ମନୋରଞ୍ଜନ

କଳାକାର ହେବା ସହଜ ନୁହେଁ: ଅଜୟ

କଳାକାର ହେବା ଛୋଟିଆ କଥା ନୁହେଁ। ଯିଏ ନିଜର ସବୁ ସୁଖଦୁଃଖକୁ ପଛରେ ପକେଇ ମଞ୍ଚ ଉପରେ ଅଭିନୟ କରିପାରେ ସେ ହିଁ ସଚ୍ଚା କଳାକାରଟିଏ ହୋଇପାରେ। ଏକଥା କହନ୍ତି ଯାତ୍ରା ଜଗତର ଜଣେ ଲୋକପ୍ରିୟ ଅଭିନେତା ଅଜୟ ସ୍ବାଇଁ। ତାଙ୍କ…

‘ପରିଚୟ’ ଅଭିନେତ୍ରୀ ଗୀତା ସିଦ୍ଧାର୍ଥ କାକଙ୍କ ପରଲୋକ

ମୁମ୍ବାଇ,୧୫।୧୨: ବଲିଉଡ୍‌ର ୭୦ ଦଶକର ଅଭିନେତ୍ରୀ ଗୀତା ସିଦ୍ଧାର୍ଥ କାକଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ହୋଇଛି। ବଲିଉଡ୍‌ ମୁଭି ‘ପରିଚୟ’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିବା ବେଳେ ୧୯୭୩ର କ୍ଲାସିକାଲ ମୁଭି ‘ଗରମ ହାଓ୍ବା’ ପାଇଁ ବଲିଉଡ୍‌ରେ ତାଙ୍କର ସ୍ବତନ୍ତ୍ର…

କରୀନାଙ୍କ ଡାଏଟ୍‌ ପ୍ଲାନ୍‌

କରୀନାଙ୍କୁ ସ୍କ୍ରିନ୍‌ରେ ଦେଖିବା କ୍ଷଣି ଫ୍ୟାନଙ୍କ ମନରେ ପ୍ରଶ୍ନ ଉଠେ କ’ଣ ଖାଉଛନ୍ତି? ଏତେ ସୁନ୍ଦର ଆଉ ସ୍ଲିମ୍‌ ରହୁଛନ୍ତି। ତେବେ ଜାଣନ୍ତୁ ତାଙ୍କ ଡାଏଟ୍‌ ପ୍ଲାନ୍‌ ବା ଫିଟ୍‌ନେସ୍‌ର ରାଜ୍‌… – କରୀନା କେଶର ସହିତ ଭିଜା ହୋଇଥିବା କଳା…

ସଲମାନଙ୍କ ଘର ଉଡ଼ାଇ ଦେବାକୁ ଧମକ

ବଲିଉଡ୍‌ର ସିଙ୍ଗଲ୍‌ ମ୍ୟାନ୍‌ ସଲମାନ୍‌ ଖାଁଙ୍କ ଘର ଉଡ଼ାଇ ଦେବାକୁ ଗାଜିଆବାଦର ଜଣେ ୧୬ ବର୍ଷର ନାବାଳକ ଧମକ ଦେଇଛନ୍ତି। ମୁମ୍ବାଇ ପୋଲିସକୁ ମେଲ୍‌ କରି ସେ ଏହି ବାର୍ତ୍ତା ପଠାଇଛନ୍ତି। ମେଲ୍‌ ପାଇବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ଆଗେଇ…

ବିଗ୍‌ବସ୍‌ ମଞ୍ଚରେ ଗୁତ୍ଥିଙ୍କୁ ବିବାହ କଲେ ସଲମାନ !

ବମ୍ବେ: ଦବଙ୍ଗ ଖାନ୍‌ ସଲମାନ କେବେ ବିବାହ କରିବେ ତାହା ଏବେ ବି ପ୍ରଶ୍ନ ହୋଇ ରହିଛି। ତାଙ୍କୁ ଏନେଇ ଅନେକ ଥର ପଚରା ଯାଇଥିଲେ ସୁଦ୍ଧା ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥାନ୍ତି। ଏପରିକି କଥାକୁ ସହଜରେ…

ଟାଇଗରଙ୍କ କୁନି ପ୍ରଶଂସକ

ବମ୍ବେ: ଜଣେ କୁନି ପ୍ରଶଂସକଙ୍କୁ ନେଇ ଚର୍ଚ୍ଚାରେ ହିରୋପନ୍ତିର ଅଭିନେତା ଟାଇଗର ଶ୍ରଫ୍‌। ପ୍ରଶଂସକ ହେଉଛନ୍ତି ଆମେରିକାରେ ରହୁଥିବା ହିବା। ବୟସ ଏବେ ତାଙ୍କୁ ପାଞ୍ଚ ବର୍ଷ। ହେଲେ ଟାଇଗରଙ୍କୁ ବହୁତ ଭଲ ପାଆନ୍ତି ସେ। ହିବାଙ୍କ ମା’ ଟାଇଗରଙ୍କ ଉଦ୍ଦେଶ୍ୟରେ…

ହେମା, ରେଖା, ଶ୍ରୀଦେବୀଙ୍କ ପରେ ଭୂମୀଙ୍କୁ ମିଳିଲା ସଫଳତା

ମୁମ୍ବାଇ: ବଲିଉଡ୍‌ ନାୟିକା ହେମାମାଳିନୀ, ରେଖା ଓ ଶ୍ରୀଦେବୀଙ୍କୁ ବଡ ପରଦାରେ ଯେଉଁ ସଫଳତା ମିଳିଥିଲା ତାହା ବୋଧହୁଏ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଅଭିନେତ୍ରୀଙ୍କୁ ମିଳିନାହିଁ ବୋଲି କୁହାଯାଏ। ହେଲେ ଏହି ସଫଳତା ଏବେ ନାୟିକା ଭୂମୀ ପେଡନେକରଙ୍କୁ ମିଳିଛି ବୋଲି…

ସଲମାନଙ୍କ ବିବାହକୁ ନେଇ ମଜା କଲେ ଅର୍ଚ୍ଚନା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କ ବିବାହକୁ ନେଇ ଏପର୍ଯ୍ୟନ୍ତ ପ୍ରଶ୍ନ କରୁଛନ୍ତି ତାଙ୍କ ପ୍ରଶଂସକ। ହେଲେ ନିକଟରେ ସଲମାନ ତାଙ୍କ ଫିଲ୍ମ ‘ଦବଙ୍ଗ-୩’ର ପ୍ରମୋଶନ ପାଇଁ ‘କପିଲ ଶର୍ମା ଶୋ’କୁ ଆସିଥିବା ବେଳେ ଏହାକୁ ନେଇ ମଜା କରିଥିଲେ ଅର୍ଚ୍ଚନା…

‘କଭି ଖୁସି କଭି ଗମ୍‌’କୁ ପୂରିଲା ୧୮ ବର୍ଷ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଭି ଖୁସି କଭି ଗମ୍‌’ ୟଶରାଜ ପ୍ରଡକ୍ସନର ସବୁଠାରୁ ହିଟ୍‌ ଫିଲ୍ମ ମଧ୍ୟରୁ ଅନ୍ୟତମ। ଏହି ଫିଲ୍ମ ୨୦୦୧ ଡିସେମ୍ବର ୧୪ରେ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମକୁ ୧୮ବର୍ଷ…

ଅପେକ୍ଷାର ଅନ୍ତ ଘଟିଲା: ଏହି ଦିନ ଆସିବ କେଜିଏଫ୍‍-୨ର ଫାଷ୍ଟ ଲୁକ୍‌

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ୟଶଙ୍କ ସୁପରହିଟ୍‌ ଫିଲ୍ମ କେଜିଏଫ୍‌ର ଦ୍ୱିତୀୟ ସଂସ୍କରଣ ଖୁବ୍‌ଶୀଘ୍ର ଆସୁଛି। ଏହି ଫିଲ୍ମକୁ ନେଇ ବହୁ ଦିନରୁ ଦର୍ଶକ ଅପେକ୍ଷା କରି ରହିଥିଲେ। ତେବେ ଏହି ଫିଲ୍ମର ଫାଷ୍ଟ ଲୁକ୍‌ରୁ ପରଦା ଉଠାଇବା ପାଇଁ ନିର୍ମାତା ପ୍ରସ୍ତୁତି…

ନିର୍ମାଣ ହେବ ପାରିକରଙ୍କ ବାୟୋପିକ୍‌

ମୁମ୍ବାଇ,୧୪।୧୨: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଥିବା ସ୍ବର୍ଗତଃ ମନୋହର ପାରିକରଙ୍କ ଜୀବନିକୁ ନେଇ ଖୁବ୍‌ଶୀଘ୍ର ଏକ ଫିଲ୍ମ ନିର୍ମାଣ କରାଯିବ। ଏଥିପାଇଁ ପାରିକରଙ୍କ ପୁଅ ଉତ୍ପଳ ପାରିକର ମଞ୍ଜୁରୀ ଦେବା ସହ ଏକ ଏଗ୍ରିମେଣ୍ଟ ସାଇନ୍‌ ମଧ୍ୟ…

ରାଜୀବ ଗାନ୍ଧୀଙ୍କ ବିବାହ ରାଜ କପୁରଙ୍କ ଝିଅ ସହିତ କରାଇବାକୁ ଚାହୁଁଥିଲେ ଇନ୍ଦିରା ଗାନ୍ଧୀ: ରାହୁଲଙ୍କୁ ବି ପସନ୍ଦ କରୁଥିଲେ କରିନା

ମୁମ୍ବାଇ: ରାଜୀବ ଗାନ୍ଧୀଙ୍କ ବିବାହ ରାଜ କପୁରଙ୍କ ଝିଅ ରିତୁ କପୁରଙ୍କ ସହିତ କରାଇବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚାହୁଁଥିଲେ। ଗଣମାଧ୍ୟମ ପ୍ରତିନିଧି ରଶୀଦ୍‌ କିଦଓ୍ବାଇଙ୍କ ଦ୍ୱାରା ରଚିତ ପୁସ୍ତକ ‘ନେତା ଅଭିନେତା: ବଲିଉଡ୍‌ ଷ୍ଟାର ଇନ୍‌ ଇଣ୍ଡିଆନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri