ମନୋରଞ୍ଜନ

ଗୋଟିଏ ଫିଲ୍ମରେ ଡେବ୍ୟୁ: ହେଲେ କିଏ ହୋଇଛନ୍ତି ସଫଳ, କିଏ ଚାଖିଛନ୍ତି ବିଫଳତାର ସ୍ବାଦ

ବମ୍ବେ: ଗୋଟିଏ ଫିଲ୍ମରୁ କ୍ୟାରିଅର ଆରମ୍ଭ। ହେଲେ କିଏ ହୋଇଛନ୍ତି ସଫଳ ଆଉ କିଏ ଚାଖିଛନ୍ତି ବିଫଳତାର ସ୍ବାଦ। ବଲିଉଡରେ ସେଭଳି କିଛି କଳାକାରଙ୍କୁ ଯଦି ଦେଖାଯାଏ, ତେବେ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର୍‌’ରୁ ଏକାସହ କ୍ୟାରିଅର ଆରମ୍ଭ କରିଥିବା…

ଗୁମର ଖୋଲିଲେ ଶୈଫାଲୀ: ‘ବିଗ୍‌ ବସ୍‌’ ଘରେ ହୁଏ ଚୋରି

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ ବସ୍‌ର କ୍ରେଜ୍‌ ପୁଣି ଥରେ ଦର୍ଶକଙ୍କୁ ମତୁଆଲା କରିଛି। ସବୁଥର ଭଳି ଚଳିତ ଥର ମଧ୍ୟ ଶୋ’ ନିର୍ମାତା ଏହାକୁ ଅଧିକ ରୋମାଞ୍ଚକର କରିବା ଲାଗି କେବଳ ସେଲିବ୍ରିଟିମାନଙ୍କୁ ଘରକୁ ଆଣିଛନ୍ତି। ଏଥିସହ ଏହା…

ଶାହାରୁଖ୍‌ଙ୍କଠାରୁ ଅଧିକ ରୋମାଣ୍ଟିକ ପୁଅ ଆର୍ୟନ୍‌

ଶାହାରୁଖଙ୍କ ପୁଅ ଆର୍ୟନଙ୍କ ଆଜି ଅର୍ଥାତ୍‌ ବୁଧବାର ୨୨ତମ ଜନ୍ମଦିବସ। ଆଜିର ଏହି ଖାସ୍‌ ଦିନରେ ତାଙ୍କ ବିଷୟରେ କିଛି କଥା ଜାଣିନେବା ଆସନ୍ତୁ। ଆର୍ୟନ୍‌ ବଲିଉଡ୍‌ରେ ବେଶ୍‌ ଲୋକପ୍ରିୟ ଷ୍ଟାର୍‌କିଡ୍‌। ବାପାଙ୍କ ପରି ସେ ମଧ୍ୟ ଖୁବ୍‌ ଖୁସି ମିଜାଜର।…

ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ୍‌

ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଜୁହି ଚାଓ୍ବଲା। ନଭେମ୍ବର ୧୩ରେ ସେ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ମିସ୍‌ ଇଣ୍ଡିଆ ଟାଇଟଲ୍‌ ଜିତିଥିବା ଏହି ଅଭିନେତ୍ରୀ ୯୦ ଦଶକରେ ଚୁଲ୍‌ବୁଲି ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିପାରିଥିଲେ।…

ଅମ୍ବାନୀଙ୍କ ପାର୍ଟିରେ ଐଶ୍ୱର୍ଯ୍ୟାଙ୍କୁ ଦେଖି ଏମିତି କହିଲେ ୟୁଜର

ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କୁ ମୁକେଶ ଅମ୍ବାନୀଙ୍କ ଘରେ ଏକ ପାର୍ଟିରେ ଦେଖିବାକୁ ମିଳିଛି। ତାଙ୍କ ସହିତ ଅଭିଷେକ ମଧ୍ୟ ଦେଖିବାକୁ ମିଳିଛି। ଐଶ୍ୱର୍ଯ୍ୟା ଏକ ଲାଲ୍‌ ରଙ୍ଗର ଅନାରକଲି ଡ୍ରେସ୍‌ ପିନ୍ଧି ଖୁବ୍‌ ସୁନ୍ଦର ଦିଶୁଥିଲେ। ତାଙ୍କ ଚେହେରା ଦେଖି ଲାଗୁଥିଲା ଯେମିତି…

ଜୁହି @୫୨:ପ୍ରଥମେ ଜୟଙ୍କୁ ପସନ୍ଦ କରୁ ନ ଥିଲେ ଜୁହି, ଏହି କାରଣରୁ କଲେ ବିବାହ

ବଲିଉଡ୍‌ ଅଭିନେତ୍ରୀ ଜୁହି ଚାୱାଲା ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୭ ମସିହାରେ ଅମ୍ବାଲାରେ ଜନ୍ମଗ୍ରହଣ କରିଥିଲେ ଜୁହି। ମିସ ଇଣ୍ଡିଆ ଟାଇଟଲ ହାସଲ କରିବା ପରେ ସେ ଫିଲ୍ମ ଲାଇନରେ ପାଦ ଥାପିଥିଲେ। ତାଙ୍କ ଅଭିନୀତ ପ୍ରଥମ ସିନେମା…

ଏବେ ବି ଆଇସିୟୁରେ ଅଛନ୍ତି ସୁରସମ୍ରାଜ୍ଞୀ ଲତା ମଙ୍ଗେସ୍‌କର, ଆରୋଗ୍ୟ କାମନା କଲେ ପ୍ରଶଂସକ

ମୁମ୍ବାଇ: ଭାରତରତ୍ନ ତଥା ସୁରସମ୍ରାଜ୍ଞୀ ଲତା ମଙ୍ଗେସକର ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ୯୦ ବର୍ଷ ବୟସ୍କ ମଙ୍ଗେସକର ସୋମବାର ବ୍ରିଚ କ୍ୟାଣ୍ଡି…

ଏମିତି ବିବାହ ବାର୍ଷିକୀ ପାଳନ କରିବେ ଦୀପ୍‌ବୀର

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଏବଂ ରଣବୀର ସିଂ ନଭେମ୍ବର ୧୪ରେ ପ୍ରଥମ ବିବାହ ବାର୍ଷିକୀ ପାଳନ କରିବେ। ୨୦୧୮ରେ ଉଭୟଙ୍କ ବିବାହ ଖୁବ୍‌ ଆଡମ୍ବରରେ ଇଟାଲୀରେ ହୋଇଥିଲା। ପ୍ରଥମ ବିବାହ ବାର୍ଷିକୀକୁ ମନେରଖିବା ପାଇଁ ପରିବାର ସହ ସମୟ ବିତାଇବେ…

ଫିଲ୍ମରୁ ଦୂରେଇଲେ ଅମିତାଭ୍‌ ବଚ୍ଚନ୍‌

ମୁମ୍ବାଇ: ଯିଏ ବଲିଉଡ୍‌ର ଫ୍ୟାନ୍‌, ସେ ବିଗ୍‌ ବି ଅମିତାଭ୍‌ ବଚ୍ଚନ୍‌ଙ୍କ ଫ୍ୟାନ୍‌ ହୋଇଥିବ ନିଶ୍ଚୟ। ଏଣୁ ଆମ ସମସ୍ତଙ୍କ ପାଇଁ ଏକ ଦୁଃଖ ଖବର। ଦଶନ୍ଧି ଦଶନ୍ଧି ଧରି ନିଜ ଅଭିନୟ ଆଉ ବ୍ୟକ୍ତିତ୍ୱ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଘର…

ମଧୁବାଲାଙ୍କ ଉପରେ ବାୟୋପିକ୍‌ ନିର୍ମାଣ କରିବେ ଇମ୍‌ତିଆଜ୍‌ ଅଲ୍ଲୀ

ବମ୍ବେ: ବେଗମ୍‌ ମୁମତାଜ ଜେହାନ ଦେହଲବୀ ଓରଫ ମଧୁବାଲାଙ୍କ ଜୀବନକାହାଣୀ ଉପରେ ନିର୍ମିତ ହେବ ବାୟୋପିକ୍‌। ଲୋକପ୍ରିୟ ଫିଲ୍ମ ନିର୍ମାତା ଇମ୍‌ତିଆଜ ଅଲ୍ଲୀ ଏହାକୁ ନିର୍ମାଣ କରିବେ। ଆଧିକାରିକ ଭାବେ ସ୍ବିକୃତି ପାଇବା ପରେ ସେ ଏନେଇ ଘୋଷଣା କରିଛନ୍ତି। ତେବେ…

ଆୟୁଷ୍ମାନଙ୍କ ୭ମ ହିଟ୍‌ ଫିଲ୍ମ ‘ବାଲା’: ୪ ଦିନରେ ୫୦ କୋଟି କ୍ଲବରେ ହେଲା ସାମିଲ

ବମ୍ବେ: ଖିଲାଡ଼ି କିଙ୍ଗ୍‌ ଅକ୍ଷୟ କୁମାରଙ୍କ ପରେ ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ୍‌ ଦେଉଥିବା ଅଭିନେତା ପାଲଟିଛନ୍ତି ଆୟୁଷ୍ମାନ ଖୁରାନ୍ନା। ଶୁକ୍ରବାର ରିଲିଜ ହୋଇଥିବା ‘ବାଲା’ ବକ୍ସ ଅଫିସରରେ ଭଲ ବ୍ୟବସାୟ କରିବା ସହ ମାତ୍ର ୪ ଦିନରେ ୫୦କୋଟି…

ଶୁଟିଂ ସେଟ୍‌ରେ ହାତାହାତି ହେଲେ ଅକ୍ଷୟ-ରୋହିତ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ତାଙ୍କର ଅପ୍‌ କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଳାଇଛନ୍ତି ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ରୋହିତ ସେଟ୍ଟୀ। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅକ୍ଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?