ବିବାଦରେ ଜାକ୍ଲିନଙ୍କ ‘ଗେନ୍ଦା ଫୁଲ’
ମୁମ୍ବାଇ: କିଛିଦିନ ପୂର୍ବରୁ ରିଲିଜ ହୋଇଥିବା ବାଦ୍ଶାହ-ଜାକ୍ଲିନ ଫର୍ନାଣ୍ଡିଜ୍ଙ୍କ ଗୀତ ‘ଗେନ୍ଦା ଫୁଲ’ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଲୋକପ୍ରିୟ ରାପର୍ ବାଦ୍ଶାହଙ୍କ ଏହି ବଙ୍ଗଳା-ପଞ୍ଜାବୀ ଫ୍ୟୁଜନ୍ ୟୁଟ୍ୟୁବରେ ଟ୍ରେଣ୍ଡ କରୁଛି। ଏହି ଗୀତକୁ ବର୍ତ୍ତମାନ ୬କୋଟିରୁ ଅଧିକ ଥର…
ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ କଲେ ଆଲିଆ
ମୁମ୍ବାଇ: ଭାରତରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ଏହି ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ବୁଧବାର ସୁଦ୍ଧା ଏହି ଭାଇରସ୍ରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୯୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଖାସ୍କରି ଏହି ସଂକ୍ରମଣରୁ…
ସରୋଜିନୀ ନାଇଡୁଙ୍କ ଭୂମିକାରେ ନଜର ଆସିବେ ରାମାୟଣର ସୀତା, ମିଳିଛି ବାୟୋପିକ୍ର ଅଫର୍
ବମ୍ବେ: ଭାରତର ବୁଲ୍ବୁଲ୍ ସରୋଜିନୀ ନାଇଡୁଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ବାୟୋପିକ୍। ଏଥିରେ ପ୍ରମୁଖ ଭୂମିକାରେ ନଜର ଆସିପାରନ୍ତି ରାମାୟଣର ସୀତା ଦୀପିକା ଚିଲଖିଆ। ନିକଟରେ ଏକ ସାକ୍ଷାତକାରରେ ଦୀପିକା ଏହା ସ୍ପଷ୍ଟ କରିଛନ୍ତି। ତାଙ୍କୁ ଫିଲ୍ମ ଅଫର…
ବିଗ୍ବସ୍ ପରେ ରଶ୍ମୀଙ୍କ ସହ କଥା ହେବାକୁ ପସନ୍ଦ କରୁନାହାନ୍ତି ଶେହନାଜ
ବମ୍ବେ: ପୁଣି ଥରେ ଟେଲି ପରଦାକୁ ଫେରିଛି ସମସ୍ତଙ୍କର ପ୍ରିୟ ରିଆଲିଟି ଶୋ ‘ବିଗ୍ବସ୍’। ତଫାତ ଏତିକି ପୁଣି ଥରେ ପୁରୁଣା ଏପିସୋଡ ଦର୍ଶକଙ୍କୁ ଦେଖିବାକୁ ମିଳୁଛି। ବିଗ୍ବସ୍ର ୧୩ତମ ସିଜନ୍ର ଲୋକପ୍ରିୟତାକୁ ଦେଖି ଲକ୍ଡାଉନ୍ ସମୟରେ ଶୋ’କୁ ପୁନଃ ପ୍ରସାରିତ…
ଅଯଥା କଥାରେ ସମୟ ନଷ୍ଟ କରୁଛନ୍ତି ଟ୍ରମ୍ପ: ସୋନମ
ମୁମ୍ବାଇ: ବଲିଉଡ୍ ନାୟିକା ସୋନମ କପୁର ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ନେଇ କରିଥିବା ଟୁଇଟ୍ ଭାଇରାଲ ହେବାରେ ଲାଗିଛି। ବିଶ୍ୱରେ କରୋନା ମହାମାରୀ ସମସ୍ତଙ୍କ ମୁଣ୍ଡ ବିଗାଡିଥିବା ବେଳେ ଆମେରିକାରେ ଏହା ଏବେ ତାଣ୍ଡବ ରଚିଛି। ଚାଇନାରୁ ଆରମ୍ଭ…
ସଲମାନ୍ଙ୍କ ଭଣଜା ଅବଦୁଲ୍ଙ୍କ ପରଲୋକ: ସୋସିଆଲ ମିଡିଆରେ ଫଟୋ ଶେୟାର କରି ଲେଖିଲେ ‘ତୁମକୁ ସବୁବେଳେ ଭଲ ପାଇବି’
ବଲିଉଡ୍ ଅଭିନେତା ସଲମାନ୍ ଖାନଙ୍କ ଭଣଜା ଅବଦୁଲ ଖାନ୍ଙ୍କର ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା। ସେ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହୃଦ୍ଜନିତ ସମସ୍ୟା…
କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ସହାୟତାର ହାତ ବଢ଼ାଇଲେ ବିକି
ମୁମ୍ବାଇ: ଭାରତରେ ଦିନକୁ ଦିନ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। କରୋନା ଭାଇରସ୍ ବା କୋଭିଡ-୧୯ ବିରୋଧରେ ଜାରି ରହିଥିବା ଲଢ଼େଇରେ ଶିଳ୍ପପତିଙ୍କଠାରୁ…
୨ ମାସ ପର୍ଯ୍ୟନ୍ତ ମାଗଣାରେ ଜି-ସୋନୀ-ଷ୍ଟାର୍-କଲର୍ସ ଚ୍ୟାନେଲ ଦେଖିବେ ଲୋକେ: ଆଇବିଏଫ୍ କଲା ଘୋଷଣା
ନୂଆଦିଲ୍ଲୀ,୩୧।୩: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍ଡାଉନ୍ ଜାରି କରାଯାଇଛି। ଲକ୍ଡାଉନ୍ ଯୋଗୁ ଶୁଟିଂ ହୋଇ ପାରୁନି। ତେଣୁ ଡିଡି-୧ ଏବଂ ଡିଡି-୨ରେ ଲୋକପ୍ରିୟ ଧାରାବାହିକ…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦାନ କଲେ ଲତା
ମୁମ୍ବାଇ,୩୧।୩: କରୋନା ଯୁଦ୍ଧରେ ଜିତିବାକୁ ସମସ୍ତଙ୍କର ଚେଷ୍ଟା ଜାରି ରହିଛି। କରୋନା ମୁକାବିଲା ପାଇଁ ବଳିଉଡ୍ର ବହୁ ସେଲିବ୍ରିଟି ସହଯୋଗର ହାତ ବଢାଇଥିବା ବେଳେ ମଙ୍ଗଳବାର ଏଥିରେ ସାମିଲ ହୋଇଛନ୍ତି ଭାରତରତ୍ନ ଲତା ମଙ୍ଗେସକର। ସୁର ସାମ୍ରାଜ୍ଞୀ ଲତା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ…
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଫଣ୍ଡକୁ ସହଯୋଗର ହାତ ବଢାଇ ନାନା ପାଟେକର ଦେଲେ ଭଲ ଉପଦେଶ
ମୁମ୍ବାଇ,୩୧।୩: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ। ଭାରତରେ ବି ବେଳକୁ ବେଳ କରୋନା ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି। ଏକେ କରୋନା ପାଇଁ ସମସ୍ତେ ସହାୟତାର ହାତ ବଢାଇଛନ୍ତି। ବଲିଉଡ୍ର ଭେଟେରାନ ଆକ୍ଟର ନାନା ପାଟେକର ତାଙ୍କ…
ପଞ୍ଚମଥର ବି ବଲିଉଡ୍ ଗାୟିକାଙ୍କ କରୋନା ସଂକ୍ରମିତ ରିପୋର୍ଟ ଆସିଲା ପିଜିଟିଭ
ଲକ୍ଷ୍ନୌ,୩୧।୩: ବଲିଉଡ୍ ସିଙ୍ଗର କନିକା କପୁର କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଖବର ସମସ୍ତଙ୍କୁ ଜଣା। ତେବେ ପଞ୍ଚମଥର ବି ତାଙ୍କ ରିପୋର୍ଟ ପଜିଟିଭ ଆସିବା ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି। କନିକା ଏବେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ…
ମୀନା କୁମାରୀଙ୍କ ଜୀବନ ଥିଲା ଫିଲ୍ମ ଭଳି ଦୁଃଖଭରା: ତିନିତଲାକ୍ ପରେ ହଲାଲାରେ ଫେରିଥିଲେ ପ୍ରଥମ ସ୍ବାମୀଙ୍କ ପାଖକୁ
ମୁମ୍ବାଇ: ବଲିଉଡ୍ର ଖ୍ୟାତି ସମ୍ପନ୍ନ ଅଭିନେତ୍ରୀ ମୀନା କୁମାରୀ ଝିଅ ହୋଇଥିବାରୁ ତାଙ୍କ ପିତା ତାଙ୍କୁ ନେଇ ଅନାଥାଶ୍ରମରେ ଛାଡିଆସିଥିଲେ। ସେ ୧୯୩୩ ଅଗଷ୍ଟ ୧ରେ ମୁମ୍ବାଇର ଦାଦରଠାରେ ଜନ୍ମଗ୍ରହଣ କରିଥିଲେ। ତେବେ ମା’ଙ୍କର କାନ୍ଦ ଦେଖି ଶେଷରେ ମୀନା କୁମାରୀଙ୍କୁ…

