ତୈମୁର-ଇନାୟାଙ୍କ ଫଟୋ ଭାଇରାଲ
ମୁମ୍ବାଇ: ଶିଶୁ ଦିବସ ଅବସରରେ ସୋହା ଆଲ୍ଲି ଖାଁ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଶେୟାର ହେବାର କିଛି ସମୟ ମଧ୍ୟରେ ଭାଇରାଲ ହେବାରେ ଲାଗିଛି। ଫଟୋଟି ହେଉଛି ଶୈଫ ଓ କରୀନାଙ୍କ ପୁଅ ତୈମୁର ଅଲ୍ଲି ଖଁା…
ସୁସ୍ଥ ହେଲେ ଲତା
ମୁମ୍ବାଇ,୧୫।୧୧: ବଲଉଡ୍ ନାଇଟ୍ ଆଙ୍ଗଲ ତଥା ଭାରତ ରତ୍ନ ଲତା ମଙ୍ଗେସକର ଏବେ ସୁସ୍ଥ ଥିବା ଖବର ମିଳିଛି। ଲତାଙ୍କୁ ଦେଖାରଖା କରୁଥିବା ଟିମ୍ ପକ୍ଷରୁ ଏହି ଖବର ଦିଆଯାଇଛି। ପ୍ରଶଂସକଙ୍କ ଭଲପାଇବା ଓ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଲତା ଦିଦିଙ୍କୁ…
ଏହି ଫିଲ୍ମ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିବେ ମାନୁଷୀ ଛିଲ୍ଲର
୨୦୧୭ରେ ବିଶ୍ୱସୁନ୍ଦରୀ ମୁକୁଟ ଜିତିଥିବା ମାନୁଷୀ ଛିଲ୍ଲର ଖୁବ୍ଶୀଘ୍ର ବଲିଉଡ୍ରେ ପାଦ ଥାପିବାକୁ ଯାଉଛନ୍ତି। ୟଶରାଜ ପ୍ରଡକ୍ସନରେ ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଆଗାମୀ ଫିଲ୍ମ ‘ପୃଥୀରାଜ ଚୌହାନ’ରେ ଅଭିନୟ କରିବେ ମାନୁଷୀ। ଫିଲ୍ମରେ ପୃଥୀରାଜ ଚୌହାନଙ୍କ ଭୂମିକାରେ ଅକ୍ଷୟ କୁମାର ନଜର…
ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଲେ ଦୀପବୀର
ତିରୁପତି ଦର୍ଶକ ପରେ ବଲିଉଡ୍ର ଚର୍ଚ୍ଚିତ ଦମ୍ପତି ରଣବୀର କପୁର ଓ ଦୀପିକା ପାଦ୍ୟୁକୋନ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚତ୍ଛନ୍ତି। ସେଠାରେ ସେ ମଥା ଟେକିଛନ୍ତି। ପାରମ୍ପରିକ ଲୁକ୍ରେ ଉଭୟ ନଜର ଆସିଛନ୍ତି। ଦୀପିକା ମୁଣ୍ଡରେ ସିନ୍ଦୁର ଲଗାଇ ଓଢଣୀ ଦେଇ…
ବାଣୀଙ୍କ ବିକିନି ଟପ୍କୁ ନେଇ ବିବାଦ
ମୁମ୍ବାଇ: ଭାରତରେ ଆସ୍ଥା ଓ ଧର୍ମର ମହତ୍ତ୍ୱ ଅଧିକ। ଏଣୁ ଏ କ୍ଷେତ୍ରରେ ପ୍ରାୟତଃ ସବୁବେଳେ କିଛି ନା କିଛି ବିବାଦ ଓ ଘଟଣା ଦେଖିବାକୁ ମିଳିଥାଏ। ବି-ଟାଉନ୍ ଅଭିନେତ୍ରୀ ବାଣୀ କପୁର ଏ ପରିପ୍ରେକ୍ଷୀରେ ଏବେ ବିବାଦରେ ଫସିଛନ୍ତି। ବାଣୀଙ୍କ…
ଡେଙ୍ଗୁରେ ଆକ୍ରାନ୍ତ ସୁଶାନ୍ତ
ମୁମ୍ବାଇ: ଖୁବ୍ କମ୍ ଦିନରେ ହିଁ ବଲିଉଡ୍ ହିରୋ ସୁଶାନ୍ତ ସିଂ ରାଜପୂତ ନିଜ ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’ ମଧ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି। ଏହାପରେ ‘୫୦ ଡ୍ରିମ୍ସ’ ଶେୟାର…
ଅଜୟ ଦେବଗନଙ୍କ ସହ କାମ କରିବାକୁ ମନା କରିଥିଲେ ପରିଣୀତି, ସାମ୍ନାକୁ ଆସିଲା କାରଣ
ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୁଜ: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ କାମ କରିବାକୁ ମନା କରିଦେଲେ। ତେବେ ଏହାର କାରଣ ଏବେ ସାମ୍ନାକୁ ଆସିଛି। ଏକ ସୂତ୍ରରୁ ଜଣାପଡ଼ିଛି, ପରିଣୀତି ଅକ୍ଷୟଙ୍କ ଫିଲ୍ମରେ…
କୁକୁରକୁ ୨୫ ଶହ ଟଙ୍କାରେ ବିକି ପୁଣି ୧୦ ଲକ୍ଷ ଟଙ୍କାରେ କିଣିଥିଲେ ଏହି ଅଭିନେତା
ହଲିଉଡ ସୁପରଷ୍ଟାର ସିଲ୍ୱେଷ୍ଟର ଷ୍ଟେଲାନ୍ ଷ୍ଟାଇଲ୍ ଓ ଆକ୍ସନ୍ ପାଇଁ ପ୍ରସିଦ୍ଧ। ଭାରତରେ ମଧ୍ୟ ତାଙ୍କ ଫ୍ୟାନ୍ମାନଙ୍କ ସଂଖ୍ୟା ଅଧିକ। କିନ୍ତୁ ଏପରି ଏକ ସମୟ ଥିଲା ତାଙ୍କ ପାଖରେ ଘରଭଡା ଦେବାକୁ ମଧ୍ୟ ଟଙ୍କାନଥିଲା। କ୍ୟାରିଅର୍ର ପ୍ରାରମ୍ଭରେ ସେ ଅନେକ…
ତାରାଙ୍କ ପ୍ରେମରେ ସିଦ୍ଧାର୍ଥ
ମାୟାନଗରୀର କଳାକାରଙ୍କ ମଧ୍ୟରେ ରୋମାନ୍ସ ତଥା ବ୍ରେକ୍ଅପ୍ ଖବର ସବୁବେଳେ ଲାଗିରହିଥାଏ। କିଏ କାହା ସହ ଡେଟ୍ କଲା କିମ୍ବା କାହାର ବ୍ରେକ୍ଅପ୍ ହେଲା, ଏସବୁ ଖବର ଜାଣିବାକୁ ଦର୍ଶକଙ୍କର ରୁଚି ଅଧିକ ଥାଏ। ଏବେ ବି ଠିକ୍ ସେମିତି ଏକ…
କାର୍ତ୍ତିକ-କିୟାରାଙ୍କ ‘ଭୁଲ ଭୁଲୈୟା-୨’ରେ ତବ୍ବୁ
ଫିଲ୍ମ ‘ଭୁଲ ଭୁଲେୟା-୨’ ମାଧ୍ୟମରେ କାର୍ତ୍ତିକ ଆର୍ୟନ ଏବଂ କିୟାରା ଆଡଓ୍ବାଣୀଙ୍କ ଯୋଡି ପ୍ରଥମ ଥର ପାଇଁ ସ୍କ୍ରିନ୍ ଶେୟାର କରିବାକୁ ଯାଉଛନ୍ତି। ପ୍ରଥମରୁ ହିଁ ଏହି ଯୋଡିକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। କିଛି ଦିନ ହେବ ମୁମ୍ବାଇରୁ ଫିଲ୍ମର…
କେଟି ପେରୀଙ୍କୁ ଗୁପ୍ଚୁପ୍ ଖାଇବାକୁ ଦେବାକୁ ଚାହୁଁଛନ୍ତି ଜ୍ୟାକ୍ଲିନ
ମୁମ୍ବାଇ: ଇଣ୍ଟରନ୍ୟାଶନାଲ ପପ୍ ଷ୍ଟାର କେଟି ପେରୀ ଏବେ ଭାରତ ଆସିଛନ୍ତି। ଆସନ୍ତା ୧୬ରେ ଭାରତରେ ତାଙ୍କର ଶୋ’ ରହିଛି। ଏତିକି ବେଳେ ବଲିଉଡ୍ ନାୟିକା ଜ୍ୟାକଲିନ ତାଙ୍କୁ ନେଇ ଯାହାସବୁ କହିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ…
ଚିହ୍ନି ହେଉନାହିଁ ବଲିଉଡ୍ର ଏହି ସବୁ କଳାକାରଙ୍କୁ
ମୁମ୍ବାଇ: ବଲିଉଡ୍ ବର୍ଷିୟାନ ଅଭିନେତା ଋଷି କପୁର ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ପ୍ରାୟ ସମୟରେ ସେ ସୋସିଆଲ ମିଡିଆରେ କିଛି ନା କିଛି ମଜାଳିଆ ଫଟୋ ଓ ଭିଡିଓକୁ ଶେୟାର କରି ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି। ହେଲେ…

