ମନୋରଞ୍ଜନ

ଡାକ୍ତରଙ୍କୁ ଭଗବାନଙ୍କ ଦୂତ କହିଲେ ଅମିତାଭ ବଚ୍ଚନ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଡାକ୍ତରଙ୍କୁ ଭଗବାନଙ୍କ ଦୂତ ବୋଲି କହିଛନ୍ତି। ଡାକ୍ତରମାନେ ଷ୍ଟେଥୋସ୍କୋପ୍‌ ପକାଇସାରିଲା ପରେ ସ୍ବର୍ଗରୁ ଆସିଥିବା ଦୂତ ଭଳି କାମ କରନ୍ତି। ନିଜ ସ୍ବାସ୍ଥ୍ୟ ବିଷୟରେ ଫ୍ୟାନ୍‌ଙ୍କୁ ସୂଚନା ଦେବାକୁ ଯାଇ ସେ ଏହା କହିଛନ୍ତି। ନିକଟରେ…

ଡିସେମ୍ବର ୧୧ରୁ ପୁଣି ଶୋ’ରୁ ଛୁଟିନେବେ କପିଲ୍‌

କମେଡି କିଙ୍ଗ୍‌ କପିଲ ଶର୍ମା ଖୁବ୍‌ ଶୀଘ୍ର ବାପା ହେବାକୁ ଯାଉଛନ୍ତି। କିଛିମାସ ତଳେ ସ୍ତ୍ରୀ ଗିନି ଚତ୍‌ରଥଙ୍କ ସହିତ ସମୟ କାଟିବା ପାଇଁ ‘ଦ କପିଲ ଶର୍ମା ଶୋ’ରୁ ୧୦ ଦିନ ଛୁଟି ନେଇ କାନାଡା ଯାଇଥିଲେ। ଶୁଣିବାକୁ ମିଳୁଛି…

‘ଲଗାନ୍‌’ ଶୁଟିଂ ସେଟ୍‌ରେ କିରଣଙ୍କୁ ଭେଟିଥିଲେ ଆମିର

ବମ୍ବେ: ସୁପରହିଟ୍‌ ବଲିଉଡ୍‌ ଫିଲ୍ମ ‘ଲଗାନ୍‌’ରୁ ନିର୍ଦ୍ଦେଶନା ଦେଇଥିଲେ ଆମିର ଖାଁଙ୍କ ସ୍ତ୍ରୀ କିରଣ ରାଓ। ସହ ନିର୍ଦ୍ଦେଶିକା ଭାବେ ଏଥିରେ କାମ କରିଥିଲେ ସୁଦ୍ଧା ଏହା ତାଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିଥିଲା। କାରଣ ପ୍ରଥମ ଥର ଲାଗି ଏହି…

ଶୁକ୍ରବାର ପରଦାକୁ ଆସିବ ‘ବାଲା’: ଫିଲ୍ମ ଲାଗି ଓଜନ କମାଇବା ସହ ଲୁକ୍‌ ବଦଳାଇଛନ୍ତି ଆୟୁଷ୍ମାନ

ବମ୍ବେ: ସିନେମାରେ ଅଭିନୟ କରିବା ପୂର୍ବରୁ ଅଭିନେତା ଅଥବା ଅଭିନେତ୍ରୀ ନିଜକୁ ଉକ୍ତ ଭୂମିକାରେ ଢାଳିବାକୁ ଚେଷ୍ଟା କରିଥାନ୍ତି। ଫିଲ୍ମ ‘ପା’ରେ ବିଗ୍‌ ବି ଅମିତାଭ ବଚ୍ଚନ ଜଣେ ବାର ବର୍ଷୀୟ ବାଳକ ଭୂମିକାରେ ଅଭିନୟ କରି ସମସ୍ତଙ୍କୁ ଚକିତ କରିଥିଲେ।…

କଳାରଙ୍ଗକୁ ନେଇ ପକ୍ଷପାତିତାର ଶିକାର ହୋଇଥିଲେ ମଲାଇକା

ବଲିଉଡ୍‌ ଆଇଟମ୍‌ ଗର୍ଲ ମଲାଇକା ଅରୋରା ଇତିମଧ୍ୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୧ ବର୍ଷ ପୂରଣ କରିସାରିଛନ୍ତି। ଫିଲ୍ମ ‘ଦିଲ୍‌ ସେ’ର ‘ଛଇଁୟା ଛଇଁୟା’ ଗୀତରୁ ସେ ଇଣ୍ଡଣ୍ଟ୍ରିରେ ପାଦ ରଖିଥିଲେ। ପରେ ‘ଢୋଲ୍‌ନା’, ‘ମାହି ବେ’, ‘ଅନାରକଲି ଡିସ୍କୋ ଚଲି’ ଗୀତରେ…

ଆହତ ହେବା ସତ୍ତ୍ୱେ ଶଟ୍‌ ଦେଇଥିଲେ ଗୋବିନ୍ଦା

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା। ଥରେ ସେ ‘ଖୁଦ୍ଦାର’ ଫିଲ୍ମର ଶୁଟିଂ ପାଇଁ ଯାଉଥାଆନ୍ତି। ବାଟରେ ତାଙ୍କର କାର୍‌ ଆକ୍ସିଡେଣ୍ଟର ସମ୍ମୁଖୀନ ହେଲା। ଏଥିରେ ଆହତ ହୋଇ ସେ ଲହୁ ଲୁହାଣ ହୋଇଥିଲେ। ହେଲେ ତାକୁ ଖାତିର ନ…

ଅଭିନେତ୍ରୀ ପୂର୍ବରୁ ଯୋଗ ଶିଖାଉଥିଲେ ଅନୁଷ୍କା

ଫିଲ୍ମ ‘ବାହୁବଳୀ-୨’ ସୁପରହିଟ୍‌ ହେବା ପରେ ‘ଦେବସେନା’ ଅର୍ଥାତ୍‌ ଅନୁଷ୍କା ସେଟ୍ଟୀଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା। ହେଲେ ଫିଲ୍ମରେ ନାୟକ ସାଜିଥିବା ଅଭିନେତା ପ୍ରଭାସଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନ ଅନୁଷ୍କା ସାଉଥ୍‌ ସିନେମାରେ କାମ…

ମର୍ଡର ମିଶନ ଅନ୍ତରାଳେ

‘ହଁ.. ହଁ.. ମୁଁ ଅବିନାଶ, ମୋର ଆରମ୍ଭ ନାହିଁ କି ନାହିଁ ଶେଷ। ମୁଁ ଖୁସି ଥିଲେ ବିନ୍‌ଦାସ ବିଗିଡି ଗଲେ ଖଲାସ..।’ ଏପରି ଏକ ମାନିଆ ଡାଏଲଗ ଏବେ ଜଲିଉଡ୍‌ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଅବିନାଶ ଜଣେ ସାଇକୋ।…

ସେହି ୪ ମିନିଟ୍‌

ବିଶେଷଭାବରେ କୌଣସି ସିନେମାରେ ଲିପ୍‌-ଲକ୍‌ ସିନ୍‌କୁ ନେଇ ବେଶି ଚର୍ଚ୍ଚା ହୋଇଥାଏ। କିଛି ବର୍ଷ ପୂର୍ବରୁ ଏପରି ଶଟ୍‌ ଦେଇ ମଲ୍ଲିକା ଶେରାଓ୍ବତ ଚର୍ଚ୍ଚିତ ହୋଇଥିଲେ। ହେଲେ ବଲିଉଡ୍‌ରେ ଏପରି କିସ୍‌ ଶଟ୍‌ ପ୍ରଥମେ କେବେ ନିଆଯାଇଥିଲା, ଯାହାର ରେକର୍ଡ ଏବେ…

୨୨ ବର୍ଷ ତଳେ ଐଶ୍ୱର୍ଯ୍ୟା ଗାଇଥିବା ଏକ ଗୀତର ଭିଡିଓ ଭାଇରାଲ

ଆଜି ବି ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍‌ ନାହିଁ। ତାଙ୍କ ସମ୍ପର୍କରେ କିଛି ଗୋଟିଏ ଖବର ପ୍ରକାଶ ପାଇଲେ ଏହା ତୀବ୍ର ଗତିରେ ଭାଇରାଲ ହେଉଛି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ…

ଦିନେ ଥିଲେ ବଲିଉଡ୍‌ ଷ୍ଟାର୍‌: ଏବେ ଜୀବନ ବିତୁଛି ପାଗଳଖାନାରେ !

ମୁମ୍ବାଇ,୭।୧୧: ଦିନେ ବଲିଉଡ୍‌ରେ ଆଗଧାଡ଼ିର ଷ୍ଟାର୍‌ ଥିବା ରାଜ କିରନ୍‌ଙ୍କ ଜୀବନ ଏବେ ପାଗଳଖାନାରେ ବିତୁଛି। ରାଜ କିରନ୍‌ଙ୍କ ପୂରା ନାମ ରାଜ କିରନ୍‌ ମହାତାନି। ବଲିଉଡ୍‌ରେ ୩୬ରୁ ଅଧିକ ଫିଲ୍ମରେ ଅଭିୟନ କରି ବିଶେଷ ଖ୍ୟାତି ହାସଲ କରିଥିଲେ। ସେ…

ରାତିତମାମ୍‌ ଭିଜିଥିଲୁ

ମଡେଲ-କମ୍‌-ଆକ୍ଟର ଆରିଏନ ଧୀର କୁମାରଙ୍କୁ ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ‘ଯୋଗୀ’ରେ ବ୍ରେକ୍‌ ମିଳିଥିଲା। ଏଥିରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଥିଲେ ପ୍ରଥମ ଥର ପାଇଁ ନାୟିକା ସାଜିଥିବା ନିକିତା। ଉକ୍ତ ଫିଲ୍ମରେ ଏହି ଯୋଡ଼ିକୁ ନେଇ ଏକ ବର୍ଷାଭିଜା ଗୀତ-…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?