ସବୁ ଭିକାରିଙ୍କ ପାଖରେ ରହିଛି ଏହି ଅଭିନେତାଙ୍କ ପର୍ସନାଲ ଫୋନ୍ ନମ୍ବର
ମୁମ୍ବାଇ: ମାୟାଗନରୀ କହିଲେ ବୁଝାଏ ବଲିଉଡ୍ କଳାକାରଙ୍କ ନଗରୀ। ଆଉ ଏହା ହେଉଛି ମୁମ୍ବାଇରେ। ଏଠାରେ ଥିବା ସବୁ ସେଲିବ୍ରିଟି କୋଟିପତି। ଏଠି ଗରିବ ବୋଲି କେହି ନାହିଁ କହିଲେ ଚଳେ। ହେଲେ ଏଠି ଏମିତି ଜଣେ ସେଲିବ୍ରିଟି ରହୁଛନ୍ତି ଯାହାଙ୍କର…
ଅମିତାଭଙ୍କୁ କାହିଁକି କ୍ଷମା ମାଗିଲେ ଅମର ସିଂହ
ନୂଆଦିଲ୍ଲୀ,୧୮।୨: ସମାଜବାଦୀ ପାର୍ଟି(ଏସ୍ପି)ର ପୂର୍ବତନ ନେତା ତଥା ରାଜ୍ୟସଭା ଏମ୍ପି ଅମର ସିଂହଙ୍କ ଖରାପ୍ ସ୍ବାସ୍ଥ୍ୟାବସ୍ଥା ଯୋଗୁ ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିଡନୀ ଜନିତ ସମସ୍ୟା ଥିବାରୁ ସେ ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି। ବର୍ତ୍ତମାନ…
‘ଲୁପ୍ ଲପେଟା’ରେ ଆସିବେ ତାପସୀ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦର୍ଶକଙ୍କୁ ଦେଇଚାଲିଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଥାପ୍ପଡ’ର ଟ୍ରେଲର୍ ରିଲିଜ ହୋଇଥିଲା। ଦର୍ଶକଙ୍କୁ ଫିଲ୍ମର କନ୍ସେପ୍ଟ ବେଶ ଦମଦାର୍ ଲାଗୁଛି। ସୋସିଆଲ ମିଡିଆରେ ଏବେ ଦର୍ଶକ…
ଆଦିତ୍ୟଙ୍କ ସହ ବିବାହକୁ ନେଇ ଏମିତି କହିଲେ ନେହା
ବଲିଉଡ୍ ସିଙ୍ଗର ନେହା କକ୍କର ଏବଂ ଆଦିତ୍ୟ ନାରାୟଣଙ୍କ ମଧ୍ୟରେ ବିବାହର ଚର୍ଚ୍ଚା ଥମିବାର ନାଁ ନେଉନି। ଚର୍ଚ୍ଚା ହେଉଥିଲା ଯେ ଭାଲେଣ୍ଟାଇନ୍ସ ଡେ’ରେ ସେମାନେ ବାହା ହେବେ। ତେବେ ସେମାନଙ୍କ ବାହାଘର ସରିଯାଇଛି। ଆଉ ଏହାର ଫଟୋ ଓ ଭିଡିଓ…
ଚଙ୍କି ପାଣ୍ଡେ କରିପାରି ନ ଥିବା କାମ କରି ଦେଖାଇଲେ ଝିଅ ଅନନ୍ୟା
ଅଭିନୟ କ୍ୟାରିୟରରେ ବଲିଉଡ୍ ଅଭିନେତା ଚଙ୍କି ପାଣ୍ଡେ ଯେଉଁ କାମ କରିପାରି ନାହାନ୍ତି ତାହା ତାଙ୍କ ଝିଅ ଅନନ୍ୟା କରି ଦେଖାଇଛନ୍ତି। ଏ କଥା ନିଜେ ଚଙ୍କି କହିଛନ୍ତି। ପ୍ରକୃତ କଥାଟା ହେଲା ଏହି ନିକଟରେ ଫିଲ୍ମ ଫେୟାର ଆଓ୍ବାର୍ଡ ସମାରୋହ…
କଲେଜରେ ‘ଗଦ୍ଦର’ ଗୀତରେ ନାଚିଲେ ସନ୍ନି: ଭିଡିଓ ଭାଇରାଲ
ମୁମ୍ବାଇ: ବଲିଉଡ୍ ନାୟକ ସନ୍ନି ଦେଓଲ ଏବେ ରାଜନୀତିରେ ପାଦ ଦେଇଛନ୍ତି। ରାଜନେତା ହେବା ପରେ ନିକଟରେ ସେ ପଞ୍ଜାବର ଏକ କଲେଜରେ ପହଞ୍ଚିଥିଲେ। ସେଠାରେ ସେ ପିଲାମାନଙ୍କ ସହ ମିଶି ତାଙ୍କ ଅଭିନୀତ ଫିଲ୍ମ ‘ଗଦ୍ଦର’ର ଏକ ଗୀତରେ ଡ୍ୟାନ୍ସ…
ଏମ୍ଏସ୍ ବିଟ୍ଟାଙ୍କ ବାୟୋପିକ୍ରେ ଅକ୍ଷୟ
ମୁମ୍ବାଇ:୨୦୧୯ ଡିସେମ୍ବରରେ ରିଲିଜ୍ ହୋଇଥିବା ଫିଲ୍ମ ‘ଗୁଡ୍ ନ୍ୟୁଜ୍’ ସୁପରହିଟ ହେବା ପରେ ଖିଲାଡି ବୟ ଅକ୍ଷୟ କୁମାର ନିଜର ଆଗାମୀ ପ୍ରୋଜେକ୍ଟ ‘ସୂର୍ଯ୍ୟବଂଶୀ’ ପାଇଁ ଏବେ ବ୍ୟସ୍ତ ଅଛନ୍ତି। ୨୦୨୧ପର୍ଯ୍ୟନ୍ତ ଅକ୍ଷୟଙ୍କ ପାଖରେ ବହୁ ପ୍ରୋଜେକ୍ଟ ରହିଥିବା ଜଣାପଡ଼ିଛି। ଇତିମଧ୍ୟରେ…
କରିନାଙ୍କୁ ଡେଟ୍ କରିବା ସମୟରେ ରାଣୀ ଦେଇଥିଲେ କିଛି ଉପଦେଶ: ଶୈଫ
ମୁମ୍ବାଇ: ବଲିଉଡ୍ର ଆଇଡିଆଲ୍ କପୁଲ ଭାବେ ବେଶ୍ ଜଣାଶୁଣା କରିନା କପୁର ଖାଁ ଓ ଶୈଫ ଅଲ୍ଲି ଖାଁ। ଏମାନଙ୍କ ଯୋଡିକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ନିକଟରେ ନିଜର ରିଲେଶନକୁ ନେଇ ଖୋଲା ଖୋଲି କଥା ହୋଇଛନ୍ତି ଶୈଫ।…
ର଼୍ୟାମ୍ପ ଶୋ’ରେ ଓପ୍ସର ଶିକାର ହେଲେ ଅଭିନେତ୍ରୀ, ଜଣାପଡ଼ିବା ପରେ କ୍ୟାମେରା ସାମ୍ନାରୁ ଦୌଡ଼ି ପଳାଇଲେ
ମୁମ୍ବାଇ: ‘ଲାକ୍ମୀ’ ଫେଶନ ସପ୍ତାହ ୨୦୨୦ରେ ମଡେଲଙ୍କ ସହିତ ବଲିଉଡ୍ର କିଛି ଅଭିନେତ୍ରୀ ଭାଗ ନେଇଥିଲେ। ଅଭିନେତ୍ରୀ ତଥା ନିର୍ମାତା ଦିବ୍ୟା ଖୋସ୍ଲା ମଧ୍ୟ ଏଥିରେ ଭାଗ ନେଇଥିଲେ। ଏହି ସମୟରେ ସେ ଓପ୍ସ ମୋମେଣ୍ଟର ଶିକାର ହୋଇଥିଲେ। ଦିବ୍ୟା ଏକ…
ହାଇଦ୍ରାବାଦ ଭେଟେରିନାରି ଡାକ୍ତରଙ୍କ ବଳାତ୍କାର, ହତ୍ୟା ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରିବେ ରାମ ଗୋପାଳ ବର୍ମା
ହାଇଦ୍ରାବାଦ,୧୭।୨: ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଭେଟେରିନାରି ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏବେ ଏହି ଚର୍ଚ୍ଚିତ ଘଟଣାକୁ ନେଇ ବଲିଉଡ୍ର ନାମୀ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଫିଲ୍ମ ନିର୍ମାଣ…
ଯୁଦ୍ଧ ବିମାନ ଉଡାଇବେ କଙ୍ଗନା!
ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରନାଓ୍ବତ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନମୋହିଥାନ୍ତି। ଏବେ ପୁଣି ତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। କଙ୍ଗନାଙ୍କ ଅପ୍ କମିଂ ଫିଲ୍ମ ‘ତେଜସ୍’ରେ ସେ ଏୟାରଫୋର୍ସ ପାଇଲଟ୍ ଚରିତ୍ରରେ ନଜର…
ମିଷ୍ଟର ଇଣ୍ଡିଆ-୨ରେ ରଣବୀର ସିଂ
ବଲିଉଡ୍ର ଲୋକପ୍ରିୟ ଚଳଚ୍ଚିତ୍ର ‘ମିଷ୍ଟର ଇଣ୍ଡିଆ’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ‘ଟାଇଗର ଜିନ୍ଦା ହୈ’ ଭଳି ଫିଲ୍ମ ନିର୍ମାଣ କରିଥିବା ଅଲ୍ଲୀ ଅବାସ ଜାଫରଙ୍କ ନିର୍ଦ୍ଦେଶନାରେ ନିିର୍ମାଣ ହେବାକୁ ଥିବା ଏହି ଫିଲ୍ମରେ ରଣବୀର ସିଂ ଲିଡ୍ ରୋଲ୍ରେ ନଜରକୁ…
Archives


