଲେ ବିରାଟ!
ମୁମ୍ବାଇ: ନିକଟରେ ପାଳନ କରାଯାଇଛି କରଓ୍ବାଚୌଥ ବ୍ରତ। ଏଥିରେ ସବୁ ବିବାହିତାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥିଲେ। ବଲିଉଡ୍ ମଧ୍ୟ ଏଥିରୁ ବାଦ୍ ଯାଇ ନ ଥିଲା। ତେବେ କରଓ୍ବାଚୌଥ କେବଳ ସ୍ତ୍ରୀମାନେ…
ମତୁଆଲା କରିବ ଶୁଶାନ୍ତଙ୍କ ସହ ଜ୍ୟାକଲିନଙ୍କ ରୋମାନ୍ସ
ମୁମ୍ବାଇ: ବଲିଉଡ୍ ମୁଭି ‘ଛିଛୋରୋ’ବକ୍ସ ଅଫିସରେ ଜବରଦସ୍ତ କଲେକଶନ୍ କରିବା ପରେ ଏବେ ଶୁଶାନ୍ତ ସିଂ ରଜପୁତଙ୍କ ଫିଲ୍ମ ‘ଡ୍ରାଇଭ୍’ ରିଲିଜ୍ ହେବାକୁ ଯାଉଛି। ଏଥିରେ ଶୁଶାନ୍ତଙ୍କ ସହ ନଜର ଆସିବେ ବଲିଉଡ୍ ବିୟୁଟି ଜ୍ୟାକଲିନ୍ ଫର୍ଣ୍ଣାଡିଜ୍। ଉଭୟଙ୍କ ରୋମାନ୍ସରେ ଦର୍ଶକେ…
ଟ୍ରେନ୍ରେ ଟେଣ୍ଟ ତିଆରି କଲେ ଅକ୍ଷୟଙ୍କ ଲଳନା: ଭିଡିଓ ଭାଇରାଲ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅପ୍କମିଂ ଫିଲ୍ମ ‘ହାଉସ୍ଫୁଲ-୪’ ଦୀପାବଳି ଅବସରରେ ଅକ୍ଟୋବର ୨୫ରେ ପରଦାକୁ ଆସିବ। ଆଉ ଏଥିପାଇଁ ଫିଲ୍ମର ପ୍ରୋମୋଶନରେ ଜୋରସୋରରେ ଲାଗିପଡ଼ିଛନ୍ତି କଳାକାରମାନେ। ତେବେ ବ୍ୟସ୍ତତା ମଧ୍ୟରେ ବି ଷ୍ଟାରକାଷ୍ଟଙ୍କ ମସ୍ତି ଓ ଅକ୍ଷୟ…
ଫ୍ରୋଜନ୍ ଭଉଣୀଙ୍କ ପାଇଁ କଣ୍ଠଦାନ କରିବେ ପ୍ରିୟଙ୍କା-ପରିଣୀତି
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ପରିଣୀତି ଚୋପ୍ରା ହଲିଉଡ୍ ଫିଲ୍ମ ‘ଫ୍ରୋଜନ୍-୨’ର ହିନ୍ଦୀ ଭର୍ସନରେ କଣ୍ଠଦାନ କରୁଛନ୍ତି। ଏ ନେଇ ପ୍ରିୟଙ୍କା ନିଜ ଇନ୍ଷ୍ଟ୍ରାଗ୍ରାମ୍ ସାଇଟ୍ରେ ଏକ ଭିଡିଓ ସେୟାରକରି ଏହା ଜଣାଇଛନ୍ତି। ପରିଣୀତି ଫିଲ୍ମରେ ଏନା ଏବଂ ପରିଣୀତି…
୧୫ ବର୍ଷ ବୟସରେ ୮ଜଣ କରିଥିଲେ ବଳାତ୍କାର, କେବିସି ମଞ୍ଚରେ ସୁନୀତା ସଂଘର୍ଷର କାହାଣୀ ଶୁଣି ଚକିତ ହେଲେ ବିଗ୍ ବି
ମୁମ୍ବାଇ: ସୋନି ଚ୍ୟାନେଲରେ ପ୍ରସାରିତ ‘କୌନ ବନେଗା କରୋଡପତି’ର କର୍ମବୀର ଏପିସୋଡ୍ରେ ସୁନୀତା କୃଷ୍ଣମନ୍ ନଜର ଆସିବେ। ପଦ୍ମଶ୍ରୀ, ମଦର ଟେରେସା ପୁରସ୍କାର, ଲିମ୍କା ବୁକ୍ ଅଫ୍ ରେକଡ୍ସ ଭଳି ସମ୍ମାନର ଅଧିକାରୀ ସୁନୀତାଙ୍କ ଜୀବନ କାହାଣୀ ମଞ୍ଚର ଉପସ୍ଥିତ ସମସ୍ତଙ୍କୁ…
ଭଂସାଲିଙ୍କ ସହ କାମ କରିବାକୁ ଚାହୁଁଛନ୍ତି ତନୁଶ୍ରୀ
ବଲିଉଡ୍ର ଖ୍ୟାତନାମା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ଏକଦା ବଲିଉଡ୍ରେ ଚାଲିଥିବା ‘ମିଠୂ’ ଅଭିଯାନକୁ ନେଇ ଚର୍ଚ୍ଚାକୁ ଆସିଥିବା ତନୁଶ୍ରୀ ଏବେ ଫିଲ୍ମରେ କାମ କରିବାକୁ ମନ ବଳାଇଲେଣି। ନିକଟରେ ଏକ…
ସୁପରହିଟ୍ ଫିଲ୍ମର କିଛି ଭୁଲ ଦୃଶ୍ୟ
ବଲିଉଡ୍ରେ ପ୍ରତି ଶୁକ୍ରବାର କିଛି ନା କିଛି ଫିଲ୍ମ ରିଲିଜ୍ ହୋଇଥାଏ। ସେଥିମଧ୍ୟରୁ କିଛି ସିନେମା ବକ୍ସ ଅଫିସରରେ ଭଲ ବ୍ୟବସାୟ କରୁଥିବା ବେଳେ ଆଉ କିଛି ଖରାପ ବ୍ୟବସାୟ କରିଥାଏ। ପ୍ରାୟ ସିନେମାରେ କିଛି ନା କିଛି ଭୁଲ ହୋଇଥାଏ,…
ଅମିତାଭ ବଚ୍ଚନ ହସ୍ପିଟାଲରେ ଭର୍ତ୍ତି
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରୁଟିନ୍ ଚେକ୍ଅପ୍ ପାଇଁ ଯାଇଥିବାବେଳେ ତାଙ୍କୁ ସେଠାରେ ରଖାଯାଇଛି। ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ୨ଟାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ୩ଦିନ…
୧୪ ବର୍ଷ ଅଡିଶନ ପରେ ଦେବ୍ ଆନନ୍ଦଙ୍କ ଭଣଜାଙ୍କୁ ମିଳିଲା ଅଭିନୟରେ ସୁଯୋଗ, ଦିନକୁ ମିଳୁଛି ୧୮ ହଜାର
ବଲିଉଡ୍ରେ ଷ୍ଟାର କିଡ୍ଙ୍କୁ ଅତି ସହଜରେ ସୁଯୋଗ ମିଳିଥାଏ। ଏପରି ସମସ୍ତେ ଭାବିଥାନ୍ତି। ମାତ୍ର ସମସ୍ତଙ୍କ କ୍ଷେତ୍ରରେ ଏହା ସତ ହୋଇ ନ ଥାଏ। ଏହାର ଏକ ବଡ଼ ଉଦାହରଣ ଏବେ ଦେଖିବାକୁ ମିଳିଛି। ନିଜ ସମୟର ଲୋକପ୍ରିୟ ନିର୍ଦ୍ଦେଶକ ବିଜୟ…
ଇନ୍ଷ୍ଟାଗ୍ରାମରେ ଡେବ୍ୟୁ କରି ରେକର୍ଡ ସୃଷ୍ଟି କଲେ ଜେନିଫର୍
ହଲିଉଡ୍ ଅଭିନେତ୍ରୀ ଜେନିଫର୍ ଏନିଷ୍ଟନ୍ ପ୍ରତିଦିନ ପ୍ରଶଂସକମାନଙ୍କୁ କିଛି ନା କିଛି ସର୍ପ୍ରାଇଜ୍ ଦେଉଛନ୍ତି। ଏବେ ସୋସିଆଲ ମିଡିଆ ଜରିଆରେ ସେ ପ୍ରଶଂସକଙ୍କ ଆହୁରି ନିକଟତର ହୋଇଛନ୍ତି। ଇନ୍ଷ୍ଟ୍ରାଗ୍ରାମରେ ଡେବ୍ୟୁ କରିବାର କିଛି ସମୟ ମଧ୍ୟରେ ଏକ ନୂଆ ରେକର୍ଡ ସୃଷ୍ଟି…
ଅମିତାଭ ବଚ୍ଚନଙ୍କୁ ନେଇ ଏମିତି ସ୍ବପ୍ନ ଦେଖିଥିଲେ ସ୍ମିତା ପାଟିଲ୍, ଯାହା ଗୋଟିଏ ଦିନ ପରେ ହୋଇଥିଲା ସତ
ବଲିଉଡ୍ ସବୁଠୁ ପ୍ରତିଭାସମ୍ପନ୍ନ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ଆଜି ଶୁଭ ଜନ୍ମଦିନ। ନିଜ ଦମଦାର ଅଭିନୟ ପାଇଁଁ ହିନ୍ଦୀ ସିନେମା ଜଗତରେ ପରିଚିତ ଥିବା ସ୍ମିତାଙ୍କ ଫିଲ୍ମ କ୍ୟାରିୟର ୧୦ ବର୍ଷର ଥିଲେ ମଧ୍ୟ ସେ ନିଜ ଛାପ ଛାଡି ଯାଇଥିଲେ।…
ସାରା-କାର୍ତ୍ତିକଙ୍କ ମଧ୍ୟରେ ବଢିଯାଇଛି ଦୂରତା
ମୁମ୍ବାଇ: ବଲିଉଡ୍ ନାୟିକା ସାରା ଅଲ୍ଲି ଖାଁ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏମାନେ କିନ୍ତୁ ଏହାକୁ କେବେ ସ୍ବୀକାର କରି ନାହାଁନ୍ତି। ହେଲେ ଏମାନଙ୍କୁ ଏକାଠି ଅନେକ ଥର ସ୍ପଟ୍ କରାଯାଇଛି। ଯାହପାଇଁ…

