ଆସିମ୍ଙ୍କ ସମର୍ଥନରେ WWE ଷ୍ଟାର ଜନ୍: ଧନ୍ୟବାଦ ଜଣାଇଲେ ପ୍ରଶଂସକ
ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ବସ୍’ର ଫାଇନାଲ ଯେତେ ପାଖେଇ ଆସୁଛି, ପ୍ରତିଯୋଗୀମାନେ ସେତିକି ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ବଡ଼ କଳାକାର ନଚେତ ପ୍ରତିଭାବାନ ବ୍ୟକ୍ତିବିଶେଷମାନେ ଭିନ୍ନ ପ୍ରତିଯୋଗୀଙ୍କ ସମର୍ଥନରେ ମଧ୍ୟ ବାହାରୁଛନ୍ତି। ସେମାନଙ୍କ ମଧ୍ୟରୁ ଆସିମ୍...
ରୋମାନ୍ସ, ସସ୍ପେନ୍ସରେ ଭରପୂର ରହିବ ଭାଲେଣ୍ଟାଇନ୍ ସପ୍ତାହ: ପରଦାକୁ ଆସୁଛି ଏସବୁ ଫିଲ୍ମ
ବମ୍ବେ: ଆଗକୁ ଆସୁଛି ଭାଲେଣ୍ଟାଇନ୍ ଡେ। ଚଳଚ୍ଚିତ୍ର ନିର୍ମାତାମାନେ ଏହାକୁ ଦୃଷ୍ଟିରେ ରଖି ରୋମାନ୍ସ ଏବଂ ସସ୍ପେନ୍ସ ଉପରେ ଆଧାରିତ ଏକାଧିକ ଫିଲ୍ମ ଭେଟିଦେବାକୁ ଯାଉଛନ୍ତି। ଭାଲେଣ୍ଟାଇନ୍ ସପ୍ତାହରେ ଦୁଇଟି ଶୁକ୍ରବାର ପଡ଼ୁଥିବାବେଳେ ଫେବୃୟାରୀ ୭ ତାରିଖରେ ରିଲିଜ ହେବ...
ବଲିଉଡ୍ରେ ଅକ୍ଷୟ କୁମାରଙ୍କ ବ୍ରାଣ୍ଡ୍ ଭାଲ୍ୟୁ ସବୁଠୁ ଅଧିକ
ମୁମ୍ବାଇ: ବଲିଉଡ୍ର ଅନ୍ୟ ନାମୀଦାମୀ ଅଭିନେତ୍ରୀ ଅଭିନେତାଙ୍କୁ ବ୍ରାଣ୍ଡ୍ ଭାଲ୍ୟୁରେ ପଛରେ ପକାଇ ଦେଇଛନ୍ତି ଅକ୍ଷୟ କୁମାର। ବର୍ଷକ ମଧ୍ୟରେ ତାଙ୍କର ବ୍ରାଣ୍ଡ୍ ଭାଲ୍ୟୁ ୫୫.୩ ପ୍ରତିଶତ ବୃଦ୍ଧିପାଇଛି। ବୁଧବାର ଗ୍ଲୋବାଲ ଆଡ୍ଭାଇଜରୀ ଫାର୍ମ ଡଫ୍ ଆଣ୍ଡ୍ ଫେଲ୍ପସ ଦ୍ୱାରା...
କୋରିଆନ୍ ଫିଲ୍ମର ରିମେକ୍ କରିପାରନ୍ତି ଶାହାରୁଖ
ମୁମ୍ବାଇ: ବଲିଉଡ୍ ବାଦଶାହା ଶାହାରୁଖ ଖାଁ କିଛି ଦିନ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି। ତାଙ୍କ ହାତରେ ସେମିତି କିଛି ଆଖିଦୃଶିଆ ପ୍ରୋଜେକ୍ଟ ନାହିଁ କହିଲେ ଚଳେ। ଏବେ ଶୁଣିବାକୁ ମିଳିଛି କି ଶାହାରୁଖ ଖାଁଙ୍କ ଟିମ୍ କୋରିଆନ୍...
ହଲିଉଡ୍ର ବରିଷ୍ଠ କଳାକାର କିର୍କ ଡୋଗଲାସଙ୍କ ୧୦୩ ବର୍ଷ ବୟସରେ ପରଲୋକ
ଓ୍ବାଶିଂଟନ,୬।୨: ହଲିଉଡ୍ ଲିଜେଣ୍ଡ କିର୍କ ଡୋଗଲାସଙ୍କର ୧୦୩ ବର୍ଷ ବୟସରେ ବୁଧବାର ପରଲୋକ ହୋଇଛି। ତାଙ୍କ ପୁଅ ତଥା ହଲିଉଡ୍ର ନାମୀ କଳାକାର ମାଇକେଲ ଡୋଗଲାସ ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ଖବର ସାରା ବିଶ୍ୱକୁ ଜଣାଇଛନ୍ତି। ଏହି ଖବର ସହ...
ଆଙ୍କରିଂ ଯାହାର ନିଶା
ସତେ ଯେମିତି ଆଙ୍କରିଂ ତାଙ୍କ ନିଶା ପାଲଟି ଯାଇଛି। ଜଣେ ଓଡ଼ିଆ ଝିଅ ଭାବରେ ସେ କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ସେ ହେଲେ ମାନସୀ ମିଶ୍ର। ବମ୍ବେରେ ଜନ୍ମିତା ଏହି ଆଙ୍କରଙ୍କ ମଧ୍ୟ...
କୁକୁର ଗୋଡ଼ାଇବା କଥା ଭୁଲି ପାରୁନି
ଦୀପକଙ୍କ ଓଲିଉଡ୍ କ୍ୟାରିୟର ଆରମ୍ଭ ହୋଇଥିଲା ଓଡ଼ିଆ ସିନେମା ‘ମନ ମୋର ପ୍ରଜାପତି’ରୁ। ଏହାର ଶୁଟିଂ ସମୟରେ ଏପରି ଏକ ଘଟଣା ଘଟିଥିଲା ଯାହାକୁ ଭୁଲି ପାରୁନାହାନ୍ତି ଏହି ଅଭିନେତା.. ହଁ, କୁକୁର କଥା ମନେପଡ଼ିଲା ବେଳକୁ ଯେତିକି ଡର...
ଦୋଛକିରେ କିଆରା
କିଆରା ଆଡଓ୍ବାନୀ ଦୋଛକିରେ ପଡ଼ିଯାଇଛନ୍ତି। କଥାଟି ଏମିତି ହୋଇଛି ଯେ ଏଣୁ ମାରିଲେ ଗୋହତ୍ୟା ତେଣୁ ମାରିଲେ ବ୍ରହ୍ମହତ୍ୟା। କଥା କ’ଣ କି ନିକଟରେ ଏକ ଅନଟାଇଟଲଡ ହିନ୍ଦୀ ସିନେମାରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳିଥିଲା। କିନ୍ତୁ ଏଥିରେ...
ଆମ ସିନେମାର ଥକା କଥା….
ଓଡ଼ିଶାରେ ମନୋରମ ପ୍ରାକୃତିକ ସମ୍ପଦର ଫାଇଦା ଉଠାଇବା ଦିଗରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ତା’ର ଓ୍ବେବ୍ସାଇଟ୍ରେ କିଛିଟା ଜିଲାର ପ୍ରାକୃତିକ ଦୃଶ୍ୟରେ ଫଟୋଚିତ୍ର ସାଧାରଣରେ ପ୍ରଯୋଜକ-ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରେରଣ କରାଯାଇଛି। ଏପରି ସ୍ଥାନରେ ବଲିଉଡ଼ର ଚଳଚ୍ଚିତ୍ର...
ଦିନ ଗଣୁଛନ୍ତି ତାପସୀ
ତାପସୀ ପାନ୍ନୁ ଏବେଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। ସେପଟେ ଦିନ ଯେତିକି ପାଖେଇ ଆସୁଛି ତାଙ୍କର ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ହେଲେ କ’ଣ ପାଇଁ ସେ ଦିନ ଗଣୁଛନ୍ତି ଜାଣିବେନି ? କଥା କ’ଣ କି...
ସାବାସ ଆମୀର
ଆମୀର ଖାନ୍ଙ୍କ ନାୟକ ଭାବରେ ବଲିଉଡ୍ କ୍ୟାରିୟର ଆରମ୍ଭ ହୋଇଥିଲା ‘କୟାମତ୍ ସେ କୟମତ୍ ତକ୍’ରୁ। ନାୟକ ଭାବେ କେବଳ ସେ ନୁହନ୍ତି ନାୟିକା ଭାବରେ ଜୁହି ଚାଓ୍ବଲାଙ୍କୁ ମଧ୍ୟ ଏଥିରେ ବ୍ରେକ୍ ମିଳିଥିଲା। ଫିଲ୍ମଟି ମଧ୍ୟ ସୁପରହିଟ୍ ହୋଇଥିଲା।...
ଆୟୋଜକ ପାକିସ୍ତାନୀ ବୋଲି ଆମେରିକା ଇଭେଣ୍ଟ୍ ରଦ୍ଦ କଲେ ସଲମାନ୍
ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ଆମେରିକାର ହ୍ୟୁଷ୍ଟନ ସହରରେ ଆୟୋଜିତ ହେବାକୁ ଥିବା ଏକ ଲାଇଭ୍ ଇଭେଣ୍ଟରେ ଯୋଗ ଦେବାକୁ ମନା କରିଦେଇଛନ୍ତି। ଏହି ଇଭେଣ୍ଟକୁ ପାକିସ୍ତାନ ନାଗରିକ ରେହାନ ସିଦ୍ଦିକ ନାମକ ଜଣେ ବ୍ୟକ୍ତି ଆୟୋଜିତ କରୁଥିବାରୁ ସଲ୍ଲୁ...
Archives


