ମନୋରଞ୍ଜନ

ଭଲ ବେଳା ଆସିଛି

ଶ୍ରଦ୍ଧା କପୁରଙ୍କ ପାଇଁ ଏବେ ଭଲ ବେଳା ଆସିଛି। ଚଳିତବର୍ଷ ଏ ପର୍ଯ୍ୟନ୍ତ ତାଙ୍କ ଅଭିନୀତ ତିନୋଟି ସିନେମା ‘ଶାହୋ’, ‘ଚିତ୍ତଚୋର’ ଏବଂ ‘ବାଗୀ-୩’ ପରଦା ଉପରକୁ ଆସଛି। ‘ବାଗୀ-୩’କୁ ପ୍ରାରମ୍ଭରୁ ଯେଉଁ ସଫଳତା ମିଳିଛି ତାକୁ ଦେଖି ଶ୍ରଦ୍ଧାଙ୍କ ଖୁସି…

ପ୍ରଥମେ ସୈଫ, ତା’ପରେ ଶାହରୁଖ

ଥରେ ମନେପକାନ୍ତୁ ନା, ଶାହରୁଖ-କାଜୋଲ ଅଭିନୀତ ତଥା ୧୯୯୫ରେ ରିଲିଜ ହୋଇଥିବା ହିନ୍ଦୀ ଚଳଚ୍ଚିତ୍ର ‘ଦିଲ୍‌ଓ୍ବାଲେ ଦୁଲହନିୟଁ। ଲେ ଜାୟେଙ୍ଗେ’କୁ। ଏହି ଫିଲ୍ମଟି ସୁପରଡୁପର ହିଟ୍‌ ହୋଇଥିଲା। ଯେତେବେଳେ ଏହାର ପ୍ରଯୋଜକ ୟଶ୍‌ ଚୋପ୍ରା ଏବଂ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ଚିତ୍ରର…

ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ଦାନ କଲେ ୧.୨୫ କୋଟି ଟଙ୍କା

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀକୁ ନେଇ ସାରା ବିଶ୍ୱରେ ସଂଘର୍ଷ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସମସ୍ତେ ଏବେ ସହାୟତାର ହାତ ବଢ଼ାଇଛନ୍ତି। ଉଦ୍ୟୋଗ ଜଗତଠାରୁ ଆରମ୍ଭ କରି ଖେଳାଳି ଓ ସେଲିବ୍ରିଟି କରୋନାକୁ ହରାଇବା ପାଇଁ ଯଥାସମ୍ଭବ…

ବଲିଉଡ୍‌ ଅଭିନେତ୍ରୀ ନିମିଙ୍କ ପରଲୋକ

ମୁମ୍ବାଇ,୨୬।୩: ବଲିଉଡର ଭେଟେରାନ୍‌ ଅଭିନେତ୍ରୀ ନିମିଙ୍କର ବୁଧବାର ୮୮ ବର୍ଷ ବୟସରେ ପରଲୋକ ହୋଇଛି। ପ୍ରଥମେ ଫିଲ୍ମ ନିର୍ମାତା ଶେଖର ଏହି ସୂଚନା ଦେଇଥିଲେ। ନିଶ୍ୱାସ ନେବାରେ ଅସୁବିଧା ହେବାରୁ ସେ କିଛିଦିନ ହେବ ହସ୍ପିଟାଲରେ ଥିବା ବେଳେ ବୁଧବାର ଶେଷ…

ଲକ୍‌ଡାଉନ୍‌ରେ ଘରୁ ବାହାରି ପୋଲିସଙ୍କଠାରୁ ମାଡ଼ ଖାଇଲେ ସୁନୀଲ ଗ୍ରୋଭର

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ କର୍ଫ୍ୟୁ ସହ ସମାନ ବୋଲି ପ୍ରଧାନମନ୍ତ୍ରୀ କହିଥିବା ବେଳେ କେତେକ ଲୋକ ଏହାକୁ ମାନୁ ନ…

ଅଭିନେତ୍ରୀ ଲୌରା ବେଲ୍‌ କରୋନାରେ ସଂକ୍ରମିତ

ଓ୍ବାଶିଂଟନ,୨୬।୩: ଆମେରିକା ଚଳଚ୍ଚିତ୍ର ଦୁନିଆର ଅଭିନେତ୍ରୀ ଲୌରା ବେଲ୍‌ ବଣ୍ଡି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ୩୮ ବର୍ଷୀୟା ଏହି ଅଭିନେତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବୁଧବାର ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରିବା…

ଇନ୍‌ଷ୍ଟାଗ୍ରାମରୁ ଫଟୋ ଡିଲିଟ୍‌ କଲେ କନିକା କପୁର

ମୁମ୍ବାଇ: ବଲିଉଡ୍‌ ଗାୟିକା କନିକା କପୁର କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଖବର ଶୁଣିବାକୁ ମିଳିଥିଲା। ସେ ଲଣ୍ଡନରୁ ଫେରି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏକଥା ନିଜେ କନିକା ଟ୍ବିଟ୍‌ କରି ଫ୍ୟାନ୍‌ମାନଙ୍କୁ ଜଣାଇଥିଲେ।…

ରାଜ୍‌ କପୁରଙ୍କ ଶାକାହାରୀ ରହସ୍ୟ

ବଲିଉଡ୍‌ର ଶୋ’ ମ୍ୟାନ୍‌ ରାଜ କପୁର। କେବଳ ଜଣେ ଅଭିନେତା ନୁହନ୍ତି, ଜଣେ ପ୍ରଯୋଜକ, ନିର୍ଦ୍ଦେଶକ ଭାବରେ ତାଙ୍କର ବେଶ୍‌ ସୁଖ୍ୟାତି ରହିଛି। ତାଙ୍କ ପ୍ରଯୋଜିତ, ଅଭିନୀତ ଏବଂ ନିର୍ଦ୍ଦେଶିତ ସିନେମାଗୁଡ଼ିକ ଦର୍ଶକମାନଙ୍କୁ କେତେ ପ୍ରଭାବିତ କରିଥିଲା ତାହା କହିବା ବାହୁଲ୍ୟ।…

୨୦ଟି ସିନେମାରେ ଡକାଏତ୍‌

ବଲିଉଡ୍‌ରେ ଡକାଏତ୍‌ ଗେଟଅପ ପାଇଁ ସେ ବେଶ୍‌ ଚର୍ଚ୍ଚିତ ଥିଲେ। କେବଳ ସେତିକି ନୁହେଁ, ଏପରି ଭୂମିକାରେ ଦର୍ଶକ ତାଙ୍କୁ ଗ୍ରହଣ କରିବା ସହ ସେମାନଙ୍କ ହୃଦୟରେ ସେ ହାସଲ କରିଥିଲେ ସ୍ବତନ୍ତ୍ର ସ୍ଥାନ। ହଁ, ସେହି ଅଭିନେତା ଜଣକ ହେଲେ…

କେତେବେଳେ ହଁ, କେତେବେଳେ ନା

ଦିଶା ପଟାନି ବୋଧହୁଏ ଦୋଛକିରେ ପଡ଼ିଯାଇଛନ୍ତି। ଟାଇଗର ଶ୍ରଫ୍‌ଙ୍କ ସହ ଆଫେୟାର୍ସକୁ ନେଇ ସେ ନିକଟରେ ଏପରି ସଫେଇ ଦେଇଛନ୍ତି, ଯାହା ଆଲୋଚନା ପାଇଁ ବେଶ୍‌ ଖୋରାକ ଯୋଗାଇଛି। ଦିଶା କହିଛନ୍ତି ଯେ, ଟାଇଗରଙ୍କ ସହ ମୋର ପ୍ରେମ ସମ୍ପର୍କ ନାହିଁ,…

ଟାଇଗର ଯାହା ଚାହୁଁଥିଲେ..

ବଲିଉଡ୍‌ର ୟଙ୍ଗ ସେନସେସନ ଟାଇଗର ଶ୍ରଫ। ନିକଟରେ ତାଙ୍କ ଅଭିନୀତ ‘ବାଗୀ-୩’ ରିଲିଜ ହୋଇଛି। ଫିଲ୍ମଟିକୁ ପ୍ରାରମ୍ଭରୁ ବେଶ୍‌ ସଫଳତା ମଧ୍ୟ ମିଳିଛି। ଏହି ଫିଲ୍ମରେ ତାଙ୍କର ଆକ୍ସନ ଅବତାରକୁ ଭୁରି ଭୁରି ପ୍ରଶଂସା କରାଯାଉଛି। ଏ ସମ୍ପର୍କରେ ଟାଇଗର କହନ୍ତି,…

ଲମ୍ବା ରେସ୍‌ର ଘୋଡ଼ା

”ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି। ନା ମୁଁ ତୋତେ କେବେ ମା’ ବନିବାର ସୁଯୋଗ ଦେବି ନା କେବେ ଭଲ ସ୍ତ୍ରୀର ମାନ୍ୟତା ଦେବି। ତୁ ଭଲ ବୋହୂ ହୋଇପାରିବୁନି କି କେବେ କାହାର ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?