ମନୋରଞ୍ଜନ

‘ବିଗ୍‌ ବସ୍‌’ ବଦଳାଇଲା ଭାଗ୍ୟ, ଏସିଆର ସେକ୍ସି ପୁରୁଷ ତାଲିକାରେ ଚମକିଲେ ଆସିମ୍‌

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’ ଅନେକ ସେଲିବ୍ରିଟିଙ୍କ ଭାଗ୍ୟ ପରିବର୍ତ୍ତନ କରିଛି। କହିବାକୁ ଗଲେ ଶୋ’ରେ ଭାଗନେଇଥିବା ସାଧାରଣ ଲୋକ ମଧ୍ୟ ସେଲିବ୍ରିଟିରେ ଗଣା ହୋଇଛନ୍ତି। ଏବେ ଏହି କ୍ରମରେ ଯୋଡ଼ି ହୋଇଛନ୍ତି ପ୍ରତିଯୋଗୀ ଆସିମ ରିୟାଜ। ଆସିମ୍‌ ଏବେ…

ପସନ୍ଦ ଆସୁଛି ‘ପତି ପତ୍ନୀ ଔର ଓ୍ବ’, ସୁପରହିଟ୍‌ ହେବ ବୋଲି ପ୍ରଶଂସକଙ୍କ ମତ

ବମ୍ବେ: ପରଦାରେ ଚଳଚ୍ଚିତ୍ର ‘ପତି ପତ୍ନୀ ଔର ଓ୍ବ’। କାର୍ତ୍ତିକ ଆର୍ୟନ, ଭୂମି ପେଡନେକର, ଅନନ୍ୟା ପାଣ୍ଡେ ଅଭିନୀତ ଏହି ଫିଲ୍ମ ଦର୍ଶକଙ୍କ ମନକୁ ଜିଣୁଛି। ବର୍ଷ ଶେଷ ବେଳକୁ କାର୍ତ୍ତିକ ଏକ ସୁପରହିଟ୍‌ ଦେଇଛନ୍ତି ବୋଲି ଅନେକେ ମତ ରଖୁଛନ୍ତି।…

ନେହାଙ୍କୁ ଗେଡ଼ି କହି ବ୍ୟଙ୍ଗ କରିବାକୁ ନେଇ କ୍ଷମା ମାଗିଲେ ଗୌରବ

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କଡ଼ଙ୍କୁ ଗେଡ଼ି କହି କମେଡି କରି ଫସିଛନ୍ତି ଗୌରବ ଗେରା। ଘଟଣାକୁ ନେଇ ନେହା କ୍ଷୋଭ ପ୍ରକାଶ କରିବା ପରେ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଛି। ଅବଶ୍ୟ ସେ କାହାକୁ ଦୁଃଖ ଦେବାକୁ ଚାହୁଁ…

ଦଶନ୍ଧିର ସବୁଠାରୁ ସେକ୍ସି ପୁରୁଷ ହ୍ରିତିକ୍‌

ନୂଆଦିଲ୍ଲୀ: ବଲିଉଡ୍‌ ହ୍ୟାଣ୍ଡସମ୍‌ ହଙ୍କ୍‌ ହ୍ରିତିକ୍‌ ରୋଶନଙ୍କ ପାଇଁ ୨୦୧୯ ଅନେକ ସଫଳତା ଆଣିଦେଇଛି। ଫିଲ୍ମ ‘ସୁପର୍‌ ୩୦’ ଏବଂ ‘ଓ୍ବାର୍‌’ ବକ୍ସ-ଅଫିସ୍‌ରେ ସୁପର୍‌ହିଟ୍‌ ହେବା ପରେ ବର୍ଷ ଶେଷରେ ହ୍ରିତିକ୍‌ ଓ ତାଙ୍କ ଫ୍ୟାନ୍‌ମାନଙ୍କୁ ମିଳିଲା ଆଉ ଏକ ଖୁସି…

ନବ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମା’, ମାମୁଁ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ଶୁକ୍ରବାର ନିଜର ୨୨ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନ ଅବସରରେ ମା’ ଶ୍ୱେତା ବଚ୍ଚନ ଓ ମାମୁଁ ଅଭିଷେକ ବଚ୍ଚନ ଇନ୍‌ଷ୍ଟାଗ୍ରାମରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖି ଶୁଭେଚ୍ଛା…

ମାରାକେଚ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନୀତ ହେଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୬।୧୨: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଡିସେମ୍ବରରେ ପ୍ରଶଂସା ସାଉଁଟି ଚାଲିଛନ୍ତି। ୟୁନିସେଫ୍‌ ଦ୍ୱାରା ଗତ ମଙ୍ଗଳବାର ଡାନି କାୟେ ହ୍ୟୁମାନିଟାରିୟାନ ଆଓ୍ବାର୍ଡ ପାଇଥିବା ପ୍ରିୟଙ୍କା ପୁଣିଥରେ ଗୁରୁବାର ୨୦୧୯ର ମାରାକେଚ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନୀତ ହୋଇଛନ୍ତି। ଚଳଚ୍ଚିତ୍ରରେ ଅତୁଳନୀୟ…

ଗୋଟିଏ ଘଣ୍ଟା ଲାଇଭ୍‌ ଶୋ’ ପାଇଁ ଉର୍ବଶୀ ନିଅନ୍ତି ଏତିକି ଟଙ୍କା

ଫିଲ୍ମ ‘ପାଗଲପନ୍ଥି’ରେ ଅଭିନୟ କରିଥିବା ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଦାମ୍‌ ଏବେ ଖୁବ୍‌ ବଢ଼ିଯାଇଛି। ବିଦେଶରେ ପ୍ରୋଗ୍ରାମ ପାଇଁ ବି ନୁହଁ। ଭାରତରେ ହିଁ ଉର୍ବଶୀଙ୍କୁ ଏହି ଟଙ୍କା ଗୋଟିଏ ଘଣ୍ଟାର ଲାଇଭ୍‌ ଶୋ’ ପାଇଁ ମିଳିବ। କିନ୍ତୁ ଏହି ପ୍ରୋଗ୍ରାମ…

ଗଣବଳାତ୍କାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର: ବଲିଉଡ ଅଭିନେତା କହିଲେ, ‘ଜୟ ହୋ’

ମୁମ୍ବାଇ, ୬।୧୨:ତେଲେଙ୍ଗାନାର ଡାକ୍ତରାଣୀଙ୍କୁ ଗଣବଳାତ୍କାର କରିବା ପରେ ତାଙ୍କୁ ହତ୍ୟା କରିଥିବା ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଶୁକ୍ରବାର ସକାଳୁ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଆଶ୍ୱସ୍ତି ଖେଳିଯାଇଛି। ହାଇଦ୍ରାବାଦ୍‌ ପୋଲିସକୁ ସମସ୍ତେ ଧନ୍ୟବାଦ…

ଭାଇରାଲ ହେଉଛି ସୁମୋନାଙ୍କ ଦେଶୀ ଲୁକ୍‌

ବମ୍ବେ: ଦେଶୀ ଅବତାରରେ ସୁମୋନା ଚକ୍ରବର୍ତ୍ତୀ। କଥାଟି ଆମେ ମନରୁ କହୁନାହୁଁ ବରଂ ସୋସିଆଲ ମିଡିଆରେ ସେ ଶେୟାର କରିଥିବା କିଛି ଫଟୋରେ ତାଙ୍କର ଦେଶି ଲୁକ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ସେ ଜଣେ ବନ୍ଧୁଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗ…

ସଞ୍ଜୟଙ୍କ ଖଳନାୟକ ଭୂମିକାକୁ ବେଶ ପସନ୍ଦ କରନ୍ତି ଦର୍ଶକ, ‘ପାନିପତ୍‌’ରେ ସେମିତି କିଛି ରୂପରେ ଆସିବେ ନଜର

ବମ୍ବେ: ଦର୍ଶକଙ୍କୁ ସଞ୍ଜୟଙ୍କ ଖଳନାୟକ ଭୂମିକା ବେଶ୍‌ ପସନ୍ଦ ଆସିଥାଏ। ବିଗତ ଦିନରେ ରିଲିଜ ହୋଇଥିବା ଫିଲ୍ମ ‘ଖଳନାୟକ’, ‘କାରତୁସ୍‌’, ‘ବାସ୍ତବ’, ‘କାଣ୍ଟେ’, ‘ପ୍ଲାନ୍‌’, ‘ମୁସାଫିର’ , ‘ଅଗ୍ନିପଥ’ ଆଦି ସିନେମାରେ ସଞ୍ଜୟଙ୍କ ଅଭିନୟକୁ ଏବେ ବି ଦର୍ଶକେ ମନେ ରଖିଛନ୍ତି।…

ରାଗିଗଲେ ନେହା କକ୍କର

ବଲିଉଡ୍‌ର ଲୋକପ୍ରିୟ ସିଙ୍ଗ୍‌ର୍‌ ନେହା କକ୍କର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିକଟରେ ଏକ କମେଡି ଶୋ’ରେ ତାଙ୍କ ମଜାକ୍‌ ଉଡାଯିବାକୁ ନେଇ ସେ ରାଗିଯାଇଛନ୍ତି। ସୋନି ଟିଭି ପକ୍ଷରୁ ପ୍ରସାରିତ ଡଃ ପ୍ରାଣ ଲେଲେ ଶୋ’ରେ ନେହାଙ୍କ ଉପରେ ଏକ…

କାହିଁକି ଐଶ୍ୱର୍ଯ୍ୟାଙ୍କ କାନରୁ ବାହାରିଥିଲା ରକ୍ତ

ମୁମ୍ବାଇ: ଫିଲ୍ମର ଶୁଟିଂ ସେଟ୍‌ରେ ଆହତ ହେବା ସାଧାରଣ କଥା। ଶୁଟିଂ କରିବା ସମୟରେ କେତେକ ଅଭିନେତ୍ରୀ ଅଭିନେତା ଆହତ ହୋଇଥାନ୍ତି। ଏହାପରେ ବି ସେମାନେ ନିଜ କାମକୁ ଗୁରୁତ୍ୱପୂର୍ଣ୍ଣ ଦେଇଥାନ୍ତି। ଆପଣ ଭାବୁଥିବେ ଆହତ ପାଇଁ ଏତେ ଚର୍ଚ୍ଚା କାହିଁକି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?