ମନୋରଞ୍ଜନ

ଶବାନାଙ୍କ ଡ୍ରାଇଭରଙ୍କ ନାଁରେ ଆସିଲା ଅଭିଯୋଗ

ମୁମ୍ବାଇ,୧୯।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଶନିବାର ଏକ କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଖବର ମିଳିଥିଲା। ଏଥିରେ ତାଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଥିଲେ। ହେଲେ କାର୍‌ରେ ତାଙ୍କ ସହ ଥିବା ତାଙ୍କ ସ୍ବାମୀ ଜାଭେଦ ଅଖତର ଅଳ୍ପକେ…

ସୈଫଙ୍କ ପସନ୍ଦ ଆସିଲାନି ଝିଅ ସାରାଙ୍କ ଫିଲ୍ମ ଟ୍ରେଲର

ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ୟନଙ୍କ ଅଭିନୀତ ଫିଲ୍ମ‘ଲଭ୍‌ ଆଜ୍‌ କଲ୍‌’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହା ପରେ ପ୍ରଶଂସକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ପ୍ରଶଂସକ ସାରା-କାର୍ତ୍ତିକଙ୍କ ଅଭିନୟକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଟ୍ରୋଲ୍‌ ବି…

ଲାକ୍‌ମୀ ଫ୍ୟାଶନ ଉଇକ୍‌ରେ ଚମକିଲେ ନେପାଳର ପ୍ରଥମ ଟ୍ରାନ୍ସଜେଣ୍ଡର ମହିଳା

ବମ୍ବେ: ଲାକ୍‌ମୀ ଫ୍ୟାଶନ ଉଇକ୍‌ରେ ଜଣେ ଟ୍ରାନ୍ସଜେଣ୍ଡର ମହିଳାଙ୍କ ଜଲଓ୍ବା। ସେ ବି ଏଭଳି ଯେ ସେଠାରେ ଉପସ୍ଥିତ ସମସ୍ତଙ୍କ ନଜର ତାଙ୍କ ଉପରେ କେନ୍ଦ୍ରୀଭୂତ ହୋଇଥିଲା। ନେପାଳର ନୁବାକେଟ ଜିଲାର ଏକ କୃଷକ ପରିବାରରେ ଜନ୍ମ ନେଇଥିବା ଅଞ୍ଜଳୀ ଲାମା…

କାର୍‌ ଦୁର୍ଘଟଣାରେ ଶବାନା ଆଜମୀ ଆହତ

ମୁମ୍ବାଇ,୧୮।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଏକ ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି। ମୁମ୍ବାଇ-ପୁନେ ଏକ୍ସପ୍ରେସଓ୍ବେର କାହଲପୁରଠାରେ ତାଙ୍କ କାର୍‌ ଦୁର୍ଘଟଣା ହେବା ସହ ସେ ଓ ତାଙ୍କ ଡ୍ରାଇଭର ଏଥିରେ ଆହତ ହୋଇଛନ୍ତି। ସେଥିରେ ତାଙ୍କ ସ୍ବାମୀ ଜାଭେଦ…

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ : ପକେଟ୍‌ ମନି ଦାନକଲେ ଜୁହି ଚାଓ୍ବଲାଙ୍କ ପୁଅ

ମୁମ୍ବାଇ: ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି। ଅଷ୍ଟ୍ରେଲିଆର ଏହି ବିପତ୍ତି ସମୟରେ ସମସ୍ତେ ସହାୟତାର ହାତ ବଢାଇଛନ୍ତି। ବଲିଉଡ୍‌ ବିୟୁଟି ଜୁହି ଚାଓ୍ବଲାଙ୍କ ପୁଅ ମଧ୍ୟ ଏ କ୍ଷେତ୍ରରେ ଦୁଇ ପାଦ…

କାର୍ତ୍ତିକଙ୍କ ସହିତ ଭାଲେଣ୍ଟାଇନ୍‌ ଡେ ପାଳିବେ ସାରା ଅଲ୍ଲୀ ଖାଁ !

ମୁମ୍ବାଇ: ସମ୍ପ୍ରତି ଇମ୍‌ତିଆଜ୍‌ ଅଲ୍ଲୀଙ୍କ ଫିଲ୍ମ ‘ଲଭ୍‌ ଆଜ୍‌କଲ୍‌’କୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ଇତିମଧ୍ୟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇ ସାରିଛି। ଟ୍ରେଲର ଦର୍ଶକଙ୍କୁ ବେଶ୍‌ ଆକର୍ଷିତ କରିଛି। ଫିଲ୍ମଟି ଫେବୃୟାରୀ ୧୪ ଭାଲେଣ୍ଟାଇନ୍‌ ଡେରେ ରିଲିଜ୍‌ ହେବ…

ମା’ଙ୍କ ଜନ୍ମଦିନରେ ଦାମୀ କାର୍‌ ଉପହାର ଦେଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ପପୁଲାର୍‌ ହିରୋ କାର୍ତ୍ତିକ ଆର୍ୟନ୍‌ଙ୍କୁ ନେଇ ଆଜିକାଲି ଖୁବ୍‌ ଚର୍ଚ୍ଚା। ଅଳ୍ପ ଦିନର ବଲିଉଡ୍‌ କ୍ୟାରିୟର୍‌ ଭିତରେ ସେ ବେଶ୍‌ ଲୋକପ୍ରିୟତା ହାସଲ କରିସାରିଲେଣି। କେବେ ନିଜ ଅଭିନୟକୁ ନେଇ ତ କେବେ ଲଭ୍‌-ଆଫାୟର୍ସ କାରଣରୁ କାର୍ତ୍ତିକ…

୪୫ ବର୍ଷରେ ମୋନିକା: ଡନ୍‌ ଆବୁ ସାଲେମ୍‌ଙ୍କ ସହ ଥିଲା ସମ୍ପର୍କ; ଜେଲରେ ଜେଲରଙ୍କୁ ବି କରିଥିଲେ ଦିଓ୍ବାନା

ମୁମ୍ବାଇ: ବଲିଉଡ୍‌ ଷ୍ଟାର ମୋନିକା ବେଦୀ ଶନିବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୫ ଜାନୁୟାରୀ ୧୮ରେ ପଞ୍ଜାବ ହୋସିଆରପୁର ଜିଲା ଛେବଓ୍ବାଲଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ପାଦ ଦେବା ସହିତ ଅଣ୍ଡରଓ୍ବାଲ୍ଡ୍‌ ଡନ୍‌ ଆବୁ ସାଲେମ୍‌ଙ୍କ ତାଙ୍କର ନିବିଡ଼ତା…

ଦୀର୍ଘ ୯ ବର୍ଷ ପରେ କରନଙ୍କ ସହ କାମ କରିବେ ଶାହାରୁଖ!

ମୁମ୍ବାଇ: ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖ କିଛିଦିନ ହେବ ବଡ ପରଦାରୁ ଏକ ପ୍ରକାର ଦୂରେଇ ରହିଛନ୍ତି କହିଲେ ଚଳେ। ‘ଜିରୋ’ରେ ସଫଳତା ମିଳି ନ ଥିବା ପରଠାରୁ ସେ ଏକ ପ୍ରକାର ଚୁପ୍‌ ରହିଛନ୍ତି ବୋଲି କୁହାଯାଉଛି। ତେବେ ତାଙ୍କ…

କରନଙ୍କୁ ଜୋକର ବୋଲି କୁହନ୍ତି ତାଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ କରନ ଜୋହର ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ସେ ତାଙ୍କ ଇନଷ୍ଟାଗ୍ରାମରେ ସବୁବେଳେ ଆକ୍ଟିଭ ଥିବାବେଳେ ତାଙ୍କ ଫିଲ୍ମକୁ ନେଇ ଭିନ୍ନ ଭିନ୍ନ ପୋଷ୍ଟ କରିଥାଆନ୍ତି। ନିକଟରେ ସେ ତାଙ୍କ ଅପକମିଂ ଫିଲ୍ମ ‘ଶେରଶାହା’ର ଫାଷ୍ଟଲୁକ୍‌…

ବୋଲ୍ଡ ନଜରରେ ସାରା

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ଅପ୍‌ କମିଂ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏଥିରେ ସାରା, କାର୍ତ୍ତିକ ଆର୍ୟନ ଏବଂ ଆରୁଷି ଶର୍ମାଙ୍କୁ ଦେଖିବାକୁ ମିଳିଛି। ସାରା ଏବଂ କାର୍ତ୍ତିକଙ୍କ କେମିଷ୍ଟ୍ରି ଅନ୍‌ସ୍କ୍ରିନ୍‌ରେ ଖୁବ୍‌ ଜମିଛି।…

ମେ’ରେ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିପାରନ୍ତି ବରୁଣ

ମୁମ୍ବାଇ: ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ୍‌ ଚାର୍ମିଂ ଷ୍ଟାର ବରୁଣ ଧଓ୍ବନ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ କରିବାକୁ ଯାଉଛନ୍ତି। କିଛି ଦିନ ହେବ ବରୁଣ ତାଙ୍କ ଗର୍ଲଫ୍ରେଣ୍ଡ ନତାଶାଙ୍କୁ ଡେଟ୍‌ କରୁଛନ୍ତି। ବହୁଥର ଦୁହିଁଙ୍କୁ ବଲିଉଡ୍‌ର କେତେକ କାର୍ଯ୍ୟକ୍ରମରେ ଏକାଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?