ଗାଁ ଡ୍ରାମାରୁ ଆରମ୍ଭ
କେତେବେଳେ ସେ ନାୟିକା ହେଇ ମଞ୍ଚକୁ ଆସନ୍ତି ତ ପୁଣି କେତେବେଳେ ଖଳନାୟିକା ସାଜି। ଯେଉଁ ଭୂମିକାରେ ବି ଆସନ୍ତୁ, ଦର୍ଶକମାନେ ତାଙ୍କୁ ଗ୍ରହଣ କରନ୍ତି। ତାଙ୍କର ଅଭିନୟ ଦର୍ଶକଙ୍କୁ ମତୁଆଲାକରେ। ଆଉ ସାରା ରାତି ମଞ୍ଚ ତଳେ ବାନ୍ଧିରଖେ। ଏଠାରେ…
ନାରୀ କୈନ୍ଦ୍ରୀକ ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି ଦର୍ଶକେ: ଦୀପିକା ସବୁଠାରୁ ଦାମୀ ନାୟିକା
ମୁମ୍ବାଇ: ନିକଟରେ ବଲିଉଡ୍ ନାୟିକା ବିଦ୍ୟା ବଲାନ କହିଥିଲେ ଆଉ ସେହି ସମୟ ଦୂରରେ ନାହିଁ ଯେତେବେଳେ ନାରୀ କୈନ୍ଦ୍ରୀକ ଫିଲ୍ମ ୨ଶହରୁ ୫ଶହ କୋଟି ବ୍ୟବସାୟ କରିବ। ଏହା ଗୋଟିଏ ଦୃଷ୍ଟିରୁ ସତ ବୋଲି ମଧ୍ୟ କେହି କେହି କହିଲେଣି।…
ମହିଳା କ୍ରିକେଟରଙ୍କ ବାୟୋପିକ୍ରେ କାମ କରିବେ ଅନୁଷ୍କା!
ମୁମ୍ବାଇ: ବଲିଉଡ୍ ନାୟିକା ଅନୁଷ୍କା ଶର୍ମା ବିବାହ ପରଠାରୁ ବଡ ପରଦାରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି କହିଲେ ଚଳେ। କିଛି ବର୍ଷ ପରେ ଏହି ନାୟିକା ପୁଣିଥରେ ବଡ ପରଦାକୁ ଫେରୁଥିବା ଶୁଣିବାକୁ ମିଳିଛି। ମିଳିଥିବା ଖବର ଅନୁଯାୟୀ ଏବେ…
ଇନଷ୍ଟାଗ୍ରାମ୍ରେ କିଙ୍ଗ୍ ଖାଁଙ୍କ ଫଲୋଅର୍ସଙ୍କ ସଂଖ୍ୟା ୨ କୋଟି ଟପିଲା
ମୁମ୍ବାଇ: କିଙ୍ଗ୍ ଖାଁ ଶାହରୁଖଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର ଆସିଛି। ଏବେ ଶାହରୁଖ ଖାଁଙ୍କ ଇନଷ୍ଟାଗ୍ରାମ୍ରେ ଫଲୋଅର୍ସଙ୍କ ସଂଖ୍ୟା ୨ କୋଟି ଟପିଛି। ଏବେ ଇନଷ୍ଟାରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଫଲୋଅର୍ସଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଥିଲା। ଏହା…
‘ରାମଲୀଲା’ରେ ଦୀପିକାଙ୍କ ଭୂମିକା ଲାଗି ସୋନମ୍ ଦେଇଥିଲେ ଲୁକ୍ ଟେଷ୍ଟ !
ବମ୍ବେ: ନିର୍ଦ୍ଦେଶକ ସଞ୍ଜୟ ଲୀଲା ବନ୍ଶାଲୀଙ୍କ ଚଳଚ୍ଚିତ୍ର ‘ଗୋଲିୟୋଁ କି ରାସଲିଲା: ରାମଲୀଲା’ରେ ଦୀପିକା ନୁହନ୍ତି, ବରଂ ସୋନମ୍ କପୁର ଅଭିନୟ କରିଥାନ୍ତେ। ଏଥିପାଇଁ ସେ ଲୁକ୍ ଟେଷ୍ଟ ମଧ୍ୟ ଦେଇଥିଲେ। ହେଲେ ଏପରି ହେଲାନାହିଁ। ଶେଷରେ ପ୍ରଥମ ଥର ପାଇଁ…
‘ଛପାକ’ ଫିଲ୍ମ ସହ ଶିରୋଜ କ୍ୟାଫେର କ’ଣ ରହିଛି ସମ୍ପର୍କ
ଲକ୍ଷ୍ନୌ: ଦୀପିକା ପାଦୁକୋନଙ୍କ ଅଭିନୀତ ଓ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛପାକ’ ବହୁ ବାଦ ବିବାଦ ପରେ ରିଲିଜ୍ ହୋଇସାରିଛି। ଏହା ଏସିଡ୍ ଆଟାକ୍ ସର୍ଭାଇଭର ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ କାହାଣୀ ଉପରେ ଆଧାରିତ ବୋଲି ସମସ୍ତେ ଜାଣନ୍ତି। ହେଲେ ଲକ୍ଷ୍ନୌରେ…
ବାହା ନ ହୋଇ ମା’ ହୋଇଛନ୍ତି ସାକ୍ଷୀ
ଛୋଟପରଦାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ହେଉଛନ୍ତି ସାକ୍ଷୀ ତନ୍ଓ୍ବର। ଚଳିତମାସ ୧୨ ତାରିଖ ଅର୍ଥାତ୍ ରବିବାର ସେ ତାଙ୍କର ୪୭ତମ ଜନ୍ମଦିବସ ପାଳନ କରିବେ। ଏହି ପରିପ୍ରେକ୍ଷୀରେ ତାଙ୍କ ବିଷୟରେ ଜାଣନ୍ତୁ କିଛି ଖାସ୍ କଥା… ଛୋଟପରଦାରେ…
ପ୍ରେମିକା ଶିବାନୀଙ୍କ ହାତ ଧରିବେ ଫରହାନ୍
ବମ୍ବେ: କିଛି ଦିନ ଧରି ଶିବାନୀ ଦାଣ୍ଡେକରଙ୍କୁ ଡେଟ୍ କରିବା ପରେ ଏବେ ବିବାହ କରିବାକୁ ମନ ବଳାଇଲେଣି ଅଭିନେତା ଫରହାନ୍ ଅଖତର। ଚଳିତବର୍ଷ କିଛି ହାତଗଣତି ପ୍ରୋଜେକ୍ଟରେ କାମ ସରିବା ପରେ ସେ ବିବାହ କରିବେ। ବର୍ଷ ମଧ୍ୟଭାଗ ନଚେତ…
ବାୟୋପିକ୍ ‘୮୩’ରେ ସୁନିଲ ଗାଭାସ୍କରଙ୍କ ଭୂମିକାରେ ନଜର ଆସିବେ ତାହିର
ମୁମ୍ବାଇ: କ୍ରିକେଟର କପିଲ ଦେବଙ୍କ ବାୟୋପିକ୍ ‘୮୩’ରେ ମୁଖ୍ୟ ଭୂମିକାରେ ରଣବୀର ସିଂ ନଜର ଆସୁଛନ୍ତି। ୧୯୮୩ରେ ଭାରତ ଓ୍ବାର୍ଲଡ କପ୍ ଜିତିବା ବେଳର କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଛି। ଏହାର ପୋଷ୍ଟର ରିଲିଜ୍ ହୋଇସାରିଛି। ଏହି ଫିଲ୍ମରେ କପିଳ…
ଶୁଟିଂ ସେଟ୍ରେ ଆହତ ହେଲେ ସାହିଦ
ମୁମ୍ବାଇ: ବକ୍ସ ଅଫିସ୍ରେ ଫିଲ୍ମ ‘କବିର ସିଂହ’ ଧମାଲ୍ କରିବା ପରେ ବଲିଉଡ୍ ଅଭିନେତା ସାହିଦ କପୁର ଏବେ ତାଙ୍କର ଅପ୍ କମିଂ ଫିଲ୍ମ ‘ଜର୍ସି’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ଶୁଟିଂ ଏବେ ଚଣ୍ଡିଗଡ଼ରେ ଚାଲୁଥିବା ବେଳେ ଏକ…
ହାଇକୋର୍ଟରେ ଖାରଜ ହେଲା ଫକ୍ସ ଷ୍ଟୁଡିୟର ଆବେଦନ: ଓକିଲଙ୍କୁ ଦେବାକୁ ପଡ଼ିବ କ୍ରେଡିଟ୍
ନୂଆଦିଲ୍ଲୀ,୧୧।୧: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ୍’ରେ ଏସିଡ୍ ଆଟାକ୍ ପୀଡ଼ିତାଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟ୍ ଦେବା ମାମଲାରେ ହାଇକୋର୍ଟ ଶନିବାର ଶୁଣାଣି କରିଛନ୍ତି। ଏହି ଶୁଣାଣିରେ ଫକ୍ସ ଷ୍ଟୁଡିଓର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ପଟିଆଲା…
ଦୀପିକାଙ୍କୁ ସମ୍ମାନୀତ କରିବେ କମଳ ନାଥ ସରକାର
ଭୋପାଳ,୧୧।୧: ମଧ୍ୟପ୍ରଦେଶ ସରକାର ବଲିଉଡ୍ ମୁଭି ‘ଛପାକ’କୁ ଟ୍ୟାକ୍ସ ଫ୍ରି କରିବା ପରେ ଏବେ ଏହାର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମ୍ମାନୀତ କରିବେ ବୋଲି କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଇନ୍ଦୋରରେ ଆୟୋଜିତ ହେବାକୁ ଥିବା , ଅନ୍ତରାଷ୍ଟ୍ରୀୟ ଭାରତୀୟ ଫିଲ୍ମ…
Archives


