ପ୍ୟାରେଣ୍ଟସ୍ ହେଲେ ରିଚା ଚଢା-ଅଲି ଫାଜଲ
ମୁମ୍ବାଇ: ବଲିଉଡ କପଲ ରିଚା ଚଢା ଏବଂ ଅଲି ଫାଜଲଙ୍କ ଏବେ ଖୁସିର ସୀମା ନାହିଁ। କିଛିଦିନ ହେବ ଅଭିନେତ୍ରୀ ତାଙ୍କ ଗର୍ଭଧାରଣକୁ ନେଇ ଖବରରେ ରହି ଆସୁଥିଲେ। ଏଥି ସହିତ, ବର୍ତ୍ତମାନ ସେ ତାଙ୍କ ଘରେ ଜଣେ ନୂତନ ଅତିଥିଙ୍କ…
ରିଲ୍ କରିବା କାଳ ହେଲା, ୩୦୦ ଫୁଟ୍ ଖାଲକୁ ଖସି ପଡ଼ି ଇନ୍ଫ୍ଲୁଏନ୍ସର ଅନ୍ଭିଙ୍କ ମୃତ୍ୟୁ
ମୁମ୍ବାଇ,୧୮।୭: ରିଲ୍ କରି ହୋଇଥିଲେ ଲୋକପ୍ରିୟ। ହେଲେ ସେହି ରିଲ୍ ନିଶା ହିଁ ନେଇଗଲା ଜୀବନ। ଏଭଳି ଏକ ଘଟଣାକ୍ରମରେ ୨୭ ବର୍ଷୀୟ ଅନ୍ଭି କାମଦାରଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର ରାୟଗଡ଼ ଜିଲାର ମାନଗାଓରେ କୁମ୍ଭେ ଝରଣା ନିକଟରେ ୩୦୦ ଫୁଟ୍ …
ଅନନ୍ତ ଅମ୍ବାନୀଙ୍କ ବାହାଘରରେ କିଏ କ’ଣ ଦେଲେ ଉପହାର ଜାଣନ୍ତୁ, ସବୁଠୁ ଦାମୀ ଉପହାର ଦେଇଛନ୍ତି…
ମୁମ୍ବାଇ,୧୭ା୭: ସରିଛି ଦେଶର ସବୁଠୁ ହାଇପ୍ରୋଫାଇଲ ବାହାଘର। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ-ବୋହୂ ରାଧିକା ମର୍ଚାଣ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇସାରିଥିଲେ ମଧ୍ୟ ଏଯାଏ ଥମିନି ଚର୍ଚ୍ଚା। ଅତିଥିଙ୍କଠାରୁ ଆରମ୍ଭ କରି ସାଜସଜ୍ଜା, ଖାଇବା…
ଉର୍ବସୀଙ୍କ ପ୍ରାଇଭେଟ୍ ଭିଡିଓ ଭାଇରାଲ୍: ବାଥ୍ରୁମ୍ରେ…
ବଲିଉଡ ଅଭିନେତ୍ରୀ ଉର୍ବସୀ ରଉତେଲା ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଉର୍ବସୀଙ୍କ ଏକ ପ୍ରାଇଭେଟ୍ ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ଆଲୋଚନା ଜୋରସୋରରେ ଚାଲିଛି। ଉର୍ବଶୀଙ୍କ ଏକ ବାଥରୁମ ଭିଡିଓ ସୋସିଆଲ ମିଡିଆରେ ଲିକ ହୋଇଛି। ଏଥିରେ ସେ ତାଙ୍କ କୁର୍ତ୍ତା…
ପୁଅବୋହୂଙ୍କ ମଧ୍ୟରେ ବିବାଦ ମଧ୍ୟରେ ଅମିତାଭଙ୍କୁ ଲଡ୍ଡୁ ଖୁଆଇବାକୁ ପହଞ୍ଚିଲେ ଜୟା, କ’ଣ ସବୁକିଛି…
ବମ୍ବେ: ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନଙ୍କ ମଧ୍ୟରୁ ବେଶ ଚର୍ଚ୍ଚାରେ ଥିଲେ ବଚ୍ଚନ ପରିବାର। ଝିଅ ଆରାଧ୍ୟା ସହ ଐଶ୍ୱର୍ଯ୍ୟା ରାୟ ଏକାକି ପହଞ୍ଚିଥିବା ବେଳେ ଅଭିଷେକ ପରିବାର ସହ…
ରଶ୍ମିକାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼
ହାଇଦ୍ରାବାଦ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ତାଙ୍କର ପାଳିତ କୁକୁର ମେକ୍ସିର ମୃତ୍ୟୁ ହେବା ପରେ ସେ ପରିବାରର ଜଣେ ସଦସ୍ୟଙ୍କୁ ହରାଇଥିବା କହିଛନ୍ତି। ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ସେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ତାଙ୍କର ଭାବବିହ୍ବଳ…
୫୧ ବର୍ଷରେ ଲୁଚିଛପି ବିବାହ କଲେ ଗୀତା କପୁର! କଲେ ବଡ଼ ଖୁଲାସା
ମମ୍ବାଇ: ୫୧ବର୍ଷରେ ବିବାହ କରିଛନ୍ତି ଗୀତା ମଆ। ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ଗୀତା କପୁରଙ୍କ ‘ଗୀତା ମାଆ’ ଭାବେ ଘରେ ଘରେ ପରିଚିତ। ଫିଜା, ଅଶୋକା, ସାଥିଆ, ହେ ବେବ, ଆଲାଦ୍ଦିନ ପରି ଅଗଣିତ ଫିଲ୍ମରେ କୋରିଓଗ୍ରାଫି କରିଥିବା ଗୀତା…
ଛାଡ଼ପତ୍ର ଖବର ମଧ୍ୟରେ ଘର ଛାଡିଲେ ନତାଶା! ପୁଅ ଅଗସ୍ତ୍ୟଙ୍କ ସହ ବିମାନବନ୍ଦରରେ ଆସିଲେ ନଜର, ଭିଡ଼ିଓ ଭାଇରାଲ
ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ ଛାଡ଼ପତ୍ରର ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଦୀର୍ଘ ଦିନ ଧରି କଳ୍ପନା ଜଳ୍ପନା ଚାଲିଥିଲା ଯେ ଉଭୟଙ୍କ ମଧ୍ୟରେ କିଛି ଭୁଲ ବୁଝାମଣା ହୋଇଛି ଏବଂ ସେଥିପାଇଁ…
ଆଖି ବନ୍ଦ କରି ଜପ କଲେ କୋହଲି, ଅନୁଷ୍କା କହିଲେ ଶ୍ରୀରାମ ଜୟ ରାମ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୬।୭: କେବଳ ବଲିଉଡରେ ନୁହେଁ ଯେତେବେଳେ କ୍ରିକେଟ ଦୁନିଆରେ ପାୱାର୍ କପଲଙ୍କ ବିଷୟରେ କଥାବାର୍ତ୍ତା ହୁଏ, ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ନାମ ପ୍ରଥମେ ଆସିଥାଏ। ଦୁହେଁ ଇଣ୍ଡଷ୍ଟ୍ରିର ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ବିରାଟ କୋହଲି ଟି -୨୦…
ଭାରତ ଫେରୁଛନ୍ତି ଦିବ୍ୟାଙ୍କା
ରୋମ୍: ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଦହିୟା ଓ ତାଙ୍କ ସ୍ବାମୀ ବିବେକ ଦହିୟା ଟିଭି ଇଣ୍ଡଷ୍ଟ୍ରିର ଏକ ଲୋକପ୍ରିୟ ଦମ୍ପତି ଭାବେ ଜଣାଶୁଣା। ଦୁହେଁ କିଛି ଦିନ ପୂର୍ବେ ଛୁଟି କଟାଇବାକୁ ଇଟାଲି ଯାଇଥିଲେ। ତେବେ ଗତ ସପ୍ତାହରେ ସେମାନଙ୍କ ପାସପୋର୍ଟ…
ବାହାଘର କଥା, ଭୁଲ୍କୁ କ୍ଷମା କରିଦେବେ, ହାତଯୋଡ଼ି କହିଲେ ନୀତା ଅମ୍ବାନୀ
ମୁମ୍ବାଇ,୧୫ା୭: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ବୋହୂ ରାଧିକା ମର୍ଚାଣ୍ଟଙ୍କ ବିବାହ ଚର୍ଚ୍ଚାରେ ରହିଛି। ଅମ୍ବାନୀ ପରିବାର ଦ୍ୱାରା ବିବାହର ‘ଶୁଭ ଆଶୀର୍ବାଦ’ ଏବଂ ତା’ପରେ ୧୪ ଜୁଲାଇରେ ‘ମଙ୍ଗଳ ଉତ୍ସବ’ ବା ରିସେପ୍ସନ…
ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଆସିଲା ବଡ଼ ଖବର: ସମ୍ପର୍କରେ…
ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ଗ୍ରାଣ୍ଡ ୱେଡିଂରେ ଦେଶ ବିଦେଶର ବହୁ କଳାକାର ଓ ସେଲିବ୍ରିଟି ଯୋଗ ଦେଇଥିଲେ। ମୁମ୍ବାଇର ଜିଓ ୱାଲର୍ଡ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ଏହି ବିବାହ ଉତ୍ସବରେ ବଚ୍ଚନ ପରିବାର ସମେତ ବଲିଉଡ୍ର ବହୁ ତାରକା…
Archives


