ହୃଦୟ ଜିତିଲେ ରଣବୀର ସିଂ
ଫିଲ୍ମ ‘୮୩’ରେ ୧୯୮୩ ବିଶ୍ୱକପର ହିରୋ କପିଳ ଦେବଙ୍କ ଲୁକରେ ନଜର ଆସିବେ ରଣବୀର ସିଂ। କପିଳଙ୍କ ଲୁକରେ ରଣବୀରଙ୍କୁ ଠିକ ଭାବରେ ଚିହ୍ନି ମଧ୍ୟ ହେଉନାହିଁ। ଲୁକରେ ରଣବୀର ପୂରା କପିଲଙ୍କ ଭଳି ଦେଖାଯାଉଛନ୍ତି। ଫଟୋରେ ରଣବୀରଙ୍କ ଆଖିରେ ମଧ୍ୟ…
ଭିନ୍ନ ଢଙ୍ଗରେ ପିତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାହ୍ନବୀ
ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ବୋନି କପୁର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ଜନ୍ମଦିନ ଖୁସିକୁ ଦ୍ୱିଗୁଣିତ କରିଛନ୍ତି ବଲିଉଡ୍ ନାୟିକା ତଥା ବୋନିଙ୍କ ଝିଅ ଜାହ୍ନବୀ କପୁର। ଭିନ୍ନ ଢଙ୍ଗରେ ସେ ପିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଜାହ୍ନବୀ କହିଛନ୍ତି…
ଜ୍ୟାକଲିନଙ୍କ ସହ ମନଖୋଲି ନାଚିଲେ ଭାଇଜାନ୍
ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁ ଏବେ ତାଙ୍କ ଡ୍ୟାନ୍ସ ପାଇଁ ଅଛନ୍ତି ଚର୍ଚ୍ଚାରେ। ଏବେ ସେ ତାଙ୍କ ଅପ୍ କମିଙ୍ଗ ଫିଲ୍ମ ଦବଙ୍ଗ ୩ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଚଳିତବର୍ଷ ଖ୍ରୀଷ୍ଟମାସରେ ଏହା ରିଲିଜ୍ ହେବାକୁ ଥିବା ବେଳେ ଏବେଠାରୁ…
ଭାବି ଶାଶୁଙ୍କ ସହ ଡିନର ଡେଟ୍ରେ ଗଲେ ଆଲିଆ
ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଓ ନାୟକ ରଣବୀର କପୁରଙ୍କ ରିଲେସନଶିପକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଚାଲିଛି। ଏମାନେ ବି ନିଜ ପର୍ସନାଲ ଟାଇମ ସ୍ପେଣ୍ଡ କରିବାକୁ ଆଦୌ ଭୁଲୁ ନ ଥିବା ଦେଖାଯାଉଛି। ହେଲେ ନିକଟରେ…
ଫିଟ୍ନେସ୍ର ରାଜ୍ କହିଲେ ଆଲିଆ ଭଟ୍ଟ
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ସୌନ୍ଦର୍ଯ୍ୟର ରାଜ୍ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ତାଙ୍କୁ ଘରୋଇ ଖାଦ୍ୟ ଖାଇବାକୁ ଖୁବ୍ ଭଲ ଲାଗେ। ମାଆଙ୍କ ହାତରନ୍ଧା ଭାତ-ଡାଲି ତାଙ୍କର ବହୁ ପସନ୍ଦ। ତାଙ୍କୁ ଖେଚୁଡ଼ି ବହୁତ ଭଲ ଲାଗେ।…
ହାସ୍ୟ ନାୟକ ବ୍ରଜ ପାଣି
ଚତୁର୍ଥ ଶ୍ରେଣୀର କଥା। ସାର୍ କହିଥିଲେ, ସ୍କୁଲରେ ‘ପେଟୁ’ ନାଟକ ହେବ। ଆଉ ତୁ ହିଁ ‘ପେଟୁ’ ଚରିତ୍ରରେ ଅଭିନୟ କରିବୁ। ସେଥିଲାଗି ପ୍ରସ୍ତୁତ ଥିଲା ପିଲାଟି। ମାତ୍ର ନାଟକ ରିହର୍ସାଲ ହେଲାନାହିଁ କିମ୍ବା ମଞ୍ଚସ୍ଥ ମଧ୍ୟ ହେଲାନାହିଁ। ପିଲାଟିର ମନ…
ବିଶ୍ୱ ଦରବାରରେ ଲାସ୍ୟମୟୀ ଅଭିନେତ୍ରୀ ମାତନ
ଯାତ୍ରା ଜଗତର ଜଣେ ଲାସ୍ୟମୟୀ ଅଭିନେତ୍ରୀ ହେଉଛନ୍ତି ମାତନ। ରୂପ ଯେମିତି ଗୁଣ ବି ସେମିତି। ଡ୍ୟାନ୍ସରେ ଯେମିତି ଡାଏଲଗ୍ରେ ସେମିତି। ଚେହେରା ଯେମିତି ଅଭିନୟ ବି ସେମିତି। ଏବେ ଯାତ୍ରାଶ୍ରୀ ‘ବିଶ୍ୱ ଦରବାର’ କ୍ୟାମ୍ପରେ ଦେଖିବାକୁ ମିଳୁଛି ମାତନଙ୍କ ମନମତାଣିଆ…
‘କିଏ ହେବ ମୋ ହିରୋଇନ୍’ରେ ଅସିତ
ଅସିତ ଏବେ ଦୋଛକିରେ ପଡ଼ିଯାଇଛନ୍ତି। କାହାକୁ ମନର ମାନସୀ ଭାବରେ ବାଛିବେ। କଥାଟି ଏମିତି ହୋଇଛି ଯେ, ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ ବ୍ରହ୍ମହତ୍ୟା। ତେଣୁ ଏଭଳି ସମୟରେ କି ନିଷ୍ପତ୍ତି ନେବେ ସେ ଜାଣିପାରୁନାହାନ୍ତି। ତେବେ ତାଙ୍କର…
ଅମିତାଭଙ୍କ ରେକର୍ଡ ଭାଙ୍ଗିଲେ ଆୟୁଷ୍ମାନ୍
ରାଜେଶ ଖାନ୍ନାଙ୍କ ପରେ ଲଗାତାର ୭ଟି ହିଟ୍ ଫିଲ୍ମ ଦେଇ ଆୟୁଷ୍ମାନ୍ ଖୁରାନା ହିନ୍ଦୀ ସିନେମା ଜଗତରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ଏହା ସହିତ ଆୟୁଷ୍ମାନ୍ ଅମିତାଭ୍ ବଚ୍ଚନଙ୍କ ବ୍ୟାକ୍ ଟୁ ବ୍ୟାକ୍ ୬ଟି ହିଟ୍ ଫିଲ୍ମର ରେକର୍ଡ…
ଗୋଟିଏ ପରେ ଗୋଟିଏ କଥାରେ ଟ୍ରୋଲ ହେଉଛନ୍ତି ରାନୁ ମଣ୍ଡଳ
ଦିନେ ଷ୍ଟେଶନରେ ଲତା ମଙ୍ଗେସ୍କରଙ୍କ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି। କାରଣ ତାଙ୍କର କଥାବାର୍ତ୍ତା ଓ ବ୍ୟବହାରରେ ଏପରି ପରିବର୍ତ୍ତନ ହୋଇଛି, ଯାହା କଳ୍ପନା ବାହାରେ। ଯେଉଁମାନେ ତାଙ୍କର ପ୍ରଶଂସକ…
ଚର୍ଚ୍ଚାରେ ଫିଲ୍ମ ‘ବାଲା’ର ଶିଶୁ କଳାକାର ସଚିନ
ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କ ଫିଲ୍ମ ‘ବାଲା’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବାରେ ଲାଗିଛି। ଏହାର କାହାଣୀ ମୁଣ୍ଡରେ କେଶ ନ ଥିବା ଜଣେ ବ୍ୟକ୍ତି ଉପରେ ଆଧାରିତ। ପୁଣି ମୁଣ୍ଡରେ କେଶ ଉଠିବା ପାଇଁ କ’ଣ ସବୁ କରାଯାଉଛି…
ରାଗିଗଲେ ରାକ୍ଷୀ
ବମ୍ବେ: ରାଗିଗଲେ ବଲିଉଡ୍ର ଆଇଟମ୍ ଗର୍ଲ ରାକ୍ଷୀ ସାଓ୍ବନ୍ତ। ଭାବୁଥିବେ କାରଣ କ’ଣ। ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ବସ୍ର ଶେହନାଜ୍ ଗିଲଙ୍କୁ ‘ପଞ୍ଜାବର ରାକ୍ଷା ସାଓ୍ବନ୍ତ’ ବୋଲି ଇଙ୍ଗିତ କରି ଶୈଫାଲୀ ଜରିଓ୍ବାଲା କହିଥିଲେ। ଏହା ଶୁଣିବା ପରେ ରାକ୍ଷୀ ରାଗିଯାଇଛନ୍ତି।…
Archives


