ମୁହଁର ସର୍ଜରୀ କରିଥିବା ସ୍ବୀକାର କଲେ ଶ୍ରୁତି
ବଲିଉଡ୍ କଳାକାରମାନେ ପ୍ଲାଷ୍ଟିକ୍ ସର୍ଜରୀ କରିବା କିିଛି ନୂଆ କଥା ନୁହେଁ। ଅନେକ ଅଭିନେତ୍ରୀ ଓଠ, ନାକ ଆଦି ଶରୀରର ବିଭିନ୍ନ ଅଙ୍ଗକୁ ଆକର୍ଷଣୀୟ କରିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀର ସହାୟତା ନେଇଛନ୍ତି। ମାତ୍ର ଖୁବ୍ କମ୍ କଳାକାର ରହିଛନ୍ତି ଯେଉଁମାନେ…
ଆୟୁଷ୍ମାନ୍ଙ୍କ ‘ଅନ୍ଧାଧୁନ୍’ର ପ୍ରଶଂସା କଲେ ଲତା: କହିଲେ ‘ଅଭିନୟ ଉଚ୍ଚକୋଟୀର’
ବମ୍ବେ: ବଲିଉଡ୍ର ଏଭଳି କିଛି ଅଭିନେତା ଅଛନ୍ତି, ଯେଉଁମାନଙ୍କ ପରିଚୟ ଦେବା ଆବଶ୍ୟକ ହୋଇ ନ ଥାଏ। ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ଭେଟି ଦେଇ ସେ ରେକର୍ଡ କରିଥାଆନ୍ତି। ସେଭଳି ଜଣେ ହେଲେ ଆୟୁଷ୍ମାନ୍ ଖୁରାନ୍ନା। ନିକଟରେ ତାଙ୍କର…
ରେଖାଙ୍କ ସୌନ୍ଦର୍ଯ୍ୟ ଆଗରେ ଫିକା ପଡ଼ିବେ ଆଜିକାଲିର ଅଭିନେତ୍ରୀ
ରେଖା ବଲିଉଡ୍ର ଏଭର ଗ୍ରୀନ୍ ଅଭିନେତ୍ରୀ। ତାଙ୍କ ସୌନ୍ଦର୍ଯ୍ୟ ଆଗରେ ଫିକା ପଡ଼ିଯିବେ ଆଜିକାଲିର ଅଭିନେତ୍ରୀମାନେ। ସିଲ୍କ ଏବଂ କାଞ୍ଜିବରମ୍ ଶାଢ଼ିକୁ ରେଖା ବେଶ୍ ଭଲ ପାଆନ୍ତି ବୋଲି ସମସ୍ତେ ଜାଣନ୍ତି। ଅଧିକାଂଶ ଉତ୍ସବରେ ତାଙ୍କୁ ଶାଢ଼ିରେ ଦେଖିବାକୁ ମିଳିଥାଏ। ଖାଲି…
ପ୍ରିୟଙ୍କାଙ୍କ ସହିତ ଫଟୋ ଶେୟାର କରି ନିକ୍ କହିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପ୍ରଂଶସକମାନେ ବେଶ୍ ପସନ୍ଦ କରିଥାନ୍ତି। ବିବାହପରଠାରୁ ଖାଲି ପ୍ରିୟଙ୍କାଙ୍କୁ ନୁହେଁ, ତାଙ୍କ ସ୍ବାମୀ ନିକ୍ ଜୋନାସଙ୍କୁ ମଧ୍ୟ ଦର୍ଶକେ ବେଶ୍ ପସନ୍ଦ କରୁଛନ୍ତି। ଯେତେବେଳେ ବି ଦୁଇଜଣ ସୋସିଆଲ ମିଡିଆରେ ଫଟୋ ଶେୟାର କରୁଛନ୍ତି…
ଫିଲ୍ମ ‘ଡିଡିଏଲ୍ଜେ’କୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଶଂସା: ଏହାର ପାର୍ଟ-୨ କରିବାକୁ ଶାହାରୁଖ୍ଙ୍କୁ ପରାମର୍ଶ ଦେଲେ ଗୌରୀ
ଏହି ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିଥିଲେ। ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍ରେ ସେ ଭାଷଣ ଦେବା ଅବସରରେ ବଲିଉଡ୍ର ଆଇକନିକ୍ ଫିଲ୍ମ ‘ଦିଲ୍ ଓ୍ବାଲେ ଦୁଲ୍ହନିୟା ଲେ ଯାଏଙ୍ଗେ’ ଉପରେ ଆଲୋଚନା କରିଥିଲେ। ଡୋନାଲ୍ଡଙ୍କ…
ଓଲେ ଓଲେ ଗୀତରେ କୋରିଓଗ୍ରାଫର, ଅଭିନେତ୍ରୀଙ୍କ ଦମ୍ଦାର ଡ୍ୟାନ୍ସ: ଭିଡିଓ ଭାଇରାଲ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସନ୍ଦୀପା ଧର ଓ କୋରିଓଗ୍ରାଫର ମେଲ୍ଭିନ ଲୁଇସ୍ଙ୍କ ଏକ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ୨ଜଣଙ୍କ ଦମ୍ଦାର ଡ୍ୟାନ୍ସ ଦେଖିବାକୁ ମିଳିଛି। ବଲିଉଡ୍ ଅଭିନେତା ଶୈଫ ଅଲ୍ଲୀ ଖାଁଙ୍କ…
ପୁଣି ଚର୍ଚ୍ଚାକୁ ଆସିଲା ‘ଦସ ବହାନେ’
ମୁମ୍ବାଇ: ୨୦୦୫ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦସ’ର ଗୀତ ‘ଦସ ବହାନେ କରକେ ଲେ ଗୟା ଦିଲ’ ଆଜିବି ଦର୍ଶକଙ୍କୁ ମତୁଆଲା କରେ। ଏବେ ପୁଣିଥରେ ଏହା ନୂଆ ରୂପରେ ରିଲିଜ୍ ହୋଇଛି। ଫିଲ୍ମ ‘ବାଗି ୩’ ପାଇଁ ଏହାର ରିମେକ୍…
ତାପସୀଙ୍କ ‘ଥପ୍ପଡ’ ଦେଖି ଖୁସି ହେଲେ ଜାଭେଦ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ଥପ୍ପଡ’କୁ ନେଇ ଚର୍ଚ୍ଚା ଲାଗି ରହିଛି। ସାମାଜିକ ଘଟଣାବଳୀକୁ ନେଇ ନିର୍ମାଣ କରାଯାଉଥିବା ଫିଲ୍ମରେ ଅଭିନୟ କରିବାକୁ ତାପସୀ ପସନ୍ଦ କରୁଥିବା ବେଳେ ଏହାକୁ ନେଇ ସେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ…
ଗର୍ବୀ ହୋଇଗଲେଣି ଶେହନାଜ, ଗୌତମ ନେଲେ କ୍ଲାସ
ବମ୍ବେ: ବିଗ୍ବସ୍ରୁ ଲୋକପ୍ରିୟତା ସାଉଁଟିବା ପରେ ଗର୍ବୀ ହୋଇଗଲେଣି ଶେହନାଜ ଗିଲ। ଏକଥା ଆମେ କହୁନାହୁଁ, ଶେହନାଜଙ୍କ କଥାରୁ ଏଭଳି ଜଣାପଡ଼ୁଥିବା କହିଛନ୍ତି ଗୌତମ ଗୁଲାଟି। ଏକଦା ଗୌତମଙ୍କ ପ୍ରଶଂସକ ଥିଲେ ଶେହନାଜ। ଏବେ କିନ୍ତୁ ଗୌତମ- ଶେହନାଜଙ୍କ ଶୋ’ ‘ମୁଝସେ…
ବିଗ୍ବସ୍ ପରେ ଏବେ ପରଦାରେ ‘ପାହିରା’ ଯୋଡ଼ି
ବମ୍ବେ: ଚର୍ଚ୍ଚାରେ ବିଗ୍ବସ୍ର ଆଉ ଏକ ଯୋଡ଼ି ‘ପାହିରା’। ଅଭିନେତା ପାରସ ଛାବଡା-ମାହିରା ଶର୍ମାଙ୍କ ଯୋଡ଼ି ଏବେ ପରଦାରେ ନଜରକୁ ଆସିବ। ଉଭୟଙ୍କ କିଛି ଫଟୋ ଭାଇରାଲ ହେବା ପରେ ଏଭଳି କିଛି କୁହାଯାଉଛି। ଉଭୟ ଏକାଠି ସ୍କ୍ରିନ୍ ଶେୟାର କରିବେ।…
ତୈମୁରଙ୍କୁ ଚୋରିକରି ନେବାକୁ ଚାହୁଁଛନ୍ତି ଦୀପିକା
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ତୈମୁର ଅଲ୍ଲୀ ଖାନ୍ଙ୍କୁ ଚୋରିକରି ନେବାକୁ ଚାହୁଁଛନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ। ପ୍ରକୃତ କଥାଟା ହେଲା, ସୈଫ୍ ଏବଂ କରୀନାଙ୍କ ପୁଅ ତୈମୁର କୌଣସି ଷ୍ଟାର ଠାରୁ କମ୍ ନୁହନ୍ତି। ତାଙ୍କୁ କ୍ୟୁଟ୍ନେସ୍ ସମସ୍ତଙ୍କୁ…
୩୬ ବର୍ଷରେ ଜାନଭୀ: ୪ ବର୍ଷରେ ଥରେ ପାଳନ କରନ୍ତି ଜନ୍ମଦିନ
ମୁମ୍ବାଇ: ଛୋଟ ପରଦାର ସୁନ୍ଦରୀ ନାୟିକା ଜାନଭୀ ଛେଡ଼ା ଶନିବାର ୩୬ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୪ ଫେବୃୟାରୀ ୨୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରତି ୪ ବର୍ଷରେ ଥରେ ଅଧିବର୍ଷ ପଡ଼ିଲେ ଫେବୃୟାରୀ ମାସ ୨୯ ଦିନ ହୁଏ।…
Archives


