‘ବେଲା ହେଡିଡ୍‌’ ବିଶ୍ୱର ସବୁଠୁ ସୁନ୍ଦରୀ

ନୂଆଦିଲ୍ଲୀ: ଗ୍ରୀକ୍‌ ଗଣନା ଅନୁସାରେ ୨୩ ବର୍ଷୀୟା ସୁପର୍‌ ମଡେଲ୍‌ ବେଲା ହେଡିଡ୍‌ ହେଉଛନ୍ତି ବିଶ୍ୱର ସବୁଠାରୁ ସୁନ୍ଦରୀ ମହିଳା। ‘ଗୋଲ୍‌ଡେନ୍‌ ରେସିଓ ଅଫ୍‌ ବିଉଟି ଫି’ ଷ୍ଟାଣ୍ଡାର୍ଡ’ ଅନୁଯାୟୀ ବୈଜ୍ଞାନିକମାନେ ବେଲାଙ୍କୁ ପୃଥିବୀର ସବୁଠାରୁ ସୁନ୍ଦରୀ ମହିଳା ବୋଲି ଘୋଷଣା କରିଛନ୍ତି। କ୍ଲାସିକ୍‌ ଗ୍ରୀକ୍‌ ଗଣନା ସାହାଯ୍ୟରେ ଗୋଲ୍‌ଡେନ୍‌ ରେସିଓ ଅଫ୍‌ ବିଉଟି ଫି’ ସୌନ୍ଦର୍ଯ୍ୟର ମାନଦଣ୍ଡ ନିର୍ଦ୍ଧାରଣ କରିଛି। ସୌନ୍ଦର୍ଯ୍ୟକୁ ବୈଜ୍ଞାନିକ ଉପାୟରେ ଆକଳନ କରିବା ସମୟରେ ଗ୍ରୀକ୍‌ ବୁଦ୍ଧିଜୀବୀ ଓ ବିଶେଷଜ୍ଞମାନେ ମୁଖମଣ୍ଡଳର ବିଭିନ୍ନ ଭାଗର ଅନୁପାତକୁ ନିର୍ଦ୍ଧାରିତ ମାପ ସହ ମେଳ କରାଇଥାନ୍ତି। ଏହି କ୍ରମରେ ‘ଗୋଲ୍‌ଡେନ୍‌ ରେସିଓ’ ମାପ ସହ ବେଲା ହେଡିଡ୍‌ଙ୍କ ଚେହେରା ୯୪.୩୫% ମେଳ ଖାଉଥିବା ଜଣାପଡ଼ିଛି। ଏଣୁ ବିଶ୍ୱର ସର୍ବୋତ୍କୃଷ୍ଟ ଚେହେରାର ଅଧିକାରିଣୀ ହେଉଛନ୍ତି ଏହି ଆମେରିକୀୟ ମେଡେଲ ବେଲା ହେଡିଡ୍‌। ଏକ ସମ୍ପୂର୍ଣ୍ଣ ସୁନ୍ଦର ଚେହେରାର ମାନଦଣ୍ଡ ଅନୁସାରେ ସବୁଠାରୁ
ଅଧିକ ବେଲାଙ୍କ ମୁଖମଣ୍ଡଳର ଆକୃତି ମେଳ ଖାଉଥିବା ବୈଜ୍ଞାନିକମାନେ କହିଛନ୍ତି। ବେଲାଙ୍କ ପରେ ପପ୍‌ ଡିଭା ବେୟୋନ୍ସେଙ୍କ ଚେହେରା ୯୨.୪୪% ମେଳ ଖାଉଥିବାବେଳେ ଅଭିନେତ୍ରୀ ଅମ୍ବର ହର୍ଡଙ୍କ ଚେହେରା ୯୧.୮୫% ମେଳ ଖାଉଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିସ୍ତୁକ ମାଡ଼ ମାରି ମୃତ ଭାବି କୂଅକୁ ଫିଙ୍ଗି ଦେଇଥିଲେ : ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):  ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ସମଲେଇପଦର ନିକଟ ଜଙ୍ଗଲରେ ରହିଥିବା ଏକ ପରିତ୍ୟକ୍ତ କୂଅରୁ ୪ଦିନ ପରେ ଯୁବକ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ…

ଗ୍ରାମବାସୀଙ୍କ ଦୁଃଖ ଶୁଣିଲେ ବିଧାୟକ, ଭତ୍ତା ସହ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ…

ଗଜପତି,୧୨ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଯୋଗଦେଇ ଗ୍ରାମବାସୀଙ୍କ…

ବନ ବିଭାଗରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ମହଙ୍ଗା ପଡ଼ିଲା ସରକାରୀ ଗାଡ଼ିରେ ବେସରକାରୀ କାମ

ବଣାଇଁ,୧୨ା୬(ପ୍ରଦୀପ ତ୍ରିପାଠୀ): ରାଜାମୁଣ୍ଡା କୋଇଡା ୫୨୦ ନମ୍ବର ଜାତୀୟ ରାଜପଥର କେ. ବଲାଙ୍ଗ ଥାନା ନିକଟରେ ଗୁରୁବାର ରାତିରେ ହାଇଓ୍ବା ପଛରେ ଏକ ବୋଲେରୋ ପିଟି ହୋଇ…

କାଲି ସକାଳୁ ମାଡ଼ି ଆସୁଛି ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୧୨।୬: ଆଇଏମଡି (IMD) ର ସୂଚନା ଅନୁଯାୟୀ, ଜୁନ ୪ ରେ କେରଳରେ ପ୍ରବେଶ କରିବା ପରେ ମୌସୁମୀ ମାତ୍ର ୮ ଦିନ ମଧ୍ୟରେ ୧୭ଟି ରାଜ୍ୟକୁ…

ମମତା ବାନାର୍ଜୀଙ୍କ ବିରୋଧରେFIR; ବଢ଼ିଲା ଅଡୁଆ

କୋଲକାତା,୧୨।୬: କ୍ଷମତା ହରାଇବା ପରଠାରୁ ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମସ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ସାମ୍ପ୍ରଦାୟିକ ମନ୍ତବ୍ୟ ସମ୍ପର୍କରେ ତାଙ୍କ ବିରୋଧରେ ହ୍ୟାରେ…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ, ଭଉଣୀ-ଭିଣୋଇଙ୍କୁ ଅଟକ ରଖି…

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ରାଇପୁର ଗାଁର କାହ୍ନୁ ସେଠୀ ନାମକ ଜଣେ ଯୁବକଙ୍କ ମୃତଦେହ ତୋଟା ସାହି ପାଳୁଅ ବାରି କେନାଲରୁ ଶୁକ୍ରବାର ଉଦ୍ଧାର…

ସାବଧାନ! ପେଟ୍ରୋଲ-ଡିଜେଲ କିଣିବା ଉପରେ ଲାଗିଲା କଟକଣା: ଏତିକି ଲିଟରରୁ ଅଧିକ ମିଳିବନି ତେଲ, ଉଲ୍ଲଂଘନ କଲେ ଜେଲ୍‌!

ନୂଆଦିଲ୍ଲୀ,୧୨।୬: ପେଟ୍ରୋଲ ଏବଂ ଡିଜେଲ ଯୋଗାଣକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପେଟ୍ରୋଲ ପମ୍ପଗୁଡ଼ିକରୁ ଇନ୍ଧନ…

ବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri