ଲକ୍ଡାଉନ୍ରେ ଘରୁ ବାହାରି ପୋଲିସଙ୍କଠାରୁ ମାଡ଼ ଖାଇଲେ ସୁନୀଲ ଗ୍ରୋଭର
ମୁମ୍ବାଇ: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହି ଲକ୍ଡାଉନ୍ କର୍ଫ୍ୟୁ ସହ ସମାନ ବୋଲି ପ୍ରଧାନମନ୍ତ୍ରୀ କହିଥିବା ବେଳେ କେତେକ ଲୋକ ଏହାକୁ ମାନୁ ନ…
ଅଭିନେତ୍ରୀ ଲୌରା ବେଲ୍ କରୋନାରେ ସଂକ୍ରମିତ
ଓ୍ବାଶିଂଟନ,୨୬।୩: ଆମେରିକା ଚଳଚ୍ଚିତ୍ର ଦୁନିଆର ଅଭିନେତ୍ରୀ ଲୌରା ବେଲ୍ ବଣ୍ଡି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ୩୮ ବର୍ଷୀୟା ଏହି ଅଭିନେତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବୁଧବାର ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରିବା…
ଇନ୍ଷ୍ଟାଗ୍ରାମରୁ ଫଟୋ ଡିଲିଟ୍ କଲେ କନିକା କପୁର
ମୁମ୍ବାଇ: ବଲିଉଡ୍ ଗାୟିକା କନିକା କପୁର କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଖବର ଶୁଣିବାକୁ ମିଳିଥିଲା। ସେ ଲଣ୍ଡନରୁ ଫେରି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏକଥା ନିଜେ କନିକା ଟ୍ବିଟ୍ କରି ଫ୍ୟାନ୍ମାନଙ୍କୁ ଜଣାଇଥିଲେ।…
ରାଜ୍ କପୁରଙ୍କ ଶାକାହାରୀ ରହସ୍ୟ
ବଲିଉଡ୍ର ଶୋ’ ମ୍ୟାନ୍ ରାଜ କପୁର। କେବଳ ଜଣେ ଅଭିନେତା ନୁହନ୍ତି, ଜଣେ ପ୍ରଯୋଜକ, ନିର୍ଦ୍ଦେଶକ ଭାବରେ ତାଙ୍କର ବେଶ୍ ସୁଖ୍ୟାତି ରହିଛି। ତାଙ୍କ ପ୍ରଯୋଜିତ, ଅଭିନୀତ ଏବଂ ନିର୍ଦ୍ଦେଶିତ ସିନେମାଗୁଡ଼ିକ ଦର୍ଶକମାନଙ୍କୁ କେତେ ପ୍ରଭାବିତ କରିଥିଲା ତାହା କହିବା ବାହୁଲ୍ୟ।…
୨୦ଟି ସିନେମାରେ ଡକାଏତ୍
ବଲିଉଡ୍ରେ ଡକାଏତ୍ ଗେଟଅପ ପାଇଁ ସେ ବେଶ୍ ଚର୍ଚ୍ଚିତ ଥିଲେ। କେବଳ ସେତିକି ନୁହେଁ, ଏପରି ଭୂମିକାରେ ଦର୍ଶକ ତାଙ୍କୁ ଗ୍ରହଣ କରିବା ସହ ସେମାନଙ୍କ ହୃଦୟରେ ସେ ହାସଲ କରିଥିଲେ ସ୍ବତନ୍ତ୍ର ସ୍ଥାନ। ହଁ, ସେହି ଅଭିନେତା ଜଣକ ହେଲେ…
କେତେବେଳେ ହଁ, କେତେବେଳେ ନା
ଦିଶା ପଟାନି ବୋଧହୁଏ ଦୋଛକିରେ ପଡ଼ିଯାଇଛନ୍ତି। ଟାଇଗର ଶ୍ରଫ୍ଙ୍କ ସହ ଆଫେୟାର୍ସକୁ ନେଇ ସେ ନିକଟରେ ଏପରି ସଫେଇ ଦେଇଛନ୍ତି, ଯାହା ଆଲୋଚନା ପାଇଁ ବେଶ୍ ଖୋରାକ ଯୋଗାଇଛି। ଦିଶା କହିଛନ୍ତି ଯେ, ଟାଇଗରଙ୍କ ସହ ମୋର ପ୍ରେମ ସମ୍ପର୍କ ନାହିଁ,…
ଟାଇଗର ଯାହା ଚାହୁଁଥିଲେ..
ବଲିଉଡ୍ର ୟଙ୍ଗ ସେନସେସନ ଟାଇଗର ଶ୍ରଫ। ନିକଟରେ ତାଙ୍କ ଅଭିନୀତ ‘ବାଗୀ-୩’ ରିଲିଜ ହୋଇଛି। ଫିଲ୍ମଟିକୁ ପ୍ରାରମ୍ଭରୁ ବେଶ୍ ସଫଳତା ମଧ୍ୟ ମିଳିଛି। ଏହି ଫିଲ୍ମରେ ତାଙ୍କର ଆକ୍ସନ ଅବତାରକୁ ଭୁରି ଭୁରି ପ୍ରଶଂସା କରାଯାଉଛି। ଏ ସମ୍ପର୍କରେ ଟାଇଗର କହନ୍ତି,…
ଲମ୍ବା ରେସ୍ର ଘୋଡ଼ା
”ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି। ନା ମୁଁ ତୋତେ କେବେ ମା’ ବନିବାର ସୁଯୋଗ ଦେବି ନା କେବେ ଭଲ ସ୍ତ୍ରୀର ମାନ୍ୟତା ଦେବି। ତୁ ଭଲ ବୋହୂ ହୋଇପାରିବୁନି କି କେବେ କାହାର ଭଲ…
ଶୁଟିଂ ଚାଲିଛି ମନେ ମନେ ମନ ଖୋଜୁଥିଲା
ଦୁଇଟି ପରିବାର ଭିତରେ ଅହି-ନକୂଳ ସମ୍ପର୍କ। ହେଲେ ପ୍ରେମ ଏପରି ଏକ ଜିନିଷ ଯାହା କିଛି ଖାତିର କରେନା। ଅଭିମନ୍ୟୁଙ୍କ ପୁଅ ଓମ୍ ଏବଂ ଦୁର୍ଯ୍ୟୋଧନଙ୍କ ଝିଅ ଗୌରୀ ପ୍ରେମରେ ପଡିଯାଇଛନ୍ତି। ଦୁଇ ପରିବାର ଭିତରେ ଥିବା ଶତୃତାକୁ ସେମାନେ ଜାଣିଥିଲେ…
ଅଫିସର
ଏକ ରାଜ୍ୟରେ ପାଞ୍ଚଜଣ ଅଫିସରଙ୍କ ଭିତରେ ଥାଏ ଅତୁଟ ବନ୍ଧୁତା। ସତେଯେମିତି ସେମାନେ ଗୋଟିଏ ରଜ୍ଜୁରେ ବନ୍ଧା। କାହାର ଅସୁବିଧା ପଡ଼ିଲେ ଏକାଠି ହୋଇ ସାହାଯ୍ୟର ହାତ ବଢ଼ାଇ ଦିଅନ୍ତି। ହେଲେ ହଠାତ୍ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଜୀବନ ଆକାଶରେ କଳା…
ମନେ ପକାନ୍ତି ତାପସୀ
ତାପସୀ ପାନ୍ନୁ ଏବେ ତାଙ୍କ ବଲିଉଡ୍ କ୍ୟାରିୟରର ପୁରୁଣା ଦିନକୁ ମନେ ପକାଉଛନ୍ତି। ହିନ୍ଦୀ ସିନେମାରେ ଅଭିନୟ କରିବା ପୂର୍ବରୁ ସେ ତାମିଲ ଏବଂ ତେଲୁଗୁ ଫିଲ୍ମରେ ଅଭିନୟ କରିଥିଲେ। ହେଲେ ସେଠାରେ ଭାଗ୍ୟ ତାଙ୍କର ସାଥ୍ ଦେଇ ନ ଥିଲା।…
କରୋନା ସ୍ଥିତିରେ ସୁଧାର ଆସିବା ପରେ ଚାଇନାରେ ପୁଣି ଖୋଲିଲା ଫିଲ୍ମ ହଲ୍, ରିଲିଜ୍ ହେବ ପୁରୁଣା ହିଟ୍ ଫିଲ୍ମ
ବେଜିଂ: କରୋନା ଭାଇରସ୍ ଚାଇନାର ମନୋରଞ୍ଜନ ଇଣ୍ଡଷ୍ଟ୍ରି ଉପରେ ପ୍ରଭାବ ପକାଇଥିଲା। ଫଳରେ ଫିଲ୍ମ ହଲ୍ଗୁଡ଼ିକ ବନ୍ଦ କରି ଦିଆଯାଇଥିଲା। ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଚାଇନାର ପ୍ରାୟ ୬୦୦ରୁ ୭୦୦ ଫିଲ୍ମ ହଲ୍ ପୁଣି ଆରମ୍ଭ ହୋଇଛି। ଏମିତିରେ ବି…
Archives


