ମଜାରେ ମଜାରେ

ଦୀପିକା କେତେ ରାଗି ତାହା ନିକଟରେ ଦେଖିବାକୁ ମିଳିଥିଲା। ଗୋଟିଏ କଥାକୁ ନେଇ ସେ ହଠାତ୍‌ ରାଗିଗଲେ, ଆଉ ଯେତେବେଳେ ପ୍ରକୃତ ଘଟଣା କ’ଣ ତାହା ହୃଦୟଙ୍ଗମ କରିପାରିଲେ ତାଙ୍କର ରାଗ ଥମ୍‌ କରି ଥଣ୍ଡା ହୋଇଯାଇଥିଲା। କଥା କ’ଣ କି ତାଙ୍କର ପତିଦେବ ରଣବୀର ସିଂ ଏକ ଲାଇଭ୍‌ ଚ୍ୟାଟ୍‌ ଶୋ’ରେ ଅଂଶଗ୍ରହଣ କରିବାର ଥିଲା। ଏକଥା ଯେତେବେଳେ ଦୀପିକା ଜାଣିଲେ ମୁହଁ ଫୁଲେଇ ବସିଲେ। କାରଣ ତାଙ୍କର ଇଚ୍ଛା ଥିଲା ଯେ ଏହି ଚ୍ୟାଟ୍‌ ଶୋ’ରେ ରଣବୀରଙ୍କ ସହ ସେ ମଧ୍ୟ ଅଭିନୟ କରିବେ। ଦୀପିକାଙ୍କ ଗୁମ୍‌ସୁମ୍‌ ଚେହେରା ଦେଖି ରଣବୀର କେବଳ ହସିବାକୁ ଲାଗିଲେ। ଆଉ ତା’ ଭିତରେ ସେ ଅସଲ କଥାଟି ସୂଚାଇ ଦେବାକୁ ଭୁଲି ନ ଥିଲେ। ‘ଆରେ ମୁଁ ତୁମ ସହ ଜୋକ୍‌ କରୁଥିଲି। ଦେଖୁଥିଲି ତୁମେ ଏ କଥା ଶୁଣିବା ପରେ ଖୁସି ହେଉଛ ନା ରାଗୁଛ। ଅସଲ କଥା ହେଲା, ଏହି ଲାଇଭ୍‌ ଚ୍ୟାଟ୍‌ ଶୋ’ରେ ଆମେ ଦୁହେଁ ଅଂଶଗ୍ରହଣ କରିବା ବୋଲି କହିଥିଲେ ରଣବୀର।’ ଏ କଥା ଶୁଣିବା ପରେ ଦୀପିକାଙ୍କ ମୁହଁରେ ହସ ଫୁଟି ଉଠିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ନୁହେଁ, ପ୍ରଶଂସା ସାଉଁଟିଲେ ଆରାଧ୍ୟା

ଶେଷରେ ପୂର୍ବତନ ମିସ ୱାଲର୍‌ଡ ଐଶ୍ୱର୍ଯ୍ୟା ରାୟଙ୍କ କାନ୍ସ ୨୦୨୬ ଲୁକର ଫଟୋ ଆସିଛି। ଐଶ୍‌ ରେଡ କାର୍ପେଟରେ ଗୋଲାପୀ ଗାଉନ ଲୁକ ସହିତ ସମସ୍ତଙ୍କ ହୃଦୟ…

ଲୁଚିଛପି ବିବାହ କରିଦେଲେ କି କଙ୍ଗନା: ମଙ୍ଗଳସୁତ୍ର ପିନ୍ଧି…

ହିମାଚଳ ପ୍ରଦେଶର ମଣ୍ଡିର ଭାଜପା ଏମ୍‌ପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖାଯାଇଛି। ଅଭିନେତ୍ରୀ ବିବାହିତ ମହିଳାଙ୍କ ପରି ବେକରେ ମଙ୍ଗଳସୁତ୍ର,…

କେତେ ପଢିଛନ୍ତି ଶାହରୁଖ ଖାନଙ୍କ ଝିଅ: ବାପାଙ୍କ ସହ କରିବେ ଧମାଲ୍‌

ଯେତେବେଳେ ଷ୍ଟାର କିଡ୍ସଙ୍କ ପ୍ରସଙ୍ଗ ଉଠାଯାଏ, ପ୍ରଥମେ ଶାହରୁଖ ଖାନଙ୍କ ଝିଅ ସୁହାନାଙ୍କ ନାଁ ଆଗରେ ଆସେ। ସୁହାନା ତାଙ୍କର ଚମତ୍କାର ଲୁକ ପାଇଁ ପ୍ରାୟତଃ ସୋସିଆଲ…

ଫିଲ୍ମରେ ଅଭିନୟ କରୁଥିଲେ ଫେରାର କଏଦୀ: ୧୨ ବର୍ଷ ପରେ…

ଅହମ୍ମଦାବାଦ, ୨୨/୫ (ପି.ଟି.):ସିନେମା ଜଗତର ଚମକପ୍ରଦ ଦୁନିଆରେ ନିଜ ପରିଚୟ ଲୁଚାଇ ବୁଲୁଥିବା ଜଣେ କଏଦୀକୁ ଶେଷରେ ଗିରଫ କରିଛି ଗୁଜରାଟ ପୋଲିସ। ହତ୍ୟା ମାମଲାରେ ଆଜୀବନ…

୩୨ ବର୍ଷରେ ବି ଭର୍ଜିନ’ ଅଛନ୍ତି ସନା ମକବୁଲ! ବ୍ରେକଅପ ପରେ ଫ୍ୟୁଚର ପାର୍ଟନରକୁ ନେଇ ଏମିତି କହିଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ସନା ମକବୁଲ ବର୍ତ୍ତମାନ ଏକ ସାକ୍ଷାତକାର ପାଇଁ ଖବରରେ ଅଛନ୍ତି। ବିଗ ବସ ଓଟିଟି ୩ ଜିତିବା ପରେ, ସନା ଲଗାତାର ଭାବରେ ଶିରୋନାମାରେ…

ମାଲାମାଲ ହେଲେ ଜାହ୍ନବୀ: ‘ପେଡ୍ଡି’ ପାଇଁ ମିଳିଲା…

ଦକ୍ଷିଣ ସୁପରଷ୍ଟାର ରାମ ଚରଣ ତାଙ୍କ ଆଗାମୀ ଫିଲ୍ମ ‘ପେଡ୍ଡି’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ସ୍ପୋଟର୍‌ସ ଆକ୍ସନ-ଡ୍ରାମାରେ ସେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସହ ନଜର…

ବିବାହ କରିବାକୁ ମନା କଲେ ଗାୟିକା, କାନାଡାରୁ ଭାରତ ଆସି ହତ୍ୟା

ଲୁଧିଆନା,୧୯।୫: ପଞ୍ଜାବର ଲୁଧିଆନାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ସଙ୍ଗୀତ ଶିଳ୍ପ ସମେତ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ପ୍ରଖ୍ୟାତ ପଞ୍ଜାବୀ…

ସଲମାନ ଖାନଙ୍କ ଘରେ ପଶିଲା ସାପ:ଖେଳିଗଲା ଆତଙ୍କ, ତା’ପରେ ଯାହା ଘଟିଲା…

ମୁମ୍ବାଇ,୧୯।୪: ମୁମ୍ବାଇର ବାନ୍ଦ୍ରାରେ ଥିବା ଅଭିନେତା ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ମଙ୍ଗଳବାର ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ହଠାତ୍‌ ଏକ ସାପ ଆପାର୍ଟମେଣ୍ଟରେ ପଶିଯାଇଛି। ସାପଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri