କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କୁ ଏକାଠି କଲେ ସଲମାନ୍
ମୁମ୍ବାଇ: କମେଡି କିଙ୍ଗ୍ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଳାଗି ରହିଥିବା ତୁ ତୁ ମେଁ ମେଁ ଏବେ ଶେଷ ହୋଇଛି। କପିଲ ନିଜ ଇନଷ୍ଟାଗ୍ରାମ୍ରେ ସୁନୀଲ ଏବଂ ସଲମାନ୍ ଖାଁଙ୍କ ଏକ ଫଟୋ ଶେୟାର କରିଛନ୍ତି। ସଲମାନ…
ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଅନନ୍ୟା
ମୁମ୍ବାଇ: ବଲିଉଡ୍ ଷ୍ଟାରକିଡ୍ ତଥା ନବାଗତା ନାୟିକା ଅନନ୍ୟା ପାଣ୍ଡେ ଏବେ ତାଙ୍କ ଅଭିନୟ ପାଇଁ ବେଶ୍ ଚର୍ଚ୍ଚାରେ ରହୁଛନ୍ତି। ସେ ଯାହା ଆଶା ରଖିଥିଲେ ତାହା ଏବେ ପୂରଣ ହେବାକୁ ଯାଉଛି ବୋଲି କହିଛନ୍ତି ଅନନ୍ୟା। ତାଙ୍କର ବହୁ ଦିନରୁ…
ଯାତ୍ରା ଜଗତର ଲୋକପ୍ରିୟ ଯୋଡ଼ି ସନ୍ତୋଷ-କୁସୁମ
ଯାତ୍ରା ଜଗତର ଏକ ଲୋକପ୍ରିୟ ଯୋଡ଼ି ହେଉଛନ୍ତି ସନ୍ତୋଷ-କୁସୁମ ଯୋଡ଼ି। ନିଜ ନିଜର ନିଆରା ଅଭିନୟରେ ସେମାନେ ଦର୍ଶକଙ୍କୁ ସାରା ରାତି ବାନ୍ଧି ରଖିଥାନ୍ତି। ସନ୍ତୋଷଙ୍କ ପୂରା ନାମ ସନ୍ତୋଷ କୁମାର ଦାସ। ଘର ବଡ଼ବିଲ୍ର ସାଇଲୋ। ସେ ପ୍ରାୟ ୨୧ବର୍ଷ…
ଅମନଙ୍କ ସ୍ବପ୍ନ
ଗୀତକୁ ନେଇ ସ୍ବପ୍ନ ଦେଖନ୍ତି ଅମନ। ଗୀତକୁ ସାଥିକରି ସେ ବାଟ ଚାଲିବେ – ଏମିତି ମଧ୍ୟ ଏକ ନିଷ୍ପତ୍ତି ନେଇଛନ୍ତି ଅମନ। ଅମନଙ୍କ ପୂରାନାମ ଅମୀୟ କୁମାର ସାହୁ। ତେବେ ଯାତ୍ରାରେ ସେ କେବଳ ‘ଅମନ’ ନାମରେ ହିଁ ପରିଚିତ।…
‘ରୋମିଓ ରଜା’ରେ ଅମ୍ଳାନଙ୍କ ସହ ସ୍କ୍ରିନ୍ ସେୟାର କରୁଛନ୍ତି ତମନ୍ନା
କଲେଜରେ ପ୍ରଥମ ଥର ପାଇଁ ପାଦ ଦେବା ସମୟରେ ପିଲାମାନଙ୍କର ମନ ସତେଯେମିତି ଆକାଶରେ ଉଡୁଥାଏ। ନୂଆ ଦୁନିଆ ଆଉ ରଙ୍ଗିନ୍ ପରିବେଶରେ ସେମାନଙ୍କ ମଧ୍ୟରୁ କେତେକ ପ୍ରେମ ମାୟାରେ ପଡିଯାଇଥାଆନ୍ତି। ବାସ୍, ଠିକ୍ ସେମିତି ପ୍ରଥମ ଦେଖାରେ ଜଣେ କଲେଜ…
ସଲମାନଙ୍କ ସହ ଡେବ୍ୟୁ କରି ମିଳିଥିଲା ଲୋକପ୍ରିୟତା, ଏବେ ଅଭିନୟରୁ ଦୂରରେ ଏହିସବୁ ଅଭିନେତ୍ରୀ
ବମ୍ବେ: ବଲିଉଡ୍ର ଭାଇଜାନ ସଲମାନ ଖାନ୍ଙ୍କ ସହ କାମ କରିବାକୁ ନବାଗତାମାନେ ଚାହିଁ ବସିଥାନ୍ତି। ତାଙ୍କ ସହ କାମ କରିବା ମାନେ ସଫଳତାକୁ ପାଖରେ ଦେଖିବା ବୋଲି ଅନେକେ ମନେ କରିଥାନ୍ତି। ହେଲେ ଏପରି କେତେଜଣ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସଲମାନଙ୍କ…
‘ପଙ୍ଗା’ର ନୂଆ ପୋଷ୍ଟର ରିଲିଜ୍
ମୁମ୍ବାଇ: କଙ୍ଗନା ରାନାଓ୍ବତଙ୍କ ଲିଡ୍ ରୋଲରେ ପରଦାକୁ ଆସିବ ‘ପଙ୍ଗା’। ଶନିବାର ଅଭିନେତ୍ରୀ ନିନା ଗୁପ୍ତା ଏହାର ଏକ ପୋଷ୍ଟର ରିଲିଜ୍ କରିଛନ୍ତି। ଏହି ପୋଷ୍ଟରରେ ନିନା, କଙ୍ଗନା ଓ ଗାୟକ ଜେସି ଗିଲ୍ ଏକ ଶୋଫା ଉପରେ ବସି ହସଖୁସି…
‘ଦବଙ୍ଗ-୩’ ପାଇଁ ପଛରେ ପଡିଲା ‘ମର୍ଦାନୀ-୨’
ମୁମ୍ବାଇ: ଏଥର ଫ୍ରାଇଡେରେ ରିଲିଜ୍ ହୋଇଥିଲା ବଲିଉଡ୍ ଭାଇଜାନ୍ ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ‘ଦବଙ୍ଗ-୩’। ପ୍ରଥମ ଦିନରେ ଏହା କଲେକ୍ସନ କରିଛି ପାଖାପାଖି ୨୪ କୋଟି ଟଙ୍କା। ପ୍ରାୟ ୩ହଜାର ସ୍କ୍ରିନରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ହିନ୍ଦୀ ବ୍ୟତୀତ…
ସିଏଏ ବିରୋଧରେ ଟୁଇଟ୍ କରି ଅଡ଼ୁଆରେ ଫରହାନ
ମୁମ୍ବାଇ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରିବା ଅଭିନେତା ତଥା ପ୍ରଯୋଜକ ଫରହାନ ଅଖତରଙ୍କୁ ମହଙ୍ଗା ପଡ଼ିଛି। ତେଲଙ୍ଗାନାରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ଏହି ଅଭିଯୋଗ ହିନ୍ଦୁ ସଂଗଠନର ସଂସ୍ଥାପକ ତଥା ହାଇଦ୍ରାବାଦର ଓକିଲ କରୁଣା ସାଗରଙ୍କ ପକ୍ଷରୁ…
ଷ୍ଟାର୍ କିଡ୍ ଆରାଧ୍ୟାଙ୍କ ଓଜସ୍ବିନୀ ଭାଷଣ ଶୁଣି ଚକିତ ହେଲେ ଦର୍ଶକ
ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟାଙ୍କ ଓଜସ୍ବିନୀ ଭାଷଣ ଶୁଣି ଦର୍ଶକ ଚକିତ ହୋଇଯାଇଛନ୍ତି। ୮ ବର୍ଷୀୟା ଆରାଧ୍ୟା ଧୀରୁଭାଇ ଅମ୍ବାନୀ ସ୍କୁଲରେ ପାଠ ପଢୁଛନ୍ତି। ସେ ତାଙ୍କ ସ୍କୁଲର ବାର୍ଷିକୋତ୍ସବରେ ନାରୀ ସଶକ୍ତୀକରଣ ଉପରେ ଏକ ଭାଷଣ ଦେଇଛନ୍ତି,…
ଟ୍ବିଙ୍କିଲ୍ କାନରେ ପିନ୍ଧିଲେ ପିଆଜ ଇୟର ରିଙ୍ଗ୍
ମୁମ୍ବାଇ: ପିଆଜ ଦାମ ଆକାଶ ଛୁଆଁ ହୋଇଛି। ଏହାକୁ ନେଇ ସୋସିଆଲ୍ ମିଡ଼ିଆରେ ବହୁ ରୋଚକ ଫଟୋ ଶେୟାର କରାଯାଉଛି। ବଲିଉଡ୍ ଅଭିନେତ୍ରୀ ଟ୍ବିଙ୍କିଲ୍ ଖାନ୍ନାଙ୍କୁ ତାଙ୍କ ସ୍ବାମୀ ଖିଲାଡ଼ି ବୟ ଅକ୍ଷୟ କୁମାର ପିଆଜରେ ନିର୍ମିତ ଇୟର ରିଙ୍ଗ ଉପହାର…
ବରୁଣ ଧାଓ୍ବନଙ୍କ ବାଜିବ ସାହାନାଇ
ମୁମ୍ବାଇ: ବଲିଉଡ୍ ଅଭିନେତା ବରୁଣ ଧାଓ୍ବନଙ୍କର ସାହାନାଇ ବାଜିବ। ୨୦୨୦ ଏପ୍ରିଲ କିମ୍ବା ମେ’ ପ୍ରଥମ ସପ୍ତାହରେ ସେ ତାଙ୍କ ପ୍ରେମିକା ନତାଶା ଦଲାଲଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଯାହା ଶୁଣିବାକୁ ମିଳୁଛି, ଦୁଇଜଣଙ୍କ ବିବାହ ପାଇଁ ସମସ୍ତ…

