ମନୋରଞ୍ଜନ

ମୁହଁ ଲୁଚାଇ ମେଟ୍ରୋରେ ଯାତ୍ରା କଲେ ସାରା

ମୁମ୍ବାଇ: ବଲିଉଡ୍‌ ନାୟିକା ସାରା ଅଲି ଖାଁ ଏବେ ବିଦେଶରେ ଛୁଟି କାଟୁଛନ୍ତ। ନ୍ୟୁୟର୍କରେ ସେ ଏବେ ତାଙ୍କ ଗର୍ଲ ଗ୍ୟାଙ୍ଗ ସହ ଛୁଟି କାଟୁଥିବା ଦେଖାଯାଇଛି। ଏତିକି ବେଳେ ସେ ମେଟ୍ରୋରେ ମୁହଁ ଲୁଚାଇ ଯାତ୍ରା କରୁଥିବାର ଫଟୋ ଭାଇରାଲ…

ଛାଡପତ୍ର ପରେ ଏହି ଅଭିନେତାଙ୍କୁ ମିଳିଛି ପ୍ରକୃତ ଜୀବନସାଥୀ

ବମ୍ବେ: ପ୍ରଥମ ବିବାହର ବିଫଳତା ପରେ ଜୀବନସାଥୀଟିଏ ମିଳିବା ସହଜ କଥା ନୁହେଁ। କିନ୍ତୁ କିଛି ବଲିଉଡ୍‌ କଳାକାରଙ୍କ କ୍ଷେତ୍ରରେ ଉକ୍ତିଟି ଭୂଲ ସାବ୍ୟସ୍ତ ହୋଇଛି। ସେଭଳି ଜଣେ ଅଭିନେତା ହେଲେ ଅର୍ଜୁନ ରାମପାଲ। ନିକଟରେ ଅର୍ଜୁନ ପ୍ରଥମ ସ୍ତ୍ରୀ ମେହର…

ଇଡେନ ଗାର୍ଡେନ୍ସରେ ଫିଲ୍ମ ପ୍ରମୋଶନ କରିବେ ରାଣୀ

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌କୁ ଦେଖିବା ପାଇଁ ଷ୍ଟାଡିୟମରେ ଅନେକ ସେଲିବ୍ରିଟି ଉପସ୍ଥିତ ମଧ୍ୟ ଅଛନ୍ତି। ଅଭିନେତ୍ରୀ ରାଣୀ ମୁଖାର୍ଜୀ ନିଜ ଆଗାମୀ ଫିଲ୍ମ…

ଅସୁସ୍ଥ ‘ଗନ୍ଦି ବାତ୍‌’ ଫେମ୍‌ ଅଭିନେତ୍ରୀ

  ମୁମ୍ବାଇ: ଟେଲି କଳାକାର ଗହନା ବଶିଷ୍ଟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗୁରୁବାର ଦ୍ୱିପ୍ରହରରେ ଗହନା ଏକ ଓ୍ବେବ ସିରିଜ୍‌ର ଶୁଟିଂ କରୁଥିଲେ। ସେହି ସମୟରେ ସେ ହଠାତ୍‌ ଅଚେତ୍‌ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ…

ପସନ୍ଦ ଆସୁନାହିଁ ‘ପାଗଲପନ୍ତି’: ଦର୍ଶକ କହିଲେ ‘ଏହା ଜନ୍‌ଙ୍କ କ୍ୟାରିଅରର ସବୁଠାରୁ ଖରାପ ଫିଲ୍ମ’

ବମ୍ବେ: ପରଦାରେ ଚଳଚ୍ଚିତ୍ର ‘ପାଗଲପନ୍ତି’। ଶୁକ୍ରବାର ରିଲିଜ ହେବାର କେଇ ଘଣ୍ଟା ନ ବିତୁଣୁ ଏହାର ରିଭ୍ୟୁ ଦେବା ଆରମ୍ଭ କଲେଣି ପ୍ରଶଂସକ। ତେବେ ଫିଲ୍ମକୁ ନେଇ ମିଶ୍ରିତ ପ୍ରତିକ୍ରିୟା ମିଳୁଛି। ନାମ ଯେଉଁଭଳି ଫିଲ୍ମଟି ସେଭଳି ହୋଇଥାଇପାରେ ବୋଲି ଆଶା…

ହଟ୍‌ ବିକିନି ପିନ୍ଧିବା ପଡିଲା ମହଙ୍ଗା: ଅଭିନେତ୍ରୀ ବାଣୀ କପୁରଙ୍କ ନାଁରେ ମାମଲା ରୁଜୁ

ବଲିଉଡ୍‌ ଅଭିନେତ୍ରୀ ବାଣୀ କପୁର ବିବାଦରେ ଫଶିଯାଇଛନ୍ତି। ବାଣୀଙ୍କ ଏକ ଫଟୋକୁ ନେଇ ମୁମ୍ବାଇର ଏକ ଥାନାରେ ମାମଲା ରୁଜୁ ହୋଇଛି। ନିକଟରେ ନିଜ ଇନଷ୍ଟାଗ୍ରାମରେ ବାଣୀ ଏକ ହଟ୍‌ ବିକିନ୍‌ ଟପ୍‌ ପିନ୍ଧା ଫଟୋ ଶେୟାର କରିଥିଲେ। ଏହି ଟପ୍‌ରେ…

କେବଳ ରାନୁ ନୁହନ୍ତି, ମେକଅପ୍‌ ଯୋଗୁ ଟ୍ରୋଲ ହୋଇଛନ୍ତି ଏସବୁ ଅଭିନେତ୍ରୀ

ବମ୍ବେ: ନିକଟରେ ଏକ ଫ୍ୟାଶନ ଶୋ’ରେ ଇଣ୍ଟରନେଟ୍‌ ସେନସେଶନ ରାନୁ ମଣ୍ଡଳଙ୍କ ର଼୍ୟାମ୍ପ ଓ୍ବାକ୍‌ ଚର୍ଚ୍ଚାର ପରିସରକୁ ଆସିଥିଲା। ଏସବୁରେ ରାନୁଙ୍କ ମେକ୍‌ଅପ୍‌କୁ ନେଇ ସୋସିଆଲ ମିଡିଆରେ ଟ୍ରୋଲରମାନେ ସକ୍ରିୟ ହୋଇପଡ଼ିଥିଲେ। ସେମାନେ ରାନୁଙ୍କ ବିଭିନ୍ନ ମେମ୍‌ କରିବା ସହ ତାଙ୍କୁ…

ସ୍ତ୍ରୀ ମୀରାଙ୍କ ପ୍ରଶଂସାରେ ଶତମୁଖ ଶାହିଦ

ପ୍ରଥମେ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିବା ପରେ ହଠାତ୍‌ ମୀରା ରାଜପୁତଙ୍କୁ ବିବାହ କରି ସମସ୍ତଙ୍କୁ ଚକିତ କରିଥିଲେ ଅଭିନେତା ଶାହିଦ କପୁର। ଫିଲ୍ମ ଜଗତ ସହ ମୀରା ଜଡ଼ିତ ନ ଥିବାରୁ ଜଣେ ଅଭିନେତାଙ୍କ ସ୍ତ୍ରୀ ଭାବେ ମିଳାମିଶା କରିବାରେ ଅସୁବିଧା…

ସିଦ୍ଧିମାରୁ ବେବୋ

କରୀନା କପୁରଙ୍କ ନିକ୍‌ ନେମ୍‌ ‘ବେବୋ’ ବୋଲି ପ୍ରାୟ ଅନେକେ ଜାଣନ୍ତି। ହେଲେ ଏହାପୂର୍ବରୁ ତାଙ୍କ ଜେଜେ ତଥା ବଲିଉଡ୍‌ର ଶୋ’ମ୍ୟାନ୍‌ ଭାବେ ପରିଚିତ ପ୍ରଖ୍ୟାତ ଅଭିନେତା-ପ୍ରଯୋଜକ-ନିର୍ଦ୍ଦେଶକ ରାଜ କପୁର କରୀନାଙ୍କ ନିକ୍‌ ନେମ୍‌ ‘ସିଦ୍ଧିମା’ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ…

ଖାକି ପୋଷାକ ନିଶା

ରାଣୀ ମୁଖାର୍ଜୀଙ୍କୁ ନେଇ ଏବେ ଚର୍ଚ୍ଚା। ଆସନ୍ତା ମାସରେ ତାଙ୍କ ଅଭିନୀତ ‘ମର୍ଦ୍ଦାନୀ-୨’ ପରଦା ଉପରକୁ ଆସୁଛି। ଏଥିରେ ସେ ପୋଲିସ ଅଫିସର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଅନ୍ୟାୟ, ଦୁର୍ନୀତି ବିରୋଧରେ ଜଣେ ପୋଲିସ ଅଫିସର କିପରି ଲଢ଼ୁଛନ୍ତି, ତାହା ଏଥିରେ…

ଆଇଏଫ୍‌ଏଫ୍‌ଆଇରେ ପ୍ରଦର୍ଶିତ ହେବ ‘ଲଗେ ରହୋ ମୁନ୍ନା ଭାଇ’

ମୁମ୍ବାଇ: ଚଳିତ ବର୍ଷ ନଭେମ୍ବର ୨୩-୨୫ ମଧ୍ୟରେ ଆୟୋଜିତ ଇଣ୍ଟର ନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ(ଆଇଏଫ୍‌ଏଫ୍‌ଆଇ)ରେ ପ୍ରଦର୍ଶିତ ହେବ ବଲିଉଡ୍‌ ମୁଭି ‘ଲଗେ ରହୋ ମୁନ୍ନା ଭାଇ’। ଏହା ଦୃଷ୍ଟିହୀନଙ୍କ ପାଇଁ ପ୍ରଦର୍ଶନ କରାଯିବ ବୋଲି ଜଣାପଡିଛି। ତେବେ କେବଳ…

ମନେ ମନେ ମନ ଖୋଜୁଥିଲା

ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ମନେ ମନେ ମନ ଖୋଜୁଥିଲା।’ କାହାଣୀ ଅନୁସାରେ ଅଭିମନ୍ୟୁ ଏବଂ ଦୁର୍ଯ୍ୟୋଧନଙ୍କ ଭିତରେ ଅହି ନକୁଳ ସମ୍ପର୍କ। ହେଲେ ଅଭିମନ୍ୟୁର ପୁଅ ଓମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?