ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର
ଚଳିତ ମାସରେ ଏ ପର୍ଯ୍ୟନ୍ତ ତିନୋଟି ସିନେମା ପରଦା ଉପରକୁ ଆସିସାରିଛି। ଏହି ତାଲିକାରେ ନିଜକୁ ସାମିଲ କରିବାକୁ ଯାଉଛି ଆଉ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର, ଯାହାର ଟାଇଟଲ ରହିଛି ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’। ବନସ୍ବର୍ଣ୍ଣ…
କଙ୍ଗନାଙ୍କ ସ୍ବପ୍ନ ହେଲା ପୂରଣ
ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ ବଲିଉଡ୍ର ଜଣେ ପ୍ରତିଭାସମ୍ପନ୍ନ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ନିଜ ଅଭିନୟ ଜରିଆରେ ସେ ଇଣ୍ଡଷ୍ଟ୍ରୀରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କଙ୍ଗନା ନିଜ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ସେ ମୁମ୍ବାଇରେ ବିଳାଶପୂର୍ଣ୍ଣ ଷ୍ଟୁଡିଓ…
ର଼୍ୟାମ୍ପରେ ଚାଲିଲେ ବଢ଼େ ଆତ୍ମବିଶ୍ୱାସ
ସୁରମୟୀ ମହାପାତ୍ର। ଓଡ଼ିଆ ସିନେ ଜଗତର ଏବେ ଜଣାଶୁଣା ଚେହେରା। ମଡେଲିଂରୁ କ୍ୟାରିୟର ଆରମ୍ଭ କରି ସେ ନିଜ ଦକ୍ଷତା ବଳରେ ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ। ‘ଭଲପାଏ ତୋତେ ୧୦୦ରୁ ୧୦୦’, ‘ଆଖି ଖୋଲିଲେ ତୁ ହି ତୁ’, ‘ଶକ୍ତି’,…
ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ୩୫ ପୂରିଲା: ଏବେ ବି ଆଲିଆ-ଜ୍ୟାକଲିନ୍ଙ୍କୁ ପାରି ନାହାଁନ୍ତିି ଭୁଲି
ମୁମ୍ବାଇ: ବଲିଉଡ୍ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ଗୁରୁବାର ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୫ ଜାନୁୟାରୀ ୧୬ରେ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୮ ବର୍ଷ ବୟସରେ ମଡେଲିଂ ଦୁନିଆରେ ପାଦଥାପିଥିଲେ। ଏହାପରେ ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର ଫିଲ୍ମରେ…
ଆଉ ଜଣେ ନବାଗତ
ଖୁବ୍ ଶୀଘ୍ର ଓଲିଉଡ୍ରେ ଆଉ ଜଣେ ନବାଗତ ନାୟକ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ହେଲେ ନବୀନ। ଅବଶ୍ୟ ଏହାପୂର୍ବରୁ ସେ ୩ଟି ଭୋଜପୁରୀ ଫିଲ୍ମ ଏବଂ କେତୋଟି ଓଡ଼ିଆ ଆଲବମ୍ରେ ଅଭିନୟ କରିସାରିଛନ୍ତି। ହେଲେ ବଡ଼ପରଦାରେ ତାଙ୍କୁ ଏବେ ମିଳିଛି…
ବସନ୍ତଙ୍କ ମାୟାରେ ଶ୍ରୀଧର
ଶ୍ରୀଧର ମାର୍ଥା। ‘କଥା ଦେଲି ମଥା ଛୁଇଁ’ ପରେ ସେ କେତୋଟି ସିନେମାର ପ୍ରଯୋଜନା କରିସାରିଲେଣି। ପ୍ରଯୋଜକ ସାଜିବା ପୂର୍ବରୁ ସେ ବସନ୍ତଙ୍କ ମାୟାରେ ପଡ଼ିଯାଇଥିଲେ। ହେଲେ ସେ ବସନ୍ତ କିଏ? ସେ ହେଲେ ଓଡ଼ିଆ ସିନେମା ଜଗତର ଭୀଷ୍ମ ପିତାମହ…
ନାୟିକାର ନଁ। ଟିକିନା
ପ୍ରଥମେ କମେଡି ତା’ପରେ ମୁଖ୍ୟ ଭୂମିକା। ନିଜର ଦାୟିତ୍ୱକୁ ବେଶ୍ ସୂଚାରୁ ରୂପରେ ତୁଲାଇ ଜଲିଉଡ୍ରେ ନିଜକୁ ଜଣେ ଆଗଧାଡ଼ିର ଅଲରାଉଣ୍ଡର ନାୟିକା ଭାବରେ ପରିଚିତ କରାଇପାରିଛନ୍ତି ସେ। ରୋଲ୍ ରୋମାଣ୍ଟିକ ହେଉ ଅବା ଇମୋଶନାଲ-ସେଗୁଡ଼ିକରେ ସେ ଶତ ପ୍ରତିଶତ ସକ୍ସେସ…
ବାଘୁଣୀର ବିବାଦୀୟ ହତ୍ୟା ଉପରେ ଆଧାରିତ ଫିଲ୍ମରେ ନଜର ଆସିବେ ବିଦ୍ୟା
ମୁମ୍ବାଇ: ବିଦ୍ୟା ବଲାନ୍ ବଲିଉଡ୍ର ଜଣେ ବହୁମୁଖୀ ଅଭିନେତ୍ରୀ। ତାଙ୍କ ଫିଲ୍ମ ପ୍ରାୟତଃ ନାରୀ କୈନ୍ଦ୍ରିକ ହୋଇଥିବାବେଳେ ଫିଲ୍ମରେ ସୁସ୍ଥ ସମାଜ ପାଇଁ ବାର୍ତ୍ତା ମଧ୍ୟ ରହିଥାଏ। ତେବେ ୨୦୨୦ରେ ରିଲିଜ୍ ହେବାକୁ ଯାଉଛି ବିଦ୍ୟାଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’। ଏହାପରେ…
୨୬ ବର୍ଷ ସାନ ଯୁବତୀଙ୍କୁ ଚତୁର୍ଥ ବିବାହ କରିଥିଲେ କବିର
ମୁମ୍ବାଇ: ବଲିଉଡ୍ରେ ନିଜର ଦମ୍ଦାର୍ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା କବିର ବେଦୀ ରୋମାନ୍ସକୁ ନେଇ ମଧ୍ୟ ରହୁଥିଲେ ବେଶ୍ ଚର୍ଚ୍ଚାରେ। କେବଳ ସେତିକି ନୁହେଁ ୭୦ ବର୍ଷ ବୟସରେ ସେ ତାଙ୍କଠାରୁ ୨୬ ବର୍ଷ ସାନ ଯୁବତୀଙ୍କୁ ଚତୁର୍ଥ ବିବାହ…
ବିଗ୍ ବସ୍ରେ ଫ୍ୟାମିଲି ଉଇକ୍
ବମ୍ବେ: ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ବସ୍ ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରୁଛି। ପ୍ରେମ, ବନ୍ଧୁତ୍ୱ ଏବଂ ଡ୍ରାମାକୁ ନେଇ ଚଳିତ ସିଜିନ ଚର୍ଚ୍ଚାରେ ରହିଛି। ଘର ଭିତରେ ବନ୍ଦ ରହିଥିବା ଦଶଜଣ ପ୍ରତିଯୋଗୀ ଚଳିତ ସପ୍ତାହରେ ତାଙ୍କ ପରିବାରଲୋକଙ୍କୁ…
ଅଜୟ-ସୈଫ୍ଙ୍କ ‘ତାନାଜୀ’ର ରେକର୍ଡ, ସପ୍ତାହେ ନ ପୂରୁଣୁ ଶହେ କୋଟି କ୍ଲବରେ ସାମିଲ
ବମ୍ବେ: ରିଲିଜର ଗୋଟିଏ ସପ୍ତାହ ନ ପୂରୁଣୁ ଶହେ କୋଟି କ୍ଲବରେ ସାମିଲ ହୋଇଛି ଫିଲ୍ମ ‘ତାନାଜି-ଦ ଅନ୍ସଙ୍ଗ ଓ୍ବାରିୟର’। ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଫିଲ୍ମରେ ପ୍ରମୁଖ ଭୂମିକାରେ ଅଜୟ ଦେବଗନ, କାଜୋଲ…
କମେଡି କିଙ୍ଗ୍ କପିଲଙ୍କ ଝିଅର ଫଟୋ ଭାଇରାଲ
ମୁମ୍ବାଇ: ନିଜ କମେଡିରେ ସମସ୍ତଙ୍କୁ ହସାଇ ହସାଇ ବେଦମ୍ କରୁଥିବା ଲୋକପ୍ରିୟ କମେଡି କିଙ୍ଗ୍ କପିଲ ଶର୍ମା ଏବେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହୁଥିବା କପିଲଙ୍କ ଆଉ ଏକ ଫଟୋ ଏବେ ଭାଇରାଲ ହୋଇଛି।…

