ମନୋରଞ୍ଜନ

ରିଲିଜ୍‌ ହେଲା ‘ମର୍ଦାନୀ-୨’ର ଆକ୍ସନ ଟ୍ରେଲର୍‌

ମୁମ୍ବାଇ: ରାଣୀ ମୁଖାର୍ଜୀଙ୍କ ମଚ୍‌ ଆଓ୍ବେଟେଡ୍‌ ଫିଲ୍ମ ‘ମର୍ଦାନୀ-୨’ର ଆକ୍ସନ୍‌ ଟ୍ରେଲର୍‌ ରିଲିଜ୍‌ ହୋଇଛି। ଏଥିରେ ରାଣୀ ଜଣେ ବଳାତ୍କାରୀଙ୍କୁ ଖୋଜୁଥିବା ଦେଖାଯାଇଛି। ଯେଉଁ ବଳାତ୍କାରୀ ବଳାକାର କରିବା ପରେ ଯୁବତୀମାନଙ୍କୁ ମାରି ଦେଇଥାଆନ୍ତି। ଏଥିରେ ରାଣୀ ଜଣେ ପୋଲିସ ଅଫିସର…

ବଲିଉଡ୍‌ ହାଲଚାଲ

*ଚଳିତବର୍ଷ ଅକ୍ଷୟ କୁମାରଙ୍କ ଆଉ ଏକ ଫିଲ୍ମ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି। ତାଙ୍କ ଅଭିନୀତ ‘ହାଉସଫୁଲ-୪’ ୨୦୦ କୋଟି କ୍ଲବରେ ପ୍ରବେଶ କରିଛି। ଏଥିରେ ଅକ୍ଷୟଙ୍କ ବ୍ୟତୀତ ରିତେଶ ଦେଶମୁଖ, କ୍ରିତି ସାନନ ଏବଂ ପୂଜା ହେଗ୍‌ଡେ ଅଭିନୟ…

ଆକ୍ଟ୍ରେସ୍‌ ହେବା ନିଷ୍ପତ୍ତିରେ ମୁଁ ହଣ୍ଡ୍ରେଡ୍‌ ପର୍‌ସେଣ୍ଟ ସନ୍ତୁଷ୍ଟ

ପାଠପଢ଼ା ଆଉ ଅଭିନୟ – ଏହି ଦୁଇଟିକୁ ବେଶ୍‌ ସମାନ୍ତରାଳ ଭାବରେ ନେଇ ଆଗେଇ ଚାଲିଛନ୍ତି ନବାଗତା ଆହାନା । ଡେବ୍ୟୁ ଫିଲ୍ମ ‘ଭରବ’ ପରେ ତାଙ୍କ ଅଭିନୀତ ଅନ୍ୟତମ ଫିଲ୍ମ ‘ବ୍ଲାକ୍‌ମେଲ୍‌’ ଗତବର୍ଷ ରିଲିଜ ହୋଇଥିଲା । ନିଜ ରିଲ୍‌…

ହରିପୁରରେ ଆଜିଠାରୁ ‘ମାୟାବିନୀ ମୌସୁମୀ’

ରାଜ୍ୟର ଅନ୍ୟତମ ଯାତ୍ରାକୁମ୍ଭ ଭାବରେ ପରିଚିତ ଯାଜପୁରସ୍ଥ ହରିପୁର କୁଞ୍ଜମେଳାରେ ଆରମ୍ଭ ହୋଇଯାଇଛି ଯାତ୍ରା ଫିଭର। ଜଲିଉଡ୍‌ର ଅନ୍ୟତମ ପ୍ରତିଷ୍ଠିତ ଯାତ୍ରା ଅନୁଷ୍ଠାନ ‘ଅପେରା ସୂର୍ଯ୍ୟମନ୍ଦିର’ ଆଜି ଠାରୁ ଏଠାରେ ଯାତ୍ରା ପରିବେଷଣ ଆରମ୍ଭ କରୁଛି। ଯାତ୍ରା ଫ୍ୟାନମାନଙ୍କର ଆଗ୍ରହକୁ ଆଖିଆଗରେ…

ପୁଣି ଅକ୍ଷୟଙ୍କ ନାୟିକା ସାଜିବେ କ୍ରିତି: ‘ବଚ୍ଚନ ପାଣ୍ଡେ’ରେ କରିବେ କାମ

ବମ୍ବେ: ‘ହାଉସ୍‌ଫୁଲ-୪’ର ସଫଳତା ପରେ ପୁଣି ଥରେ ଏକାଠି କାମ କରିବେ ଅକ୍ଷୟ କୁମାର-କ୍ରିତିି ସାନନ। ଆସନ୍ତାବର୍ଷ କ୍ରିସ୍‌ମାସ ଅବସରରେ ରିଲିଜ ହେବାକୁ ଯାଉଥିବା ‘ବଚ୍ଚନ ପାଣ୍ଡେ’ରେ ଉଭୟ ନଜର ଆସିବେ। ଏନେଇ ନାଦିଆବାଲା ଗ୍ରାଣ୍ଡସନ୍‌ସର ଆଧିକାରୀକ ଟୁଇଟର ହ୍ୟାଣ୍ଡେଲରେ ସୂଚନା…

ଆଜି ଦୀପ୍‌ବୀରଙ୍କ ବିବାହ ବାର୍ଷିକୀ: ଆଶୀର୍ବାଦ ପାଇଁ ତିରୁପତିରେ ପହଞ୍ଚିଲେ ଦମ୍ପତି

ବମ୍ବେ: ବିବାହକୁ ହିଁ ପ୍ରେମର ସଫଳତା ବୋଲି କୁହାଯାଇଥାଏ। ବଲିଉଡରେ ଅନେକ ପ୍ରେମକାହାଣୀ ଅଛ, ଯାହା ବିବାହ ପର୍ଯ୍ୟନ୍ତ ନ ଯାଇ ଅଧାରେ ଅଟକି ଯାଇଛି। ହେଲେ ଯେଉଁ କେତେଜଣ ପ୍ରେମୀଯୁଗଳ ଏଥିରେ ସଫଳ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ହେଲେ…

‘ବାଲା’ ଦେଖି ପୁଅ ଆଙ୍କିଲେ ଆୟୁଷ୍ମାନଙ୍କ ସ୍କେଚ୍‌, ତାହିରା କଲେ ଶେୟାର

ବମ୍ବେ: ଦର୍ଶକମାନଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଚାଲିଛନ୍ତି ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନ୍ନା। ଏହି କ୍ରମରେ ‘ବାଲା’ ସପ୍ତମ ହିଟ୍‌ ସାବ୍ୟସ୍ତ ହୋଇଛି। ଚଳଚ୍ଚିତ୍ର ରିଲିଜ୍‌ ପୂର୍ବରୁ ସମାନ ଧରଣର କାହାଣୀକୁ ନେଇ ‘ଉଜଡା ଚମନ୍‌’ ସହ…

ଛବିର ମଣିଷ କାଳୀପ୍ରସାଦ

ଭଲ ମଣିଷ ଭିତରେ ଯେଉଁମାନଙ୍କ ପାଖରେ ସୃଜନଶୀଳତା ଥାଏ ସେମାନେ ସଂସାର ଭିତରେ କମ୍‌ ସମୟ ରହିଥାଆନ୍ତି। ତାଙ୍କର ସୀମିତ ପରିସୀମା ମଧ୍ୟରେ ସେମାନଙ୍କର ସୃଜନଶୀଳତାକୁ ନେଇ ସାଧାରଣରେ ଚର୍ଚ୍ଚା ହୁଏ। ଏପରି କିଛି ନୂତନତାର ସ୍ବାଦ ସାଧାରଣରେ ଚର୍ଚ୍ଚା ହୁଏ।…

କମେଡି ମାୟା

ନିକଟରେ ରିଲିଜ ହୋଇଛି ସବ୍ୟସାଚୀ-ଏଲିନା ଅଭିନୀତ ‘ମାଲ ମହୁ ଜୀବନ ମାଟି’। ଏଥିରେ ଡନ୍‌ ଡୋଗ୍ରାର ଅନ୍ୟତମ ସହଯୋଗୀ ଭାବରେ ଅଭିନୟ କରିଛନ୍ତି ବିଜୁ ବଡଜେନା। ଦୀର୍ଘବର୍ଷ ଧରି ଖଳନାୟକ ଭାବରେ ନିଜର ପରିଚୟ ସୃଷ୍ଟି କରିଥିବା ଏହି ଅଭିନେତାଙ୍କୁ ଏଥିରେ…

ଏଥର ଡବଲ ରୋଲ୍‌

ଅଭିନେତା ଜ୍ୟୋତିଙ୍କ ଖୁସି କହିଲେ ନ ସରେ। କାରଣ ଓଡ଼ିଆ ସିନେମାରେ ସେ ପ୍ରଥମ ଥର ପାଇଁ ଡବଲ ରୋଲ୍‌ରେ ଅଭିନୟ କରିବେ। ଫିଲ୍ମଟି ହେଲା ଖୁସି କ୍ରିଏସନ୍ସ ବ୍ୟାନରରେ ନିର୍ମିତ ହେବାକୁ ଯାଉଥିବା ‘ହିରୋ ନମ୍ବର ଜିରୋ’। ଚିତ୍ରର କାହାଣୀ,…

ବରଯାତ୍ରୀରେ ବୁଢ଼ୀ ମାଉସୀଙ୍କଠୁ ମାଡ଼ ଖାଇଥିଲି

ଓଡ଼ିଆ ଟେଲିଭିଜନ ଦୁନିଆରେ ସୁଜିତ ପାଇକରାୟ ନାୟକ କମ୍‌, ଖଳନାୟକ ଭୂମିକାରେ ବେଶି ଦେଖିବାକୁ ମିଳନ୍ତି। ଭୁବନେଶ୍ୱରରେ ଜନ୍ମିତ ଏହି ଅଭିନେତା ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କ ମହଲରେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ। ସୁମିତ୍ରା ଓ ସୂର୍ଯ୍ୟକାନ୍ତ…

ସ୍ପେଶାଲ ଗିଫ୍ଟ

ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ପାଇଁ ନଭେମ୍ବର ୧୪ ସବୁବେଳେ ସ୍ମରଣୀୟ ହୋଇ ରହିବ। କାରଣ କ’ଣ ଜାଣନ୍ତି ? ଏହି ଦିନ ଏହି ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଆଜି ହେଉଛି ସେମାନଙ୍କର ପ୍ରଥମ ମ୍ୟାରେଜ ଆନିଭର୍ସାରି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?