ଫାଇନାଲ୍ ହେଲା ବିବାହ ତାରିଖ, ୨୭ ଡିସେମ୍ବରରେ ହାତକୁ ଦୁଇ ହାତ ହେବେ ମୋନା !
ବମ୍ବେ: ହାତକୁ ଦୁଇ ହାତ ହେବେ ଟେଲି ଅଭିନେତ୍ରୀ ମୋନା ସିଂ। ଦକ୍ଷିଣ ଭାରତର ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କର ଶ୍ୟାମଙ୍କୁ ସେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଏପରିକି ବିବାହର ଡେଟ୍ ଫାଇନାଲ ହୋଇଛି। ମୋନା ୨୭ ଡିସେମ୍ବରରେ ବିବାହ କରିବେ।…
ଅଭିନୟରେ ସଫଳ ରହିଥିବା ସଲମାନ୍ ପ୍ରେମରେ ସବୁବେଳେ ବିଫଳ
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାଁଙ୍କର ଫିଲ୍ମ ଜୀବନ ପରି ବ୍ୟକ୍ତିଗତ ଜୀବନ ମଧ୍ୟ ରୋମାଞ୍ଚକର। ଜୀବନରେ ତାଙ୍କର ବହୁ ଅଭିନେତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ ହୋଇଛି। ତେବେ ପ୍ରତିଥର ଏଥିରେ ତାଙ୍କୁ ଧୋକା ମିଳିଛି । ଅଭିନୟରେ ସଫଳ ରହିଥିବା…
ଏହିସବୁ ଅଭିନେତ୍ରୀ ଦେଖିବାକୁ ଅବିକଳ ନିଜ ମା’ଙ୍କ ପରି
କିଛି ବଲିଉଡ୍ ଅଭିନେତ୍ରୀଙ୍କ ମା’ କ୍ୟାମେରା ସାମ୍ନାକୁ ଆସି ନ ଥା’ନ୍ତି ସତ ମାତ୍ର ଝିଅମାନଙ୍କ ପଛରେ ସବୁ ସମୟରେ ରହିଥା’ନ୍ତି। ସେମାନଙ୍କୁ ବହୁ ସମର୍ଥନ ଦେଇଥା’ନ୍ତି। ଏ ବୟସରେ ମଧ୍ୟ ସୌନ୍ଦର୍ଯ୍ୟତାରେ ସେମାନେ ଝିଅମାନଙ୍କୁ ପଛରେ ପକାଇ ଦେଇଛନ୍ତି। ଖାସ୍…
ଡୋନାଙ୍କୁ ବିବାହ କରିବା ପରେ ବି ନଗ୍ମାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ସୌରଭ ଗାଙ୍ଗୁଲୀ…
ମୁମ୍ବାଇ,୨୫।୧୨: ସାଉଥ୍ ଅଭିନେତ୍ରୀ ନଗ୍ମା ବୁଧବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୪ ଡିସେମ୍ବର ୨୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ନନ୍ଦିତା ଅରବିନ୍ଦ ମୋରାରଜି ଥିଲା। ତେବେ ଫିଲ୍ମରେ ଅଭିନୟ ପରେ ତାଙ୍କର ନାମ ପରିବର୍ତ୍ତନ…
‘ଡ୍ରିମ୍ ଗର୍ଲ’ ନିର୍ଦ୍ଦେଶକଙ୍କୁ ଲାଲ୍ ଜାଗୁଆର୍ ଭେଟି ଦେଲେ ଏକତା
ବମ୍ବେ: ବଡ଼ ପରଦାରେ ଭଲ ପ୍ରଦର୍ଶନ କରି ହିଟ୍ ସାବ୍ୟସ୍ତ ହୋଇଥିଲା ଅଭିନେତା ଆୟୁଷ୍ମାନ୍ ଖୁରାନ୍ନାଙ୍କ ଫିଲ୍ମ ‘ଡ୍ରିମ୍ ଗର୍ଲ’। ମାତ୍ର ୩୦ କୋଟି ବଜେଟରେ ନିର୍ମାଣ ହୋଇଥିଲେ ସୁଦ୍ଧା ଏହା ୧୨୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା। ଫିଲ୍ମକୁ ରାଜ୍…
‘ହଙ୍ଗାମା-୨’ର ପ୍ରଥମ ପୋଷ୍ଟର ରିଲିଜ୍, ପରେଶଙ୍କ ସହ ନଜର ଆସୁଛନ୍ତି ଶିଳ୍ପା
ବମ୍ବେ: ରିଲିଜ୍ ହୋଇଛି ‘ହଙ୍ଗାମା-୨’ର ପୋଷ୍ଟର। ଟ୍ରେଡ୍ ଆନାଲିଷ୍ଟ ତରନ୍ ଆଦର୍ଶ ନିଜର ଟୁଇଟର ହ୍ୟାଣ୍ଡେଲରେ ଫିଲ୍ମର ପୋଷ୍ଟରକୁ ରିଲିଜ୍ କରିଛନ୍ତି। ଏଥିସହ ଫିଲ୍ମଟି ଆସନ୍ତାବର୍ଷ ଅଗଷ୍ଟ ୧୪ରେ ରିଲିଜ୍ ହେବା ସ୍ପଷ୍ଟ ହୋଇଛି। କଳାକାର ଭାବେ ପରେଶ ରାଓ୍ବଲ, ଶିଳ୍ପା…
୨୦୨୦ର ଫିଲ୍ମ କ୍ୟାଲେଣ୍ଡର: ରିଲିଜ୍ ଅପେକ୍ଷାରେ ରହିଛି ବିଗ୍ ବଜେଟ୍ର ୨୨ରୁ ଅଧିକ ଫିଲ୍ମ
ବମ୍ବେ: ଆଉ ଦିନ କେଇଟାରେ ଶେଷ ହେବ ବର୍ଷ ୨୦୧୯। ଆଗାମୀ ବର୍ଷକୁ ସ୍ବାଗତ କରିବା ଲାଗି ଏବେଠୁ ସଜବାଜ ହେବାକୁ ଲାଗିଲେଣି ଅନେକେ। ଏସବୁରେ ପଛରେ ରହିବ କେମିତି ବଲିଉଡ୍! ଚଳିତବର୍ଷ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇ କୋଟି…
୬୨ ବର୍ଷୀୟ ଅନିଲଙ୍କ ୨୧ତମ ଜନ୍ମଦିନ ପାଳିଲେ ଝିଅ-ଜ୍ୱାଇଁ
ବମ୍ବେ: ବଲିଉଡ୍ର ଏଭରୟଙ୍ଗ୍ ଅଭିନେତା ଅନିଲ କପୁର ମଙ୍ଗଳବାର ୬୩ତମ ଜନ୍ମଦିନ ପାଳିଛନ୍ତି। ସ୍ତ୍ରୀ ସୁନିତାଙ୍କଠାରୁ ଆରମ୍ଭ କରି ଦୁଇ ଝିଅ, ଜ୍ୱାଇଁ ଏବଂ ପୁଅ ତାଙ୍କୁ ଜନ୍ମଦିନରେ ନିଆରା ଶୁଭେଚ୍ଛା ଜଣାଇଛନ୍ତି। ସୁଦୂର ଲଣ୍ଡନରେ ଏହି ଦିନଟିକୁ ପାଳନ କରାଯାଉଥିବା…
ଜାହ୍ନବୀଙ୍କ ସହ ଫିଲ୍ମ ଶୁଟିଂବେଳେ ଭାବପ୍ରବଣ ହେଲେ ଏହି ଅଭିନେତା
ବଳିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେବେ ନିଜ ଫିଲ୍ମ ପାଇଁ ତ ଆଉ କେବେ ମା’ ଶ୍ରୀଦେବୀଙ୍କ ପାଇଁ। ଫିଲ୍ମ ‘ଧଡ଼କ’ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିବା ପରେ ଏବେ ଜାହ୍ନବୀଙ୍କ ହାତରେ ‘ତଖ୍ତ’ ଏବଂ ‘ଗୁଞ୍ଜନ…
ମାନୁଷୀ ‘ସେକ୍ସିଏଷ୍ଟ ଭେଜିଟେରିଆନ୍ ପର୍ସନାଲିଟି’
ନୂଆଦିଲ୍ଲୀ,୨୪।୧୨: ପୂର୍ବତନ ମିସ୍ ଓ୍ବାର୍ଲଡ ମାନୁଷୀ ଚିଲ୍ଲାର ‘ସେକ୍ସିଏଷ୍ଟ ଭେଜିଟେରିଆନ୍ ପର୍ସନାଲିଟି’ ଭାବେ ମନୋନୀତ ହୋଇଛନ୍ତି । ଆମେରିକାର ଆନିମଲ ରାଇଟ୍ସ ଅର୍ଗାନାଇଜେଶନ (ପେଟା) PETA(People for the Ethical Treatment of Animals) ପକ୍ଷରୁ ତାଙ୍କୁ ଏହି ଗୌରବ ମିଳିଛି।…
ବିବାଦକୁ ଆସିଲା ‘ଛପାକ’
ମୁମ୍ବାଇ,୨୪।୧୨: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’ ଏବେ କୋର୍ଟରେ ପହଞ୍ଚିଛି। ଲେଖକ ରାକେଶ ଭାରତୀ ଏବେ ଦାବି କରିଛନ୍ତି ଫିଲ୍ମର କାହାଣୀ ସେ ଲେଖିଛନ୍ତି ବୋଲି। ଏହାକୁ ନେଇ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାକେଶ…
କଙ୍ଗନାଙ୍କ ବିବାହ ପାଇଁ ବୁକିଂ ସରିଛି ମଣ୍ଡପ: ଅଶ୍ୱିନୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାଓ୍ବତ ଖୁବ୍ଶୀଘ୍ର ବକ୍ସ ଅଫିସ୍ରେ ପଙ୍ଗା ନେବାକୁ ଯାଉଛନ୍ତି। ସୋମବାର ମୁମ୍ବାଇରେ ତାଙ୍କର ଅପ୍ କମିଂ ଫିଲ୍ମ ‘ଫଙ୍ଗା’ର ଟ୍ରେଲର ରିଲିଜ୍ ହୋଇଯାଇଛି। ଏହି ଫିଲ୍ମରେ କଙ୍ଗନା ଜଣେ ବିବାହିତା ମହିଳା ଚରିତ୍ରରେ ନଜର ଆସିବେ।…

