ମନୋରଞ୍ଜନ

ଆଉ ଜଣେ ନବାଗତ

ଖୁବ୍‌ ଶୀଘ୍ର ଓଲିଉଡ୍‌ରେ ଆଉ ଜଣେ ନବାଗତ ନାୟକ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ହେଲେ ନବୀନ। ଅବଶ୍ୟ ଏହାପୂର୍ବରୁ ସେ ୩ଟି ଭୋଜପୁରୀ ଫିଲ୍ମ ଏବଂ କେତୋଟି ଓଡ଼ିଆ ଆଲବମ୍‌ରେ ଅଭିନୟ କରିସାରିଛନ୍ତି। ହେଲେ ବଡ଼ପରଦାରେ ତାଙ୍କୁ ଏବେ ମିଳିଛି…

ବସନ୍ତଙ୍କ ମାୟାରେ ଶ୍ରୀଧର

ଶ୍ରୀଧର ମାର୍ଥା। ‘କଥା ଦେଲି ମଥା ଛୁଇଁ’ ପରେ ସେ କେତୋଟି ସିନେମାର ପ୍ରଯୋଜନା କରିସାରିଲେଣି। ପ୍ରଯୋଜକ ସାଜିବା ପୂର୍ବରୁ ସେ ବସନ୍ତଙ୍କ ମାୟାରେ ପଡ଼ିଯାଇଥିଲେ। ହେଲେ ସେ ବସନ୍ତ କିଏ? ସେ ହେଲେ ଓଡ଼ିଆ ସିନେମା ଜଗତର ଭୀଷ୍ମ ପିତାମହ…

ନାୟିକାର ନଁ। ଟିକିନା

ପ୍ରଥମେ କମେଡି ତା’ପରେ ମୁଖ୍ୟ ଭୂମିକା। ନିଜର ଦାୟିତ୍ୱକୁ ବେଶ୍‌ ସୂଚାରୁ ରୂପରେ ତୁଲାଇ ଜଲିଉଡ୍‌ରେ ନିଜକୁ ଜଣେ ଆଗଧାଡ଼ିର ଅଲରାଉଣ୍ଡର ନାୟିକା ଭାବରେ ପରିଚିତ କରାଇପାରିଛନ୍ତି ସେ। ରୋଲ୍‌ ରୋମାଣ୍ଟିକ ହେଉ ଅବା ଇମୋଶନାଲ-ସେଗୁଡ଼ିକରେ ସେ ଶତ ପ୍ରତିଶତ ସକ୍‌ସେସ…

ବାଘୁଣୀର ବିବାଦୀୟ ହତ୍ୟା ଉପରେ ଆଧାରିତ ଫିଲ୍ମରେ ନଜର ଆସିବେ ବିଦ୍ୟା

ମୁମ୍ବାଇ: ବିଦ୍ୟା ବଲାନ୍‌ ବଲିଉଡ୍‌ର ଜଣେ ବହୁମୁଖୀ ଅଭିନେତ୍ରୀ। ତାଙ୍କ ଫିଲ୍ମ ପ୍ରାୟତଃ ନାରୀ କୈନ୍ଦ୍ରିକ ହୋଇଥିବାବେଳେ ଫିଲ୍ମରେ ସୁସ୍ଥ ସମାଜ ପାଇଁ ବାର୍ତ୍ତା ମଧ୍ୟ ରହିଥାଏ। ତେବେ ୨୦୨୦ରେ ରିଲିଜ୍‌ ହେବାକୁ ଯାଉଛି ବିଦ୍ୟାଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’। ଏହାପରେ…

୨୬ ବର୍ଷ ସାନ ଯୁବତୀଙ୍କୁ ଚତୁର୍ଥ ବିବାହ କରିଥିଲେ କବିର

ମୁମ୍ବାଇ: ବଲିଉଡ୍‌ରେ ନିଜର ଦମ୍‌ଦାର୍‌ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା କବିର ବେଦୀ ରୋମାନ୍ସକୁ ନେଇ ମଧ୍ୟ ରହୁଥିଲେ ବେଶ୍‌ ଚର୍ଚ୍ଚାରେ। କେବଳ ସେତିକି ନୁହେଁ ୭୦ ବର୍ଷ ବୟସରେ ସେ ତାଙ୍କଠାରୁ ୨୬ ବର୍ଷ ସାନ ଯୁବତୀଙ୍କୁ ଚତୁର୍ଥ ବିବାହ…

ବିଗ୍‌ ବସ୍‌ରେ ଫ୍ୟାମିଲି ଉଇକ୍‌

ବମ୍ବେ: ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ଦର୍ଶକଙ୍କ ଖୁବ୍‌ ମନୋରଞ୍ଜନ କରୁଛି। ପ୍ରେମ, ବନ୍ଧୁତ୍ୱ ଏବଂ ଡ୍ରାମାକୁ ନେଇ ଚଳିତ ସିଜିନ ଚର୍ଚ୍ଚାରେ ରହିଛି। ଘର ଭିତରେ ବନ୍ଦ ରହିଥିବା ଦଶଜଣ ପ୍ରତିଯୋଗୀ ଚଳିତ ସପ୍ତାହରେ ତାଙ୍କ ପରିବାରଲୋକଙ୍କୁ…

ଅଜୟ-ସୈଫ୍‌ଙ୍କ ‘ତାନାଜୀ’ର ରେକର୍ଡ, ସପ୍ତାହେ ନ ପୂରୁଣୁ ଶହେ କୋଟି କ୍ଲବରେ ସାମିଲ

ବମ୍ବେ: ରିଲିଜର ଗୋଟିଏ ସପ୍ତାହ ନ ପୂରୁଣୁ ଶହେ କୋଟି କ୍ଲବରେ ସାମିଲ ହୋଇଛି ଫିଲ୍ମ ‘ତାନାଜି-ଦ ଅନ୍‌ସଙ୍ଗ ଓ୍ବାରିୟର’। ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଫିଲ୍ମରେ ପ୍ରମୁଖ ଭୂମିକାରେ ଅଜୟ ଦେବଗନ, କାଜୋଲ…

କମେଡି କିଙ୍ଗ୍‌ କପିଲଙ୍କ ଝିଅର ଫଟୋ ଭାଇରାଲ

ମୁମ୍ବାଇ: ନିଜ କମେଡିରେ ସମସ୍ତଙ୍କୁ ହସାଇ ହସାଇ ବେଦମ୍‌ କରୁଥିବା ଲୋକପ୍ରିୟ କମେଡି କିଙ୍ଗ୍‌ କପିଲ ଶର୍ମା ଏବେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହୁଥିବା କପିଲଙ୍କ ଆଉ ଏକ ଫଟୋ ଏବେ ଭାଇରାଲ ହୋଇଛି।…

‘ଗଙ୍ଗୁବାଇ କାଠିୟାୱାଡି’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀ ଓ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅପ୍‌ କମିଂ ଫିଲ୍ମ ‘ଗଙ୍ଗୁବାଈ କାଠିୟାୱାଡି’ର ଫାଷ୍ଟ ଲୁକ୍‌ ବୁଧବାର ରିଲଜ୍‌ ହୋଇଛି। ଏହି ଫିଲ୍ମର ୨ଟି ପୋଷ୍ଟର ରିଲିଜ୍‌ ହୋଇଥିବା…

ଅମିତାଭ ଛାଡ଼ିଥିଲେ ଏହି ଫିଲ୍ମ, ଅମୀର କହିବା ପରେ ପୁଣି ଫେରିଥିଲେ

ମୁମ୍ବାଇ: ଫିଲ୍ମ ‘ଝୁଣ୍ଡ୍‌’ରେ ଅମିତାଭ ବଚ୍ଚନ ଜଣେ ଅବସରପ୍ରାପ୍ତ ସ୍ପୋର୍ଟସ ପ୍ରଫେସର ଭୂମିକାରେ ଅଭିନୟ କରୁଥିଲେ। ଯିଏକି, ବସ୍ତିପିଲାଙ୍କୁ ଫୁଟବଲ୍‌ ଖେଳ ଶିଖାଉଥିଲେ। ଏକ ସୂତ୍ରରୁ ଜଣାପଡ଼ିଛି, ଅମିତାଭ କୌଣସି କାରଣ ବଶତଃ ଏହି ଫିଲ୍ମଟି ଛାଡ଼ି ଦେଇଥିଲେ। ମାତ୍ର ଅମୀର…

୫୩ ବର୍ଷରେ ଭାନୁପ୍ରିୟା: ଫିଲ୍ମ ପାଇଁ ଅଧାରୁ ଛାଡିଥିଲେ ପାଠପଢ଼ା

ମୁମ୍ବାଇ: ସାଉଥ୍‌ର ସୁନ୍ଦରୀ ଫିଲ୍ମ ଅଭିନେତ୍ରୀ ଭାନୁପ୍ରିୟା ବୁଧବାର ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୭ ଜାନୁୟାରୀ ୧୫ରେ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର କୁରେକାନହାଲଠାରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ପାଇଁ ସେ ଅଧାରୁ ପାଠପଢ଼ା ଛାଡିଦେଇଥିଲେ। ୧୭ ବର୍ଷ…

‘ଗଙ୍ଗୁବାଈ କାଠିୟାଓ୍ବାଡି’ର ପ୍ରଥମ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲିଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି। ବି-ଟାଉନର ସବୁ କଳାକାରଙ୍କ ସ୍ବପ୍ନ, ଜୀବନରେ ଥରେ ହେଉ ପଛେ ତାଙ୍କ ଫିଲ୍ମରେ କାମ କରିବେ। ତେବେ ବଲିଉଡ୍‌ର ଟ୍ୟାଲେଣ୍ଟଡ୍‌ ନାୟିକା ଆଲିୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri