ମନୋରଞ୍ଜନ

ମହେନ୍ଦ୍ର ସିଂ ଧୋନୀ ଭୂମିକାରେ ନିଜକୁ ଦେଖି ଖୁସି ହୋଇଥିଲେ ସୁଶାନ୍ତ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ନାନା ତର୍କ ବିତର୍କ ଚାଲିଛି। ବର୍ତ୍ତମାନ ବଂଶାନୁବାଦକୁ ନେଇ ଆଲୋଚନା ଜୋର୍‌ ଧରିଛି। ଅନ୍ୟପକ୍ଷରେ ପ୍ରଶଂସକମାନେ ସୁଶାନ୍ତଙ୍କ ପୁରୁଣା ସ୍ମୃତିକୁ ମନେ ପକାଉଛନ୍ତି। ସୁଶାନ୍ତଙ୍କ ଏକ ପୁରୁଣା ଭିଡିଓ ଏବଂ…

କଳାକାରଙ୍କୁ ଶୋ’କୁ ଡାକି ବ୍ୟବସାୟ କରୁଥିଲେ କରଣ

ବଲିଉଡ୍‌ ନିର୍ଦ୍ଦେଶକ କରଣ ଜୋହରଙ୍କ ଟକ୍‌ ଶୋ’ ‘କଫି ଓ୍ବିଥ୍‌ କରଣ’ ବହୁତ ଲୋକପ୍ରିୟ। ଏହି ଶୋ’ ଅନେକଙ୍କ ପାଇଁ ବିବାଦ ସୃଷ୍ଟି କରିଛି। କଳାକାରମାନେ ଏଠାକୁ ଆସି ସତକଥା କହିଥାନ୍ତି। ଯେମିତିକି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ସେ ଶୋ’ରେ ଆସି…

ଲକ୍‌ଡାଉନ୍‌ ପରେ ନ୍ୟୁଜିଲାଣ୍ଡ୍‌ରେ ଖୋଲିବ ଫିଲ୍ମ ହଲ୍‌: ପ୍ରଥମେ ରିଲିଜ୍‌ ହେବ ଅଜୟ ଦେବଗନ୍‌ଙ୍କ ଏହି ଫିଲ୍ମ

ମୁମ୍ବାଇ : କରୋନା ଭାଇରସ୍‌ ଯୋଗୁ ନ୍ୟୁଜିଲାଣ୍ଡ୍‌ରେ ଫିଲ୍ମ ହଲ୍‌ ବନ୍ଦ ରହିଥିଲା। ଏବେ ଏହି ଦେଶ ଧୀରେ ଧୀରେ କରୋନା ମୁକ୍ତ ହେବାରେ ଲାଗିଛି। ଏହି ସମୟରେ ନ୍ୟୁଜିଲାଣ୍ଡ୍‌ରୁ ଭାରତୀୟ ଫିଲ୍ମ ପାଇଁ ଖୁସି ଖବର ଆସିଛି। ଫିଲ୍ମ ନିର୍ମାତା…

ସଲମାନ୍‌ଙ୍କୁ ସପୋର୍ଟକରି ଟ୍ରୋଲ୍‌ ହେଲେ ସୁନୀଲ ଗ୍ରୋଭର

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପାଇଁ ସଲମାନ୍‌ ଖାନ୍‌ଙ୍କୁ ଟାର୍ଗେଟ କରାଯାଇଛି। ସଲମାନ୍‌ଙ୍କୁ ଲଗାତାର ଭାବେ ଟ୍ରୋଲ୍‌ କରାଯାଉଥିଲା। ଏହା ପରେ ସଲମାନ୍‌ ସୁଶାନ୍ତଙ୍କ ପରିବାରକୁ ସାହାଯ୍ୟ କରିବେ ବୋଲି ଏକ ଟୁଇଟ୍‌ କରିଥିଲେ। ସଲମାନ୍‌ଙ୍କ ଏହି ଟୁଇଟ୍‌…

ବିନା ଗଡ଼ଫାଦରରେ ବଲିଉଡ୍‌ରେ ପରିଚିତି…

ମୁମ୍ବାଇ, ୨୪।୬: ବଲିଉଡ୍‌ରେ ବହୁ ଅଭିନେତା ବଂଶବାଦ ଦ୍ୱାରା ପରିଚିତି ହାସଲ କରିଥିବାବେଳେ ଏଭଳି କେତେକ ଷ୍ଟାର ଅଛନ୍ତି ଯେଉଁମାନେ କୌଣସି ଗଡ଼ଫାଦରଙ୍କ ସହାୟତା ବିନା ନିଜର ସ୍ବତନ୍ତ୍ର ଖ୍ୟାତି ସୃଷ୍ଟି କରିପାରିଛନ୍ତି। ସେସବୁ ଷ୍ଟାରଙ୍କ ମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କ…

ମୃତ୍ୟୁକୁ ଭୟ କରୁଥିଲେ ସୁଶାନ୍ତ: ଶେଷରେ କଲେ ଆତ୍ମହତ୍ୟା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁରଙ୍କ ଆତ୍ମହତ୍ୟାକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମୃତ୍ୟୁର ସପ୍ତାହେ ପରେ ବି ତାଙ୍କ ପୁରୁଣା ସ୍ମୃତିକୁ ସୋସିଆଲ ମିଡିଆରେ ଶେୟାର କରାଯାଉଛି। ଏମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗୁଛି।…

ମାସ୍କକୁ ହିନ୍ଦିରେ କ’ଣ କୁହାଯାଏ ପ୍ରଶଂସକଙ୍କୁ ବୁଝାଇଲେ ଅମିତାଭ ବଚ୍ଚନ

ବାଗ୍‌ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ନିଜ ପ୍ରଶଂସକଙ୍କ ପାଇଁ ସେ ସବୁବେଳେ କିଛି ନା କିଛି ମଜିଳିଆ ପୋଷ୍ଟ ଶେୟାର କରିଥାନ୍ତି। ଏବେ ସେ ମାକ୍ସକୁ ହିନ୍ଦୀରେ କ’ଣ କୁହାଯାଏ ବୋଲି ଇନ୍‌ଷ୍ଟାଗ୍ରାମ୍‌ ମାଧ୍ୟମରେ…

ଭାଇରାଲ ହେଉଛି ବଲିଉଡ୍‌ ଅଭିନେତ୍ରୀଙ୍କ ପୁରୁଷ ରୂପ

ବମ୍ବେ: ଭାରତୀୟ କ୍ରିକେଟରଙ୍କ ‘ଫିମେଲ୍‌ ଭର୍ସନ’ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ବଲିଉଡ୍‌ ଅଭିନେତ୍ରୀଙ୍କ ପୁରୁଷ ରୂପ ଚର୍ଚ୍ଚାରେ। ଦୀପିକା ପାଦ୍ୟୁକୋନ୍‌ଠାରୁ ଆରମ୍ଭ କରି ସୋନମ କପୁର, କଙ୍ଗନା ରାଣାଓ୍ବତଙ୍କ ପୁରୁଷ ରୂପର ଫଟୋ ଏବେ ଭାଇରାଲ ହେବାରେ…

କରନ୍‌ଙ୍କ ଶୋ’ରେ କ୍ରିତି କହିଥିଲେ ‘ସୁଶାନ୍ତ ସବୁଠୁ ଦକ୍ଷ ଅଭିନେତା’

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଏବେ ବି ଗ୍ରହଣ କରିପାରୁନାହାନ୍ତି ପ୍ରଶଂସକ। ଅପରପକ୍ଷେ ତାଙ୍କ ସହ କାମ କରିଥିବା ଅଭିନେତା/ଅଭିନେତ୍ରୀଙ୍କ ସମାନ ଅବସ୍ଥା। ସମସ୍ତେ ତାଙ୍କର ହସହସ ମୁହଁକୁ ମନେ ପକାଉଛନ୍ତି। ଏପରିକି ତାଙ୍କ ସହ ବିତାଇଥିବା ମୁହୂର୍ତ୍ତର…

ବଲିଉଡ୍‌ରେ ଝିଅକୁ ଲଞ୍ଚ କରିବାକୁ ଚାହୁଁ ନାହାନ୍ତି କାଜଲ-ଅଜୟ!

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ପରେ ଏବେ ଏହି ମାୟା ନଗରୀରେ ନେପୋଟିଜିମ ବା ପ୍ରିୟାପ୍ରିତି ପୋଷଣକୁ ନେଇ ଖୁବ୍‌ ଆଲୋଚନା ହେଉଛି। ସୋସିଆଲ ମିଡିଆରେ ଷ୍ଟାର କିଡ୍ସ ଓ ତାଙ୍କୁ ଲଞ୍ଚ କରୁଥିବା ବ୍ୟକ୍ତିଙ୍କୁ ୟୁଜର୍ସ…

ହିନ୍ଦି ମୁଭି ‘ଦିଲ୍‌’କୁ ପୁରିଲା ୩୦ ବର୍ଷ ଫଟୋ ଶେୟାର କଲେ ଧକ୍‌ଧକ୍‌ ଗର୍ଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦିକ୍ଷିତଙ୍କର ରହିଛି ଏକ ଭିନ୍ନ ପରିଚୟ। ତାଙ୍କ ଅଭିନୟ, ନୃତ୍ୟ ସବୁକିଛି ଦର୍ଶକଙ୍କୁ ବାନ୍ଧି ରଖିବାରେ ସହାୟକ ହୋଇଥାଏ। ବଡ ପରଦାରେ ବହୁ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ମାଧୁରୀଙ୍କ ଆଉ ଏକ ଅଭିନୀତ…

କେବିସି ସିଜିନ୍‌ ୧୨: ପୁଣି ଆରମ୍ଭ ହେବ ରେଜିଷ୍ଟ୍ରେଶନ୍‌ ପ୍ରକ୍ରିୟା, ଭାଗ ନେବା ପାଇଁ ରହିଛି ସର୍ତ୍ତ

କୌନ୍‌ ବନେଗା କରୋଡ୍‌ପତି ସିଜିନ୍‌ ୧୨ ପାଇଁ ପୁଣି ରେଜିଷ୍ଟ୍ରେଶନ୍‌ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ନୂଆ ସର୍ତ୍ତ ରଖାଯାଇଛି। କେବଳ ସୋନୀ ଲାଇଭ୍‌ ୟୁଜର୍ସ ହିଁ ଏହି ରେଜିଷ୍ଟ୍ରେସନ୍‌ରେ ସାମିଲ୍‌ ହୋଇପାରିବେ। ଜୁନ୍‌ ୨୫ରୁ ଜୁଲାଇ ୩ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?