ମନୋରଞ୍ଜନ

ଚ୍ୟାଲେଞ୍ଜ୍‌ ଦେବେ ବିଶ୍ୱରୂପ

ଚଳଚ୍ଚିତ୍ରର ନାୟକ ସାଜିଥିବା କଳାକାରଙ୍କ ନାମ ଯାହା ଫିଲ୍ମର ଟାଇଟଲ ମଧ୍ୟ ସେଇଆ। ସେ ହେଲେ ବିଶ୍ୱରୂପ। ରିଲିଜ ଅପେକ୍ଷାରେ ଥିବା ଆକ୍ସନଭିତ୍ତିକ ଓଡିଆ ସିନେମା ‘ବିଶ୍ୱରୂପ-ବର୍ନ ଟୁ ଫାଇଟ୍‌’ର ନାୟକ ସାଜିଛନ୍ତି ସେ। ଜଣେ ଫାଇଟର କିପରି ବିଭିନ୍ନ ପ୍ରକାର…

ବାପି ଯାହା ଚାହୁଁଥିଲେ..

ବେଳେବେଳେ ମଣିଷ ଯାହା ଚାହେଁ ତାହା ତାଙ୍କୁ ହାତ ପାଆନ୍ତାରେ ମିଳିଯାଏ। ଠିକ୍‌ ସେମିତି ଜଲିଉଡ୍‌ରେ ଏଣ୍ଟ୍ରି କରିବା ସମୟରେ ଯାତ୍ରା ଜଗତର ଅନ୍ୟତମ ଆଗଧାଡିର ଅଭିନେତା ତଥା ଆକ୍ସନ ମାଷ୍ଟର ବାପି ପଣ୍ଡାଙ୍କ ଆଖିରେ ଆଖିଏ ସ୍ବପ୍ନ। ହେଲେ ନିଜର…

ଆଖିଓଁ ସେ ଗୋଲି ମାରେ

‘ଲଡ୍‌କି କମାଲ ହୈ ତୋ ଆଖିଓଁ ସେ ଗୋଲି ମାରେ’ ଗୀତ ସେ ସମୟରେ ବେଶ୍‌ ଲୋକପ୍ରିୟ ହୋଇଥିଲା। ଗୋବିନ୍ଦା ଏବଂ ରବିନା ଟଣ୍ଡନଙ୍କ ଡ୍ୟାନ୍ସ ମଧ୍ୟ କୌଣସି ଗୁଣରେ କମ୍‌ ନ ଥିଲା। ଦର୍ଶକ ଖୁବ୍‌ଶୀଘ୍ର ଏହି ଗୀତଟିକୁ ପୁଣିଥରେ…

ଚୁଟ୍‌କିଙ୍କ ଲେଉଟାଣି

ଥରେ ମନେପକାନ୍ତୁ ନା ସେହି ଚୁଟ୍‌କି ଚରିତ୍ରକୁ। ସୁପରହିଟ୍‌ ଓଡ଼ିଆ ସିନେମା ‘ଆକାଶେ କି ରଙ୍ଗ ଲାଗିଲା’ରେ ଏହି ଭୂମିକା ତାଙ୍କୁ କେତେ ମାଇଲେଜ୍‌ ଦେଇଥିଲା, ତାହା କହିବା ବାହୁଲ୍ୟ। ଏକ ଚୁଲ୍‌ବୁଲି ତଥା ଭାବପ୍ରବଣ ଭଉଣୀ ଭୂମିକାକୁ ସେ ଏତେ…

୨୧ବର୍ଷ ପରେ ଅଲଗା ହେଲେ ଅର୍ଜୁନ-ମେହେର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୁନ ରାମପାଲ ତାଙ୍କ ସ୍ତ୍ରୀ ମେହେର ଜେସିୟାଙ୍କଠାରୁ ଦୀର୍ଘ ୨୧ ବର୍ଷ ପରେ ବିଧିବଦ୍ଧ ଭାବେ ଅଲଗା ହୋଇଯାଇଥିବା ସୂଚନା ମିଳିଛି। ବାନ୍ଦ୍ରାର ଏକ ଫ୍ୟାମିଲି କୋର୍ଟରେ ଉଭୟଙ୍କ ଡିଭୋର୍ସକୁ ମଞ୍ଜୁରୀ ମିଳିଛି। ୨୧ ବର୍ଷ ଏକାଠି…

‘ଚେହ୍‌ରେ’ର ନୂଆ ଚେହେରା ଅଙ୍କିତା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ଚେହ୍‌ରେ’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରଥମେ ଫିଲ୍ମର ଷ୍ଟାର୍‌-କାଷ୍ଟଙ୍କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ପରେ ଯୋଡ଼ି ହୋଇଗଲା ହିରୋଇନ୍‌ଙ୍କ ସହ ବିବାଦ। ଅର୍ଥାତ୍‌ ଫିଲ୍ମରେ ମହାନାୟକ ଅମିତାଭ୍‌ ବଚ୍ଚନ ଏବଂ ଇମ୍ରାନ୍‌ ହାସ୍‌ମୀଙ୍କ ସହ କ୍ରିତି…

ସଲମାନଙ୍କ ପିତାଙ୍କୁ ହୃଦୟ ଦେଇବସିଥିଲେ ଏହି ଆଇଟମ୍‌ ଗର୍ଲ

ବଲିଉଡର ସବୁଠାରୁ ଚର୍ଚ୍ଚିତ ଡ୍ୟାନ୍ସର ଥିଲେ ହେଲେନ। ୨୧ ନଭେମ୍ବର ୧୯୩୮ରେ ମିଆଁମାରରେ ଜନ୍ମିତ ଏହି ଆଙ୍ଗ୍ଲୋ ଇଣ୍ଡିଆନ ଅଭିନେତ୍ରୀ ଆଜି ୮୧ ବର୍ଷରେ ପଦାର୍ପଣ କରିଛନ୍ତି। ବଲିଉଡରେ ସେ ଆଇଟମ ଗର୍ଲ ଭାବେ ପରିଚିତ ଥିଲେ। ରିଲରେ ନିଜ ଡ୍ୟାନ୍ସ…

କାହିଁକି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଭିଡିଓ ଶେୟାର କରି କହିଲେ ନୁଶରତ୍‌

କୋଲକାତା, ୨୦।୧୧: ଟିଏମସି ଏମପି ତଥା ଅଭିନେତ୍ରୀ ନୁସରତ ଜାହାଁ ଆସିୟୁରୁ ଡିସଚାର୍ଜ ହୋଇଛନ୍ତି। ରବିବାର ରାତିରେ ସେ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାରୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ…

ସଲମାନ, ଶାହରୁଖଙ୍କୁ ପଛରେ ପକାଇଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ କିଏ ଅବା ନଜାଣେ। ବଲିଉଡ୍ରେ ସେ ହେଉଛନ୍ତି ଅନ୍ୟତମ ସଫଳ ନାୟିକା। ତାଙ୍କ ଲୋକପ୍ରିୟତା କେବଳ ଦେଶ ଭିତରେ ସୀମିତ ହୋଇ ରହିନାହିଁ। ବିଦେଶରେ ବି ସେ ଖୁବ ଚର୍ଚ୍ଚିତ। ସେ ବଲିଉଡ ସହିତ ହଲିଉଡ…

ନ୍ୟୁୟର୍କରେ ଛୁଟି କାଟୁଛନ୍ତି ସାରା

ମୁମ୍ବାଇ: ବଲିଉଡ୍‌ର ପପୁଲାର୍‌ ଷ୍ଟାର୍‌-କିଡ୍‌ଙ୍କ ମଧ୍ୟରୁ ସାରା ଅଲୀ ଖାନ୍‌ ଅନ୍ୟତମ। କେବଳ ଷ୍ଟାର୍‌-କିଡ୍‌ ଭାବେ ନୁହେଁ, ଭଲ ବ୍ୟବହାର ସାଙ୍ଗକୁ ଦମଦାର୍‌ ଅଭିନୟ ଏବଂ ନିଜର ସ୍ବତନ୍ତ୍ର ଷ୍ଟାଇଲ୍‌ ପାଇଁ ମଧ୍ୟ ସାରା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଏହାସହ ଆକ୍ଟର…

ଗିନ୍ନିଙ୍କ ସହ ସେଲ୍‌ଫି ଶେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କପିଲ

ବମ୍ବେ: ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମାଙ୍କ ସ୍ତ୍ରୀ ଗିନ୍ନି ଗତରଥଙ୍କ ମଙ୍ଗଳବାର ଜନ୍ମଦିନ। ଏହି ଅବସରରେ କପିଲ ଉଭୟଙ୍କର ଏକ ସେଲ୍‌ଫି ଶେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ନିଜର ଇନ୍‌ଷ୍ଟାଗ୍ରାମରେ କପିଲ ଫଟୋ ଶେୟାର କରି ଗିନ୍ନିଙ୍କ ପାଇଁ ଖାସ…

କବାଡି ଖେଳୁଛନ୍ତି ରିଚା

ରିଚା ଚଢ଼ା ଆଗାମୀ ଫିଲ୍ମ ‘ପଙ୍ଗା’ର ଶୁଟିଂ ପାଇଁ ପ୍ରସ୍ତୁତି ବି ଆରମ୍ଭ କରିଦେଇଛନ୍ତି। ଏହି ଫିଲ୍ମକୁ ଅଶ୍ୱିନୀ ଆୟର୍‌ ତିୱାରୀ ନିର୍ଦ୍ଦେଶନା ଦେଉଛନ୍ତି। ରୁଚା ଫିଲ୍ମରେ କଙ୍ଗନା ରାଣାୱତଙ୍କ ସହ ଦେଖାଦେବେ। ଫିଲ୍ମରେ ରିଚା କବାଡ଼ି ଖେଳୁଥିବାର ନଜର୍‌ ଆସିବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?