ମନୋରଞ୍ଜନ

ହ୍ରିତିକ୍‌ଙ୍କ ସହ ନଜର ଆସିବେ ଅନୁଷ୍କା

ଫିଲ୍ମ ‘ୱାର୍‌’ର ସଫଳତା ପରେ ଅଭିନେତା ହ୍ରିତିକ ରୋଶନ ନିଜ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ଦ୍ଦେଶକ ଫରହା ଖାନଙ୍କ ଆଗାମୀ ଫିଲ୍ମରେ ହ୍ରିତିକ କାମ କରିବେ ବୋଲି ଜଣାପଡିଛି। ଏଥିରେ ତାଙ୍କ ସହିତ ସ୍କ୍ରିନ ଶେୟାର୍‌ କରିବେ…

‘ଗୁଡ୍‌ ନ୍ୟୁଜ’କୁ ନେଇ ଟ୍ରୋଲ୍‌ ହେଲେ ଅକ୍ଷୟ

ମୁମ୍ବାଇ: ବଳିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କ ଅପକମିଂ ଫିଲ୍ମ ‘ଗୁଡ୍‌ ନ୍ୟୁଜ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଅକ୍ଷୟଙ୍କ ସହ ନଜର ଆସିବେ କରିନା କପୁର ଖାଁ, କିୟାରା ଆଡଭାନୀ, ଦିଲଜିତ ଦୋସାଂଝ। ଏବେ ଏହାର…

ଭିକ୍କି କୌଶଲ- ଆୟୁଷ୍ମାନ ଖୁରାନା ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ,୨୩।୧୨: ଆୟୋଜିତ ହୋଇଯାଇଛି ୨୦୧୯ର ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଦିବ୍ୟା ଦତ୍ତ ଏହାର ହୋଷ୍ଟ ଭାବେ ନଜର ଆସିଥିଲେ। ଅମିତାଭ…

ଅମିତାଭ୍‌ ଅସୁସ୍ଥ

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀରେ ହେବାକୁ ଥିବା ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ୍‌ ବଚ୍ଚନ ଅସୁସ୍ଥତା କାରଣରୁ ଯୋଗଦେଇ ପାରିବେ ନାହିଁ। ଏନେଇ ସେ ଟୁଇଟ କରି ଜଣାଇଛନ୍ତି। କିଛି ସପ୍ତାହ ପୂର୍ବରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୭୭…

ଏକ୍ସ-ବୟଫ୍ରେଣ୍ଡ୍‌ଙ୍କୁ ମନେପକାଇ ଗୀତ ଗାଇଲେ ନେହା କକ୍କର

ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ଏବେ ଟେଲିଭିଜନ ଶୋ’ ‘ଇଣ୍ଡିଆନ ଆଇଡଲ ୧୧’ର ଜଜ୍‌ କରୁଛନ୍ତି। ଏହି ଶୋ’ର ଏକ ସ୍ବତନ୍ତ୍ର ଏପିସୋଡ ‘ଶାଦି ସ୍ପେଶାଲ’ରେ ନେହା ଏକ୍ସ ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କ ପାଇଁ ଏ ଦିଲ୍‌ ହୈ ମୁସ୍କିଲ…

କାମ ବ୍ୟସ୍ତତାରେ କେବେ ଗାଧୋଇଥିଲେ ଭୁଲିଯାଇଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ସାଧାରଣତଃ ଫିଲ୍ମ ଅଭିନେତା ଏବଂ ଅଭିନେତ୍ରୀମାନେ ବ୍ୟସ୍ତତା ମଧ୍ୟରେ ନିଜ ବ୍ୟକ୍ତିଗତ ଜୀବନକୁ ଧ୍ୟାନ ଦେଇ ନ ଥାନ୍ତି। ଏମିତି ଜଣେ ସୁପରଷ୍ଟାର ଗାୟିକା ତଥା ଅଭିନେତ୍ରୀ ଲେଡି ଗାଗା ଶୁଟିଂ ବ୍ୟସ୍ତତା ମଧ୍ୟରେ ସେ କେବେ ଗାଧୋଇଥିଲେ ତାହା ଭୁଲିଯାଇଛନ୍ତି।…

କ୍ରିସ୍‌ମାସ ପାଳିବା ପାଇଁ ଏସବୁ ରଙ୍ଗର ପୋଷାକ ବାଛିଛନ୍ତି ବଲିଉଡ୍‌ ଅଭିନେତ୍ରୀ

ଆଉ କିଛିଦିନ ପରେ ପାଳନ କରାଯିବ କ୍ରିସ୍‌ମାସ। ଏହାକୁ ସ୍ବତନ୍ତ୍ର ଭାବେ ପାଳନ କରିବାକୁ ସଜେଇ ହେଲେଣି ବଲିଉଡ୍‌ର ଅଭିନେତ୍ରୀମାନେ। କିଏ କେମିତି କେଉଁ ରଙ୍ଗର ପୋଷାକ ପିନ୍ଧି ପାର୍ଟିରେ ସୁନ୍ଦର ଦିଶିବେ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଜାଣନ୍ତୁ…

ଶାହାରୁଖଙ୍କ ଷ୍ଟାଇଲ ସିକ୍ରେଟ୍‌ ଖୋଲିଲେ ଗୌରୀ

ମୁମ୍ବାଇ: ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖ ଖାଁଙ୍କ ଷ୍ଟାଇଲିସ୍‌ ଲୁକ୍‌ ସମସ୍ତଙ୍କୁ ଦିଓ୍ବାନା କରେ। ନିକଟରେ ତାଙ୍କର ଏହି ଷ୍ଟାଇଲର ରାଜ ଖୋଲିଛନ୍ତି ତାଙ୍କ ପତ୍ନୀ ଗୌରୀ ଖାଁ। ଏକ ସାକ୍ଷାତ୍‌କାରରେ ଗୌରି କହିଛନ୍ତି ବାହାରକୁ ଯିବା ସମୟରେ ତାଙ୍କୁ ପ୍ରସ୍ତୁତ…

କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କୁ ଏକାଠି କଲେ ସଲମାନ୍‌

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଳାଗି ରହିଥିବା ତୁ ତୁ ମେଁ ମେଁ ଏବେ ଶେଷ ହୋଇଛି। କପିଲ ନିଜ ଇନଷ୍ଟାଗ୍ରାମ୍‌ରେ ସୁନୀଲ ଏବଂ ସଲମାନ୍‌ ଖାଁଙ୍କ ଏକ ଫଟୋ ଶେୟାର କରିଛନ୍ତି। ସଲମାନ…

ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଷ୍ଟାରକିଡ୍‌ ତଥା ନବାଗତା ନାୟିକା ଅନନ୍ୟା ପାଣ୍ଡେ ଏବେ ତାଙ୍କ ଅଭିନୟ ପାଇଁ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ସେ ଯାହା ଆଶା ରଖିଥିଲେ ତାହା ଏବେ ପୂରଣ ହେବାକୁ ଯାଉଛି ବୋଲି କହିଛନ୍ତି ଅନନ୍ୟା। ତାଙ୍କର ବହୁ ଦିନରୁ…

ଯାତ୍ରା ଜଗତର ଲୋକପ୍ରିୟ ଯୋଡ଼ି ସନ୍ତୋଷ-କୁସୁମ

ଯାତ୍ରା ଜଗତର ଏକ ଲୋକପ୍ରିୟ ଯୋଡ଼ି ହେଉଛନ୍ତି ସନ୍ତୋଷ-କୁସୁମ ଯୋଡ଼ି। ନିଜ ନିଜର ନିଆରା ଅଭିନୟରେ ସେମାନେ ଦର୍ଶକଙ୍କୁ ସାରା ରାତି ବାନ୍ଧି ରଖିଥାନ୍ତି। ସନ୍ତୋଷଙ୍କ ପୂରା ନାମ ସନ୍ତୋଷ କୁମାର ଦାସ। ଘର ବଡ଼ବିଲ୍‌ର ସାଇଲୋ। ସେ ପ୍ରାୟ ୨୧ବର୍ଷ…

ଅମନଙ୍କ ସ୍ବପ୍ନ

ଗୀତକୁ ନେଇ ସ୍ବପ୍ନ ଦେଖନ୍ତି ଅମନ। ଗୀତକୁ ସାଥିକରି ସେ ବାଟ ଚାଲିବେ – ଏମିତି ମଧ୍ୟ ଏକ ନିଷ୍ପତ୍ତି ନେଇଛନ୍ତି ଅମନ। ଅମନଙ୍କ ପୂରାନାମ ଅମୀୟ କୁମାର ସାହୁ। ତେବେ ଯାତ୍ରାରେ ସେ କେବଳ ‘ଅମନ’ ନାମରେ ହିଁ ପରିଚିତ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri