ମନୋରଞ୍ଜନ

ବ୍ରହ୍ମାସ୍ତ୍ରର ଶୁଟିଂ ପାଇଁ ମନାଲି ପହଞ୍ଚିଲେ ଆଲିଆ-ରଣବୀର

ମୁମ୍ବାଇ: ବି-ଟାଉନର ଚର୍ଚ୍ଚିତ ଯୋଡି ଆଲିଆ ଭଟ୍ଟ ଓ ରଣବୀର କପୁର ଏବେ ନିଜର ଅପ୍‌ କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ପାଇଁ ବ୍ୟସ୍ତ ଅଛନ୍ତି। କିଛି ଦିନରୁ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। ଉକ୍ତ ଫିଲ୍ମରୁ ଆଲିଆ…

ରୁମ୍‌ରେ ଯେଉଁ ମଡେଲଙ୍କ ଲଗାଉଥିଲେ ପୋଷ୍ଟର, ତାଙ୍କୁ କଲେ ବିବାହ: ୨୧ବର୍ଷ ପରେ ହେଲା ବିଚ୍ଛେଦ

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ମଙ୍ଗଳବାର ନିଜର ୪୭ତମ ଜନ୍ମଦିନ ପାଳନ କରିଛନ୍ତି। ୧୯୭୨ ନଭେମ୍ବର ୨୬ରେ ମଧ୍ୟପ୍ରଦେଶର ଜବଲପୁର ସହରରେ ସେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଜଣେ ମଡେଲ ଭାବେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ। ଫିଲ୍ମରେ ଆସିବା ପାଇଁ…

‘ବଣ୍ଟି ଔର ବବଲି’ ସିକ୍ୱେଲରୁ ଅଭିଷେକ ଆଉଟ୍‌

୨୦୦୫ରେ ରିଲିଜ୍‌ ହୋଇଥିବା ରାନୀ ମୁଖାର୍ଜୀ ଓ ଅଭିଷେକ ବଚ୍ଚନଙ୍କ ଅଭିନୀତ ସୁପରହିଟ ଫିଲ୍ମ ‘ବଣ୍ଟି ଔର ବବଲି’ ସିକ୍ୱେଲର ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି। ଏହି ବ୍ଲକବ୍ଲଷ୍ଟର ଫିଲ୍ମ ପୁଣି ଥରେ ଦର୍ଶକଙ୍କ ମନ ଜିତିବାରେ ସଫଳ ହେବ ବୋଲି…

ତାପସିଙ୍କୁ ହିନ୍ଦୀ କହିବାକୁ କହି ଫସିଗଲେ ଯୁବକ

ମୁମ୍ବାଇ: ବଲିଉଡ୍‌ ନାୟିକା ତାପସି ପନ୍ନୁ ନିକଟରେ ଗୋଆରେ ଅନୁଷ୍ଠିତ ୫୦ତମ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ସେଠାରେ ସେ ‘ଓମେନ୍‌ ଇନ୍‌ ଲିଡ୍‌’ ସେସନରେ ନିଜର ବକ୍ତବ୍ୟ ରଖିବାକୁ ପହଞ୍ଚିଥିଲେ। ଏହି ସମୟରେ ସେ ଇଂରାଜୀରେ ନିଜର ବକ୍ତବ୍ୟ…

ସୋସିଆଲ ମିଡିଆରେ ଭାଇରାଲ ହେଲେଣି ଆଉ ଜଣେ ରାନୁ ମଣ୍ଡଳ

ନୂଆଦିଲ୍ଲୀ,୨୫।୧୧: ପଶ୍ଚିମବଙ୍ଗ ରାଣାଘାଟ ରେଲଓ୍ବେ ଷ୍ଟେଶନରେ ଗୀତଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ମଣ୍ଡଳଙ୍କ ଗୋଟିଏ ଭାଇରାଲ ଭିଡିଓ ତାଙ୍କୁ ରାତାରାତି ସେଲିବ୍ରିଟି କରି ଦେଇଥିଲା। ତାଙ୍କ କଣ୍ଠର ଯାଦୁରେ ପ୍ରଭାବିତ ହୋଇ ବଲିଉଡ୍‌ ଗାୟକ ହିମେଶ ରେଶମିୟା ତାଙ୍କୁ ଗୀତ ଗାଇବାକୁ…

ଭୁଲ୍‌ କଲେ ବି ଖୁବ୍‌ ସୁନ୍ଦର ଲାଗନ୍ତି କରିନା: ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ବେବୋ କରିନା କପୁର ଖାଁ ଓ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଯୋଡିଙ୍କୁ ପୁଣିଥରେ ଦେଖିବାକୁ ମିଳିବ। ଫିଲ୍ମ ‘ଗୁଡ୍‌ ନ୍ୟୁଜ’ରେ ଆସିବେ ଏହି ଯୋଡି। ଏବେ ଏହାର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି କଳାକାରମାନେ। ପୂର୍ବରୁ ମଧ୍ୟ ଏହିଯୋଡି…

ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବେ କଙ୍ଗନା ରାଣାଓ୍ବତ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ନିଜ ଫିଲ୍ମ ଏବଂ ପର୍ସନାଲ ଲାଇଫକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ସେ ଅଯୋଧ୍ୟା ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଫିଲ୍ମ ନାଁ ରହିଛି ‘ଅପରାଜିତ ଅଯୋଧ୍ୟା’। କଙ୍ଗନାଙ୍କ ପ୍ରଡକସନ୍‌…

ତେଲର ବିଜ୍ଞାପନ ପାଇଁ ବଲିଉଡ୍‌ ଅଭିନେତାଙ୍କ ଉପରେ ୨୦ ହଜାର ଟଙ୍କା ଜରିମାନା

ମୁମ୍ବାଇ,୨୫।୧୧: ବଲିଉଡ୍‌ ଅଭିନେତା ଗୋବିନ୍ଦା ଓ ଜ୍ୟାକି ଶ୍ରଫ ଦରଜ ଭଲ ହେବା ତେଲର ଏକ ବିଜ୍ଞାପନରେ କାମ କରିଥିଲେ। ହେଲେ ଏବେ ଏହା ତାଙ୍କୁ ଅଡୁଆରେ ପକାଇ ଦେଇଛି। ଜଣେ ଉପଭୋକ୍ତା ଉକ୍ତ ତେଲ ବ୍ୟବହାର କରି ଦରଜ ଭଲ…

ସଲମାନଙ୍କୁ ଏଭଳି ସ୍ଥିତିରେ ଦେଖି କାନ୍ଦିଥିଲେ ପିତା ସଲିମ୍‌ ଖାଁ

ବଲିଉଡ୍‌ ଦବଙ୍ଗ ଷ୍ଟାର୍‌ ସଲମାନ ଖାଁଙ୍କ ପିତା ତଥା ସଲିମ ଖାଁ ଆଜି ୮୪ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସଲମାନ ତାଙ୍କ ଖାସ୍‌ ଅନ୍ଦାଜରେ ଜନ୍ମଦିନ ଅଭିନନ୍ଦନ ଜଣାଇଛନ୍ତି। ନିଜ ଇନଷ୍ଟାଗ୍ରାମରେ ପିତାଙ୍କ ସହ ଏକ ପୁରୁଣା ଫଟୋ…

ପୁଣି ଓଜନ ବଢ଼ିବାକୁ ନେଇ ଚର୍ଚ୍ଚାରେ ଅଦନାନ୍‌

ବମ୍ବେ: ବଲିଉଡ୍‌ ଗାୟକ ଅଦନାନ୍‌ ସାମୀ ନିଜର ଗାୟନଶୈଳୀକୁ ନେଇ ଯେତିକି ଚର୍ଚ୍ଚିତ ହୋଇ ନ ଥାନ୍ତି, ତାଠାରୁ ଅଧିକ ହୋଇଥାନ୍ତି ନିଜର ଓଜନକୁ ନେଇ। କିଛି ଦିନ ତଳେ ଓଜନ କମାଇ ସେ ସମସ୍ତଙ୍କୁ ଚକିତ କରିଦେଇଥିଲେ। ହେଲେ ଏବେ…

ମହାରାଷ୍ଟ୍ର ରାଜନୀତିକୁ ନେଇ ଭାଇରାଲ ହେଉଛି ରାକ୍ଷୀ ସାଓ୍ବନ୍ତଙ୍କ ଭିଡିଓ

ମୁମ୍ବାଇ: ବଲିଉଡ୍‌ ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ଏମିତି ଜଣେ ଅଭିନେତ୍ରୀ ଯେ ସବୁବେଳେ ପ୍ରତିଦିନର ଘଟଣା ଉପରେ ନଜର ରଖିଥାଆନ୍ତି। କେବଳ ସେତିକି ନୁହେଁ ଅଧିକାଂଶ ଘଟଣାକୁ ନେଇ ସେ ନିଜର ମତ ମଧ୍ୟ ଦେଇଥାଆନ୍ତି। ଏବେ ମହାରାଷ୍ଟ୍ର ରାଜନୀତି…

ନିକ୍‌ଙ୍କ ସହ କେବେବି ଗୀତ ଗାଇବାକୁ ଚାହାଁନ୍ତି ନାହିଁ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟକୁ ନେଇ ବେଶ୍‌ ଚର୍ଚ୍ଚିତ। କେବଳ ଅଭିନୟ ନୁହେଁ ସେ ଫିଲ୍ମରେ କେତୋଟି ଗୀତ ମଧ୍ୟ ଗାଇଛନ୍ତି। ଯାହା ଶ୍ରୋତା ତଥା ଦର୍ଶକଙ୍କୁ ପସନ୍ଦ ଆସିଛି। ଏବେ ତାଙ୍କ ପ୍ରଶଂସକମାନେ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?