ଜୁଲାଇ ୧୭ରୁ ‘ମୁମ୍ବାଇ ସାଗା’ର ଶୁଟିଂ ଆରମ୍ଭ
କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ହୋଇଥିଲା। ଏହାର ପ୍ରଭାବରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ସମସ୍ତ ଶୁଟିଂ ବନ୍ଦ ରହିଛି। ଏବେ ମହାରାଷ୍ଟ୍ର ସରକାର ଫିଲ୍ମ ଶୁଟିଂ ପାଇଁ ସର୍ତମୂଳକ ଅନୁମତି ଦେଇଛନ୍ତି। ତେବେ ଏହି ଅନୁମତି ମିଳିବା…
ପୁଣିଥରେ ସହଯୋଗର ହାତ ବଢାଇଲେ କ୍ୟାଟ୍ରିନା
ମୁମ୍ବାଇ: ଦେଶରେ ଏବେ କରୋନା ସଂକ୍ରମଣ ମାଡି ଚାଲିଥିବା ବେଳେ ଗୋଟିଏ ଦିନରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଛୁଇଁବାକୁ ବସିଲାଣି। ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଯେତିକି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି…
ଅମିତାଭଙ୍କ ସହ ଫଟୋ ଶେୟାର କଲେ ଶତ୍ରୁଘ୍ନ: କହିଲେ, ‘ବନ୍ଧୁତା ଅତୁଟ ରହୁ’
ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ଶତ୍ରୁଘ୍ନ ସିହ୍ନା ବଲିଉଡ୍ର ଦୁଇ ଖ୍ୟାତନାମା କଳାକାର। ୭୦ ଦଶକର ଏହି ଦୁଇଜଣଙ୍କ ବନ୍ଧୁତା ଉପରେ ଆଜିପର୍ଯ୍ୟନ୍ତ କାହାର ନଜର ଲାଗିନାହିଁ। ଯଦିଓ ଦୁଇଜଣଙ୍କ ମଧ୍ୟରେ ତୁ ତୁ ମେ ମେ କିଛିଦିନ ଧରି ଚାଲିଥିଲା।…
ନେଟଫ୍ଲିକ୍ସରେ ରିଲିଜ ହେବ ‘ଗୁଞ୍ଜନ ସକ୍ସେନା ଦ କାର୍ଗିଲ ଗର୍ଲ’
ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ‘ଗୁଞ୍ଜନ ସକ୍ସେନା ଦି କାର୍ଗିଲ ଗର୍ଲ’ ନେଟଫ୍ଲିକ୍ସରେ ରିଲିଜ ହେବ। ଏହି ଫିଲ୍ମର ନିର୍ମାତା କରଣ ଜୋହର ଏହା ଘୋଷଣା କରିଛନ୍ତି। ଧର୍ମା ପ୍ରଡକ୍ସନ ବ୍ୟାନରରେ ର୍ନିମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଶରନ…
ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ଦେଖି ଇମୋଶନାଲ ହେଲେ ତାପସୀ
ମୁମ୍ବାଇ: କରୋନା ମହାମାରୀ ସହ ଏବେ ସାରା ବିଶ୍ୱ ଲଢେଇ କରୁଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍ ପଡି ନାହିଁ। ଏହି ସଂକ୍ରମଣକୁ ରୋକିବାକୁ ଦେଶରେ ଲକ୍ଡାଉନ ଜାରି କରାଯାଇଥିଲେ ମଧ୍ୟ ଏବେ କରୋନା ସଂକ୍ରମଣ ଧୀରେ ଧୀରେ ଚିନ୍ତାର…
ସ୍ବାମୀଙ୍କ କେଶ କାଟିଲେ ପ୍ରୀତି ଜିଣ୍ଟା
ଲକଡାଉନ ସେଲିବ୍ରିଟିଙ୍କୁ ଏମିତି କିଛି କାମ କରିବା ଶିଖାଇଛି, ଯାହା ହୁଏତ ପୂର୍ବରୁ କେହି କରି ନ ଥିବେ। ଏବେ ଘରେ ରହି ରୋଷେଇ କରିବାଠାରୁ ଆରମ୍ଭ କରି ବଗିଚା ମଧ୍ୟ ସଫା କରିବା ଭିଡିଓ ସେଲିବ୍ରିଟିମାନେ ନିଜ ସୋସିଆଲ ମିଡିଆରେ…
ମଜାରେ ମଜାରେ
ଦୀପିକା କେତେ ରାଗି ତାହା ନିକଟରେ ଦେଖିବାକୁ ମିଳିଥିଲା। ଗୋଟିଏ କଥାକୁ ନେଇ ସେ ହଠାତ୍ ରାଗିଗଲେ, ଆଉ ଯେତେବେଳେ ପ୍ରକୃତ ଘଟଣା କ’ଣ ତାହା ହୃଦୟଙ୍ଗମ କରିପାରିଲେ ତାଙ୍କର ରାଗ ଥମ୍ କରି ଥଣ୍ଡା ହୋଇଯାଇଥିଲା। କଥା କ’ଣ କି…
ପ୍ରେମିକାର ପୋଷା କୁକୁରକୁ ଭୁଲିପାରୁନି
ଏବେ ତ ଲକ୍ଡାଉନ୍ ଚାଲିଛି। ଯେହେତୁ ଶୁଟିଂ ନାହିଁ, ତେଣୁ ଘରେ ହିଁ ରହିବାକୁ ପଡୁଛି । ଏହି ସମୟରେ ନିଜ ଶୁଟିଂ ସମୟର ଅନୁଭୂତି ବିଷୟରେ ଦୀପକ ଯାହା କୁହନ୍ତି…. ବର୍ତ୍ତମାନ ଓଡ଼ିଆ ସିନେମାର ଅନ୍ୟତମ ରୋମାଣ୍ଟିକ ନାୟକ ଭାବରେ…
ଉଠିବା ଆମେ
କରୋନା ମହାମାରୀରେ କବଳିତ ଆମ ଦେଶ। ଏହି ସମୟର ସାମ୍ପ୍ରତିକ ଘଟଣାବଳୀକୁ ନେଇ ପ୍ରସ୍ତୁତ ହୋଇଛି ଏକ ଚାରି ମିନିଟ୍ ଅବଧିବିଶିଷ୍ଟ ଏକ କ୍ଷୁଦ୍ର ଚଳଚ୍ଚିତ୍ର। ମୋଟ ୧୧ଟି ଭାଷାରେ ଏହାକୁ ନିର୍ମାଣ କରାଯାଇଛି। ହିନ୍ଦୀରେ ‘ଉଠେଙ୍ଗେ ହମ୍’, ଇଂଲିଶରେ ‘ଉଇ…
ଦିନ ଗଣୁଛନ୍ତି ତମନ୍ନା
ଓଡ଼ିଆ ସିନେମାର ଗ୍ଲାମର କୁଇନ୍ ଭାବରେ ପରିଚିତା ତମନ୍ନା ଏବେଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। ଲକ୍ ଡାଉନ ପାଇଁ ତ ସିନେମା ରିଲିଜ ହୋଇପାରୁନି। ଏହା ଶେଷ ହେବା ପରେ ତାଙ୍କ ଅଭିନୀତ ‘ସୁପରବୟ’ ରିଲିଜ ହେବ। ଏହି ଫିଲ୍ମରେ…
କେମିତି ହେଲା ବଲିଉଡ୍ ଏଣ୍ଟ୍ରି
ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀଙ୍କୁ ପ୍ରଥମେ ବ୍ରେକ୍ ମିଳିଥିଲା ‘ଦବଙ୍ଗ’ରେ। ଏହି ଫିଲ୍ମର ନାୟକ ଥିଲେ ସଲମାନ ଖଁା ଏବଂ ଚିତ୍ରଟି ହିଟ୍ ହୋଇଥିଲା। ହେଲେ ଏହି ଫିଲ୍ମ ସାଇନ୍ କରିବା ପୂର୍ବରୁ ଏକ ଘଟଣା ଘଟିଥିଲା। ଆକ୍ଟିଂ ଲାଇନ୍କୁ ଆସିବାକୁ…
କ୍ୱାରାଣ୍ଟାଇନ୍ ପରେ ମିଳିଲା ମା’ଙ୍କ ଭଲପାଇବା
ମୁମ୍ବାଇ: ଲକ୍ଡାଉନ୍ରେ ବିମାନ ସେବା ଆରମ୍ଭ ହେବା ପରେ ବଲିଉଡ୍ ଅଭିନେତ୍ରୀ ରାଧିକା ମଦାନ ମେ’ ୨୬ରେ ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିଥିଲେ। ସେ ଫ୍ଲାଇଟ୍ରେ ଆସିବାବେଳେ ବହୁ ସତର୍କତା ଅବଲମ୍ବନ କରିଥିଲେ। ସେ ଘରେ ପହଞ୍ଚି ୧୪ ଦିନ ପାଇଁ ନିଜକୁ…
Archives


